କନକ ବ୍ୟୁରୋ: ଉତ୍ତରାଖଣ୍ଡରେ କାଳ ହୋଇଛି ଲଗାଣବର୍ଷା ସାଙ୍ଗକୁ ବନ୍ୟା । ମୌସୁମୀ ବର୍ଷା ଆରମ୍ଭରୁ ହିଁ ବିଭିନ୍ନ ରାଜ୍ୟରେ ବେହାଲ ହେଲାଣି ସ୍ଥିତି । କେଉଁଠି ବର୍ଷା ତ ପୁଣି କେଉଁଠି ବନ୍ୟା ଓ ଭୂସ୍ଖଳନ । କେରଳରେ ରାସ୍ତା ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି । ରାସ୍ତା ଉପରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ସହରଠୁ ଗାଁ ସବୁଠି ବନ୍ୟା ସ୍ଥିତି ଦେଖାଯିବା ପରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାContinue reading “ଦଶର ବଭନନ ସଥନର ବନୟ ବତପତ ଉତତରଖଣଡ କରଳର ସଥତ ସଙଗନ”
Tag Archives: News
ପକସତନର ସଙକଟ: ତଳ ଓ ଇନଧନ ସଙକଟ ଯଗ ସନ ଯଦଧଭୟସ ବତଲ
କନକ ବ୍ୟୁରୋ: ପାକିସ୍ତାନରେ ତୈଳ ଓ ଇନ୍ଧନ ସଙ୍କଟ ଯୋଗୁଁ ସେନା ଯୁଦ୍ଧାଭ୍ୟାସ ବାତିଲ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଅଧିକ ଶୋଚନୀୟ ହୋଇପଡ଼ିଛି । ଖାଦ୍ୟ ସଙ୍କଟ ପରେ ଏବେ ତୈଳ ସଙ୍କଟର ସାମ୍ନା କରିଛି ପାକିସ୍ତାନ । ଏବେ ପାକିସ୍ତାନରେ ଇନ୍ଧନ ଶେଷ ହୋଇଥିବାବେଳେ ଦୀର୍ଘ ସମୟ ପାଇଁ ଯୁଦ୍ଧାଭ୍ୟାସ ରଦ୍ଦ କରାଯାଇଛି । ପୂର୍ବରୁ ଖାଦ୍ୟ ସଙ୍କଟ ଯଥା ଅଟା ପାଇଁ ପାକିସ୍ତାନରେ କାଙ୍ଗାଳContinue reading “ପକସତନର ସଙକଟ: ତଳ ଓ ଇନଧନ ସଙକଟ ଯଗ ସନ ଯଦଧଭୟସ ବତଲ”
ବରଷର ପଦଦଲ ଧନ ଫଟର କଟଆଉଟ କର ଶଭଚଛ
କନକ ବ୍ୟୁରୋ: ସେ କାହା ପାଇଁ ମାହି ତ କାହା ପାଇଁ ଧୋନି । ସେ ଫିଲ୍ଟକୁ ଓହ୍ଲାଇଲେ ପ୍ରଶଂସକଙ୍କ ମୁହଁରେ ଆସେ ଗୋଟିଏ ନାଁ । କେବେ କ୍ରିକେଟ ଖେଳି ଇତିହାସ ସୃଷ୍ଟି କରିଛନ୍ତି ତ କେବେ ସାଜିଛନ୍ତି ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା । କ୍ରିକେଟ ଜଗତର ବାଦଶାହା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଆଜି ହେଉଛି ଜନ୍ମଦିନ । ୪୨ ବର୍ଷରେ ପାଦ ଥାପିଛନ୍ତି ଟିକେଟContinue reading “ବରଷର ପଦଦଲ ଧନ ଫଟର କଟଆଉଟ କର ଶଭଚଛ”
କଏମବଟରର ଡଆଇଜଙକ ସହନଦଜନ ମତୟ ସରକଷକରମଙକଠ ପସତଲ ଆଣ ନଜକ ମରଲ ଗଳ
କନକ ବ୍ୟୁରୋ: ଡିଆଇଜି ସି ବିଜୟ କୁମାର । ତାମିଲନାଡ଼ୁର କୋଇମାଟୁର ରେଞ୍ଜ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ସି ବିଜୟ କୁମାର । ୬ ତାରିଖ ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବିଜୟ କୁମାର । ମିଳିଥିବା ସୂଚନା ଅନୁଯାୟୀ ବିଜୟକୁମାର ଗୁରୁବାର ସକାଳୁ ଉଠିବା ପରେ ସକାଳ ବୁଲାରେ ଯାଇଥିଲେ । ସକାଳ ପ୍ରାୟ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେContinue reading “କଏମବଟରର ଡଆଇଜଙକ ସହନଦଜନ ମତୟ ସରକଷକରମଙକଠ ପସତଲ ଆଣ ନଜକ ମରଲ ଗଳ”
ମନହନ ମମଲର ରହଲ ଗନଧଙକ ଝଟକ ଆବଦନ ଖରଜ କଲ ଗଜରଟ ହଇକରଟ
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ସୁରଟ କୋର୍ଟଙ୍କ ରାୟର ପୁନଃବିଚାର ଆବେଦନକୁ ଖାରଜ କଲେ କୋର୍ଟ । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଣଥିଲେ ସୁରଟ କୋର୍ଟ । ଏହି ସଜ୍ଜାର ପୁନଃଶୁଣାଣି କରିବାକୁ ଗତ ଏପ୍ରିଲ ୨୬ ତାରିଖରେ ଗୁଜରାଟ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ରାହୁଲ ଗାନ୍ଧୀ । ମାମଲାର ଶୁଣାଣି କରି ସୁରଟ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ତେବେ ହାଇକୋର୍ଟଙ୍କContinue reading “ମନହନ ମମଲର ରହଲ ଗନଧଙକ ଝଟକ ଆବଦନ ଖରଜ କଲ ଗଜରଟ ହଇକରଟ”
ବହନଗ ଟରନ ଦରଘଟଣକ ନଇ ଆକସନମଡର ସବଆଇ ରଳ କରମଚର ଗରଫ
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ଜଣ ରେଳବାଇ କର୍ମଚାରୀ ଗିରଫ ହୋଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମିର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ଗତ ମାସ ୨ତାରିଖରେContinue reading “ବହନଗ ଟରନ ଦରଘଟଣକ ନଇ ଆକସନମଡର ସବଆଇ ରଳ କରମଚର ଗରଫ”
ଅଥୟ କଲଣ ଆଖଧର ସକରମଣର ହଟସପଟ ପଲଟଛ ସକଲ
କନକ ବ୍ୟୁରୋ : ସାରା ରାଜ୍ୟରେ ଜୋରରେ ମାଡି ଚାଲିଛି ଆଖିଧରା ରୋଗ । ବିଶେଷ କରି ବିଦ୍ୟାଳୟ ଗୁଡିକ କେମିତି ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଏମାନେ ହେଉଛନ୍ତି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଧାଡି ହୋଇ ଛିଡା ହୋଇଛନ୍ତି । କାହାର ଆଖି ଲାଲ ପଡିଛି, ତ ଆଉ କାହାରContinue reading “ଅଥୟ କଲଣ ଆଖଧର ସକରମଣର ହଟସପଟ ପଲଟଛ ସକଲ”
ରଜନତର ନହ ଅବସର ସମୟ? ବୟସ ବଢ଼ଲ ବ ସକରୟ ନତ !
କନକ ବ୍ୟୁରୋ : ସରକାରୀ ହେଉ ଅବା ବେସରକାରୀ, ଚାକିରିଆଙ୍କର ଅବସର ସୀମା ରହିଛି । ହେଲେ ସରକାରୀ ନିୟମ ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବା ନେତାଙ୍କର ଅବସର ସୀମା ରହିବ କି ନାହିଁ ତାହା ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଆଉ ଏହି ପ୍ରସଙ୍ଗ ମହାରାଷ୍ଟ୍ର ମହାନାଟକରେ ଚାଲିଥିବା ବୟାନବାଜି ପରେ ପୁଣିଥରେ ଜୋର ଧରିଛି । ନୂଆ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର କହିଛନ୍ତି, ସରକାରୀ ଚାକିରିଆ ୬୦ରେ ଅବସର ଗ୍ରହଣContinue reading “ରଜନତର ନହ ଅବସର ସମୟ? ବୟସ ବଢ଼ଲ ବ ସକରୟ ନତ !”
ଗରମଚଳର ଭଲ ଶକଷକ ଥବ ଶକଷନଷଠନ ଅଧକ ପସନଦ! ସହରର ନମକର କଲଜ ପରତ ମଧବ ଛତରଛତର ବମଖ
କନକ ବ୍ୟୁରୋ : ଗତକାଲି କଟଅଫ୍ ମାର୍କ ପ୍ରକାଶ ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତି ଦୁଇ ନାମଲେଖା । ପ୍ରଥମ ଦିନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନାମଲେଖା ହୋଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ବିଶେଷଜ୍ଞଙ୍କ କହିବା ହେଲା, – ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ଆକର୍ଷଣ ହରାଉଛନ୍ତି – ସହରର ନାମକରା କଲେଜ ପ୍ରତି ମେଧାବୀ ଛାତ୍ରଛାତ୍ରୀ ବିମୁଖ – ଭଲ ଶିକ୍ଷକ ଥିବାContinue reading “ଗରମଚଳର ଭଲ ଶକଷକ ଥବ ଶକଷନଷଠନ ଅଧକ ପସନଦ! ସହରର ନମକର କଲଜ ପରତ ମଧବ ଛତରଛତର ବମଖ”
ଫଲକନମ ଏକସପରସର ଲଗଲ ନଆ ଘଟଣସଥଳର ଆତଙକର ମହଲ ସରଟ ସରକଟ ଯଗ ଲଗଲ ନଆ?
କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଭାରତୀୟ ରେଳ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ବାହାନଗା ରେଳ ଦୁର୍ଘଟଣା ପରେ ଆଜି ସିକନ୍ଦରାବାଦ- ହାୱଡା ଫାଲକନୁମା ଏକ୍ସପ୍ରେସର ଯାତ୍ରୀମାନେ ଅଳ୍ପକେ ବଞ୍ଚିଯାଇଛନ୍ତି । କେହି କିଛି ବୁଝିବା ପୂର୍ବରୁ ହଠାତ୍ ହାୱଡା- ସିକନ୍ଦରାବାଦ ସୁପରଫାଷ୍ଟ ଟ୍ରେନରେ ନିଆଁ ଲାଗିଥିଲା । ତେଲେଙ୍ଗାନାର ବୋମାଇପାଲି-ପାଗିଡ଼ିପାଲିରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ,ବଗି ଜଳିବା ଆରମ୍ଭ ହୋଇଥିଲା । କେହିContinue reading “ଫଲକନମ ଏକସପରସର ଲଗଲ ନଆ ଘଟଣସଥଳର ଆତଙକର ମହଲ ସରଟ ସରକଟ ଯଗ ଲଗଲ ନଆ?”