ଦରନତଗରସତ ଅଧକରଙକ ବରଧର କରଯୟନଷଠନ : ଜଣ ଚକରର ବରଖସତ ଜଣଙକ ପନସନ ସଥୟ ଭବ ବନଦ

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରୀରୁ ବରଖାସ୍ତ,୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍‌ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍‌ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭Continue reading “ଦରନତଗରସତ ଅଧକରଙକ ବରଧର କରଯୟନଷଠନ : ଜଣ ଚକରର ବରଖସତ ଜଣଙକ ପନସନ ସଥୟ ଭବ ବନଦ”

ନଜକ ଗଳ ମରଦଲ ଡଆଇଜ ସ ବଜୟକମର : କହକ କଲ ଆତମହତୟ? କଣ କହଲ ସହକରମ

କନକ ବ୍ୟୁରୋ : ନିଜକୁ ଗୁଳି ମାରିଦେଲେ ଡିଆଇଜି । ତାମିଲନାଡୁର କୋଇମ୍ବାଟୋର ରେଞ୍ଜ ଡିଆଇଜି ସି ବିଜୟକୁମାର ନିଜକୁ ଗୁଳି ମାରି ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ସୂଚନା ମୁତବାକ, ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତ ଭ୍ରମଣରେ ଯାଇଥିଲେ । ସକାଳ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେ ତାଙ୍କ ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁContinue reading “ନଜକ ଗଳ ମରଦଲ ଡଆଇଜ ସ ବଜୟକମର : କହକ କଲ ଆତମହତୟ? କଣ କହଲ ସହକରମ”

ରଜଧନର ପଣ ଜଣ ବରଷର ନବଳକ ନଖଜ : ଥନର ଅଭଯଗ କଲ ପରବର

କନକ ବ୍ୟୁରୋ : ଗାଳି ଦେବାକୁ ଘର ଛାଡି ପଳାଇଲେ ନାବାଳକ । ସ୍କୁଲ ନଯିବାକୁ ନେଇ ଘର ଲୋକ ଏବଂ ଶିକ୍ଷକ ଗାଳିଗୁଲଜ କରିବାରୁ ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରି ବିହାର ଅଂଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ଗତକାଲି ସକାଳୁ ସେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ରାଗିକି କେଉଁଆଡେ ପଳାଇ ଯାଇଥିବା ଘର ଲୋକ ସନ୍ଦେହContinue reading “ରଜଧନର ପଣ ଜଣ ବରଷର ନବଳକ ନଖଜ : ଥନର ଅଭଯଗ କଲ ପରବର”

ମଦଙକ ସଭକ ଯବବଳ ବଜପ କରମଙକ ବସ ଦରଘଟଣଗରସତ ମତ ଏକଧକ ଆହତ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ସାମିଲ ହେବାକୁ ଛତିଶଗଡ ଅମ୍ବିକାପୁର ଜିଲ୍ଲାରୁ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୪୦ଜଣ କର୍ମୀ ଯାଉଥିଲେ । ସେମାନଙ୍କ ମଧ୍ୟରୁ ଆହତ ହୋଇଥିବା ୬ଜଣContinue reading “ମଦଙକ ସଭକ ଯବବଳ ବଜପ କରମଙକ ବସ ଦରଘଟଣଗରସତ ମତ ଏକଧକ ଆହତ”

ଲଗଣ ବରଷ ସହ ମଡ଼ ଆସଲ ପହଡ଼ ଉପର ପଣ : ମଲକନଗର ମଥଲ ବଲକ ଟମପଲ ପଞଚୟତର ବନୟସଥତ

କନକ ବ୍ୟୁରୋ : ମାଡି ଆସିଲା ପାହାଡ ପାଣି । ଲଗାଣ ବର୍ଷାରେ ପାଣି ଘେରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ । ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡ ଉପରୁ ପାଣି ଓ ଲଗାଣ ବର୍ଷା ଉପାନ୍ତ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି ।Continue reading “ଲଗଣ ବରଷ ସହ ମଡ଼ ଆସଲ ପହଡ଼ ଉପର ପଣ : ମଲକନଗର ମଥଲ ବଲକ ଟମପଲ ପଞଚୟତର ବନୟସଥତ”

କର ଡରଇଭର ଭଗବନ ବରଗଞଜନଙକ ହତୟ ରହସୟ : ମତର ଟଙକ ପଇ ଜବନ ନଇଗଲ; ହତୟକଣଡର ଡମ ଦଖଇଲ ଗରଫ ଦଇ ଭଇ

କନକ ବ୍ୟୁରୋ : କଟକ କାର ଚାଳକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ । ମାତ୍ର ୯୦୦ ଟଙ୍କା ପାଇଁ ହୋଇଥିଲା ହତ୍ୟା । ଚାଳକ ଭଗବାନ ବୈରୀଗଞ୍ଜନଙ୍କୁ ଯୁବତୀଙ୍କ ଲେଗିନ୍ସରେ ତଣ୍ଟି ଚିପି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତଙ୍କୁ ଘସିପୁରା ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଯୁବତୀ ଫେରାର ଅଛନ୍ତି । ସୂଚନା ମୁତାବକ, ଗତ ଜୁନ ୨୪ ତାରିଖରେ ଭଗବାନ ନିଖୋଜ ଥିବା ନେଇContinue reading “କର ଡରଇଭର ଭଗବନ ବରଗଞଜନଙକ ହତୟ ରହସୟ : ମତର ଟଙକ ପଇ ଜବନ ନଇଗଲ; ହତୟକଣଡର ଡମ ଦଖଇଲ ଗରଫ ଦଇ ଭଇ”

ତନ ମଡକଲ କଲଜର ଅଗନ ସରକଷ ପଇ ପଦବ ମଞଜର କଲ ମଖୟମନତର

କନକ ବ୍ୟୁରୋ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି ଷ୍ଟେସନ ଅଫିସର, ଚାରିଗୋଟିContinue reading “ତନ ମଡକଲ କଲଜର ଅଗନ ସରକଷ ପଇ ପଦବ ମଞଜର କଲ ମଖୟମନତର”

ବରଷଠ IPS ଅଧକରଙକ ଆତମହତୟ ନଜ ସରଭସ ପସତଲର ନଜକ ଗଳ କଲ

କନକ ବ୍ୟୁରୋ: କୋଇମ୍ବାଟୁରର ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତାମିଲନାଡୁର ବରିଷ୍ଠ ଆଇପିଏସ୍ ବିଜୟ କୁମାର ୨୦୦୯ ବ୍ୟାଚର ଆଇପିଏସ୍ । ସେ ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ ବ୍ୟାଚର ଆଇପିଏସ୍ ବିଜୟ କୁମାର ପୂର୍ବରୁ କାଞ୍ଚିପୁରମ , କୁଡ୍ଡାଲୋର, ନାଗପଟ୍ଟିନମ୍Continue reading “ବରଷଠ IPS ଅଧକରଙକ ଆତମହତୟ ନଜ ସରଭସ ପସତଲର ନଜକ ଗଳ କଲ”

ଆଜଠ ଯକତଦଇ ନମଲଖ : ସକଳ ଟର ଅପରହନ ଟ ଯଏ ଚଲବ ଆଡମସନ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା । ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟContinue reading “ଆଜଠ ଯକତଦଇ ନମଲଖ : ସକଳ ଟର ଅପରହନ ଟ ଯଏ ଚଲବ ଆଡମସନ”

ଆନନଦ ଟପପ ମତୟ ମମଲ ବଢ଼ଲ ହକ ତରକ ବରନଦର ଲକରଙକ ଅଡ଼ଆ : କରଇମବରଞଚ ତଦନତ ନରଦଦଶ ଦଲ ହଇକରଟ

କନକ ବ୍ୟୁରୋ : ବଢିଲା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ନିରପେକ୍ଷ ତଦନ୍ତାକାରୀ ସଂସ୍ଥା ଭାବେ କ୍ରାଇମବ୍ରାଞ୍ଚ ଏହାର ସାନି ତଦନ୍ତ ଆବଶ୍ୟକ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ମାମଲାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ରାଙ୍କର ଅଧିକାରୀ ହୋଇଥିବାରୁ ତାଙ୍କଠାରୁ ଉଚ୍ଚ ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତContinue reading “ଆନନଦ ଟପପ ମତୟ ମମଲ ବଢ଼ଲ ହକ ତରକ ବରନଦର ଲକରଙକ ଅଡ଼ଆ : କରଇମବରଞଚ ତଦନତ ନରଦଦଶ ଦଲ ହଇକରଟ”

Design a site like this with WordPress.com
Get started