ଗରଜଏସନ ଏମଏ ଯଏ ପଢଇଲ ସତରକ ଆଗକ ପଢଇବକ ଡର ଲଗଛ: ଏସଡଏମ ଜୟତ ମରଯୟଙକ ଘଟଣ ପର ଡରଛନତ ସୱମ?

କନକ ବ୍ୟୁରୋ: ‘ଗ୍ରାଜୁଏସନ୍, ଏମ୍ଏ ଯାଏଁ ପଢେଇଲି ।ସ୍ତ୍ରୀକୁ ଆଗକୁ ପଢେଇବାକୁ ଡର ଲାଗୁଛି’ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିହାର ବକ୍ସରରେ ଏକ ପେଟ୍ରୋଲ ପମ୍ପରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଯୁବକ ପିଣ୍ଟୁ । ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ଏବେ ଜୋର ଧରିଥିବାବେଳେ ଆଉ ସ୍ତ୍ରୀକୁ ପଢାଇବେ ନାହିଁ ବୋଲି କହିଛନ୍ତି ପିଣ୍ଟୁ । ତେବେ ତାଙ୍କର ଏହି ସମସ୍ୟା ଏବେ ପୁଲିସ ପାଖରେ ଯାଇ ପହଞ୍ଚିଛି । ପିଣ୍ଟୁଙ୍କ କହିବା ମୁତାବକ,Continue reading “ଗରଜଏସନ ଏମଏ ଯଏ ପଢଇଲ ସତରକ ଆଗକ ପଢଇବକ ଡର ଲଗଛ: ଏସଡଏମ ଜୟତ ମରଯୟଙକ ଘଟଣ ପର ଡରଛନତ ସୱମ?”

ଏକଠ ହଲ ଧରମନଦର ପରଧନ ଓ ଭରତତହର ମହତବ : ପଇକ ସମରକ ସଥନ ପରଦରଶନ; ନରମଣର ବଳମବ ନଇ କନଦରମନତରଙକ ଅସନତଷ

କନକ ବ୍ୟୁରୋ : ପୁଣି ଏକାଠି ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଖୋର୍ଦ୍ଧା ନିକଟ ବରୁଣେଇ ପାହାଡ଼ରେ ନିର୍ମାଣ ହେଉଥିବା ପାଇକ ସ୍ମାରକୀ ସ୍ଥଳରେ ଏକାଠି ନଜର ଆସିଛନ୍ତି ଦୁଇ ନେତା । ପାଇକ ବିଦ୍ରୋହ ସ୍ମାରକୀର ନିର୍ମାଣ କାମର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ମାରକୀ କାମ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ମାରକୀ ନିର୍ମାଣ ପାଇଁ ଯାହା ସର୍ତ ରଖାଯାଇଥିଲାContinue reading “ଏକଠ ହଲ ଧରମନଦର ପରଧନ ଓ ଭରତତହର ମହତବ : ପଇକ ସମରକ ସଥନ ପରଦରଶନ; ନରମଣର ବଳମବ ନଇ କନଦରମନତରଙକ ଅସନତଷ”

ଭରସମୟ ହରଇ ଟରନ ଲଇନକ ମଡ଼ଗଲ ବସ : ଟରକକ ବସ ମଡ଼ଯବର ରଳ ଚଳଚଳ ବଧପରପତ

କନକ ବ୍ୟୁରୋ : ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଠାରେ ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡିଗଲା ବସ୍ । ଟ୍ରାକକୁ ବସ୍ ମାଡିଯିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଟ୍ରାକକୁ ବସ୍ ମାଡିଆସିବାରୁ ଟ୍ରେନ ଚାଳକ ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ବସରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । The post ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡ଼ିଗଲା ବସ୍Continue reading “ଭରସମୟ ହରଇ ଟରନ ଲଇନକ ମଡ଼ଗଲ ବସ : ଟରକକ ବସ ମଡ଼ଯବର ରଳ ଚଳଚଳ ବଧପରପତ”

ସରଜ ଦରଘଟଣ : ଅଟ କର ଓ ମଟର ସଇକଲ ମଧୟର ଧକକ; ଆହତ ଗରତର

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ରାସ୍ତାର ପେଜଗଳାଠାରେ ସିରିଜ ଦୁର୍ଘଟଣା । ଅଟୋ, କାର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୧୦ଜଣ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୬ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଓଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । The post ସିରିଜ ଦୁର୍ଘଟଣା : ଅଟୋ,Continue reading “ସରଜ ଦରଘଟଣ : ଅଟ କର ଓ ମଟର ସଇକଲ ମଧୟର ଧକକ; ଆହତ ଗରତର”

ସକଳ ବଜଡ ସନଧୟର ବଜପ : ନୟଗଡ଼ର ପଦମ ଦଳ ସରପଞଚଙକ ଦଳ ଡଆ ଓ ବହଡ଼କ ନଇ ଚରଚଚ

କନକ ବ୍ୟୁରୋ : ଦିନରେ ବିଜେଡି, ରାତିରେ ବିଜେପି । ଏପରି କିଛି ହାଇଡ୍ରାମା ଦେଖିବାକୁ ମିଳିଛି ନୟାଗଡ଼ରେ । ବିଜେପି ସରପଂଚ ସକାଳେ ବିଜେଡିରେ ମିଶିବା ପରେ ସଂନ୍ଧ୍ୟାରେ ପୁଣି ବିଜେପି ଶିବିରକୁ ଫେରିବା ଘଟଣା ସାରା ଅଂଚଳର ଚର୍ଚ୍ଚା ସୃଷ୍ଟି କରିଛି । ନୟାଗଡ଼ ସହର ସିନ୍ଦୁରିଆ ସରପଂଚ ପ୍ରମୋଦ ବେହେରା ଶୁକ୍ରବାର ସକାଳେ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ବାସ ଭବନରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।Continue reading “ସକଳ ବଜଡ ସନଧୟର ବଜପ : ନୟଗଡ଼ର ପଦମ ଦଳ ସରପଞଚଙକ ଦଳ ଡଆ ଓ ବହଡ଼କ ନଇ ଚରଚଚ”

ଡଏନ ଆଇଟ ରଡ : ଇଡ କରବ ତଦନତ ! କଏ କଉ ଉଦଦଶୟର ରଖଥଲ ହଇପରନ ସପଷଟ

କନକ ବ୍ୟୁରୋ : ଡିଏନ୍ ଗ୍ରୁପ୍ ଟିକସ ଫାଙ୍କି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କରିପାରେ ଚଢ଼ାଉ । ଆୟକର ବିଭାଗ ଦ୍ୱାରା ଜବତ କରାଯାଇଥିବା କୋଟି କୋଟି ଟଙ୍କା କେଉଁଠୁ ଆସିଲା, ସେସବୁର ତଦନ୍ତ ଇଡି କରିବ ବୋଲି ସୂଚନା ମିଳିଛି । ବର୍ତମାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ତିନି ଦିନ ଧରି ଚାଲିଥିବା ଚଢ଼ାଉରୁ ଏପର୍ଯ୍ୟନ୍ତ ୩୦ କୋଟି ଟଙ୍କା ଜବତ କରାଯାଇଛି । ସେପଟେ ଚଢ଼ାଉରContinue reading “ଡଏନ ଆଇଟ ରଡ : ଇଡ କରବ ତଦନତ ! କଏ କଉ ଉଦଦଶୟର ରଖଥଲ ହଇପରନ ସପଷଟ”

ଦଲଲ ଅବକର ନତ ମମଲ : ମନଷ ସସଦଆଙକ ସହ ଅନୟ ଅଭଯକତଙକ କଟ ସମପତତ ବଜୟପତ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢ଼ିଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କ ଅଡ଼ୁଆ । ପ୍ରବର୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବାଜ୍ୟାପ୍ତ କରିଛି । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅମନଦୀପ ସିଂହ, ରାଜେଶ ଯୋଶୀ, ଗୌତମ ମଲହୋତ୍ରାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ଏଥିରେ ମନିଷ ଓ ତାଙ୍କ ପତ୍ନୀ ସୀମାContinue reading “ଦଲଲ ଅବକର ନତ ମମଲ : ମନଷ ସସଦଆଙକ ସହ ଅନୟ ଅଭଯକତଙକ କଟ ସମପତତ ବଜୟପତ”

ବହନଗ ରଳ ଦରଘଟଣ : ଗରଫ ଅଭଯକତକ ଦନଆ ରମଣଡର ନଲ ସବଆଇ; ତରଖର ପଣ କରଟର ହଜର

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ ସିବିଆଇ । ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କୁ ଗିରଫContinue reading “ବହନଗ ରଳ ଦରଘଟଣ : ଗରଫ ଅଭଯକତକ ଦନଆ ରମଣଡର ନଲ ସବଆଇ; ତରଖର ପଣ କରଟର ହଜର”

ବହନଗ ଟରନ ଟରଜଡ ସବଆଇ କରଟର ଅଭଯକତ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ସିବିଆଇ କୋର୍ଟରେ ରିମାଣ୍ଡ ନେଇ ଆବେଦନ କରିପାରନ୍ତି ଅଧିକାରୀ । The post ବାହାନଗା ଟ୍ରେନ ଟ୍ରାଜେଡି, ସିବିଆଇ କୋର୍ଟରେ ୩ ଅଭିଯୁକ୍ତ first appeared on Kanak News. from Kanak News via

ଆଇପଏସସତରର ଅଦଳବଦଳ ପଢନତ କହକ ମଳଲ କଉ ଦୟତୱ

କନକ ବ୍ୟୁରୋ: ଆଇପିଏସସ୍ତରରେ ଅଦଳବଦଳ । ରାଜ୍ୟ ସରକାର ପୁଲିସ ବିଭାଗରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚ ଆଇଡି ଭାବେ ନିଯୁକ୍ତ ହୋଇଛନ୍ତି । ସେହିଭଳି ସାର୍ଥକ ଷଡଙ୍ଗୀ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ହୋଇଛନ୍ତି । ସତ୍ୟଜିତ ନାୟକଙ୍କୁ ଏଚଆରପିସିର ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ଯୁଗଳ କିଶୋର ବନୋଥ ମୁଖ୍ୟାଳୟ ଏଆଇଜିପି ଭାବେ ନିଯୁକ୍ତ ହୋଇଛନ୍ତି । ନୟାଗଡ ଏସପି ଭାବେ ରାହୁଲ ଜୈନଙ୍କୁ ଦାୟିତ୍ୱContinue reading “ଆଇପଏସସତରର ଅଦଳବଦଳ ପଢନତ କହକ ମଳଲ କଉ ଦୟତୱ”

Design a site like this with WordPress.com
Get started