କନକ ବ୍ୟୁରୋ : ନିଜର ଶତ୍ରୁକୁ କଡ଼ା ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତୀୟ ସେନା । ଶନିବାର ପୂର୍ବ ଲଦାଖରେ ସେନାରେ ସାମିଲ ହୋଇଥିବା ନୂଆ ପ୍ରତିରକ୍ଷା ପ୍ରଣାଳୀ ସହ ଭାରତୀୟ ସେନା ଯୁଦ୍ଧାଭ୍ୟାସ କରିଛି । ସ୍ୱଦେଶୀ କୌଶଳରେ ନିର୍ମିତ ଟ୍ୟାଙ୍କ ମୁତୟନ କରିବା ସହ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ସହ ଯୁଦ୍ଧାଭ୍ୟାସ କରାଯାଇଛି । ବିଶେଷ କରି ୨୦୨୦ ଗଲୱାନ ଘାଟି ହିଂସା ପରେ ସେନା ଅଧିକ ଅଧିକ ସଜାଗ ହୋଇଛିContinue reading “ପରବ ଲଦଖର ଭରତୟ ସନର ପରକରମ ଅତୟଧନକ ଟୟଙକ ଗନ ଓ ତପ ସହ ଯଦଧଭୟସ କରଛ ସନସନଧନଦ ପଦ ଦଶର ଚଲଛ ଯଦଧଭୟସ”
Tag Archives: News
ବମ ଗଳ ମଡ ହତୟ ହସର ଜଳଉଠଛ ପଶଚମବଙଗ ପଚୟତ ନରବଚନ ମତଦନ ସମୟର ବଭନନ ବଥର ଗଣଡଗଳ ର ଅଧକ ମତ
କନକ ବ୍ୟୁରୋ : କେଉଁଠି ରକ୍ତଛିଟା ତ କେଉଁଠି ଭଙ୍ଗାରୁଜା, ପୋଡ଼ାଜଳା, । ଆଉ କେଉଁଠି ବୋମାମାଡ, ଗୁଳିମାଡ ସହ ଦଙ୍ଗା, ହଙ୍ଗାମା ଗଣ୍ଡଗୋଳ । ଏହା ଦେଖିଲେ ଲାଗୁଛି ସତେ ଯେମିତି କେଉଁଠି ସାମ୍ପ୍ରଦାୟିକ ହିଂସା ଘଟିଛି କିନ୍ତୁ ତାହା ନୁହେଁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଘଟିଥିବା ହିଂସାର କାହାଣୀ । ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ମତଦାନ କେନ୍ଦ୍ର ଗୁଡିକ ହିଂସା, ଉତେଜନା, ମାଡଗୋଳ, ପୋଡାଜଳାରେ ଅସ୍ଥିର ହୋଇ ଉଠିଛି । କେଉଁଠି ବାଲାଟContinue reading “ବମ ଗଳ ମଡ ହତୟ ହସର ଜଳଉଠଛ ପଶଚମବଙଗ ପଚୟତ ନରବଚନ ମତଦନ ସମୟର ବଭନନ ବଥର ଗଣଡଗଳ ର ଅଧକ ମତ”
ହରଆଣ ସନପଥର ପହଚଲ ଚଷଙକ ସହ ଏକଠ ମଶ ତଳ ରଇଲ ରହଲ ଗନଧ ସସଆଲ ମଡଆର ରହଲଙକ ଭଡଓ ଓ ଫଟ ଭଇରଲ
କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ହରିଆଣା ସୋନେପଥର ଏକ ଗାଁରେ ହଠାତ ପହଁଚିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ ସହ କଥାବାର୍ତା କରିବା ସହ ସେମାନଙ୍କ ହାଲଚାଲ ପଚାରିବୁଝିଥିଲେ ରାହୁଲ । ଏହା ପରେ ସେ ଏମିତି କିଛି କାମ କଲେContinue reading “ହରଆଣ ସନପଥର ପହଚଲ ଚଷଙକ ସହ ଏକଠ ମଶ ତଳ ରଇଲ ରହଲ ଗନଧ ସସଆଲ ମଡଆର ରହଲଙକ ଭଡଓ ଓ ଫଟ ଭଇରଲ”
ଆହର ଉପର ପରବ ପହର ଦର ବଢ଼ବର କଷତ ସହଛନତ ସୱୟ ସହୟକ ଗଷଠ ସପଟ ବରଗରର ଗଏବ ହଇଗଲ ଟମଟ
କନକ ବ୍ୟୁରୋ: ଆହାର ଉପରେ ପରିବା ପାହାର । ପରିବା ଦର ବଢ଼ୁଥିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ଡାଲମାର ପରିମାଣ ଓ ଗୁଣବତ୍ତା ସହ କୌଣସି ସାଲିସ୍ କରୁନାହାନ୍ତି ସମ୍ବଲପୁରର ସ୍ୱୟଂ ସହାୟକ ଗୋଷ୍ଠୀ । ତେଣୁ ପ୍ରତିଦିନ କ୍ଷତି ସହୁଛନ୍ତି ଆହାର ବାଣ୍ଟୁଥିବା ଏସଏଚଜି । ସେପଟେ ବର୍ଗରରୁ ଗାଏବ ହୋଇଯାଇଛି ଟମାଟେ । ମ୍ୟାକଡୋନାଲ୍ଡ ପରି କମ୍ପାନୀର ବର୍ଗରରେ ନାହିଁ ଟମାଟୋ । କମ୍ପାନୀ ସଫେଇ ଦେଇ କହିଛି, ଦରContinue reading “ଆହର ଉପର ପରବ ପହର ଦର ବଢ଼ବର କଷତ ସହଛନତ ସୱୟ ସହୟକ ଗଷଠ ସପଟ ବରଗରର ଗଏବ ହଇଗଲ ଟମଟ”
ସବୟତ ବଶର ରଥର ଚଢ଼ଲ ଅଣ-ସବୟତ ଭଇରଲ ହଲ ମହପରଭଙକ ଶରଅଙଗ ଛଇ ଫଟ ଉଠଇବ ସହ କରଥବ ରଲସ
କନକ ବ୍ୟୁରୋ: ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣ ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ରଥ ଉପରକୁ ଅଣସେବାୟତ କେମିତି ଚଢ଼ିଲେ ଏବଂ ରିଲ୍ସ କରିବାକୁ କିଏ ଦେଲା ଅନୁମତି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ମହାପ୍ରଭୁଙ୍କ ଘୋଷଯାତ୍ରା ସରିବା ପରେ ଭାଇରାଲContinue reading “ସବୟତ ବଶର ରଥର ଚଢ଼ଲ ଅଣ-ସବୟତ ଭଇରଲ ହଲ ମହପରଭଙକ ଶରଅଙଗ ଛଇ ଫଟ ଉଠଇବ ସହ କରଥବ ରଲସ”
ଡଏନ ଗରପ ମଖୟଙକ ପଚରଉଚର ଖଳତଡ଼ କରଛ ଆୟକର ବଭଗ ଭବନଶୱର ସହଦନଗର ଜମ ଦରନତ ମମଲର ଡଏନ ହମସକ ଟଣଲ କଗରସ
କନକ ବ୍ୟୁରୋ: ତିନି ଦିନର ରେଡ୍ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଛି ଆୟକର ବିଭାଗ । କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ଆୟର ଉତ୍ସ ଜାଣିବାକୁ ତଦନ୍ତ ହେଉଛି । ଟିକସ ଫାଙ୍କି, ଏହି ସବୁ ଟଙ୍କା ଠୁଳ କରାଯାଇଛି କି ନାହିଁ ଜାଣିବାକୁ ଉଦ୍ୟମ କରୁଛି ଆଇଟି ବିଭାଗ । ସେପଟେ ସହିଦ ନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଛି କଂଗ୍ରେସ । କମ୍ପାନୀକୁ ଅହେତୁକContinue reading “ଡଏନ ଗରପ ମଖୟଙକ ପଚରଉଚର ଖଳତଡ଼ କରଛ ଆୟକର ବଭଗ ଭବନଶୱର ସହଦନଗର ଜମ ଦରନତ ମମଲର ଡଏନ ହମସକ ଟଣଲ କଗରସ”
ପଣ ଚରଚଚର କଗରସ ନତ ରହଲ ଗନଧ ହରଆଣର ଚଷଙକ ସହ ମଶ ବଲର ତଳ ରଇଲ ଟରକଟର ଚଳଇଲ
କନକ ବ୍ୟୁରୋ: ଶନିବାର ସକାଳୁ ସକାଳୁ ରାହୁଲ ଗାନ୍ଧି ପହଞ୍ଚି ଯାଇଥିଲେ ହରିଆଣା ସୋନେପଥର ଏକ ଗାଁରେ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ ସହ କଥାବାର୍ତା କରିବା ସହ ସେମାନଙ୍କ ହାଲଚାଲ ପଚାରିବୁଝିଥିଲେ ରାହୁଲ । ଚାଷୀଙ୍କ ଗହଣରେ ରାହୁଲ ଗାନ୍ଧୀ ବିଲରେ ତଳି ରୋଇଲେ, ଟ୍ରାକ୍ଟର ଚଳାଇଲେContinue reading “ପଣ ଚରଚଚର କଗରସ ନତ ରହଲ ଗନଧ ହରଆଣର ଚଷଙକ ସହ ମଶ ବଲର ତଳ ରଇଲ ଟରକଟର ଚଳଇଲ”
ପଣ ସଘତକ ଅଭଯଗ ଆଣଲ ଅପରଜତ ମଖୟମନତର ଓ -ଟ ସଚବଙକ କଲ ଟରଗଟ
କନକ ବ୍ୟୁରୋ: ଅଟକୁ ନାହାନ୍ତି ବିଜେପି ସାଂସଦ ଅପରାଜିତା । ଜାରି ରଖିଛନ୍ତି ରାଜ୍ୟ ଶାସନ ଓ ପ୍ରଶାସନ ମୁଖ୍ୟଙ୍କ ଘେରାବନ୍ଦୀ । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଅନ୍ୟପକ୍ଷରେ ଫାଇଭ-ଟି ସଚିବଙ୍କ ନାଁ ନନେଇ ପୁଣି ଥରେ ଟାର୍ଗେଟ କରିଛନ୍ତି । ସଚିବ, ଜିନ୍ଦାବାଦ ଚାହୁଁଥିଲେ ଚାକିରି ଛାଡି ରାଜନୀତିର ମଇଦାନକୁ ଓହ୍ଳାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଜବାବରେ ବିଜେଡି, ମ୍ୟାଡମ ଆଖିରେ କଳାପାଟିContinue reading “ପଣ ସଘତକ ଅଭଯଗ ଆଣଲ ଅପରଜତ ମଖୟମନତର ଓ -ଟ ସଚବଙକ କଲ ଟରଗଟ”
କହକ ହଲ ବହନଗ ଟରନ ଟରଜଡ? ଅଭଯକତଙକ ଗଡ଼ଇ ତଡ଼ଇ ପରଶନ କରଛନତ ସବଆଇର ବରଷଠ ଅଧକର
କନକ ବ୍ୟୁରୋ: ଜୁନ୍ ୨ତାରିଖରେ କାହା ଅବହେଳାରୁ ଚାଲିଗଲା ୨୯୩ଜଣଙ୍କ ଜୀବନ? ପ୍ରାଥମିକ ତଦନ୍ତ ପରେ ରେଳବାଇର ତିନି ଜଣ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ । ଏମାନଙ୍କ ବିରୋଧରେ ଅବହେଳା ଓ ପ୍ରମାଣ ନଷ୍ଟ ଭଳି ଦଫା ଲଗାଯାଇଛି । ତେବେ ଏତେ ବଡ଼ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିଲା କି? ସେ ନେଇ ଅଧିକ ଖୋଳତାଡ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଗତକାଲିଠାରୁ ଗିରଫ ହୋଇଥିବା ତିନି କର୍ମଚାରୀଙ୍କୁ ସିବିଆଇ ରିମାଣ୍ଡରେ ନେଇଥିବାContinue reading “କହକ ହଲ ବହନଗ ଟରନ ଟରଜଡ? ଅଭଯକତଙକ ଗଡ଼ଇ ତଡ଼ଇ ପରଶନ କରଛନତ ସବଆଇର ବରଷଠ ଅଧକର”
ମଠ ଚଉଳର ଗ-ସବ ସବ ଯଗଉଛ ବରଷର ଅନଷଠନ
କନକ ବ୍ୟୁରୋ: ଅକର୍ମଣ୍ୟ ଦୁସ୍ଥ ଗାଈଗୋରୁଙ୍କ ପାଇଁ ଉତ୍ସର୍ଗିକୃତ ଅନୁଷ୍ଠାନ ନିଶ୍ଚିନ୍ତକୋଇଲିର ଅସୁରେଶ୍ୱର ଗୋ-ରକ୍ଷଣୀ ଅନୁଷ୍ଠାନ । ୮୦ ବର୍ଷ ତଳୁ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନରେ ସେବା ପାଆନ୍ତି ଗୋ-ମାତା । ଦିନ ରାତି ଏକ କରି ରୋଗିଣୀ, ବୟସ୍କ ଗାଇ-ଗୋରୁଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି ଗୋ-ସେବକ । ହେଲେ କେବେ ଏଥିପାଇଁ କାହା ମନରେ ଅଭିଯୋଗ କି ଅଭିମାନ ନାହିଁ । ବରଂ ଗୋ-ସେବା କରିବାର ସୁଯୋଗ ମିଳୁଥିବାରୁ ପୂର୍ଣ୍ଣ ଅର୍ଜନ କରୁଥିବାContinue reading “ମଠ ଚଉଳର ଗ-ସବ ସବ ଯଗଉଛ ବରଷର ଅନଷଠନ”