ଭରତ ବପକଷ ଟଷଟ ସରଜ ପଇ ୱଷଟଇଣଡଜ ଦଳର ସମଲ ହଲ ରହକମ କରଣଣୱଲ ବଶୱର ସବଠ ଅଧକ ଓଜନର ଖଳଳ ଭବ ଜଣଶଣ

କନକ ବ୍ୟୁରୋ : ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ନିଜର ଦଳ ଘୋଷଣା କରିଛି । ଏହି ଟିମରେ ଦୁଇ ଜଣ ନବାଗତଙ୍କୁ ସାମିଲ କରାଯାଇଥିବା ବେଳେ ଚର୍ଚ୍ଚିତ ଅଲରାଉଣ୍ଡର ରହକିମ କର୍ଣ୍ଣୱାଲଙ୍କୁ ମଧ୍ୟ ସ୍ଥାନ ମିଳିଛି । କ୍ରେଗ ବ୍ରେଥୱେଟ ଦଳର ମଙ୍ଗ ସମ୍ଭାଳିବେ । ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ୍ ସହ ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଅଭିଯାନ ଆରମ୍ଭ କରିବେ । ଘୋଷିତ ଦଳରେ ବ୍ୟାଟର କ୍ରିକ୍Continue reading “ଭରତ ବପକଷ ଟଷଟ ସରଜ ପଇ ୱଷଟଇଣଡଜ ଦଳର ସମଲ ହଲ ରହକମ କରଣଣୱଲ ବଶୱର ସବଠ ଅଧକ ଓଜନର ଖଳଳ ଭବ ଜଣଶଣ”

ଶଶକ ବହର ନରଯତନ : ଗଡ଼ର ବଡ ପକଇବ ସହ ଛଞଚଣର ବଡଉଥବର ଭଡଓ ଭଇରଲ

କନକ ବ୍ୟୁରୋ : ଶାଶୂକୁ ବୋହୂର ନିର୍ଯାତନା । ରାଜଧାନୀସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ବୋହୂ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବୋହୂ ଜଣଙ୍କ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଜଣାପଡିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବୋହୂଟି ଝାଡୁରେ ମାଡ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ତେବେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେContinue reading “ଶଶକ ବହର ନରଯତନ : ଗଡ଼ର ବଡ ପକଇବ ସହ ଛଞଚଣର ବଡଉଥବର ଭଡଓ ଭଇରଲ”

ବଢଲ କଳକରଙକ ପରଶରମକ : ଲକକଳର ପରସର ପଇ ମଖୟମନତରଙକ ପଦକଷପ

କନକ ବ୍ୟୁରୋ : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । କଳାକାର ମାନଙ୍କୁ ପ୍ରୋତ୍ସାହିତContinue reading “ବଢଲ କଳକରଙକ ପରଶରମକ : ଲକକଳର ପରସର ପଇ ମଖୟମନତରଙକ ପଦକଷପ”

ଏଣକ ସବ ଟରକର ଲଗବ AC ପରସତବକ ମଞଜର ଦଲ ସରକର

କନକ ବ୍ୟୁରୋ : ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ସବୁ ଟ୍ରକର କ୍ୟାବିନରେ ଲାଗିବ ଏସି । ଭିଷଣ ଖରାରେ ହଉଥିବା ଗରମରୁ ମୁକ୍ତି ପାଇବେ ଟ୍ରକ୍ ଡ୍ରାଇଭର । ଟ୍ରକରେ ଏସି ସିଷ୍ଟମ୍ ଇଂଷ୍ଟଲ କରିବା ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏନେଅ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଟ୍ୱିଟ୍ କରି କହିଛନ୍ତି,Continue reading “ଏଣକ ସବ ଟରକର ଲଗବ AC ପରସତବକ ମଞଜର ଦଲ ସରକର”

ପକସତନର ସନଦର ଏଜଣଟ ପରମର ପଡଗଲ DRDO ବଜଞନକ ଏଟଏସ ଚରଜସଟର ପରଦଦଫସ

କନକ ବ୍ୟୁରୋ: ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର ହନି ଟ୍ରାପରେ ଫଶିଯାଇ ପାକିସ୍ତାନର ମହିଳା ଏଜେଣ୍ଟକୁ ହୃଦୟ ଦେଇବସିଲେ । ମହିଳା ଏଜେଣ୍ଟ ନିଜକୁ ବ୍ରିଟେନର ଜଣେ ସଫ୍ଟୱେର ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ସେ ବୈଜ୍ଞାନିକ କୁରୁଲକରଙ୍କୁ ଅଶ୍ଳିଳ ମ୍ୟାସେଜ ଓ ଭିଡିଓ ପଠାଇଥିଲେ । ତାଙ୍କୁ ନିଜର କଥାରେ ଫଶାଇ ଭାରତୀୟ ମିଶାଇଲ ସିଷ୍ଟମ ବିଷୟରେ ତଥ୍ୟ ନେଇଥିଲେ । ଏଟିଏସ୍ ପୁଲିସ ଚାର୍ଜସିଟରେ ଏହା ପର୍ଦ୍ଦାଫାଶ କରିଛି । ଏହାପରେ କୁରୁଲକରଙ୍କୁContinue reading “ପକସତନର ସନଦର ଏଜଣଟ ପରମର ପଡଗଲ DRDO ବଜଞନକ ଏଟଏସ ଚରଜସଟର ପରଦଦଫସ”

ଅକଟବରର ଆରମଭ ହବ ଡବଟ କରଡଟ କରଡ ପରଟବଲଟ : ଭରତୟ ରଜରଭ ବୟଙକ ଯଗଇ ଦବ ନଆ ସବଧ

କନକ ବ୍ୟୁରୋ : ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀମାନେ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ଆଗକୁ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଚଳିତ ବର୍ଷ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବ । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର କାର୍ଡContinue reading “ଅକଟବରର ଆରମଭ ହବ ଡବଟ କରଡଟ କରଡ ପରଟବଲଟ : ଭରତୟ ରଜରଭ ବୟଙକ ଯଗଇ ଦବ ନଆ ସବଧ”

ବହନଗ ରଳ ଦରଘଟଣ : ଚନଦକ ଥନର ଜଣଆ ସବଆଇ ଟମ; ରଳବଇ କରମଚରଙକ ପଚରଉଚର

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ମାମଲା । ଚନ୍ଦକା ଥାନାରେ ୪ ଜଣିଆ ସିବିଆଇ ଟିମ୍ । ଅଧିକ ତନାଘନା ପାଇଁ ସିବିଆଇ ଟିମ୍ ପହଞ୍ଚିଛି । ୩ରେଳବାଇ କର୍ମଚାରୀଙ୍କୁ ପଚରାଉଚରା କରୁଛି । ତେବେ ୩ରେଳବାଇ କର୍ମଚାରୀଙ୍କୁ ୫ଦିନିଆ ରିମାଣ୍ଡରେ ସିବିଆଇ ନେଇଛି । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀ ମାନେ କେତେବେଳେ ଜାଣିଲେ? ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଥିଲେ? ଏମିତିContinue reading “ବହନଗ ରଳ ଦରଘଟଣ : ଚନଦକ ଥନର ଜଣଆ ସବଆଇ ଟମ; ରଳବଇ କରମଚରଙକ ପଚରଉଚର”

ମନଲ ଶରଦ ପୱର କହଲ ର ସରକରର ସମଲ ହବକ ବଜପ ସହ ଚରଚଚ କରଥଲ କନତ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଆଗକୁ କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଅନେକ ଦ୍ୱନ୍ଦ୍ୱରେ । ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ଅଜିତ ପାୱାରଙ୍କ ଗୋଷ୍ଠୀ ଏବଂ ଅନ୍ୟପଟେ ଶରଦ ପାୱାରଙ୍କ ଗୋଷ୍ଠୀ । ଏନସିପି କାହା ଦଖଲକୁ ଯିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନି । ଏସବୁ ଭିତରେ ଜାତୀୟ ଗଣମାଧ୍ୟମକୁ ଶରଦ ପାୱାରContinue reading “ମନଲ ଶରଦ ପୱର କହଲ ର ସରକରର ସମଲ ହବକ ବଜପ ସହ ଚରଚଚ କରଥଲ କନତ”

ଏସଡଏମ ଜୟତ ମରଯୟଙକ ସହ ସମପରକ କଣ? ବବଦ ଭତର ମଡଆ ସମନକ ଆସଲ ହମଗରଡ କମଣଡଣଟ ମନଷ ଦବ

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କ ଥିବା ପ୍ରସଙ୍ଗକୁ ନେଇ ବିବାଦକୁ ଆସିଥିବା ହୋମଗାର୍ଡ ବିଭାଗର ଜିଲ୍ଲା କମାଣ୍ଡାଣ୍ଟ ମନୀଷ ଦୁବେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ନାକୁ ଆସିଲେ । ହେଲେ ସାମ୍ବାଦିକଙ୍କ ପ୍ରଶ୍ନ ନଦେଇ ଖସିପଳାଇଥିଲେ । ମନୀଷ ଦୁବେ ଏକ ବିଭାଗୀୟ ବୈଠକରେ ଯୋଗ ଦେବାକୁ ଶୁକ୍ରବାର ଝାନ୍ସି ପହଞ୍ଚିଥିଲେ । ବୈଠକ ସାରି ଫେରିବା ସମୟରେ ତାଙ୍କୁ ଘେରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ସହContinue reading “ଏସଡଏମ ଜୟତ ମରଯୟଙକ ସହ ସମପରକ କଣ? ବବଦ ଭତର ମଡଆ ସମନକ ଆସଲ ହମଗରଡ କମଣଡଣଟ ମନଷ ଦବ”

ଅନତମ ରସୟନକ ଅସତରଗରକ ନଷଟ କଲ ଆମରକ : ହୱଇଟ-ହଉସ ପକଷର କରଗଲ ଘଷଣ; ପରଥମ ବଶୱଯଦଧ ସମୟର ଥଲ ଗଚଛତ

କନକ ବ୍ୟୁରୋ : ଅନ୍ତିମ ରାସାୟନିକ ଅସ୍ତ୍ରାଗାରକୁ ନଷ୍ଟ କଲା ଆମେରିକା । କେଂଟୁକିର ପୂର୍ବାଂଚଳ ଅନ୍ତର୍ଗତ ସାମରିକ ୟୁନିଟରେ ଥିବା ନିଜର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ଆମେରିକା ଧ୍ୱଂସ କରିଦେଇଥିବା ନେଇ ହ୍ୱାଇଟ୍-ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଯାହାକୁ ନେଇ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ । ଅସ୍ତ୍ରଶସ୍ତ୍ର ସବୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରୁ ଗଚ୍ଛିତ ଥିଲା । କେଂଟୁକିରେ ଥିବା ବୁଲ ଗ୍ରାସ୍ ଆର୍ମି ଡିପୋରେ ଥିବା ମାରତ୍ମକContinue reading “ଅନତମ ରସୟନକ ଅସତରଗରକ ନଷଟ କଲ ଆମରକ : ହୱଇଟ-ହଉସ ପକଷର କରଗଲ ଘଷଣ; ପରଥମ ବଶୱଯଦଧ ସମୟର ଥଲ ଗଚଛତ”

Design a site like this with WordPress.com
Get started