ଗଜଇ ଚଲଣ ଅଭଯଗର ଗରଫ ମହଳଙକ ସନଦହ ଜନକ ମତୟ କମତ ଓ କଉ ପରସଥତର ପରଣ ହରଇଲ ମହଳ ମଲକନଗର ପଲସର ଖଳତଡ଼ ଆରମଭ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତ ମୃତ୍ୟୁ ଅଭିଯୋଗ । ବେଆଇନ ଭାବେ ଗଂଜେଇ ଚାଲଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ କମରପଦର ନିକଟରେ ଗିରଫ କରିଥିଲା ମାଥିଲି ଅବକାରୀ ଟିମ୍ । ମହିଳା ଜଣଙ୍କ ଚିତ୍ରକୋଣ୍ଡାରୁ ଜୟପୁର ଅଭିମୁଖେ ୧୦ କେଜି ଗଂଜେଇ ନେଇ ଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଅବକାରୀ ଥାନା ହାଜତରେ ମହିଳା ଜଣଙ୍କ ଥିବା ବେଳେ ତାଙ୍କର ସଂଦେହଜନକ ଭାବେ ମୃତ୍ୟୁ ହୋଇଛି ।Continue reading “ଗଜଇ ଚଲଣ ଅଭଯଗର ଗରଫ ମହଳଙକ ସନଦହ ଜନକ ମତୟ କମତ ଓ କଉ ପରସଥତର ପରଣ ହରଇଲ ମହଳ ମଲକନଗର ପଲସର ଖଳତଡ଼ ଆରମଭ”

ପରବର ଫଇଭ-ଟ ସଚବଙକ ଅନଗଳ ଗସତ ପରବର ଅଡଓ ଭଇରଲ ଶଣଇଲ ବଜପ ସଚବଙକ ପଷପ ବଷଟ କରବ ପଇ ତଳଚର ବଧୟକ ଅପଲ କରଥବ ଅଭଯଗ

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତ ପୂର୍ବରୁ ତାଳଚେର ବିଧାୟକଙ୍କ ଅଡିଓ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି । ପ୍ରେସମିଟ କରି ବିଧାୟକ ବ୍ରଜ ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ସାଧାରଣ ସଂପାଦକ କାଳନ୍ଦୀ ସାମଲ । ପ୍ରେସମିଟରେ ସେ ସାମ୍ବାଦିକମାନଙ୍କୁ ଏହି ଭାଇରାଲ ଅଡିଓ ଶୁଣାଇଛନ୍ତି । ଯେଉଁଥିରେ ସଚିବଙ୍କୁ ପୁଷ୍ପ ବୃଷ୍ଟି କଲେ ଅଧିକ ଫଣ୍ଡ ଆସିବ ଓ ଅଂଚଳର ବିକାଶ ହେବ ବୋଲି କହୁଥିବା ଶୁଣିବାକୁ ମିଳିଛିContinue reading “ପରବର ଫଇଭ-ଟ ସଚବଙକ ଅନଗଳ ଗସତ ପରବର ଅଡଓ ଭଇରଲ ଶଣଇଲ ବଜପ ସଚବଙକ ପଷପ ବଷଟ କରବ ପଇ ତଳଚର ବଧୟକ ଅପଲ କରଥବ ଅଭଯଗ”

ଡଏନ ଗରପ ଉପର ଦନର ଆଇଟ ରଡ ଶଷ ଡଏନ ଗରପ ମଖୟ ଜଗଦଶ ନୟକ କହଲ ସବ ଅଭଯଗ ଭତହନ

କନକ ବ୍ୟୁରୋ : ୪ ଦିନ ଧରି ଡିଏନ ଗ୍ରୁପ ଉପରେ ଚାଲିଥିବା ରେଡ ଶେଷ ହୋଇଛି । ତିନି ଦିନର ରେଡ୍ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏମ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ମୁହାଁମୁହିଁ ଜେରା କରିଥିଲେ ଆଇଟି ଅଧିକାରୀ । ଜବତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ କରିଛି ଆୟକର ବିଭାଗ । ସେପଟେ ଜେରା ପରେ ଜଗଦୀଶ ନାୟକ କହିଛନ୍ତି, ସବୁContinue reading “ଡଏନ ଗରପ ଉପର ଦନର ଆଇଟ ରଡ ଶଷ ଡଏନ ଗରପ ମଖୟ ଜଗଦଶ ନୟକ କହଲ ସବ ଅଭଯଗ ଭତହନ”

ମଧୟପରଦଶର ଥମନ ଆଦବସଙକ ଉପର ହସ ଆଦବସ ଯବକଙକ ଘଣଟ ବନଧକ ରଖ ନସତକ ମଡ

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ନେତାଙ୍କ ଦ୍ୱାରା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ମାମଲା ଟିକେ ଥଣ୍ଡାପଡି ଆସୁଥିବା ବେଳେ ଇନ୍ଦୋର ସହରରେ ପୁଣି ଦୁଇଜଣ ଆଦିବାସୀ ଯୁବକଙ୍କୁ ୮ ଘଣ୍ଟା ବନ୍ଧକ ରଖି ନିସ୍ତୁକ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ପୋଲିସ ସୂଚନା ପାଇବା ପରେ ପୀଡିତ ୨ ଆଦିବାସୀ ଯୁବକଙ୍କ ଉଦ୍ଧାର କରି ମେଡିକାଲ ପଠାଇଛି । ଏହାସହ ଏହି ମାମଲାରେ ସଂପୃକ୍ତ ଥିବାContinue reading “ମଧୟପରଦଶର ଥମନ ଆଦବସଙକ ଉପର ହସ ଆଦବସ ଯବକଙକ ଘଣଟ ବନଧକ ରଖ ନସତକ ମଡ”

ଅକଟବରର ଆରମଭ ହବ ଡବଟ କରଡଟ କରଡ ପରଟବଲଟ ଭରତୟ ରଜରଭ ବୟଙକ ଯଗଇ ଦବ ନଆ ସବଧ ନଜ ପସନଦର ବୟଙକ ଚୟନ କରପରବ ଗରହକ

କନକ ବ୍ୟୁରୋ : ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି , ଠିକ ସେହିପରି ଆଗକୁ ଡ଼େବିଟ ଓ କ୍ରେଡିଟ କାର୍ଡ଼ରେ ମଧ୍ୟ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଅକ୍ଟୋବର ମାସରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବ । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କContinue reading “ଅକଟବରର ଆରମଭ ହବ ଡବଟ କରଡଟ କରଡ ପରଟବଲଟ ଭରତୟ ରଜରଭ ବୟଙକ ଯଗଇ ଦବ ନଆ ସବଧ ନଜ ପସନଦର ବୟଙକ ଚୟନ କରପରବ ଗରହକ”

ବବଦ ପରତବଦ ଚପ ପର ହତଯଡ କଷମ ପରରଥନ କଲ ଚଳଚତର ଆଦପରଷର ସଳପକର ମନଜ ମନତସର ଟଇଟ କର ଦରଶକ ଦଶବସ ଓ ହନମନ ଭକତଙକ ମଗଲ କଷମ

କନକ ବ୍ୟୁରୋ : ଶେଷରେ ଆଦିପୁରୁଷର ବିବାଦୀୟ ସଂଳାପ ପାଇଁ କ୍ଷମା ମାଗିଲେ ସଂଳାପକାର ମନୋଜ ମୁନ୍ତାଶିର । ସିନେମା ‘ଆଦିପୁରୁଷ’ ପାଇଁ ଲୋକଙ୍କ ଭାବନାକୁ କଷ୍ଟ ମିଳିଥିବା ସ୍ୱୀକାର କରି ହାତ ଯୋଡ଼ି କ୍ଷମା ମାଗୁଛି ବୋଲି ସେ ଟ୍ୱିଟ କରିଛନ୍ତି । ୧୬ ଜୁନରେ ମୁକ୍ତିଲାଭ କରିଥିବା ଆଦିପୁରୁଷକୁ ନେଇ ଏବେ ମଧ୍ୟ ବିବାଦ ଦେଖାଦେଇଛି । ଓମ୍ ରାଉତ ନିର୍ଦ୍ଦେଶିତ ଏହି ସିନେମାର ବହୁ ସଂଳାପ ଅତି କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛିContinue reading “ବବଦ ପରତବଦ ଚପ ପର ହତଯଡ କଷମ ପରରଥନ କଲ ଚଳଚତର ଆଦପରଷର ସଳପକର ମନଜ ମନତସର ଟଇଟ କର ଦରଶକ ଦଶବସ ଓ ହନମନ ଭକତଙକ ମଗଲ କଷମ”

ଅପକଷର ହବ ଅନତ ଖବଶଘର ଇସର ଉତକଷପଣ କରବ ତତୟ ଚନଦରଯନ

କନକ ବ୍ୟୁରୋ : ଅପେକ୍ଷା ଶେଷ ହେବ ଓ ଖୁବ ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ ଉତକ୍ଷେପଣ କରିବ । ଭାରତୀୟ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ମାସ ୧୪ ତାରିଖରେ ଚନ୍ଦଯାନ-ଥ୍ରୀ ଉତକ୍ଷେପଣ ନେଇ ଘୋଷଣା କରିଛି । ଇସ୍ରୋ ମୁଖ୍ୟ ଏସ ସୋମନାଥ ଜୁଲାଇ ୧୩ରୁ ୧୯ ମଧ୍ୟରେ ଚନ୍ଦ୍ରଯାନର ଉତକ୍ଷେପଣ ନେଇ କହିଥିବାବେଳେ ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ନେଇ ସ୍ଥିର କରିଛନ୍ତି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶContinue reading “ଅପକଷର ହବ ଅନତ ଖବଶଘର ଇସର ଉତକଷପଣ କରବ ତତୟ ଚନଦରଯନ”

ରଷଆ-ୟକରନ ଯଦଧକ ପରଲ ଶହ ଦନ ଶହ ଶଶଙକ ସମତ ହଜର ହଜର ସଖୟକ ଲକଙକ ଗଲଣ ଜବନ ଉଭୟ ଦଶ ହରଇଲ ନଜର ଲକଷର ଅଧକ ସନକ

କନକ ବ୍ୟୁରୋ : ଚାହୁଁ ଚାହୁଁ ରୁଷ ଓ ୟୁକ୍ରେନର ଯୁଦ୍ଧକୁ ପୁରିଲାଣି ୫ ଶହ ଦିନ । ଘମାଘୋଟ ଗୁଳିବର୍ଷା ଭିତରେ ଗଲାଣି କାହିଁ କେତେ ନୀରିହଙ୍କ ଜୀବନ । ଗତ ବର୍ଷ ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ଏହି ଯୁଦ୍ଧରେ ପ୍ରାୟ ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷଲକ୍ଷ ଲୋକ ଆହତ ହୋଇଛନ୍ତି । ସବୁଠୁ ବଡ଼ ଦୁଃଖର କଥା ଏହିContinue reading “ରଷଆ-ୟକରନ ଯଦଧକ ପରଲ ଶହ ଦନ ଶହ ଶଶଙକ ସମତ ହଜର ହଜର ସଖୟକ ଲକଙକ ଗଲଣ ଜବନ ଉଭୟ ଦଶ ହରଇଲ ନଜର ଲକଷର ଅଧକ ସନକ”

ତଲଙଗନର ପରଧନମନତର ନରନଦର ମଦ ରଜୟକ କନଦର ଦଲ ହଜର ଶହ କଟର ବଭନନ ବକଶମଳକ ଯଜନ ଭଦରକଳଙକ ପଜ ସହ ଗସବ କଲ ପରଧନମନତର

କନକ ବ୍ୟୁରୋ : ଶନିବାର ତେଲେଙ୍ଗାନାଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନିକିଆଗସ୍ତ ସମୟରେ ରାଜ୍ୟକୁ ୬ହଜାର ଶହେ କୋଟିର ବିଭିନ୍ନ ପରିଯୋଜନା ଭେଟି ଦେଇଛନ୍ତି । ଜନସଭାକୁ ସମ୍ବୋଧିତ କରି କଂଗ୍ରେସ , ବିଆରଏସ ଓ ଆମ ଆଦମୀ ପାର୍ଟିକୁ ଶାଣିତ ଢଙ୍ଗରେ ସେ ଟାର୍ଗେଟ କରିଛନ୍ତି । ଚନ୍ଦ୍ରଶେଖରଙ୍କୁ ଜଣେ ଦୁର୍ନିତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଓ ବିଆରଏସକୁ ଏକ ଦୁର୍ନିତୀଗ୍ରସ୍ତ ଦଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେସିଆର ସରକାରଙ୍କ ଦୁର୍ନୀତି ଦିଲ୍ଲୀ ଯାଏଁContinue reading “ତଲଙଗନର ପରଧନମନତର ନରନଦର ମଦ ରଜୟକ କନଦର ଦଲ ହଜର ଶହ କଟର ବଭନନ ବକଶମଳକ ଯଜନ ଭଦରକଳଙକ ପଜ ସହ ଗସବ କଲ ପରଧନମନତର”

ପତର ଅଜତ ପୱରଙକ ଜବବ ଦଲ ଦଦ ଶରଦ ପୱର କହଲ ନ ମ ଥକଛ ନ ମ ଅବସର ନଇଛ ମହ ହଉଛ ନଆ

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକ ଜାରି ରହିଛି । ଏହା ଭିତରେ ବୟାନବାଜୀ ମଧ୍ୟ ଜୋର ଧରୁଛି । ଏବେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ପୁତୁରା ତଥା ନେତା ଅଜିତ ପୁତୁରାଙ୍କୁ ବଡ ଜବାବ ଦେଇଛନ୍ତି । ଶରଦ କହିଛନ୍ତି ମୁଁ ଥକି ନାହିଁ କି ଅବସର ନେଇନି । ମୁଁ ନିଆଁ । ମୋତେ ଅବସର ନେବାକୁ କହିବାର ଅଧିକାର କାହାରି ନାହିଁ । ନିକଟରେ ଅଜିତ ଓ ଶରଦ ଶକ୍ତି ପ୍ରଦର୍ଶନContinue reading “ପତର ଅଜତ ପୱରଙକ ଜବବ ଦଲ ଦଦ ଶରଦ ପୱର କହଲ ନ ମ ଥକଛ ନ ମ ଅବସର ନଇଛ ମହ ହଉଛ ନଆ”

Design a site like this with WordPress.com
Get started