ମମବଇର ଆଦନ ଗରପର ହଜର କଲର ଲହପଲ ଚର ଜଣ ଗରଫ

କନକ ବ୍ୟୁରୋ : ଆଦାନୀ କମ୍ପାନୀ ତରଫରୁ ନିର୍ମାଣ ହୋଇଥିବା ଏକ ଲୁହାପୋଲ ଚୋରି ହୋଇଯାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହି ପୋଲଟି ପଶ୍ଚିମ ଉପନଗରରେ ଗୋଟିଏ ନାଳ ଉପରେ ନିର୍ମାଣ ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ୬ହଜାର କିଲୋଗ୍ରାମର ଲୁହା ବ୍ୟବହାର କରାଯାଇଥିଲା । ବାଙ୍ଗୁରନଗର ଥାନାର ଅଧିକାରୀ କହିଛନ୍ତି କି, ମଲାଡ ୱେଷ୍ଟରେ ୯୦ ଫୁଟ ଲମ୍ବର ଏକ ପୋଲ ଓଡାନଲ ଇଲେକ୍ଟ୍ରିସିଟିContinue reading “ମମବଇର ଆଦନ ଗରପର ହଜର କଲର ଲହପଲ ଚର ଜଣ ଗରଫ”

ସହଦନଗର ଜମ ଦରନତ ମମଲର ଡଏନ ହମସକ ଟଣଲ କଗରସ ଶଗମଛ ଦରର ସରକର ସସଥକ ପରକଳପ ଟକ ଦଇଥବ ଅଭଯଗ

କନକ ବ୍ୟୁରୋ: ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି କାରବାରର ମହାନାୟକ ଓଡ଼ିଶା ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି, ସହିଦନଗରରେ ଥିବା ମହର୍ଷି କଲେଜ ପାଖରେ ୭ ଏକର ୭୯୭ଡିସମିଲ ଜମି ମଧ୍ୟରୁ ୪ଏକର ୧୪୬ଡିସମିଲ ଜମି ଉପରେ ରିହାବିଲିଟେସନ ପ୍ରୋଜେକ୍ଟ ପାଇଁ ଶାନ୍ତିନଗର ଆବାସ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେଉଛନ୍ତି । ଏହି ଶାନ୍ତିନଗର ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବାContinue reading “ସହଦନଗର ଜମ ଦରନତ ମମଲର ଡଏନ ହମସକ ଟଣଲ କଗରସ ଶଗମଛ ଦରର ସରକର ସସଥକ ପରକଳପ ଟକ ଦଇଥବ ଅଭଯଗ”

ରଜୟ ବଜପ ସଭପତଙକ ବସଫରକ ବୟନ କହଲ ବଜଡର ଅଛ ତବର ଗଷଠ କନଦଳ

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ । ମନମୋହନ ସାମଲ କହିଲେ ବିଜେଡ଼ିରେ ତୀବ୍ର ଗୋଷ୍ଠୀ କନ୍ଦଳ ଅଛି ଏବଂ ଆଗକୁ ବିସ୍ଫୋରଣ ହେବ । ଏପରିକି ସେମାନେ ଜାଣିସାରିଲେଣି ଆଗକୁ ବିସ୍ଫୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ । ଏହାସହ ସମସ୍ତେ ରାଜନୈତିକ ଲୋକ ବିନା ଯୋଗାଯୋଗରେ କାହିଁକି ରହିବୁ, ସମସ୍ତେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । The post ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକContinue reading “ରଜୟ ବଜପ ସଭପତଙକ ବସଫରକ ବୟନ କହଲ ବଜଡର ଅଛ ତବର ଗଷଠ କନଦଳ”

ମଶନ : ରଜୟ ଏବ କନଦରଶସତ ପରଦଶର ଅଧୟକଷଙକ ସହ ଜପ ନଡଡଙକ ବଠକ

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିଜେପି ତାର ପ୍ରସ୍ତୁତ ଜୋରଦାର କରିଛି । ସଂଗଠନକୁ ମଜବୁତ କରିବା ପାଇଁ ଦଳ ସମସ୍ତ ପ୍ରକାରର ଉଦ୍ୟମ ଜାରିରଖିଛି । ଦେଶର ବିଭିନ୍ନ ରାଜ୍ୟକୁ ଦଳ ତିନୋଟି ଭାଗରେ ବିଭକ୍ତ କରି କାମ ଆରମ୍ଭ କରିଛି । ଆଜି ଦିଲ୍ଲୀରେ ଏନେଇ ଏକ ବଡ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଉତ୍ତରାଞ୍ଚଳର ସମସ୍ତ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରContinue reading “ମଶନ : ରଜୟ ଏବ କନଦରଶସତ ପରଦଶର ଅଧୟକଷଙକ ସହ ଜପ ନଡଡଙକ ବଠକ”

ବହନଗ ଟରନ ଦରଘଟଣ: ଅଭଯକତଙକ ଜର କରଛନତ ସବଆଇର ସୱତନତର ଅଧକର

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ଅଭିଯୁକ୍ତଙ୍କୁ ଚାଲିଛି ପଚରାଉଚୁରା । ସିବିଆଇର ସ୍ୱତନ୍ତ୍ର ଅଧିକାରୀ ତିନି ଜଣଙ୍କୁ ପଚରାଉଚୁରା କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚୁରା କରାଯାଉଛି । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀମାନେ କେତେବେଳେ ଜାଣିଲେ? ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଥିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ । ଦୁର୍ଘଟଣାContinue reading “ବହନଗ ଟରନ ଦରଘଟଣ: ଅଭଯକତଙକ ଜର କରଛନତ ସବଆଇର ସୱତନତର ଅଧକର”

ବଶୱକପକ ନଇ ପକସତନ କୟପଟନ ବବରଙକ ବଡ ବୟନ କହଲ କବଳ ଭରତ ନହ ସମସତଙକ ହରଇବକ ଚହଛ

କନକ ବ୍ୟୁରୋ : ସମୟ ପାଖେଇ ଆସୁଛି, ମନରେ ଉତ୍କଣ୍ଠା ବଢୁଛି । କ୍ରିକେଟର ମହାକୁମ୍ଭ ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବା କ୍ରିକେଟ ବିଶ୍ୱକପ । ୧୦ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ ଏବେଠୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ କ୍ରେଜ । ପ୍ରଥମ ଥର ପାଇଁ ଭାରତ ଏକାକୀ ବିଶ୍ୱକପ ଆୟୋଜନ କରୁଛି ।Continue reading “ବଶୱକପକ ନଇ ପକସତନ କୟପଟନ ବବରଙକ ବଡ ବୟନ କହଲ କବଳ ଭରତ ନହ ସମସତଙକ ହରଇବକ ଚହଛ”

ଡଏନ ଗରପ ମଖୟଙକ ଆୟକର ବଭଗର ପଚର ଉଚର ଦନ ହଲ ଡଏନ ଗରପର ବଭନନ ଠକଣର ଚଢ଼ଉ ଜର

କନକ ବ୍ୟୁରୋ: ଡିଏନ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି । ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ୪ ଦିନ ଧରି ଡିଏନ ଗ୍ରୁପର ବିଭିନ୍ନ ଠିକଣାରେ ଚଢ଼ାଉ କରି ଆୟକର ବିଭାଗ କୋଟି କୋଟି ଟଙ୍କା ଜବତ କରିଛି । ଏଥିସହ ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରାContinue reading “ଡଏନ ଗରପ ମଖୟଙକ ଆୟକର ବଭଗର ପଚର ଉଚର ଦନ ହଲ ଡଏନ ଗରପର ବଭନନ ଠକଣର ଚଢ଼ଉ ଜର”

ରଜୟ ଶକଷ ବୟବସଥର ବକଳ ଚତରକ ନଇ ତଜଲ ରଜନତ ରଜୟ ସରକରଙକ ଟରଗଟ କଲ ବଜପ ଅସନତଷ ପରକଶ କଲ ଅଭଭବକ ମହସଘ

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କ ୨୦୨୧-୨୨ଶିକ୍ଷାବର୍ଷର ପିଜିଆଇ ରିପୋର୍ଟରେ ଗତବର୍ଷ ତୁଳନାରେ ତଳକୁ ଖସିଛି ଓଡ଼ିଶା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପିଜିଆଇ ରିପୋର୍ଟ ରାଜ୍ୟ ସରକାରଙ୍କ ଆଇନା ବୋଲି କହିଛି ରାଜ୍ୟ ବିଜେପି । ୨୩ବର୍ଷର ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କହୁଛନ୍ତି, ପିଜିଆଇ ରିପୋର୍ଟରୁ ଏହା ସ୍ପଷ୍ଟ ବୋଲି କହିଛନ୍ତି ରାଜ୍ୟ ବିଜେପିContinue reading “ରଜୟ ଶକଷ ବୟବସଥର ବକଳ ଚତରକ ନଇ ତଜଲ ରଜନତ ରଜୟ ସରକରଙକ ଟରଗଟ କଲ ବଜପ ଅସନତଷ ପରକଶ କଲ ଅଭଭବକ ମହସଘ”

ଭରତୟ ରଳବରଡର ବଡ ନଷପତତ ଏସବ କଲସର ଟକଟ ଉପର କମବ ପରତଶତ ଭଡ

କନକ ବ୍ୟୁରୋ : ଭାରତୀୟ ରେଳ ବୋର୍ଡ ପକ୍ଷରୁ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗଜିକ୍ୟୁଟିଭ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବୋର୍ଡ ତରଫରୁ କୁହାଯାଇଛି କି ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗକିକ୍ୟୁଟିଭ କ୍ଲାସ ଟିକେଟ ଉପରେ ୨୫ ପ୍ରତିଶତ ଦାମ ହ୍ରାସ କରାଯିବ । ଗତ ୩୦ ଦିନ ମଧ୍ୟରେ ଭାରତୀୟ ରେଳରେContinue reading “ଭରତୟ ରଳବରଡର ବଡ ନଷପତତ ଏସବ କଲସର ଟକଟ ଉପର କମବ ପରତଶତ ଭଡ”

ପଶଚମବଙଗର ପଞଚୟତ ନରବଚନ ହସ: ବୟପକ ଭଙଗରଜ ମତ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେିଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟି ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ୱାର ନଷ୍ଟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ‘ତୃଣମୂଳ କଂଗ୍ରେସ’ର ୫ଜଣ ସଦସ୍ୟ, ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ। ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟିContinue reading “ପଶଚମବଙଗର ପଞଚୟତ ନରବଚନ ହସ: ବୟପକ ଭଙଗରଜ ମତ”

Design a site like this with WordPress.com
Get started