କନକ ବ୍ୟୁରୋ : ୟୁନିଫର୍ମ ସିଭିଲ୍ କୋଡ ତଥା ସମାନ ନାଗରିକ ସଂହିତା ବିଲ ଭାରତରେ ଲାଗୁ କରିବା ବିଷୟକୁ ନେଇ ଲଗାତାର ଦେଶବ୍ୟାପୀ ବିତର୍କ ଚାଲିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓବେସି ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟକୁ ନେଇ ଟାର୍ଗେଟ୍ କରିଛନ୍ତି । ୟୁସିସିକୁ ନେଇ ବିଜେପି ରାଜନୀତି କରୁଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ସେହିପରି ନୋବେଲ ପୁରଷ୍କାର ବିଜେତା ତଥା ଜଣାଶୁଣାContinue reading “ୟନଫରମ ସଭଲ କଡ ଲଗ ନଇ ଚଲଛ ବତରକ : ଅଧକଶ ବରଧ ଦଳ କରଛନତ ବରଧ”
Tag Archives: News
ବଜପ ରଷଟରୟ ସଭପତଙକ ଘର ମନତରଙକ ଧଡ : ଜ.ପ ନଡଡଙକ ଭଟଲ ଅନକ କନଦରମନତର; ମସମ ଅଧବଶନ ପରବର ମନତରମଣଡଳ ଅଦଳବଦଳ ଚରଚଚ
କନକ ବ୍ୟୁରୋ : ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେ.ପି ନଡାଙ୍କୁ ଭେଟିଥିଲେ । ଏହାପରେ ନିକଟରେ ଆଇନ ମନ୍ତ୍ରୀ ପଦରୁ ହଟାଯାଇଥିବା କିରଣ ରିଜିଜୁ ଏବଂ କ୍ୟାବିନେଟରେ ତାଙ୍କ ସ୍ଥାନ ନେଇଥିବା ଅର୍ଜୁନ ରାମ ମେଘୱାଲContinue reading “ବଜପ ରଷଟରୟ ସଭପତଙକ ଘର ମନତରଙକ ଧଡ : ଜ.ପ ନଡଡଙକ ଭଟଲ ଅନକ କନଦରମନତର; ମସମ ଅଧବଶନ ପରବର ମନତରମଣଡଳ ଅଦଳବଦଳ ଚରଚଚ”
ସରକର ଶଳପ ତଲମ ଅନଷଠନର ପଡଲ ତଲ : ବଭନନ ସମସୟର ସମଧନ ସହ ଆଇଟଆଇର ଅଧୟକଷ ବଦଳ ଦବ
କନକ ବ୍ୟୁରୋ : ବିଭିନ୍ନ ସମସ୍ୟାର ସମାଧାନ ସହ ଆଇଟିଆଇର ଅଧ୍ୟକ୍ଷଙ୍କୁ ବଦଳି ପାଇଁ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଆଇଟିଆଇରେ ମାର୍କ କମ ଦେଇଥିବା ଅଭିଯୋଗ କରିଥିଲେ ଛାତ୍ର ଛାତ୍ରୀ । ଇଲେକ୍ଟ୍ରିକାଲ, ଆରଏସି, ଫିଟର ବିଭାଗରେ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଆଇଟିଆଇରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଲେଜ କର୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣContinue reading “ସରକର ଶଳପ ତଲମ ଅନଷଠନର ପଡଲ ତଲ : ବଭନନ ସମସୟର ସମଧନ ସହ ଆଇଟଆଇର ଅଧୟକଷ ବଦଳ ଦବ”
ସମର ଦଶଙକ କଳପତକ ପରଦରଶନ : ଜଉଳ ପଖର ଉପ-ସୱସଥୟକନଦରର ଭତତପରସତର ପଇ ଯଇଥଲ
କନକ ବ୍ୟୁରୋ : ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ କଳାପତାକା । ଗୋପ ବ୍ଲକ ଅନ୍ତର୍ଗତ ବଣିଆ ସାହି ପଞ୍ଚାୟତରେ ଜାଉଁଳି ପୋଖରୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପହଞ୍ଚିବା ବେଳେ ବିଧାୟକଙ୍କ ଗ୍ରସ୍ତକୁ ବିରୋଧ କରିଥିଲେ ବିଜେପି କର୍ମୀ । ବିଜେପି କର୍ମୀ ବିଧାୟକଙ୍କୁ ବିରୋଧ କରିବା ସହିତ କଳାପତକା ଦେଖାଇଛନ୍ତି । ଏହା ସହିତ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ । ବିଜେପି କର୍ମୀଙ୍କ ଅଭିଯୋଗ ହେଲା, ବିଧାୟକ ପଞ୍ଚାୟତର କୌଣସି ଉନ୍ନତିମୂଳକ କାର୍ଯ୍ୟରେContinue reading “ସମର ଦଶଙକ କଳପତକ ପରଦରଶନ : ଜଉଳ ପଖର ଉପ-ସୱସଥୟକନଦରର ଭତତପରସତର ପଇ ଯଇଥଲ”
ଘରଇ କଲଜ ଛତରଛତରଙକ ଦଉନ ସରଟଫକଟ : ଟସ ଦଉନଥବର କଲଜ ପରସରର ଉତତଜନ
କନକ ବ୍ୟୁରୋ : ଘରୋଇ କଲେଜ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଦେଉନଥିବାରୁ କଲେଜ ପରିସରରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଷେଣ୍ଡସିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କଲେଜରେ ଯୁକ୍ତ ୨ରେ ପଢୁଥିବା ଛାତ୍ର ଛାତ୍ରୀ କଲେଜର ଅବ୍ୟବସ୍ଥା ପାଇଁ ପାଠପଢା ଠିକ୍ ହେଉ ନଥିବା ଅଭିଯୋଗ ହୋଇଛି । ପ୍ରଥମ ବର୍ଷ ପରେ ଦ୍ୱିତୀୟ ବର୍ଷ ପାଠ ଏଠାରେ ନପଢି ଅନ୍ୟ କଲେଜରେ ଆଡମିସନ ହେବାପାଇଁContinue reading “ଘରଇ କଲଜ ଛତରଛତରଙକ ଦଉନ ସରଟଫକଟ : ଟସ ଦଉନଥବର କଲଜ ପରସରର ଉତତଜନ”
ଶକଷକଙକ ବଦଳକ ଛତରତରଙକ ବରଧ : ସକଲର ତଲ ପକଇଲ ଛତରଛତର ଏବ ଅଭଭବକ
କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ରେ ତାଲା ପକାଇଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଦାଣ୍ଡି ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ସ୍କୁଲର ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ପାଖାପାଖି ୭୦ ରୁ ୮୦ ଜଣ ପିଲା ଥିବା ବେଳେ ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ । କିନ୍ତୁ ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁContinue reading “ଶକଷକଙକ ବଦଳକ ଛତରତରଙକ ବରଧ : ସକଲର ତଲ ପକଇଲ ଛତରଛତର ଏବ ଅଭଭବକ”
ପଟରଲ ବଳ ପଲସକ ବଡ ସଫଳତ : ଜତୟ ରଜପଥ ଲଟର ଗରଫ
କନକ ବ୍ୟୁରୋ : ରାତିରେ ପାଟ୍ରୋଲିଂ ବେଳେ ପୋଲିସକୁ ବଡ ସଫଳତା । ୬ଜଣ ଜାତୀୟ ରାଜପଥ ଲୁଟେରା ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ମାନସ ପଲାଇ, ଜିତେନ୍ଦ୍ର ପ୍ରଧାନ, ଶିବରାମ ନାୟକ, ଆଦିତ୍ୟ ପ୍ରସାଦ ସୁବୁଦ୍ଧି, ସନ୍ତୋଷ ବସ୍ତି ଓ ସେଖ୍ ଅରବାଜ । ଏମାନଙ୍କଠାରୁ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହା ରଡ୍ ଓ ୬ଟି ମୋବାଇଲ୍Continue reading “ପଟରଲ ବଳ ପଲସକ ବଡ ସଫଳତ : ଜତୟ ରଜପଥ ଲଟର ଗରଫ”
ଆନଦଳନର ଓହରଲ ବନ କରମଚର : ରଜୟ ସରକରଙକ ସହ ବଠକ ପର ନଲ ନଷପତତ
କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିଲେ ବନ କର୍ମଚାରୀ । ରାଜ୍ୟ ସରକାରଙ୍କ ସହ ବୈଠକ ପରେ ଆନ୍ଦୋଳନରୁ ଓହରିବା ନେଇ ସୂଚନା ଦେଇଛନ୍ତି ନନ୍ ଗେଜେଟେଡ୍ ବନ ସଂଘ ସଭାପତି ଜଗବନ୍ଧୁ ପାତ୍ର । ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ଧାରଣା ଦେଉଥିଲେ ବନ କର୍ମଚାରୀ । ଏହାସହ ଙ୍ଗଲରେ ପାଟ୍ରୋଲିଂ ପାଇଁ ଯାଉ ନଥିଲେ । ତେବେ ସରକାରଙ୍କ ସହ ଆଲୋଚନା ବେଳେ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେContinue reading “ଆନଦଳନର ଓହରଲ ବନ କରମଚର : ରଜୟ ସରକରଙକ ସହ ବଠକ ପର ନଲ ନଷପତତ”
ଅନଗଳର ପଣ ବହରଲ ନକଲ ଔଷଧ : ପଟସଡ ଡଏସଆର ନର ବଣଟଥଲ ବଷ; ନକଲ ଔଷଧ ଖଇ ଅସସଥ ହଇଥଲ ଜଲଲପଳ
କନକ ବ୍ୟୁରୋ : ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୁଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରାଯାଇଛି । ଏହି ଦୁଇ ଦୋକାନରେ ପାଂଟୋସିଡ୍ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା’ ବୁଢ଼ୀ ମେଡ଼ିସିନ ଦୋକାନରେ ଗ୍ୟାଷ୍ଟ୍ରିକ ପାଇଁ ବ୍ୟବହୃତ ପାଂଟୋସିଡ୍ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେContinue reading “ଅନଗଳର ପଣ ବହରଲ ନକଲ ଔଷଧ : ପଟସଡ ଡଏସଆର ନର ବଣଟଥଲ ବଷ; ନକଲ ଔଷଧ ଖଇ ଅସସଥ ହଇଥଲ ଜଲଲପଳ”
ବରଷର ମହନଦର ସ ଧନ : ଜନମଦନ ପଇ ଫୟନ ଜଣଇଲ ଶଭଚଛ
କନକ ବ୍ୟୁରୋ : ଗତ ଦୁଇ- ତିନି ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ଏପ୍ରିଲ ୨୪ ତାରିଖକୁ ସବୁଠାରୁ ସ୍ମରଣୀୟ ତାରିଖ କୁହାଯାଏ । ଏହି ଦିନ କ୍ରିକେଟ୍ ଭଗବାନ ନାମରେ ପରିଚିତ ମହାନ୍ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରାଯାଇଥାଏ । କିନ୍ତୁ ଆଜି ତାରିଖ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଖାସ । ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କContinue reading “ବରଷର ମହନଦର ସ ଧନ : ଜନମଦନ ପଇ ଫୟନ ଜଣଇଲ ଶଭଚଛ”