ଓଡ଼ଶର ସରକର ଗଠନ କରବ ବଜପ : ଗହଟ ବଠକ ପର ମନମହନ ସମଲଙକ ବଡ ବୟନ

କନକ ବ୍ୟୁରୋ : ଓଡ଼ିଶାରେ ହେବ ବିଜେପି ସରକାର । ଗୌହାଟୀରେ ହୋଇଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ । ଗୌହାଟୀରେ ବସିଥିବା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ବୈଠକରେ ଫେରିବା ପରେ ଏପରି ଦମ୍ଭୋକ୍ତି ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ କିପରି ନିଆଯିବ, ରାଜ୍ୟରେ କିପରି ନିର୍ବାଚନ ଲଢ଼ିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ମନମୋହନ ସାମଲ । ଏହା ସହ କହିଛନ୍ତି ୧୪୭ ବିଧାନସଭା ଓContinue reading “ଓଡ଼ଶର ସରକର ଗଠନ କରବ ବଜପ : ଗହଟ ବଠକ ପର ମନମହନ ସମଲଙକ ବଡ ବୟନ”

ଫଲକନମ ଏକସପରସ ଟରନର ଲଗଲ ନଆ : ଯତରଙକ ସରକଷତ ସଥନନତର; ସରକଷତ ଥବ ବଗକ ନଇ ଗଡଲ ଆଉ ଏକ ଇଞଜନ

କନକ ବ୍ୟୁରୋ : ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅନ୍ୟ ବଗି ଗୁଡ଼ିକୁ ନିଆଁ ବ୍ୟାପୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ଭୟରେ ଓହ୍ଲାଇ ପଡ଼ିଥିଲେ । ତେଲେଙ୍ଗାନାର ବୋମାଇପାଲି-ପାଗିଡ଼ିପାଲି ମଧ୍ୟରେ ହୋଇଛି ଅଗ୍ନିକାଣ୍ଡ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛିContinue reading “ଫଲକନମ ଏକସପରସ ଟରନର ଲଗଲ ନଆ : ଯତରଙକ ସରକଷତ ସଥନନତର; ସରକଷତ ଥବ ବଗକ ନଇ ଗଡଲ ଆଉ ଏକ ଇଞଜନ”

ବଜୟଙକ ମନର କଥ ଥଏଟର କଳକରର ବଲଉଡ ପଣ ତମନନଙକ ସହ ପରମ .

କନକ ବ୍ୟୁରୋ : ଜଣାଶୁଣା ଅଭିନେତା ବିଜୟ ବର୍ମାଙ୍କ ମନର କଥା । ଜାତୀୟ ଗଣମାଧ୍ୟମରେ ଦେଇଥିବା ଏକ ସାକ୍ଷାତକାରରେ ନିଜ ମନର କଥାକୁ ବଖାଣିଛନ୍ତି ବିଜୟ ବର୍ମା । କିଭଳିଭାବେ ଥିଏଟର ଜଗତରୁ ଆସି ସିନେମାରେ ପହଞ୍ଚିଛନ୍ତି ସେ ସମ୍ପର୍କରେ ବିସ୍ତୃତଭାବେ କହିଛନ୍ତି । ‘ଦହଡ଼’ ୱେବ ସିରିଜରେ ନିଜର ବରିଷ୍ଠ ଅଭିନୟ ଦର୍ଶକଙ୍କ ମହଲରେ ତାଙ୍କୁ ଅନେକ ସଫଳତା ଦେଇଛି । ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏଥିରେ ମୁଖ୍ୟ ଭୂମିକାରେContinue reading “ବଜୟଙକ ମନର କଥ ଥଏଟର କଳକରର ବଲଉଡ ପଣ ତମନନଙକ ସହ ପରମ .”

ଡଏନ ଗରପ ଅଫସର ଚନଦରଶଖର ପଣଡ : ମଳଥବ କଗଜ ପତର ସମପରକର ପଚରଉଚର କରଛ ଆୟକର ବଭଗ

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । ନୟାପଲ୍ଲୀ ମୁଖ୍ୟ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଚଢାଉ ବେଳେ ଜବତ ହୋଇଥିବା କାଗଜପତ୍ରକୁ ନେଇ ଛାନଭିନ୍ କରାଯାଉଛି । ମିଳିଥିବା କାଗଜ ପତ୍ର ସମ୍ପର୍କରେ ନୟାପଲ୍ଲୀ ଡିଏନ ଗ୍ରୁପ ଅଫିସରେ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଆୟକର ବିଭାଗ କରୁଛି ପଚରାଉଚରା । ଚଢ଼ାଉର ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ଜେରା କରାଯାଇଛିContinue reading “ଡଏନ ଗରପ ଅଫସର ଚନଦରଶଖର ପଣଡ : ମଳଥବ କଗଜ ପତର ସମପରକର ପଚରଉଚର କରଛ ଆୟକର ବଭଗ”

ଫଲକନମ ଏକସପରସର ନଆ ଜଳଗଲ ଟ ବଗ

କନକ ବ୍ୟୁରୋ : ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୩ ବଗି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ହାୱଡା –ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସଟି ତେଲେଙ୍ଗାନାର ପାଗିଡିପାଲି-ବୋମାଇପାଲି ଦେଇ ଯାଉଥିବା ବେଳେ ହଠାତ ଟ୍ରେନରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରେନର ସମସ୍ତ ଯାତ୍ରୀ ଭୟଭିତ ହୋଇ ତଳକୁ ଓହ୍ଲାଇ ପଡିଥିଲେ । ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିବା ନେଇ ସିପିଆଉ ସି.ଏଚ ରାକେଶ ପ୍ରତିକ୍ର୍ରିୟା ରଖିଛନ୍ତି । ସେ କହିବା ମୁତାବକ ଟ୍ରେନର ୩ଟି ବଗିContinue reading “ଫଲକନମ ଏକସପରସର ନଆ ଜଳଗଲ ଟ ବଗ”

ବୟପଛ ଆଖଧର : ସରକର ଉଚଚ ବଦୟଳୟର ଜଣ ଛତର ଆକରନତ; ଚକତସ ପର ଘରକ ନଇ ଆସଲ ଅଭଭବକ

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ରାଜ୍ୟର କେତେକ ଅଞ୍ଚଳରେ ଆଖିଧରା ବ୍ୟାପିବରେ ଲାଗିଛି । ଗଜପତି ଜିଲ୍ଲାରେ ଏହି ରୋଗ ବ୍ୟାପିଥିବା ବେଳେ ମୋହନାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୩ ଜଣ ଛାତ୍ର ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୪ ଦିନ ହେଲା ମୋହନା ସରକାରୀ ଏସଏସଡି ହାଇସ୍କୁଲର ଛାତ୍ରାବାସରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତ ଛାତ୍ର ମାନଙ୍କୁ ମୋହନା ମେଡ଼ିକାଲରେ ଚିକିତ୍ସା କରିବା ପରେ ଅଭିଭାବକ ମାନେ ସେମାନଙ୍କContinue reading “ବୟପଛ ଆଖଧର : ସରକର ଉଚଚ ବଦୟଳୟର ଜଣ ଛତର ଆକରନତ; ଚକତସ ପର ଘରକ ନଇ ଆସଲ ଅଭଭବକ”

କନଦରମନତର ଜୟତରଦତୟ ସନଧଆଙକ ସପରମକରଟର ଆଶୱସଥ ବଳବତତର ରହବ ତଙକ ରଜୟସଭ ସସଦ ପଦ

କନକ ବ୍ୟୁରୋ : ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ମାମଲାରେ ଗୁଜରାଟ ହାରାକୋର୍ଟ ସୁରଟ କୋର୍ଟର ରାୟକୁ କାଏମ୍ ରଖିଥିବା ବେଳେ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଶ୍ୱସ୍ଥି ପ୍ରଦାନ କରିଛି । ସିନ୍ଧିଆଙ୍କ ରାଜ୍ୟସଭା ସାଂସଦ ପଦକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ମାମଲାର ଶୁଣାଣି ପାଇଁ କୋର୍ଟ ମନା କରିଦେଇଛନ୍ତି । ସୂଚନା ମୁତାବକ ମଧ୍ୟପ୍ରଦେଶ କଂଗ୍ରେସ ନେତା ଗୋବିନ୍ଦ ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କContinue reading “କନଦରମନତର ଜୟତରଦତୟ ସନଧଆଙକ ସପରମକରଟର ଆଶୱସଥ ବଳବତତର ରହବ ତଙକ ରଜୟସଭ ସସଦ ପଦ”

ମହପରଭଙକ ରତନଭଣଡର କହକ ଖଲ ଯଉନ ? ଜଗନନଥ ସନ ଓ ଭରତୟ ବକଶ ପରଷଦ ପକଷର ରଲ

କନକ ବ୍ୟୁରୋ : କାହିଁକି ଖୋଲା ଯାଉନି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଦୀର୍ଘ ଦିନ ହେଲା ଏହି ଦାବି କରାଯାଉଥିବାବେଳେ ଆଜି ଜଗନ୍ନାଥ ସେନା ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଲି କରାଯାଉଛି । ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀମନ୍ଦିର ଆଗରେ ପ୍ରତିବାଦ କରିଛି ଜଗନ୍ନାଥ ସେନା ଓ ଭାରତୀୟ ବିକାଶ ପରିଷଦ ।   The post ମହାପ୍ରଭୁଙ୍କ ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି ? ଜଗନ୍ନାଥ ସେନା ଓ ଭାରତୀୟ ବିକାଶContinue reading “ମହପରଭଙକ ରତନଭଣଡର କହକ ଖଲ ଯଉନ ? ଜଗନନଥ ସନ ଓ ଭରତୟ ବକଶ ପରଷଦ ପକଷର ରଲ”

ଓଡ଼ଶ ହଇକରଟଙକ ଗରତୱପରଣଣ ରୟ : ବବହ ପରତଶରତ ଆଧରର ଶରରକ ସମପରକ ଦଷକରମ ନହ

କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଆଧାରରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ରାୟ ଦେଇଛନ୍ତି କୋର୍ଟ । ଆର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି କୌଣସି କାରଣରୁ ପ୍ରତିଶ୍ରୁତି ପାଳନ କରିନପାରିଲେ ଏହା ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂଣ୍ଣ ରାୟ ଦେଇଛନ୍ତି । ବିବାହ ପ୍ରତିଶ୍ରୁତିContinue reading “ଓଡ଼ଶ ହଇକରଟଙକ ଗରତୱପରଣଣ ରୟ : ବବହ ପରତଶରତ ଆଧରର ଶରରକ ସମପରକ ଦଷକରମ ନହ”

ଆଶଚରଯୟ କରବ ବୟଙକ ଚୟରମୟନଙକ ଦରମ ସସଆଲ ମଡଆର ଭଇରଲ ହଲ ଅଫର ଲଟର

କନକ ବ୍ୟୁରୋ: ତାଜୁବ କରିବ ବ୍ୟାଙ୍କ ଚେୟାରମ୍ୟାନଙ୍କ ଦରମା । ଭାଇରାଲ ହେଲା ଅଫର ଲେଟର । ଆମେ କହୁଛୁ ଦେଶର ଅଗ୍ରଣୀ ବ୍ୟାଙ୍କ ଏଚଡିଏଫସିର ପୂର୍ବତନ ଚେୟାରମ୍ୟାନ୍ ଦୀପକ ପାରେଖଙ୍କ କଥା । ଡେପୁଟି ମ୍ୟାନେଜର ଭାବେ ଚାକିରୀରେ ଯୋଗ ଦେଇଥିବା ଦୀପକ ପାରେଖ ୨୦୨୩ ଜୁନରେ ଚେୟାରମ୍ୟାନ୍ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଇସ୍ତଫା ଦେବା ପରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କଥା ହେଉଛି ଜୁଲାଇContinue reading “ଆଶଚରଯୟ କରବ ବୟଙକ ଚୟରମୟନଙକ ଦରମ ସସଆଲ ମଡଆର ଭଇରଲ ହଲ ଅଫର ଲଟର”

Design a site like this with WordPress.com
Get started