କନକ ବ୍ୟୁରୋ : ଦେଶରେ ପରିବା ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ଏବେ ଚାଉଳ ଦର ବୃଦ୍ଧି ବୋଝକୁ ଦ୍ୱିଗୁଣିତ କରିଦେଇଛି । ଭାରତ ସମେତ ବିଶ୍ୱର ୬ଟି ଚାଉଳ ଉତ୍ପାଦନକାରୀ ଦେଶରେ ରେକର୍ଡ ଉତ୍ପାଦନ ହେବା ନେଇ ଅନୁମାନ କରିଛି ଆମେରିକାର କୃଷି ବିଭାଗ । ଭାରତ, ବାଂଲାଦେଶ, ଚୀନ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶ ବିଶ୍ୱର ୬ ପ୍ରମୁଖ ଚାଉଳ ଉତ୍ପାଦନକାରୀ । ଉତ୍ପାଦନ ରେକର୍ଡ ହେବାContinue reading “ପନପରବ ସଙଗକ ଚନତ ବଢ଼ଇଲ ଚଉଳ : ବରଷର ସରବଚଚ ସତରର ଚଉଳ ଦର”
Tag Archives: News
କରଣଣଟକ ହଇକରଟଙକ ଗରତୱପରଣଣ ରୟ : କମ କରବକ ସକଷମ ଥଲ ମହଳମନ ବକର ରହପରବ ନହ; ଛଡ଼ପତର ପର ସୱମଙକ ଠର ଦବ କରପରବନ କଷତପରଣ
କନକ ବ୍ୟୁରୋ : ଜଣେ ବିବାହିତ ମହିଳା ଯଦି କାମ କରିବାକୁ ସକ୍ଷମ, ତେବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆଶା କରିପାରିବେ ନାହିଁ । ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ଏପରି କିଛି ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ବିଚାରପତି ରାଜେନ୍ଦ୍ର ବଦାମିକରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ଛାଡ଼ପତ୍ର ପାଇ ସାରିଥିବା ମହିଳାଙ୍କ ପକ୍ଷରୁ କରାଯାଇଥିବା ଅପରାଧିକ ସମୀକ୍ଷା ଆବେଦନ ଉପରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହିContinue reading “କରଣଣଟକ ହଇକରଟଙକ ଗରତୱପରଣଣ ରୟ : କମ କରବକ ସକଷମ ଥଲ ମହଳମନ ବକର ରହପରବ ନହ; ଛଡ଼ପତର ପର ସୱମଙକ ଠର ଦବ କରପରବନ କଷତପରଣ”
ମଦ ସଙଗଆ ମନହନ ମମଲ ପରସଙଗ : ରହଲ ଗନଧଙକ ରଭୟ ପଟସନ ଉପର ଗଜରଟ ହଇକରଟର ଆଜ ଶଣଣ
କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ ଉପରେ ଆଜି ଗୁଜରାଟ ହାଇକୋର୍ଟରେ ହେବ ଶୁଣାଣି । ସକାଳ ୧୧ଟା ବେଳେ ହାଇକୋର୍ଟ ବିଚାରପତି ହେମନ୍ତ ପ୍ରଚ୍ଛକ ନିଷ୍ପତ୍ତି ଶୁଣାଇବେ । ଏହା ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ କୋର୍ଟ ମନା କରିଦେଇଥିଲେ । ଯଦି ଗୁଜରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି, ତେବେ ରାହୁଲ ଗାନ୍ଧୀ ତାଙ୍କ ଲୋକସଭାContinue reading “ମଦ ସଙଗଆ ମନହନ ମମଲ ପରସଙଗ : ରହଲ ଗନଧଙକ ରଭୟ ପଟସନ ଉପର ଗଜରଟ ହଇକରଟର ଆଜ ଶଣଣ”
ଆସଲ ସଲରର ଟଜର ପରଭସଙକ ଦମଦର ଆକସନ ସହ ରହଛ ଟନ ଆନନଦଙକ ସଳପ
କନକ ବ୍ୟୁରୋ : ମୁକ୍ତି ଲାଭ କରିଛି ଫିଲ୍ମ ‘ସାଲାର’ର ଟିଜର । ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଫିଲ୍ମ ସାଲାର ପାର୍ଟ- ୧ ର ଟିଜର ରିଳିଜ ହୋଇଛି । ଏଥିରେ ପ୍ରଭାସଙ୍କ ଦମଦାର ଆକ୍ସନ ସହ ଡାଏଲଗ ଦେଖିବାକୁ ମିଳିଛି । ଟିଜର ଆରମ୍ଭରୁ ଟିନୁ ଆନନ୍ଦଙ୍କ ଡାଏଲଗ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଟିନୁ ଆନନ୍ଦଙ୍କ ଡାଏଲଗ ପରେ ପ୍ରଭାସଙ୍କ ଦମଦାର ଏଂଟ୍ରି ରହିଛି । ଯେଉଁଥିରେ ପ୍ରଭାସ ହାତରେ ବନ୍ଧୁକ ଧରିContinue reading “ଆସଲ ସଲରର ଟଜର ପରଭସଙକ ଦମଦର ଆକସନ ସହ ରହଛ ଟନ ଆନନଦଙକ ସଳପ”
ସମନ ନଗରକ ସହତ ବଲକ ନଇ ଜର ରହଛ ବତରକ ଜଣଶଣ ଅରଥଶସତର ଅମରତୟ ସନ କହଲ ୟସସ ଲଗ କରବ ହନଦରଷଟରର ବଚରଧର
କନକ ବ୍ୟୁରୋ : ୟୁନିଫର୍ମ ସିଭିଲ୍ କୋଡ ତଥା ସମାନ ନାଗରିକ ସଂହିତା ବିଲ ଭାରତରେ ଲାଗୁ କରିବା ବିଷୟକୁ ନେଇ ଲଗାତାର ଦେଶବ୍ୟାପୀ ବିତର୍କ ଚାଲିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦଦ୍ଦିନ ଓବେସି ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟକୁ ନେଇ ଟାର୍ଗେଟ୍ କରିଛନ୍ତି । ୟୁସିସିକୁ ନେଇ ବିଜେପି ରାଜନୀତି କରୁଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ସେହିପରି ନୋବେଲ ପୁରଷ୍କାର ବିଜେତା ତଥା ଜଣାଶୁଣାContinue reading “ସମନ ନଗରକ ସହତ ବଲକ ନଇ ଜର ରହଛ ବତରକ ଜଣଶଣ ଅରଥଶସତର ଅମରତୟ ସନ କହଲ ୟସସ ଲଗ କରବ ହନଦରଷଟରର ବଚରଧର”
ମଧୟପରଦଶର ପରସର କଣଡକ ନଇ ଜର ରହଛ ବୟନବଜ ପଡତଙକ ବପଙକ ଗଡ ଧଇଦଲ ମଖୟମନତର
କନକ ବ୍ୟୁରୋ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଣେ ବିଜେପି ନେତା ଯେଭଳି ଭାବେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଦେଲେ ତାହାକୁ ନେଇ ଜୋର ଧରିଛି ରାଜନୀତି । ସିଧି ଜିଲ୍ଲାରେ ପରବେଶ ଶୁକ୍ଲା ଆଦିବାସୀଙ୍କ ଉପରେ ପରିସ୍ରା କରିବାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଦଳକୁ ଷଣ୍ଡୁଆଶୀ ଆକ୍ରମଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପୀଡିତଙ୍କ ବାପାଙ୍କ ପାଦ ଧୋଇବା ନେଇ ତେଜିଲା ବୟାନବାଜିContinue reading “ମଧୟପରଦଶର ପରସର କଣଡକ ନଇ ଜର ରହଛ ବୟନବଜ ପଡତଙକ ବପଙକ ଗଡ ଧଇଦଲ ମଖୟମନତର”
ପରବ ଦର ବଦଧ ଭତର ଆସଲ ଅଭବନୟ ଖବର ବଲର ପଶ .ଲକଷ ଟଙକର ବଲତ ଚର କରନଲ ଚର
କନକ ବ୍ୟୁରୋ : ପରିବା ଦର ଏବେ ଖାଉଟିଙ୍କୁ କନ୍ଦାଉଛି । କୌଣସି ପରିବାର ଦାମ ଏବେ କେଜି ପ୍ରତି ୧୦୦ ଟଙ୍କା ତଳକୁ ନାହିଁ । ବିଲାତି କଥା କିଏ ପଚାରେ । ଏସବୁ ଭିତରେ ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଚୋର ବିଲକୁ ଆସି ବିଲାତି ଚୋରି କରିଥିବା ଖବର ଆସିଛି । କର୍ଣ୍ଣାଟକର ହାସନ ଜିଲ୍ଲାର ଗୋନି ସୋମନହାଲି ଗାଁରେ ରହିଛି ଏହି ବିଲ । ଯେଉଁଠି ମହିଳା ଚାଷୀContinue reading “ପରବ ଦର ବଦଧ ଭତର ଆସଲ ଅଭବନୟ ଖବର ବଲର ପଶ .ଲକଷ ଟଙକର ବଲତ ଚର କରନଲ ଚର”
ଗଟଏ ଦନ ପଇ ଘଞଚଲ ମଶନ ଚନଦରଯନ ଜଲଇ ପରବରତ ର ମହକଶକ ଯବ ଚନଦରଯନ-
କନକ ବ୍ୟୁରୋ : ଦିନକ ପାଇଁ ଘୁଂଚିଲା ମିଶନ ଚନ୍ଦ୍ରଯାନ ୩ । ବହୁପ୍ରତିକ୍ଷିତ ଚନ୍ଦ୍ରାଯାନ ୩ ଉତକ୍ଷେପଣ ତାରିଖ ଜୁଲାଇ ୧୩ ପରିବର୍ତେ ଜୁଲାଇ ୧୪ ଅପରାହ୍ନ ୨ ଟା ୩୫ ମିନିଟରେ କରାଯିବ । ଶ୍ରୀହରିକୋଟା ସ୍ଥିତ ଲଂଚ ପ୍ୟାଡରୁ ଚନ୍ଦ୍ରପୃଷ୍ଟରେ ସୁରକ୍ଷିତ ଭାବେ ଚନ୍ଦ୍ରଯାନ ୩ କୁ ଅବତରଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଚନ୍ଦ୍ରଯାନ ୨ ମିଶନ ଶେଷ ପଯ୍ୟାୟରେ ବିଫଳ ହୋଇଥିଲା । ଚନ୍ଦ୍ର ଯାନ ୩Continue reading “ଗଟଏ ଦନ ପଇ ଘଞଚଲ ମଶନ ଚନଦରଯନ ଜଲଇ ପରବରତ ର ମହକଶକ ଯବ ଚନଦରଯନ-“
ବଜପ ରଷଟରୟ ଅଧୟକଷଙକ ଘର ମନତରଙକ ଧଡ ଜପ ନଡଡଙକ ଭଟଲ ସତରମଣ କରଣ ରଜଜ ଏବ ଅନୟନୟ ନତ
କନକ ବ୍ୟୁରୋ : ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେପି ନଡାଙ୍କୁ ଭେଟିଥିଲେ । ଏହାପରେ ନିକଟରେ ଆଇନ ମନ୍ତ୍ରୀ ପଦରୁ ହଟାଯାଇଥିବା କିରଣ ରିଜିଜୁ ଏବଂ କ୍ୟାବିନେଟରେ ତାଙ୍କ ସ୍ଥାନ ନେଇଥିବା ଅର୍ଜୁନ ରାମ ମେଘୱାଲContinue reading “ବଜପ ରଷଟରୟ ଅଧୟକଷଙକ ଘର ମନତରଙକ ଧଡ ଜପ ନଡଡଙକ ଭଟଲ ସତରମଣ କରଣ ରଜଜ ଏବ ଅନୟନୟ ନତ”
ଏନସପର କଏ ବହବଳ କଏ କଟଟପ ଦଲଲର ଲଗଲ ପଷଟର
କନକ ବ୍ୟୁରୋ : ଏନସିପିରେ ବିଦ୍ରୋହ ପରେ ନିର୍ବାଚନ ଚିହ୍ନକୁ ନେଇ ଏବେ ଦିଲ୍ଲୀରେ ସୁପ୍ରିମୋ ଶରଦ ପାୱାର ବୈଠକ କିରିଥିିବା ବେଳେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଗୋଟିଏ ପୋଷ୍ଟରରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବାହୁବଳୀ ଓ ଦଳର ଅନ୍ୟତମ ପ୍ରମୁଖ ନେତା ଅଜିତ ପାୱାରଙ୍କୁ କଟପ୍ପା ଭାବେ ଚିତ୍ରଣ କରାଯାଇଛି । ଆଉ ଏକ ପୋଷ୍ଟର ଜରିଆରେ ଅଜିତ ପାୱାରଙ୍କୁ ଜଣେ ଧୋକେବାଜ ବା ଗଦ୍ଦାର ବୋଲି ଚିତ୍ରଣ କରାଯାଇଛି ।Continue reading “ଏନସପର କଏ ବହବଳ କଏ କଟଟପ ଦଲଲର ଲଗଲ ପଷଟର”