କନକ ବ୍ୟୁରୋ : ଭଦ୍ରକ କୃଷ୍ଣନଗରରେ କଙ୍ଗାରୁକୋର୍ଟ । ଆଇନକୁ ହାତକୁ ନେଲେ ମହିଳା ଗୋଷ୍ଠୀ । ଋଣ ନେଇ ସୁଝି ନପାରିବାରୁ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ବିଦ୍ୟୁତ ଖୁଣ୍ଟାରେ ବାନ୍ଧିଦେଲେ ସଂଘର ସଦସ୍ୟ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୃଷ୍ଣନଗରରେ । ଏକ ଅର୍ଥଲଗାଣକାରୀ ସଂସ୍ଥାଠାରୁ କୃଷ୍ଣନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ । ସେହି ମହିଳା ଗୋଷ୍ଠୀରେ ସଦସ୍ୟ ଥିବା ସେକ୍ ମହମ୍ମଦଙ୍କ ସ୍ତ୍ରୀ ମଧ୍ୟ ଋଣ ନେଇଥିଲେContinue reading “ବସଲ କଙଗରକରଟ ଆଇନକ ହତକ ନଲ ମହଳ ଗଷଠ : ଟଙକ ନ ଦଇପରବର ସଖୟଲଘ ବୟକତଙକ ଇଲକଟର ଖଣଟର ବନଧଦଲ”
Tag Archives: News
ବହନଗ ରଳ ଦରଘଟଣ : ଗରଫଙକ ହବ ଗଡ଼ଇ ତଡ଼ଇ ପରଶନ; ଘଟଣ ଦନ ସଗନଲର କଛ ତରଟ ରହଥଲ କ?
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇContinue reading “ବହନଗ ରଳ ଦରଘଟଣ : ଗରଫଙକ ହବ ଗଡ଼ଇ ତଡ଼ଇ ପରଶନ; ଘଟଣ ଦନ ସଗନଲର କଛ ତରଟ ରହଥଲ କ?”
ଟରନ ଟରକର କଟ ଦଇ ଜଣଙକ ମତୟ : ମତଦହ ଉଦଧର କଲ ରଲୱ ପଲସ
କନକ ବ୍ୟୁରୋ : ଟ୍ରେନ ଟ୍ରାକରେ କଟି ଦୁଇ ଜଣଙ୍କ ମୃତ୍ୟୁ । ଜଣେ ସବିରା ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡିଥିଲେ । ଅନ୍ୟଜଣେ ଟ୍ରେନ ଲାଇନ ପାର୍ ସମୟରେ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଜଣେ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ଡବ । ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ରାତିରୁ ହୋଟେଲରୁ ବାହାରକୁ ଯାଇଥିଲେ । ବିଳମ୍ବିତContinue reading “ଟରନ ଟରକର କଟ ଦଇ ଜଣଙକ ମତୟ : ମତଦହ ଉଦଧର କଲ ରଲୱ ପଲସ”
କଡର ପଟପଟ ସତରକ ହତୟ : ସୱମ ଫରର ପଲସର ତଦନତ ଜର
କନକ ବ୍ୟୁରୋ : କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗାଁର ଘଟଣା । ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି ରହିଛି । ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଘରୋଇ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ଫାଣ୍ଡି ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।Continue reading “କଡର ପଟପଟ ସତରକ ହତୟ : ସୱମ ଫରର ପଲସର ତଦନତ ଜର”
ସବୟତ ବଶର ରଥର ଚଢ଼ଥଲ ଅଣସବୟତ ମହପରଭଙକ ଛଇ ଉଠଇଥଲ ଫଟ ଉଠଲ ପରଶନ ରଥର କମତ ଚଢ଼ଲ ଅଣସବୟତ?
କନକ ବ୍ୟୁରୋ : ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ଅନେକ ଭକ୍ତ ରଥ ଉପରକୁ ଚଢିଥିବାର ଫଟୋ ଏବେ ଭାଇରାଲ ହେଉଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ ସେମାନେ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ଯାହାକୁ ନେଇContinue reading “ସବୟତ ବଶର ରଥର ଚଢ଼ଥଲ ଅଣସବୟତ ମହପରଭଙକ ଛଇ ଉଠଇଥଲ ଫଟ ଉଠଲ ପରଶନ ରଥର କମତ ଚଢ଼ଲ ଅଣସବୟତ?”
ବଲର କଗରସ ନତ ରହଲ ଗନଧ : ଟରକଟର ଚଳଇଲ ଚଷଙକ ସହ ମଶ ଧନ ତଳ ରଇଲ
କନକ ବ୍ୟୁରୋ : ବିଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ରାକ୍ଟର ଚଳାଇଲେ ଆଉ ଚାଷୀଙ୍କ ସହ କଥା ହେଲେ । ବିଲରେ ଚାଷୀ ତଳି ରୋଉଥିଲେ । ଆଉ ହଠାତ ରାହୁଲ ଗାନ୍ଧୀ ବିଲରେ ପହଞ୍ଚି ଯାଇଥିଲେ । ଯାହାକୁ ଦେଖି ଚାଷୀ ମଧ୍ୟ ହଠାତ ହତବାକ ହୋଇଯାଇଥିଲେ । ରାହୁଲ ଗାନ୍ଧୀ ଦିଲ୍ଲାରୁ ଶିମଲା ଅଭିମୁଖେ ଯାଉଥିଲେ । ହରିଆଣାର ସୋନିପଥ ଦେଇ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥିଲେ ଚାଷୀContinue reading “ବଲର କଗରସ ନତ ରହଲ ଗନଧ : ଟରକଟର ଚଳଇଲ ଚଷଙକ ସହ ମଶ ଧନ ତଳ ରଇଲ”
ରଜୟର ଶକଷ ବୟବସଥର ବକଳ ଚତର : କନଦର ସରକରଙକ – ଶକଷବରଷର ପଜଆଇ ରପରଟ; ର କ ଖସଲ ଓଡ଼ଶ
କନକ ବ୍ୟୁରୋ : ତଳ ମୁହାଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା । ୧୦ରୁ ୨୬କୁ ଖସିଲା ଓଡିଶା । ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଥିବା ବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨.୦ରେ ଏହା ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହି ପର୍ଫମାନ୍ସ ସର୍ଭେ ବେଳେContinue reading “ରଜୟର ଶକଷ ବୟବସଥର ବକଳ ଚତର : କନଦର ସରକରଙକ – ଶକଷବରଷର ପଜଆଇ ରପରଟ; ର କ ଖସଲ ଓଡ଼ଶ”
ପରଧନଶକଷକ ବଦଳ ପଇ ଅଭନବ ପରତବଦ : ସକଲକ ଆସଲନ ପଲ; ଛତରଛତରଙକ ଶରଣର ଅପକଷ କର ରହଛନତ ସର
କନକ ବ୍ୟୁରୋ : ପ୍ରଧାନଶିକ୍ଷକଙ୍କ ବଦଳି ହୋଇଯିବାରୁ ଅଭିନବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକଙ୍କ ବଦଳି ନ କରିବା ଦାବିରେ କୌଣସି ଛାତ୍ରଛାତ୍ରୀ ସ୍କୁଲ ଆସିନାହାନ୍ତି । ଛାତ୍ରଛାତ୍ରୀ ସ୍କୁଲ ନଆସିବାରୁ ସେମାନଙ୍କୁ ଚାହିଁ ବସିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଜିଲ୍ଲାର ମିର୍ଜାପୁର ନୋଡାଲ ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି । ଏହି ସ୍କଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୧୭୯ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସ୍କଲରେ ୬ଜଣContinue reading “ପରଧନଶକଷକ ବଦଳ ପଇ ଅଭନବ ପରତବଦ : ସକଲକ ଆସଲନ ପଲ; ଛତରଛତରଙକ ଶରଣର ଅପକଷ କର ରହଛନତ ସର”
ଆଦପରଷ ସମସତଙକ ଭବନକ ଆହତ କରଛ ମ ହତ ଯଡ କଷମ ମଗଛ : ଟୱଟ ଜରଆର ଦଶବସ ମନଜ ମନତସରଙକ କଷମ ପରରଥନ
କନକ ବ୍ୟୁରୋ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ପରେ ଆଜିଯାଏଁ ବିବାଦ ଏହାର ପିଛା ଛାଡୁନି । ପୁରା ଫିଲ୍ମ ପ୍ରକୃତ ରାମାୟଣ କଥାବସ୍ତୁକୁ କଦର୍ଥ କରୁଛି । ବିଶେଷ କରି ଏହାର ସଂଳାପ ହିନ୍ଦୁ ସନାତନ ଧାର୍ମିକ ଭାବନାକୁ ଆହତ କରୁଛି ବୋଲି ବିରୋଧାଭାଷ ପ୍ରକାଶ ପାଇବା ପରେ ଏନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ସଂଳାପ ଲେଖକ ମନୋଜ ମୁନ୍ତସିର । मैं स्वीकार करता हूँ कि फ़िल्मContinue reading “ଆଦପରଷ ସମସତଙକ ଭବନକ ଆହତ କରଛ ମ ହତ ଯଡ କଷମ ମଗଛ : ଟୱଟ ଜରଆର ଦଶବସ ମନଜ ମନତସରଙକ କଷମ ପରରଥନ”
ପଶଚମବଙଗର ପଞଚୟତ ନରବଚନ ବଳ ହସକଣଡ : କଗରସ- ଟଏମସ କରମଙକ ମଧୟର ଗଣଡଗଳ; ହସର ଗଲଣ ଜବନ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ବେଳେ ହିଂସା । ଆଜି ସକାଳ ୭ଟାରେ ୭୪ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି । କିନ୍ତୁ ଏହି ସମୟରେ ମୁର୍ଶିଦାବାଦର ବେଲଡଙ୍ଗାରେ କଂଗ୍ରେସ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ହୋଇଛି । କୁଚବିହାରରେ ଥିବା ମତଦାନ କେନ୍ଦ୍ରରେ ମଧ୍ୟରେ ଭଙ୍ଗାରୁଜା ହୋଇଛି । ଏମିତିକି ଉତ୍ତ୍ୟକ୍ତ ଲୋକେ ବୁଥରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ଏଯାବତ ପଞ୍ଚାୟତContinue reading “ପଶଚମବଙଗର ପଞଚୟତ ନରବଚନ ବଳ ହସକଣଡ : କଗରସ- ଟଏମସ କରମଙକ ମଧୟର ଗଣଡଗଳ; ହସର ଗଲଣ ଜବନ”