ତଲବନ ଶସନର ଆଉ ଏକ କଳଙକତ ଅଧୟୟ ଆଫଗନସତନର ବୟଟପରଲର ଉପର ଲଗଇଲ ପରତବନଧକ

କନକ ବ୍ୟୁରୋ : ଆଫଗାନିସ୍ତାନର ବ୍ୟୁଟିପାର୍ଲର ଉପରେ ତାଲିବାନ ପ୍ରତିବନ୍ଧକ ଲଗାଇଦେଇଛି । ଏବେ ଆଫଗାନିସ୍ତାନର କୌଣସି ମହିଳା ନା ଏହି ବ୍ୟବସାୟ କରିପାରିବେ ନା କୌଣସି ମହିଳା ସଜ ହେବାକୁ ବ୍ୟୁଟିପାର୍ଲର ଯାଇପାରିବ । ଏହାକୁ ଆଫଗାନିସ୍ତାନବାସୀ ବିରୋଧ କରୁଥିବା ବେଳେ ତାଲିବାନ ସରକାର ଏହା ଉପରେ ଜବାବ ରଖିଛନ୍ତି । ଏନେଇ ତାଲିବାନ ତରଫରୁ ଅଜବ ଯୁକ୍ତି କରାଯାଇଛି । ତାଲିବାନ ତରଫରୁ କୁହାଯାଇଛି କି, ଇସଲାମରେ ମହିଳାମାନେ ସଜ ହେବା ଉପରେ ପ୍ରତିବନ୍ଧକContinue reading “ତଲବନ ଶସନର ଆଉ ଏକ କଳଙକତ ଅଧୟୟ ଆଫଗନସତନର ବୟଟପରଲର ଉପର ଲଗଇଲ ପରତବନଧକ”

ନରବଚନ ପଇ ବଜପର ପରସତତ ରଜୟ ପଇ ନରବଚନ ପରଭର ନଯକତ କଲ ଦଳ ପଢନତ କହକ ମଳଳ କଉ ଦୟତୱ

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ପ୍ରଥମେ ୪ ରାଜ୍ୟର ସଭାପତି ପରିବର୍ତ୍ତନ କରିସାରିଛି ଦଳ । ଆଜି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ପ୍ରକାଶ ଜାଭେଡକରଙ୍କୁ ତେଲେଙ୍ଗାନା, ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନର ଦାୟିତ୍ୱ ପ୍ରଦାନ କରାଯାଇଛି । ଛତିଶଗଡ ପାଇଁ ଓମ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ କରାଯାଇଛି ।Continue reading “ନରବଚନ ପଇ ବଜପର ପରସତତ ରଜୟ ପଇ ନରବଚନ ପରଭର ନଯକତ କଲ ଦଳ ପଢନତ କହକ ମଳଳ କଉ ଦୟତୱ”

ରଜଧନର ବରଷର ପଲ ନଖଜ ଗତକଲ ଠର ଭଡ଼ ଘର କଉଆଡ ପଳଇଯଇଛନତ ଯଗଶ ବଲଜ

କନକ ବ୍ୟୁରୋ: ଗାଳି ଦେବାରୁ ଘର ଛାଡି ପଳାଇଲେ ନାବାଳକ । ସ୍କୁଲ ନଯିବାକୁ ନେଇ ଘର ଲୋକ ଏବଂ ଶିକ୍ଷକ ଗାଳିଗୁଲଜ କରିବାରୁ ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ଗତକାଲି ସକାଳୁ ସେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ରାଗିକି କେଉଁଆଡେ ପଳାଇ ଯାଇଥିବା ଘର ଲୋକ ସନ୍ଦେହ କରୁଛନ୍ତି ।Continue reading “ରଜଧନର ବରଷର ପଲ ନଖଜ ଗତକଲ ଠର ଭଡ଼ ଘର କଉଆଡ ପଳଇଯଇଛନତ ଯଗଶ ବଲଜ”

ମସମ ବରଷର ଲଚକଳ ଖଳ: କଷଣପରସଦ ଅସତରଙଗ ଓ ଗଞଜମ ଧରକଟ ଅଞଚଳର ଚନତର ଚଷ ମଲକନଗରର ଲଗଣ ବରଷ ଯଗ ରସତର ଚଲଛ ଆଣଠଏ ପଣ

କନକ ବ୍ୟୁରୋ: କେଉଁଠି ମରୁଡ଼ି କେଉଁଠି ବର୍ଷା । ମୌସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁ କୃଷ୍ଣପ୍ରସାଦ, ଅସ୍ତରଙ୍ଗ ଓ ଗଞ୍ଜାମ ଧରାକୋଟ ଅଞ୍ଚଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଚଳିତ ବର୍ଷର ଖରିଫ ଚାଷ ପାଇଁ ଚାଷୀ ତଳି ପକାଇ ବର୍ଷାକୁ ଅପେକ୍ଷା କରିଛନ୍ତି । ଅନେକ ସ୍ଥାନରେ ଚାଷୀ ଜମିରେ ଧାନ ବୁଣି ଦେଇଛନ୍ତି । ହେଲେ ବର୍ଷା କୁଆଡେ ଗାଏବ ହୋଇଯିବାରୁ ଶୁଖିଲା ଜମିକୁ ଦେଖି ହତାସ ଚାଷୀ । ରାଜ୍ୟର ବିଭିନ୍ନContinue reading “ମସମ ବରଷର ଲଚକଳ ଖଳ: କଷଣପରସଦ ଅସତରଙଗ ଓ ଗଞଜମ ଧରକଟ ଅଞଚଳର ଚନତର ଚଷ ମଲକନଗରର ଲଗଣ ବରଷ ଯଗ ରସତର ଚଲଛ ଆଣଠଏ ପଣ”

ତରପର ବଧନସଭର ହଙଗମ ଟବଲ ଉପର ଚଢ ବରଧ ପରଦରଶନ କଲ ବଧୟକ

କନକ ବ୍ୟୁରୋ: ତ୍ରିପୁରା ବିଧାନସଭାରେ ଶୁକ୍ରବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ଏବଂ ଟିପ୍ରା ମୋଥା ଦଳର ବିଧାୟକଙ୍କ ମଧ୍ୟରେ ଅନେକ ସମୟ ଧରି କଥା କଟାକାଟି ହୋଇଥିଲା । ଅନେକ ବିଧାୟକ ଟେବୁଲ ଉପରେ ଚଢି ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଅନେକ ବିଧାୟକ ହାତାହାତି ହୋଇଥିଲେ । ଏହି ଘଟଣା ପରେ ୫Continue reading “ତରପର ବଧନସଭର ହଙଗମ ଟବଲ ଉପର ଚଢ ବରଧ ପରଦରଶନ କଲ ବଧୟକ”

ମହଳ କସତଯଦଧଙକ ଯନ ଉତପଡନ ଅଭଯଗ ମମଲବରଜଭଷଣଙକ ନମର ନଟସ ଜରକଲ ଦଲଲ ହଇକରଟ

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ବ୍ରିଜଭୂଷଣଙ୍କ ଉପରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗରେ ଦିଲ୍ଲୀ କୋର୍ଟ ବ୍ରିଜଭୂଷଣଙ୍କୁ ନୋଟିସ ଜାରି କରିଛି । କେବଳ ବ୍ରିଜଭୂଷଣ ନୁହଁନ୍ତି ବିନୋଦ ତୁମରଙ୍କୁ ବି କୋର୍ଟ ନୋଟିସ କରିଛି । ୬ଜଣ ସାବାଳିକା ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ଅଣାଯାଇଥିବା ଅଭିଯୋଗ ଉପରେ ଚାର୍ଜସିଟ୍ ଦାଖଲ ହୋଇଛି । ପୋଲିସ ତରଫରୁ ବ୍ରିଜଭୂଷଣଙ୍କ ବିରୋଧରେContinue reading “ମହଳ କସତଯଦଧଙକ ଯନ ଉତପଡନ ଅଭଯଗ ମମଲବରଜଭଷଣଙକ ନମର ନଟସ ଜରକଲ ଦଲଲ ହଇକରଟ”

କରମଜବ ସମବଦକ ସବସଥୟ ବମ ନତନ ପରଟଲ ଲକରପତ ଭସ ଜରଆର ଲକରପଣ କଲ ମଖୟମନତର ନବନ ପଟଟନୟକ

କନକ ବ୍ୟୁରୋ: ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ନୂତନ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ସାମ୍ବାଦିକମାନଙ୍କୁ ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ । ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ। ଭିସି ଜରିଆରେContinue reading “କରମଜବ ସମବଦକ ସବସଥୟ ବମ ନତନ ପରଟଲ ଲକରପତ ଭସ ଜରଆର ଲକରପଣ କଲ ମଖୟମନତର ନବନ ପଟଟନୟକ”

କଳଙଗ ଷଟଡୟମର ଜମନଷଟକ ପଲଙକ ଉତସହତ କଲ ଦଲଲପ ଓମନ ପରତଯଗତର କପର ସଫଳ ହବ ସନଇ ଦଲ ପରରଣ

କନକ ବ୍ୟୁରୋ: ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀପ ଓମେନ । ଆଗାମୀ ଦିନରେ ଏସିଆନ କମନ ୱେଲ୍ଥ ଗେମ୍ସ ଏବଂ ଅଲମ୍ପିକ ହେବାର ଅଛି । ବିଶ୍ୱସ୍ତରୀୟ ଏହି ପ୍ରତିଯୋଗିତାରେ କିପରି ସଫଳ ହେବେ ସେନେଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏଥିସହContinue reading “କଳଙଗ ଷଟଡୟମର ଜମନଷଟକ ପଲଙକ ଉତସହତ କଲ ଦଲଲପ ଓମନ ପରତଯଗତର କପର ସଫଳ ହବ ସନଇ ଦଲ ପରରଣ”

ଏସଡଏମ ଜୟତ ମରଯୟଙକ କହଣକ ନଇ ଚରଚଚ ଭୟର ସତରଙକ ପଠପଢ ବନଦ କଲ ସୱମ

କନକ ବ୍ୟୁରୋ: ସ୍ତ୍ରୀକୁ ପାଠଶାଠ ପଢ଼ାଇଲେ । ସ୍ତ୍ରୀ, ସରକାରୀ ଚାକିରିଟିଏ କରିବେ ବୋଲି ଅଭାବ ଅନଟନ ଭିତରେ ବି ତାଙ୍କୁ କୋଚିଂରେ ପଢ଼ାଇଥିଲେ । ଆଉ ଯେତେବେଳେ ବଡ଼ ସରକାରୀ ଚାକିରି ପାଇଲେ ଏହି ସ୍ତ୍ରୀ ଜଣକ, ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଲେ । ଏଭଳି ଏକ ଅଭିଯୋଗ ଆସିଛି ଉତ୍ତରପ୍ରଦେଶରୁ । ଏହି କାହାଣୀ ହେଉଛି ଉତ୍ତରପ୍ରଦେଶ ବରେଲିର ଏକ ଦମ୍ପତିଙ୍କର । ଏହି ଦମ୍ପତିଙ୍କ ନାଁ ହେଉଛିContinue reading “ଏସଡଏମ ଜୟତ ମରଯୟଙକ କହଣକ ନଇ ଚରଚଚ ଭୟର ସତରଙକ ପଠପଢ ବନଦ କଲ ସୱମ”

ପରଧନମନତରଙକ ବରଧର ମନତବୟ ଦୟତୱହନ କନତ ଦଶଦରହ ନହ : କରଣଣଟକ ହଇକରଟ

କନକ ବ୍ୟୁରୋ : କର୍ଣ୍ଣାଟକ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଟିପ୍ପଣୀ ମାମଲାରେ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ଅଣାଯାଇଥିବା ଦେଶଦ୍ରୋହ ମାମଲାକୁ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ତରଫରୁ କୁହାଯାଇଛି କି, ପ୍ରଧାନମନ୍ତ୍ରୀ ବିରୋଧରେ କୁହାଯାଇଥିବା ଶବ୍ଦ ଅପମାନଜନକ ଓ ଦାୟିତ୍ୱହୀନ ଥିଲା କିନ୍ତୁ ଏହା ଦେଶଦ୍ରୋହ ନୁହେଁ । ହାଇକୋର୍ଟ ବିଚାରପ୍ତି ହେମନ୍ତ ଚନ୍ଦନଗୋଦର ବିଦରର ଶାହୀନ ସ୍କୁଲ ମ୍ୟାନେଜମେଣ୍ଟର ଅଲାଉଦ୍ଦିନ ଅବ୍ଦୁଲ ଖାଲିକ, ମହମ୍ମଦ ଇନାମଦାର ଓ ମହମ୍ମଦ ମହତାବଙ୍କ ବିରୋଧରେContinue reading “ପରଧନମନତରଙକ ବରଧର ମନତବୟ ଦୟତୱହନ କନତ ଦଶଦରହ ନହ : କରଣଣଟକ ହଇକରଟ”

Design a site like this with WordPress.com
Get started