ଗହଟ ବଠକ ପର ଦମଭକତ ଦଖଇଛନତ ରଜୟ ବଜପ ସଭପତ ମନମହନ ସମଲ କହଛନତ ଓଡ଼ଶର ଗଠନ ହବ ବଜପ ସରକର

କନକ ବ୍ୟୁରୋ : ଗୌହାଟୀରେ ବିଜେପିର ମିଶନ୍ ‘୨୪’ ଚର୍ଚ୍ଚାରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ, ରାଜ୍ୟ ବିଜେପି ସଭାପତି ଏଭଳି କିଛି ଦାବି କରଛନ୍ତି, ଯାହା ରାଜ୍ୟ ରାଜନୀତିକୁ ପୁଣି ଥରେ ଚଳଚଂଚଳ କରିଦେଇଛି । ଓଡ଼ିଶା ଦଖଲ ପାଇଁ କେବଳ ଦାବି କରି ନାହାଁନ୍ତି ବରଂ ଏଥିପାଇଁ କ’ଣ ପ୍ରସଙ୍ଗ ହେବ ଏବଂ ଦଳୀୟ ରଣନୀତି କ’ଣ ରହିବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ମନମୋହନ ସାମିଲ । କହିଛନ୍ତି- ଦୁର୍ନୀତି, ଦାଦନ,Continue reading “ଗହଟ ବଠକ ପର ଦମଭକତ ଦଖଇଛନତ ରଜୟ ବଜପ ସଭପତ ମନମହନ ସମଲ କହଛନତ ଓଡ଼ଶର ଗଠନ ହବ ବଜପ ସରକର”

ମନହନ ମମଲର ରହଲଙକ ଝଟକ ଆବଦନ ଖରଜ କଲ ଗଜରଟ ହଇକରଟ

କନକ ବ୍ୟୁରୋ : ମାନହାନୀ ମାମଲାରେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଗୁଜରାଟ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ତଳ କୋର୍ଟ ଦେଇଥିବା ରାୟ ଯଥାର୍ଥ ଓ ଆଇନସମ୍ମତ ଏହାସହ ରାଜନୀତିରେ ଶାଳୀନତାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି । ତଳ କୋର୍ଟ ଦେଇଥିବା ୨ ବର୍ଷର ସଜା ଉପରେ ରୋକ୍ ଲଗାଇବାକୁ ଗୁଜରାଟ ହାଇକୋର୍ଟ ମନା କରିବାContinue reading “ମନହନ ମମଲର ରହଲଙକ ଝଟକ ଆବଦନ ଖରଜ କଲ ଗଜରଟ ହଇକରଟ”

ଅବହଳତ ଆଦରଶ ଗ ବସତର ବଲଗ ଯତୟତ ପଇ ରସତ ନହ ପରବରକ ମଳନ ସରକର ଆବସ

କନକ ବ୍ୟୁରୋ: ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବେଲଗାଁ । ଗାଁରେ ୭୫ଟି ପରିବାର ରହୁଥିବା ବେଳେ ୪-୫ଟି ପରିବାରକୁ ଛାଡି ଦେଲେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ମିଳିନାହିଁ । ତେଣୁ ପଲିଥିନ୍ ଟଣା କୁଡିଆ ଭିତରେ ରହୁଛନ୍ତି ପିଲାଛୁଆ । କେବଳ ବାସ ସମସ୍ୟା ନୁହେଁ, ପିଇବା ପାଣି, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ବେଲଗାଁ ବାସିନ୍ଦା । ସ୍ୱାଧୀନତାର ୭୫ ବର୍ଷ ପରେ ବିକାଶContinue reading “ଅବହଳତ ଆଦରଶ ଗ ବସତର ବଲଗ ଯତୟତ ପଇ ରସତ ନହ ପରବରକ ମଳନ ସରକର ଆବସ”

ପଣ ପଇ ଉତସହତ ଚଷ ଇନଦରବତ ବହମଖ ଜଳ ବଦୟତ ପରକଳପର ଜଳଯଗଣ ଆରମଭ

କନକ ବ୍ୟୁରୋ: ଚାଷ ପାଇଁ ପାଣି ପାଇ ଉତ୍ସାହିତ ଚାଷୀ । ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇଛି । ଚଳିତବର୍ଷ ମୌସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷ ବିଳମ୍ବିତ ହୋଇଛି । ଗତ ୨ ଦିନ ଦେବ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି । ଆଉ ଏହାରି ଭିତରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି ।Continue reading “ପଣ ପଇ ଉତସହତ ଚଷ ଇନଦରବତ ବହମଖ ଜଳ ବଦୟତ ପରକଳପର ଜଳଯଗଣ ଆରମଭ”

ବକଶ ଆଢଆଳର ଆଦବସ ଗ ବଞଚବ ପଇ ଭରସ ବଉଶ କରଡ

କନକ ବ୍ୟୁରୋ: ଅବହେଳିତ ଆଦିବାସୀ ଗାଁ । ଆଜି ବି ବଂଚିବା ପାଇଁ ବାଉଁଶ କରଡା ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ଉପାନ୍ତ ଗାଁର ଆଦିବାସୀ ମଣିଷ । କାରଣ ଗାଁ ଠାରୁ ୧୫ କିଲୋମିଟର ଦୂର ପଂଚାୟତ ଅଫିସକୁ ଯାଇ ପିଡିଏସ ଚାଉଳ ଆଣିବା ସମ୍ଭବ ହେଉନାହିଁ । ମାଗଣା ଚାଉଳ ଆଣିବା ପାଇଁ ୩ଶହ ଟଙ୍କା ଅଟୋ ଭଡା କରିବାକୁ ପଡିବ, ତେଣୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡାContinue reading “ବକଶ ଆଢଆଳର ଆଦବସ ଗ ବଞଚବ ପଇ ଭରସ ବଉଶ କରଡ”

ବହନଗ ରଳ ଦରଘଟଣ: ଜଣଙକ ଗରଫ କଲ ସବଆଇ

କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ । ୩ ଜଣଙ୍କୁ ଗିରଫ କଲା ସିବିଆଇ । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ସେକସନ ଇଞ୍ଜିନିୟର ଅରୁଣ ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ସୂଚନା ମିଳିଛି । ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା । The post ବାହାନଗା ରେଳ ଦୁର୍ଘଟଣା:Continue reading “ବହନଗ ରଳ ଦରଘଟଣ: ଜଣଙକ ଗରଫ କଲ ସବଆଇ”

ଭତରକନକର ଟ କମଭର ବସ ଚହନଟ ଜଙଗଲର ବଲ ବଲ ବଉଳ କମଭର ବସ ଚହନଟ କଲ ବନ କରମଚର

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲିବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍ ଲୋକେସେନରେ ଫଟୋ ଉଠାଇଥାନ୍ତି । ଚଳିତ ବର୍ଷ ଚିହ୍ନଟ ହୋଇଥିବା ୧୨୨ଟି କୁମ୍ଭୀର ବସା ମଧ୍ୟରୁ କନିକା ରେଞ୍ଜରେ ୧୦୭ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୨ଟି,Continue reading “ଭତରକନକର ଟ କମଭର ବସ ଚହନଟ ଜଙଗଲର ବଲ ବଲ ବଉଳ କମଭର ବସ ଚହନଟ କଲ ବନ କରମଚର”

ବଦୟଳୟର ଆଖଧର ଆତଙକ ଏକଥର ଛତରଛତର ଆକରନତ

କନକ ବ୍ୟୁରୋ: ବିଦ୍ୟାଳୟରେ ବ୍ୟାପୁଛି ଆଖିଧରା ରୋଗ । ଜଣେ ଦୁଇ ଜଣ ନୁହେଁ ସ୍କୁଲର ସବୁ ପିଲା ପ୍ରାୟ ସଂକ୍ରମିତ । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୪ ଦିନ ହେଲା ମୋହନା ସରକାରୀ ଏସଏସଡି ହାଇସ୍କୁଲର ଛାତ୍ରାବାସରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତ ଛାତ୍ରମାନଙ୍କୁ ମୋହନା ମେଡ଼ିକାଲରେ ଚିକିତ୍ସା କରିବା ପରେ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଘରକୁContinue reading “ବଦୟଳୟର ଆଖଧର ଆତଙକ ଏକଥର ଛତରଛତର ଆକରନତ”

ରୟଗଡର ଭଗ ବଣଟ ହଉଥଲ କଟର ମସ ମଡ ବସଲ ବନ ବଭଗ

କନକ ବ୍ୟୁରୋ: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ, ଖବର ପାଇ ମାଡିବସିଲା ରାୟଗଡା ବନ ବିଭାଗ। ଘଟଣାସ୍ଥଳରୁ ୩ କିଲୋ କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ବନ ବିଭାଗ । ଗିରଫ ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସଂଜୟ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାୟଗଡା ବନାଞ୍ଚଳ ଅଧିନସ୍ଥ ରାୟଗଡା ସରଂକ୍ଷିତ ଜଙ୍ଗଲରୁ ଏକ କୁଟୁରାକୁ ମାରି ମାଣିକଝୋଲ ଗାଁContinue reading “ରୟଗଡର ଭଗ ବଣଟ ହଉଥଲ କଟର ମସ ମଡ ବସଲ ବନ ବଭଗ”

ରସନ କରଡ ବଣଟନକ ନଇ କଟକ ସସଦ ଭରତତହର ମହତବଙକ ବଡ଼ ବୟନ କହଲ ଅଯଗୟଙକ ଦଆଯଇଛ କରଡ

କନକ ବ୍ୟୁରୋ: ନୟାଗଡ଼ରେ ରାସନକାର୍ଡ଼ ବଣ୍ଟନକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବଡ଼ ବୟାନ । ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ରାସନକାର୍ଡ଼ । ଗରିବଙ୍କ ପେଟକୁ ଲାତମାରୁଛନ୍ତି ସୁବିଧାବାଦୀ । ଅଯୋଗ୍ୟଙ୍କ କାର୍ଡ ପ୍ରତ୍ୟାହାର ହେବା ଜରୁରୀ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ କାର୍ଡ ପ୍ରତ୍ୟାହାର କରିବା ନିହାତି ଆବଶ୍ୟକ । ହିତାଧିକାରୀଙ୍କ ତାଲିକା ପଞ୍ଚାୟତସ୍ତରରେ ପ୍ରକାଶ କରାଯାଉ ବୋଲି ସେ କହିଛନ୍ତିContinue reading “ରସନ କରଡ ବଣଟନକ ନଇ କଟକ ସସଦ ଭରତତହର ମହତବଙକ ବଡ଼ ବୟନ କହଲ ଅଯଗୟଙକ ଦଆଯଇଛ କରଡ”

Design a site like this with WordPress.com
Get started