ବଜପ ସରକରର ସମଲ ହବ ନଇ ଶରଦ ପୱରଙକ ବଡ ଖଲସ କହଲ ଥର ହଇଛ ଆଲଚନ ହଲ

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ରାଜନୈତିକ ଜୀବନରେ ସବୁଠାରୁ ବଡ ଲଢେଇ ଏବେ ଲଢୁଛନ୍ତି । ଯେଉଁ ପାର୍ଟିକୁ ସେ ୨୪ ବର୍ଷ ହେବ ଗଠନ କରିଥିଲେ ସେହିପାର୍ଟି ଉପରେ ନିଜର ଦଖଲ ବଜାୟ ରଖିବାକୁ ଏବେ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ଗୋଟିଏ ସମୟରେ ଶରଦ ପାୱାରଙ୍କ ସବୁଠାରୁ ନିକଟତର କୁହାଯାଉଥିବା ପୁତୁରା ଅଜିତ ପାୱାର ବିଦ୍ରୋହ କରିବା ପରେ ଏବେ ଏନସିପିର ଅନେକ ନେତା ଅଜିତଙ୍କ ସମର୍ଥନରେContinue reading “ବଜପ ସରକରର ସମଲ ହବ ନଇ ଶରଦ ପୱରଙକ ବଡ ଖଲସ କହଲ ଥର ହଇଛ ଆଲଚନ ହଲ”

ମତଦନ କନଦର ଆଗର ପଲସର ଲଠଚରଜ : ଭଟରଙକ ପଲସ ଗଡଇ ଗଡଇ ପଟବ ସହ ବଜପ ପରରଥଙକ ମଡ ମରଥବ ଅଭଯଗ

କନକ ବ୍ୟୁରୋ : ମତଦାନ କେନ୍ଦ୍ର ଆଗରେ ପୁଲିସର ଲାଠିଚାର୍ଜ । ଭୋଟରଙ୍କୁ ପୁଲିସ ଗୋଡାଇ ଗୋଡାଇ ପିଟିବା ସହ ବିଜେପି ପ୍ରାର୍ଥୀଙ୍କୁ ମାଡ ମାରିଥିବା ଅଭିଯୋଗ । ପଶ୍ଚିମବଙ୍ଗ ପୋଟାସପୁର ଖାଡ ପଞ୍ଚାୟତ ରତନପୁର ବୁଥରେ ଘଟିଛି ଏଭଳି ଘଟଣା । ବୁଥରୁ ବାଲଟବକ୍ସ ମଧ୍ୟ ଚୋରି ହୋଇଥିବା ଅଭିଯୋଗ । ଟିଏମସି କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛି ବିଜେପି । ସକାଳୁ ମତଦାନ ଆରମ୍ଭରୁ ଟିଏମସି କର୍ମୀମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେContinue reading “ମତଦନ କନଦର ଆଗର ପଲସର ଲଠଚରଜ : ଭଟରଙକ ପଲସ ଗଡଇ ଗଡଇ ପଟବ ସହ ବଜପ ପରରଥଙକ ମଡ ମରଥବ ଅଭଯଗ”

ଆହର ଉପର ପରବ ପହର : ଦର ବଢ଼ବର କଷତ ସହଛନତ ସୱୟ ସହୟକ ଗଷଠ

କନକ ବୁରୋ : ଆହାର ଉପରେ ପରିବା ପାହାର । ପରିବା ଦର ବଢିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ପରିବା ଦର ଯାହା ହେଉ ନା କାହିଁକି ଆହାର ଡାଲମାର ପରିଣାମ ଓ ଗୁଣବତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯାହା ଯେମିତି ପରିବା ଦିଆଯିବା କଥା ସେମିତି ଦିଆଯାଉଛି ତେଣୁ ପ୍ରତିଦିନ କ୍ଷତି ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ କହିଛନ୍ତି । ପରିବା ଦର ବଢିବା ସତ୍ତ୍ୱେ ଡାଲମାର ଗୁଣବତାContinue reading “ଆହର ଉପର ପରବ ପହର : ଦର ବଢ଼ବର କଷତ ସହଛନତ ସୱୟ ସହୟକ ଗଷଠ”

ବରଗରର ଟମଟ ଗଏବ : ଫଡ କମପନ ମୟକଡନଲଡ ଜର କଲ ନଟସ କହଲ

କନକ ବ୍ୟୁରୋ : ରୋଷେଇ ଘରୁ ହଜିଗଲାଣି ପରିବା । ଟମାଟୋଠୁ ନେଇ ସବୁ ପନିପରିବା ଦର ଏବେ ଆକାଶଛ୍ରୁଅାଁ । ସେପଟେ ଫାଷ୍ଟଫୁଡ ଥାଳିରେ ସ୍ୱାଦ ବଢାଉଥିବା ଓ ଆକୃଷ୍ଟ କରୁଥିବା ଲାଲ ଟହ ଟହ ଟମାଟୋ ମଧ୍ୟ ଦେଖିବାକୁ ମିଳୁନି । ଦର ବୃଦ୍ଧି ପରେ ମ୍ୟାକଡୋନାଲ୍ଡର ବର୍ଗରରୁ ହଜିଛି ଟମାଟୋ । ନିକଟରେ ଫୁଡ କମ୍ପାନୀ ମ୍ୟାକଡୋନାଲ୍ଡ ଏକ ନୋଟିସ ଜାରି କରିଛି । ଯେଉଁଥିରେ ଗ୍ରାହକଙ୍କୁ କୁହାଯାଇଛି ଯେ, ଦର ବୃଦ୍ଧିContinue reading “ବରଗରର ଟମଟ ଗଏବ : ଫଡ କମପନ ମୟକଡନଲଡ ଜର କଲ ନଟସ କହଲ”

ଭଇରଲ ହଉଛ ଜଲଲପଳଙକ ରଟ ସକ ଭଡଓ କଉଡଆଙକ ପଇ ରଟ ବନଇ ଚରଚଚର ଜଲଲପଳ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାହାରାନୁରର ଜିଲ୍ଲାପାଳ ସେକୁଛନ୍ତି ରୁଟି । ମାଜିଷ୍ଟ୍ରେଟ ରୁଟି ସେକୁଥିବାର ୩୨ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଭିଡିଓକୁ ଲାଇକ କରିବା ସହ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ଜିଲ୍ଲାପାଳଙ୍କୁ ସମସ୍ତେ ପ୍ରଂଶସାରେ ପୋତି କାଉଛନ୍ତି । ତେବେ ଜିଲ୍ଲାପାଳ ଏମିତି କାହା ପାଇଁ ରୁଟି ତିଆରି କରୁଥିଲେ? ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ । ଜିଲ୍ଲାପାଳ କାଉଡ଼ିଆଙ୍କContinue reading “ଭଇରଲ ହଉଛ ଜଲଲପଳଙକ ରଟ ସକ ଭଡଓ କଉଡଆଙକ ପଇ ରଟ ବନଇ ଚରଚଚର ଜଲଲପଳ”

ମଧୟପରଦଶର ବଜପ ନତ ଜଣ ଆଦବସଙକ ଉପର ପରଶର କରବ ଘଟଣ ଦନର ବଦଳଗଲ ଅତୟଚରର ଶକର ହଇଥବ ଦଶମତଙକ ଭଗୟ

କନକ ବ୍ୟୁରୋ : ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପରିଶ୍ରା କରିବା ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପରବେଶ ଶୁକ୍ଲା ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିଲେ । ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତିରେ ବୟାନ ବାଜି ଦେଖିବାକୁ ମିଳିଥିଲା । ବିରୋଧୀମାନେ ବିଜେପି ସରକାରଙ୍କୁ ଘେରିଥିଲେ । ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଆଦିବାସୀ ଯୁବକଙ୍କ ବାପା ଦଶମତଙ୍କ ପାଦ ଧୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କContinue reading “ମଧୟପରଦଶର ବଜପ ନତ ଜଣ ଆଦବସଙକ ଉପର ପରଶର କରବ ଘଟଣ ଦନର ବଦଳଗଲ ଅତୟଚରର ଶକର ହଇଥବ ଦଶମତଙକ ଭଗୟ”

ଦୱତୟ ବବହର ଜନମତ ପଲଙକ ଭଗ କତ ? ଲଭଇନ ରଲସନର ଜନମ ହଇଥବ ପଲଙକ ମଳବ କ ଭଗ ! ପତକ ସମପତତ ଉପର ପଷୟ ସନତନର ରହଛ କ ଅଧକର ?

କନକ ବ୍ୟୁରୋ : ସମାଜରେ ବିଭିନ୍ନ ସମୟରେ ପୈତୃକ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ବିବାଦ ଦେଖିବାକୁ ମିଳିଥାଏ । ନିଜ ଭାଇ ହୁଅନ୍ତୁ ବା ସାବତ । ଏପରିକି ପୌଷ୍ୟ ସନ୍ତାନ ସମ୍ପତ୍ତି ପାଇଁ ମଧ୍ୟ ବିବାଦ ମାନ ଦେଖିବାକୁ ମିଳିଥାଏ । ପୁରୁଷ ଜଣଙ୍କୁ ବିବାହ କରିଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ମଧ୍ୟ ରଖିଥାଏ । ଆଉ ସେମାନଙ୍କ ଛୁଆ କିଭଳି ପାଇବ ବାପାର ସମ୍ପତି । ଏଭଳି ଅନେକ ବିବାଦContinue reading “ଦୱତୟ ବବହର ଜନମତ ପଲଙକ ଭଗ କତ ? ଲଭଇନ ରଲସନର ଜନମ ହଇଥବ ପଲଙକ ମଳବ କ ଭଗ ! ପତକ ସମପତତ ଉପର ପଷୟ ସନତନର ରହଛ କ ଅଧକର ?”

କମତ ବକ କରବ ବଶୱକପ ଟକଟ? ଏସବ ସଇଟର ଉପଲବଧ ହବ ଟକଟ ଭରତ-ପକସତନ ମୟଚର ଟକଟ ପଇ ବଢ଼ଲଣ ଆଗରହ ! ଜଣନତ କତ ରହବ ଟକଟର ମଲୟ?

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ୨୦୨୩ ଭାରତରେ ଆୟୋଜିତ ହେଉଥିବାବେଳେ ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଯେତେବେଳେ ବି ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳେ ସବୁବେଳେ ଟିକେଟ କମ ସମୟରେ ବିକ୍ରି ହୋଇଯାଇଥାଏ । ବିଦେଶକୁ ମଧ୍ୟ ଖେଳ ଦେଖିବାକୁ ପହଚିଂଥାନ୍ତି ପ୍ରଶଂସକ । ତେବେ ଭାରତରେ ମ୍ୟାଚ ହେଉଥିବାବେଳେ ଏହିContinue reading “କମତ ବକ କରବ ବଶୱକପ ଟକଟ? ଏସବ ସଇଟର ଉପଲବଧ ହବ ଟକଟ ଭରତ-ପକସତନ ମୟଚର ଟକଟ ପଇ ବଢ଼ଲଣ ଆଗରହ ! ଜଣନତ କତ ରହବ ଟକଟର ମଲୟ?”

ଲଦଖ ସମର ସନର ବଡ ଧରଣର ସମରଭୟସ ସମର ମତୟନ ହଲ ଅତୟଧନକ ଟୟଙକ ଓ ସଞଜଆ ଯନ

କନକ ବ୍ୟୁରୋ : ସୀମାରେ ଭାରତ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିବା ବେଳେ ଚୀନକୁ ଭାରତ କଡା ଚେତାବନୀ ଦେଇଛି । ପୂର୍ବ ଲଦାଖରେ ଆରମ୍ଭ ହୋଇଛି ଭାରତୀୟ ସେନାର ବଡ ଧରଣର ସମରାଭ୍ୟାସ୍ । ସୀମାରେ ମୁତୟନ ହେଲା ଅତ୍ୟାଧୁନିକ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ । ଭାରତ ଚୀନ୍ ସୀମାରେ ଅପ୍ରିତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୂର୍ବ ଲଦାଖ ସେକ୍ଟରରେ ନୂଆ ଅସ୍ତ୍ରଶସ୍ତ୍ର ଜମା କରୁଛି ଭାରତ । ମିଳିଥିବା ରିପୋର୍ଟContinue reading “ଲଦଖ ସମର ସନର ବଡ ଧରଣର ସମରଭୟସ ସମର ମତୟନ ହଲ ଅତୟଧନକ ଟୟଙକ ଓ ସଞଜଆ ଯନ”

ଦଇବନଧଙକ ପରରଣଦୟ କହଣ : ପଠପଢ ସହ ହଇଛନତ ସୱବଲମବ; ଜସ ବକ କରଛନତ ରଜଗର ପଢଛନତ ପଠ

କନକ ବ୍ୟୁରୋ : କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଅସିଛି ଏଭଳି ଏକ ପ୍ରେରଣାଦାୟୀ କାହାଣି । ଆମେ ଆପଣଙ୍କୁ ଏଭଳି ଦୁଇ ବନ୍ଧୁଙ୍କ ବିଷୟରେ କହିବୁ ଯେଉଁମାନେ ପାଠପଢା ସହ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପ୍ରେରଣା ପାଲଟିଛନ୍ତି । ଏଭଳି କରି ଦେଖାଇଛନ୍ତି ଭଞ୍ଜନଗରର ବ୍ଲକ ଟାଙ୍ଗଣ ଗ୍ରାମର ବାସିନ୍ଦା କାଳିଆ ପ୍ରଧାନ ଓ ସୂରଜ ବେହେରା । କାଳିଆ ନିଜ ପାଠପଢା ସରିବାContinue reading “ଦଇବନଧଙକ ପରରଣଦୟ କହଣ : ପଠପଢ ସହ ହଇଛନତ ସୱବଲମବ; ଜସ ବକ କରଛନତ ରଜଗର ପଢଛନତ ପଠ”

Design a site like this with WordPress.com
Get started