ସରଲ ପଶଚମବଙଗ ପଞଚୟତ ନରବଚନ ଭଟ ଗରହଣ ବଳ ଘଟଥବ ହସର ମତ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ଭୋଟଗ୍ରହଣ ଶେଷ ହୋଇଛି । ଶୁକ୍ରବାର ରାତିରୁ ଶନିବାର ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ହିଂସାରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ପୋଲିଂ ବୁଥ୍ ଦଖଲ ସହ ବାଲାଟ ପେପର ଲୁଟ ନେଇ ମଧ୍ୟ ଖବର ରହିଛି । ରାଜ୍ୟରେ ଜୁନ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନକୁ ନେଇ ହୋଇଥିବା ହିଂସାରେ ମୋଟContinue reading “ସରଲ ପଶଚମବଙଗ ପଞଚୟତ ନରବଚନ ଭଟ ଗରହଣ ବଳ ଘଟଥବ ହସର ମତ”

ବରଷ ହଲ ଚକତସଳୟର ପଡଛ ତଲ ଚକତସ ପଇ ଆସ ନରଶର ଫରଛନତ ଲକ

କନକ ବ୍ୟୁରୋ: ଚିକିତ୍ସାଳୟରେ ଝୁଲୁଛି ତାଲା । ଡାକ୍ତର ଆସୁନାହାନ୍ତି କି ଲୋକଙ୍କୁ ଚିକିତ୍ସା ମିଳୁନାହିଁ । ମେଡିିକାଲ ଉପରେ ତିନୋଟି ପଞ୍ଚାୟତ ଦୁଇଟି ୱାର୍ଡର ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ହେଲେ ୭ବର୍ଷ ହେଲା ଭଦ୍ରକ ଚରମ୍ପା ବରାଳ ପୋଖରୀ  ଅଞ୍ଚଳ ପୌରପାଳିକା ଚିକିତ୍ସାଳୟରେ ଝୁଲୁଛି ତାଲା । ଅବହେଳିତ ହୋଇପଡିଛି ଚିିକିତ୍ସାଳୟ । ମେଡିିକାଲ ପରିସର ଗଛଲତାରେ ପୂର୍ଣ୍ଣ ହୋଇଥିବା ବେଳେ ଗୋରୁଗାଇଙ୍କ ବିଶ୍ରାମସ୍ଥଳୀ ପାଲଟିଛି । ଗୁରୁତର ଅବସ୍ଥାରେ ଚିକିତ୍ସାContinue reading “ବରଷ ହଲ ଚକତସଳୟର ପଡଛ ତଲ ଚକତସ ପଇ ଆସ ନରଶର ଫରଛନତ ଲକ”

ନବରଙଗପରର ସରନ ଦଦନଙକ ଦଖ ତମଲନଡର ଜଣ ଶରମକଙକ ବନଧକ ରଖ ଟଙକ ମଗଲ ଦରବତତ

କନକ ବ୍ୟୁରୋ: ତାମିଲନାଡ଼ୁରେ ମୁଣ୍ଡ ଜାମିନ ରଖି ୪ଜଣଙ୍କୁ ନିସ୍ତୁକ ମାଡ଼ । ନିଜ ଅଞ୍ଚଳରେ କାମ ମିଳୁନଥିବାରୁ ସୁଦୂର ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଉମରକୋଟର ଶ୍ରମିକମାନେ । ହେଲେ ଗତ ଗୁରୁବାର ଦିନ ୪ଜଣ ଶ୍ରମିକଙ୍କୁ କିଛି ଦୁର୍ବୃତ ଉଠାଇ ନେଇ ଏକ ଘରେ ବନ୍ଦ ରଖି ମାଡ଼ ମାରିବା ସହ ଟଙ୍କା ମାଗିଥିଲେ । ଟଙ୍କା ଦେଲେ ସମସ୍ତଙ୍କୁ ଛଡାଯିବ ବୋଲି ଚେତାବନୀ ଦେଇଥିଲେ । ଯୁବକମାନେ ଦୁର୍ବୃତଙ୍କ କବଳରେ ବନ୍ଧକContinue reading “ନବରଙଗପରର ସରନ ଦଦନଙକ ଦଖ ତମଲନଡର ଜଣ ଶରମକଙକ ବନଧକ ରଖ ଟଙକ ମଗଲ ଦରବତତ”

ନକଲ ସନ ଦଇ ଘରଇ ବୟଙକର ସନ ଋଣ ଠକଇ ଅଭଯଗ ବୟଙକ ବଣଆଙକ ସମତ ଅଭଯକତ ଗରଫ

କନକ ବ୍ୟୁରୋ: ନକଲି ସୁନା ଦେଇ ଅସଲି ଲୁଟ୍ । ପଦାରେ ପଡିଛି ବ୍ୟାଙ୍କ ବଣିଆଙ୍କ କଳାକାରନାମା । ଘରୋଇ ବ୍ୟାଙ୍କରୁ ୪୪ ଲକ୍ଷ ୭୫ ହଜାର ଟଙ୍କାର ସୁନା ଋଣ ନେଇ ବନ୍ଧା ହୋଇଛନ୍ତି ୧୧ ଜଣ । ଗଜପତି ଜିଲ୍ଲା ସଦର ମହୁକମା ପାରଳାଖେମୁଣ୍ଡିରେ ଏକ ଘରୋଇ ବ୍ୟାଙ୍କରୁ ଏଭଳି ଜାଲିଆତି କରାଯାଇଛି । ସୁନା ଋଣ ପାଇଁ ଅଭିଯୁକ୍ତମାନେ ବ୍ୟାଙ୍କରେ ନକଲି ସୁନା ଦେଇଥିଲେ । ବ୍ୟାଙ୍କରେ ଥିବା ବଣିଆ ଅଭିଯୁକ୍ତଙ୍କ ଠାରୁContinue reading “ନକଲ ସନ ଦଇ ଘରଇ ବୟଙକର ସନ ଋଣ ଠକଇ ଅଭଯଗ ବୟଙକ ବଣଆଙକ ସମତ ଅଭଯକତ ଗରଫ”

ବସତ ବସନଦଙକ ଗନଧଗର ମଲକନଗରର ବସତ ବସନଦଙକ ମଳଲ ଜମ ଅଧକର ପରମଣପତର

କନକ ବ୍ୟୁରୋ: ବସ୍ତିବାସିନ୍ଦାଙ୍କ ଗାନ୍ଧିଗିରି । ସଫଳ ହେଲା ସାଢେ ୧୪ ମାସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର ପ୍ରମାଣ ପତ୍ର ବା ଏଲଆରସି । ଜାଗା ମିଶନ ମାଧ୍ୟମରେ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟା ଦେବା ଲାଗି ବ୍ୟବସ୍ଥା ରହିଛି । ତେବେ ମାଲକାନଗିରି ୱାର୍ଡ ବାସିନ୍ଦା କିନ୍ତୁ ଏଥିରୁ ବାଦ ପଡିଥିଲେ । ପୌରନିର୍ବାଚନ ସମୟରେ ପଟ୍ଟା ନାହିଁ ତ ଭୋଟ ନାହିଁ ଆନ୍ଦୋଳନର ଡାକରା ଦେଇଥିଲେContinue reading “ବସତ ବସନଦଙକ ଗନଧଗର ମଲକନଗରର ବସତ ବସନଦଙକ ମଳଲ ଜମ ଅଧକର ପରମଣପତର”

ନରବଚନ ଲଢଲ ଟରନ ଆଗର ଫଙଗଦବ ଭଇରଲ ହବର ଲଗଛ ପରବ ବଜପ ବଧୟକଙକ ପଅର ଭଡଓ ଭଉଣ ଏବ ଭଣଜକ ଦଲ ଧମକ

କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିଜେପିର ପୂର୍ବତନ ବିଧାୟକ ଜୟରାମ ଜାଟବଙ୍କ ପୁଅର ଏକ ଭିଡିଓ । ଯେଉଁଥିରେ ସେ ନିଜ ଭଉଣୀ ଆଉ ଭଣଜାକୁ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଥିବା ନଜର ଆସୁଛନ୍ତି । ତେବେ ଜୟରାମ ଜାଟବଙ୍କ ପୁଅ ବିଜେନ୍ଦ୍ର ନିଜ ଭଉଣୀକୁ ଇଲେକ୍ସନ ଲଢିବାକୁ ମନା କରୁଥିବାବେଳେ, ଇଲେକ୍ସନ ପୋଷ୍ଟର ମାରିଲେ ପରିଣାମ ଭୟଙ୍କର ହେବ ବୋଲି କହୁଛନ୍ତି । ଅସଲ କଥା ହେଉଛି, ବିଜେନ୍ଦ୍ରଙ୍କ ଭଉଣୀContinue reading “ନରବଚନ ଲଢଲ ଟରନ ଆଗର ଫଙଗଦବ ଭଇରଲ ହବର ଲଗଛ ପରବ ବଜପ ବଧୟକଙକ ପଅର ଭଡଓ ଭଉଣ ଏବ ଭଣଜକ ଦଲ ଧମକ”

କନଦଝର ଜଲଲ ତଲକଇର ଚଞଚଲୟ ମଣଡର ବନଧକ ଲଗଇ ଏକ ଲକଷ ଟଙକ ଲଟ

କନକ ବ୍ୟୁରୋ: ରାସ୍ତାରେ ଆସୁଥିବା ବାଇକ୍ ଆରୋହୀଙ୍କୁ ଅଟକାଇଲେ, ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଲେ, ଆଉ ଜଣଙ୍କ ହାତକୁ ଭୁଜାଲିରେ ହାଣି ଏକ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଏଭଳି ଏକ ଲୁଟ ହୋଇଛି । କେନ୍ଦୁଝର ରାଙ୍କି ଗାଁର ଆଲୋକ ପଲେଇ ଓ ଅମିୟ କୁମାର ବାରିକ ଏକ ବାଇକରେ ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁକୁ ଯାଉଥିଲେContinue reading “କନଦଝର ଜଲଲ ତଲକଇର ଚଞଚଲୟ ମଣଡର ବନଧକ ଲଗଇ ଏକ ଲକଷ ଟଙକ ଲଟ”

ପଇକ ବଦରହକ ପରଥମ ସୱଧନତ ସଗରମ ଦବ କଲ ବଜଡ ସମରକ ପଇ ଏକର ଯଗ ଦଇଛନତ ସରକର

କନକ ବ୍ୟୁରୋ: ପାଇକ ବିଦ୍ରୋହକୁ ପୁଣି ଥରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କଲା ବିଜେଡି । ୨୦୧୭ରୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ସଂକଳ୍ପ ପାରିତ କରିଥିଲେ । ବିନା ମୂଲ୍ୟରେ ସ୍ମାରକୀ ପାଇଁ ୧୦ ଏକର ଯାଗା ଦେଇଛନ୍ତି ସରକାର । ବିଜେଡି ବିଧାୟକମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି ଦାବି କରିଥିଲେ । ରାଜ୍ୟର ୨ଜଣ କେନ୍ଦ୍ର ମନ୍ତ୍ରୀ ବିଜେପିର ୮ଜଣ ସାସଦ ଥିଲେ ବି ଏ ପ୍ରସଙ୍ଗ ସଂସଦରେ ନଉଠାଇବା ଦୁର୍ଭାଗ୍ୟଜନକ ବୋଲିContinue reading “ପଇକ ବଦରହକ ପରଥମ ସୱଧନତ ସଗରମ ଦବ କଲ ବଜଡ ସମରକ ପଇ ଏକର ଯଗ ଦଇଛନତ ସରକର”

ଖରଦଧର ମଖୟମନତରଙକ ଅପରଜତଙକ ଟରଗଟ କହଲ ଗହବନଦ ଅଛନତ ମଖୟମନତର

କନକ ବ୍ୟୁରୋ: ଖୋର୍ଦ୍ଧାରେ ବୁଥସ୍ତରୀୟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ଜନତା ଯାହାଙ୍କୁ ବାଛିଛନ୍ତି ତାଙ୍କର କୌଣସି ଦେଖା ନାହିଁ ସବୁସ୍ଥାନକୁ ସଚିବ ଯାଉଛନ୍ତି । କୁଆଡେ ଗଲେ ମୁଖ୍ୟ ଶାସନ ସଚିବ, କେଉଁଠି ଅଛନ୍ତି ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ମୁଖ୍ୟମନ୍ତ୍ରୀ ସବୁContinue reading “ଖରଦଧର ମଖୟମନତରଙକ ଅପରଜତଙକ ଟରଗଟ କହଲ ଗହବନଦ ଅଛନତ ମଖୟମନତର”

ମଜର ଲଗ କରକଟ ଖଳବନ ଅମବତ ରଇଡ ଶଷ ମହରତତର ଫରଇନଲ ନ ଜଣନତ ଏହ ପଛର କରଣ କଣ?

କନକ ବ୍ୟୁରୋ: ଆମେରିକାର ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଭାରତୀୟ ଖେଳାଳି ଅମ୍ବାତି ରାଇଡୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବାସ୍ କିଛି ଦିନ ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆମେରିକାରେ ମେଜର୍ ଲିଗ୍ କ୍ରିକେଟ୍ ଖେଳାଯିବାକୁ ଅଛି । ଯେଉଁଥିରେ ଟେକ୍ସାସ୍ ସୁପର କିଙ୍ଗସ ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହେଇଥିଲେ ଅମ୍ବାତି ରାଇଡୁ । ହେଲେ ହଠାତ୍ ସେ ଏହି ଟୁର୍ଣ୍ଣାମେଣ୍ଟରୁContinue reading “ମଜର ଲଗ କରକଟ ଖଳବନ ଅମବତ ରଇଡ ଶଷ ମହରତତର ଫରଇନଲ ନ ଜଣନତ ଏହ ପଛର କରଣ କଣ?”

Design a site like this with WordPress.com
Get started