ଫଲକନମ ଏକସପରସ ଟରନର ଲଗଲ ନଆ ପଗଡପଲ-ବମଇପଲ ଷଟସନ ମଧୟର ଘଟଛ ଏହ ଘଟଣ

କନକ ବ୍ୟୁରୋ : ଥମୁନି ଟ୍ରେନ ଦୁର୍ଘଟଣା । ହାୱଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି । ଏବେ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ଆସିଛି । ନିଆଁକୁ ଦେଖି ସମସ୍ତ ଯାତ୍ରୀମାନେ ଓହ୍ଲାଇପଡିଥିବା ଜଣାପଡିଛି । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସେପଟେ ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅନ୍ୟ ବଗିକୁ ନିଆଁ ବ୍ୟାପିବାରେ ଲାଗିଛି । The post ଫାଲକନୁମାContinue reading “ଫଲକନମ ଏକସପରସ ଟରନର ଲଗଲ ନଆ ପଗଡପଲ-ବମଇପଲ ଷଟସନ ମଧୟର ଘଟଛ ଏହ ଘଟଣ”

ବଜରପତ ନଲ ଆଉ ଜବନ ର ଅଧକ ଗରତର

କନକ ବ୍ୟୁରୋ: ଦେଶର ଅର୍ଦ୍ଧେକ ପ୍ରଚଣ୍ଡ ଖରାରେ ଡହଳବିକଳ ହେଉଥିବାବେଳେ ଆଉ ଅର୍ଦ୍ଧେକ ରାଜ୍ୟ ବର୍ଷା ଏବଂ ବନ୍ୟାରେ କଲବଲ ହେଉଛି । ତା ସାଙ୍ଗକୁ କାଳ ହୋଇ ଆକାଶରୁ ଖସୁଛି ବଜ୍ର । ନିକଟରେ ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୫ ଜୀବନ ଯାଇଥିବାବେଳେ ଏବେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୧୮ଜଣଙ୍କ ଜୀବନ ଯାଇଛି । ରାୟବରେଲି, ଝାନ୍ସି, ପ୍ରୟାଗରାଜ, ଅଯୋଧ୍ୟା, ମହୋବା, କୌଶାବୀ ଓ ବଦାୟୁଁ ଆଦି ଅଞ୍ଚଳରେ ବଜ୍ରପାତ ଯୋଗୁଁContinue reading “ବଜରପତ ନଲ ଆଉ ଜବନ ର ଅଧକ ଗରତର”

କଷମତ ପଇ ଫକ ପଡ଼ଛ ସମପରକ ଭଙଗଛ ଏହସବ ସଫଳ ଦଦ-ପତରଙକ ଯଡ଼ ଜଣନତ ଭରତୟ ରଜନତର ଦଦ-ପତର ଯଡ଼ର ଇତହସ

କନକ ବ୍ୟୁରୋ : ମହାରାଷ୍ଟ୍ରର ରାଜନୈତିକ ମହାନାଟକ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦାଦା-ପୁତୁରା ଯୋଡ଼ିରେ ଫାଟ ହୋଇଥିବାବେଳେ ନିଜ ନିଜର ପତିଆରା ଜାହିର ରଖିଛନ୍ତି ଉଭୟ ଦାଦା ଓ ପୁତୁରା । ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଯୋଡ଼ି ଭାଙ୍ଗିବା ପରେ ମଧ୍ୟ ଅନେକ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି । ତେବେ ଭାରତୀୟ ରାଜନୀତିରେ ଏଭଳି ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ସଫଳ ଦାଦା-ପୁତୁରାଙ୍କContinue reading “କଷମତ ପଇ ଫକ ପଡ଼ଛ ସମପରକ ଭଙଗଛ ଏହସବ ସଫଳ ଦଦ-ପତରଙକ ଯଡ଼ ଜଣନତ ଭରତୟ ରଜନତର ଦଦ-ପତର ଯଡ଼ର ଇତହସ”

ନରବଚନ ଲଢପରବ କ ରହଲ? ଗଜରଟ ହଇକରଟଙକ ରୟ ଆସବ ପର କହକ ହଉଛ ଏହ ଚରଚଚ?

କନକ ବ୍ୟୁରୋ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କ ପକ୍ଷରୁ ପୁନଃବିଚାର ପାଇଁ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରିଥିବା ବେଳେ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଛି । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଲଢିପାରିବେ କି ନାହିଁ ତାହାକୁ ନେଇ ସସପେନ୍ସ ରହିଛି ।Continue reading “ନରବଚନ ଲଢପରବ କ ରହଲ? ଗଜରଟ ହଇକରଟଙକ ରୟ ଆସବ ପର କହକ ହଉଛ ଏହ ଚରଚଚ?”

ଭରତର ରହଛ ଏଭଳ ସଥନ ଯତର ସମୟର ହଠତ ବନଦ ହଇଯଏ ଟରନର ସମସତ ଲଇଟ ଜଣନତ ଏନଇ କଣ କହଲ ଲକପଇଲଟ

କନକ ବ୍ୟୁରୋ : ଟ୍ରେନ୍ ଯାତ୍ରା କରୁଛି ଆଉ ହଠାତ ସମସ୍ତ ଲାଇଟ୍ ବନ୍ଦ ହୋଇଯାଏ । ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଏ ଟ୍ରେନ । ଭାରତର ଏକ ଏଭଳି ସ୍ଥାନ ରହିଛି ଯେଉଁଠାରେ ଟ୍ରେନ ଯାତ୍ରା କରୁଥିବା ସମୟରେ ସମସ୍ତଙ୍କ ଲାଇଟ୍ ଆପେ ଆପେ ବନ୍ଦ ହୋଇଯାଇଥାଏ । ଏହା ଅଧିକାଂଶ ଲୋକଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ଏହା ନିରାଟ ସତ । ଯଦିଓ କେବେ ଏବଂ କୌଣସି କାରଣ ପାଇଁ କେମିତି ଲାଇଟ ବନ୍ଦContinue reading “ଭରତର ରହଛ ଏଭଳ ସଥନ ଯତର ସମୟର ହଠତ ବନଦ ହଇଯଏ ଟରନର ସମସତ ଲଇଟ ଜଣନତ ଏନଇ କଣ କହଲ ଲକପଇଲଟ”

ଗଜରଟ ହଇକରଟଙକ ରୟ ପର କଗରସ କରମଙକ ପରତବଦ : ଭବନଶୱର କଗରସ ଭବନର ନତଙକ ଆନଦଳନ

କନକ ବ୍ୟୁରୋ : ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ଭୁବନେଶ୍ୱର କଂଗ୍ରେସ ଭବନରେ ନେତାଙ୍କ ଆନ୍ଦୋଳନ । ସେହିପରି ଅହମଦାବାଦରେ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ପୁନଃବିଚାର ଆବେଦନ ଖାରଜ କଲେ କୋର୍ଟ । ସୁରଟ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶକୁ ରଖିଲେ କାଏମ୍ । ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ । ସଂସଦର ସଦସ୍ୟତା ମଧ୍ୟ ଫେରିପାଇବେନିContinue reading “ଗଜରଟ ହଇକରଟଙକ ରୟ ପର କଗରସ କରମଙକ ପରତବଦ : ଭବନଶୱର କଗରସ ଭବନର ନତଙକ ଆନଦଳନ”

ଗଜରଟ ହଇକରଟର ରହଲଙକ ମଳଲନ ଆଶୱସତ ମଦ ସରନମ ମମଲର ସରତ କରଟଙକ ରୟକ କଏମ ରଖଲ ହଇକରଟ

କନକ ବ୍ୟୁରୋ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ  ଆବେଦନ କରିଥିଲେ ରାହୁଲ  । କିନ୍ତୁ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ରାହୁଲ ଗାନ୍ଧୀ ଯେଉଁ ବୟାନ ଦେଇଥିଲେContinue reading “ଗଜରଟ ହଇକରଟର ରହଲଙକ ମଳଲନ ଆଶୱସତ ମଦ ସରନମ ମମଲର ସରତ କରଟଙକ ରୟକ କଏମ ରଖଲ ହଇକରଟ”

ବୟପକ ହଲ ଶରମନଦର ଦନ ବୟବସଥ : ଏଣକ ପଟଏମର ଦନ ଦଇପରବ ଶରଦଧଳ; ବୟବସଥକ ଅନକଙକ ସମଲଚନ

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ଡିଜିଟାଲ ଦାନକୁ ନେଇ ଭିନ୍ନ ପ୍ରତିକ୍ରିୟା । କିଛି ଶ୍ରଦ୍ଧାଳୁ ଏହାକୁ ସମର୍ଥନ କରୁଥିବା ବେଳେ କିଛି ଶ୍ରଦ୍ଧାଳୁ ଏହାକୁ ବିରୋଧ କରିଛନ୍ତି । ଡିଜିଟାଲରେ ଦାନ ସଂଗ୍ରହ ପଦ୍ଧତିକୁ ବିରୋଧ କରି କିଛି ଭକ୍ତ କହୁଛନ୍ତି, ମହାପ୍ରଭୁଙ୍କର ହଜାର ହଜାର ଏକରର ଜମି, ସୁନା, ରୂପା ରହିଛି । ଏହା ବାଦ୍ ରାଜ୍ୟ ସରକାର ମଧ୍ୟ ଅନୁଦାନ ଦେଉଛନ୍ତି । ଏବେ ଭକ୍ତମାନେ ନଗଦ ଟଙ୍କା, ସୁନା, ରୁପା ଅଳଙ୍କାରContinue reading “ବୟପକ ହଲ ଶରମନଦର ଦନ ବୟବସଥ : ଏଣକ ପଟଏମର ଦନ ଦଇପରବ ଶରଦଧଳ; ବୟବସଥକ ଅନକଙକ ସମଲଚନ”

ଡଏନ ଗରପ ଉପର ଆୟକର ବଭଗର ଚଢ଼ଉ : ତତୟ ଦନର ନୟପଲଲ ମଖୟ ଅଫସ ସମତ ବଭନନ ସଥନର ରଡ

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । ନୟାପଲ୍ଲୀ ମୁଖ୍ୟ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଚଢାଉ ବେଳେ ଜବତ ହୋଇଥିବା କାଗଜପତ୍ରକୁ ନେଇ ଛାନ୍ଭିନ୍ କରାଯାଉଛି । ସେହିପରି ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସରେ ପଚରାଉଚରା କରାଯାଉଛି । ଗତକାଲି ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍Continue reading “ଡଏନ ଗରପ ଉପର ଆୟକର ବଭଗର ଚଢ଼ଉ : ତତୟ ଦନର ନୟପଲଲ ମଖୟ ଅଫସ ସମତ ବଭନନ ସଥନର ରଡ”

କରକଟର ଧନଙକ ସମପତତ କତ? କରକଟ ବୟତତ ଆଉ କଉଥର ପଆନତ ଅରଥ?

କନକ ବ୍ୟୁରୋ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପତ୍ତି କଥା କହିବା ତ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୪୦ କୋଟିରୁ ଅଧିକ ହେବ । ଏଥିରେ କ୍ରିକେଟରୁ ହେଉଥିବା ଆୟ ବ୍ୟତୀତ ବିଭିନ୍ନ କମ୍ପାନୀର ବ୍ରାସ ଏଣ୍ଡୋର୍ସମେଣ୍ଟ, ଏକାଧିକ ଷ୍ଟାର୍ଟଅପରେ କରିଥିବା ନିବେଶରୁ ଆସୁଥିବା ରିଟର୍ଣ୍ଣ ସହ ଅନ୍ୟ ବ୍ୟବସାୟରୁ ହେଉଥିବା ଆୟ ମଧ୍ୟ ସାମିଲ ଅଛି । କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରିୟ କ୍ରିକେଟରୁ ସନ୍ନ୍ୟାସContinue reading “କରକଟର ଧନଙକ ସମପତତ କତ? କରକଟ ବୟତତ ଆଉ କଉଥର ପଆନତ ଅରଥ?”

Design a site like this with WordPress.com
Get started