କନକ ବ୍ୟୁରୋ: ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ କେଉଁ ପୋଷାକ ପିନ୍ଧି ଯିବା ଉଚିତ, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଦଇତାପତି ନିଯୋଗ ଦାବି କରୁଛି ଯେ, ଭକ୍ତଙ୍କ ପାଇଁ ଲାଗୁ ହେଉ ସ୍ୱତନ୍ତ୍ର ଡ୍ରେସ କୋଡ୍ । ଅନ୍ୟପଟେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏନେଇ ଭିନ୍ନ ମତ ପ୍ରକାଶ ପାଇଛି । କିଛି ସ୍ୱତନ୍ତ୍ର ଡ୍ରେସକୋଡକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାର ବିରୋଧ କରିଛନ୍ତି । ଶ୍ରୀମନ୍ଦିରକୁ ଗଲେ ଭକ୍ତ ପିନ୍ଧିବେ କ’ଣ? ଜଗାContinue reading “ଶରମନଦରକ ଗଲ ଭକତ ପନଧବ କଣ? ଲଗ ହବ କ ଡରସ କଡ? ଆରମଭ ହଲ ଚରଚଚ ସପକଷ ଓ ବପକଷର ପରକଶ ପଇଲ ମତ”
Tag Archives: News
ମହନଦ ଜଳ ବବଦର ସମଧନକ ନଇ ତଜଲ ରଜନତ ସରକର ଉପର ଦଷ ଲଦଲ ବଜପ କଗରସ ବଜଡ କହଲ
କନକ ବ୍ୟୁରୋ: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଜାରି ରହିଛି । ଏବେ ମହାନଦୀ ଜଳବିବାଦ ମାମଲା ଟ୍ରିବ୍ୟୁନାଲରେ ଅଛି । ହେଲେ ଟ୍ରିବ୍ୟୁନାଲରେ କୌଣସି ସମାଧାନ ଆସିବାକୁ ବର୍ଷ ବର୍ଷ ଲାଗିଯାଏ । ଏହି ସମୟରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଉଭୟ ରାଜ୍ୟ ଚାହିଁଲେ ସମାଧାନ ହୋଇପାରିବ । ସମନ୍ୱୟ ଅଭାବରୁ ଆଜି ଏଭଳି ପରିସ୍ଥିତି ଉପୁଜିଛିContinue reading “ମହନଦ ଜଳ ବବଦର ସମଧନକ ନଇ ତଜଲ ରଜନତ ସରକର ଉପର ଦଷ ଲଦଲ ବଜପ କଗରସ ବଜଡ କହଲ”
ଆସଲ କଟ-ଅଫ ମରକ: ପରଥମ ପରସନଦ ପଲଟଲ ରଭନସ
କନକ ବ୍ୟୁରୋ: ପ୍ରକାଶ ପାଇଲା ପ୍ଲସ-ଟୁ କଟ୍ ଅଫ୍ ମାର୍କ । କଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟକର ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ କାଲିଠୁ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ସେପଟେ ରାଜଧାନୀର ପ୍ରତିଷ୍ଠିତ କଲେଜ ଗୁଡ଼ିକରେ କଟଅଫ୍ ମାର୍କ କମିବା ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ । ପ୍ରଥମ କଟଅଫ ମାର୍କ ପ୍ରକାଶ ପାଇବା ପରେ କଳା,Continue reading “ଆସଲ କଟ-ଅଫ ମରକ: ପରଥମ ପରସନଦ ପଲଟଲ ରଭନସ”
ଗହଟର ବଜପର ମଶନ-: ପରବ ଭରତ ପଇ ପରସତତ ବଲ-ପରଣଟ
କନକ ବ୍ୟୁରୋ: ବିଜେପି ମଧ୍ୟ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛି । ପୂର୍ବଭାରତର ରାଜ୍ୟଗୁଡ଼ିକୁ ନଜରରେ ରଖି ଗୌହାଟୀରେ ବିଜେପିର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ମାନସମନ୍ଥନ ଚାଲିଛି । ଓଡିଶା ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ବିଶେଷକରି ଓଡ଼ିଶା ବିଜେପିର ଫୋକସରେ ରାଜ୍ୟର ୧୨ ଲୋକସଭା ଆସନ ରହିଛି । ଗୌହାଟୀରେ ବିଜେପିର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ମାନସମନ୍ଥନ । ଏଥିରେ ସାଙ୍ଗଠନିକ କାର୍ଯ୍ୟContinue reading “ଗହଟର ବଜପର ମଶନ-: ପରବ ଭରତ ପଇ ପରସତତ ବଲ-ପରଣଟ”
ଗରହକଙକ ଉପର ମହଙଗ ମଡ଼ ଖଇବ ଥଳର ଗଏବ ହଇଗଲ ପରବ ଅଧକଶ ପରବ ଶହ ଉପର ଲଙକ ଖଇବକ ବ ଲଗଛ ଡର
କନକ ବ୍ୟୁରୋ: ଆକାଶ ଛୁଆଁ ପରିବା ଦର । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ସ୍ଥିତି ଏପରି ହେଲାଣି ଯେ, ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆ ଯାଉଥିବା ଡାଲମାରେ ପରିବା ନାହିଁ । କେବଳ ଅମୃତ ଭଣ୍ଡା, କଖାରୁ ଓ ଆଳୁରେ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ଡାଲମା । ସେପଟେ ବିଧାୟକ ପ୍ରକାଶ ସୋରେନ୍ ପରିବା ଦର ବୃଦ୍ଧି ତାଙ୍କୁ କେମିତି ପ୍ରଭାବିତ କରିଛି, ସେକଥା କହିଛନ୍ତି ।Continue reading “ଗରହକଙକ ଉପର ମହଙଗ ମଡ଼ ଖଇବ ଥଳର ଗଏବ ହଇଗଲ ପରବ ଅଧକଶ ପରବ ଶହ ଉପର ଲଙକ ଖଇବକ ବ ଲଗଛ ଡର”
ବଡ଼ ଷଟଡୟମର ଦରବଳ ପଚର ଭଙଗଲ ଫଟର ହକ ସମରକ ଧସଲ ପଚର ସମନକ ଆସଲ ବଶୱସତରୟ ହକ ଷଟଡୟମର ଦୟନୟ ଚତର
କନକ ବ୍ୟୁରୋ: ବଡ଼ ଷ୍ଟାଡିୟମର ଦୁର୍ବଳ ପାଚେରି । କିଛି ଦିନ ତଳେ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ ଭାବେ ମାନ୍ୟତା ପାଇଥିଲା ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ହେଲେ ଏବେ ଏହାର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି । କିଛି ଦିନ ତଳେ ଏଠାରେ ଥିବା ହକି ଖେଳାଳିଙ୍କ ବିଶାଳ ପ୍ରତିମୂର୍ତି ସାମାନ୍ୟ ପବନରେ ଭାଙ୍ଗିଯାଇଥିଲା, ଏବେ ପୁଣି ଷ୍ଟାଡିୟମର ପାଚେରି ଭୁଷୁଡ଼ି ପଡ଼ିଛି । ଭାଙ୍ଗିଲା ୪୦ ଫୁଟର ହକି ସ୍ମାରକୀContinue reading “ବଡ଼ ଷଟଡୟମର ଦରବଳ ପଚର ଭଙଗଲ ଫଟର ହକ ସମରକ ଧସଲ ପଚର ସମନକ ଆସଲ ବଶୱସତରୟ ହକ ଷଟଡୟମର ଦୟନୟ ଚତର”
ଯବ ବଜଡର ରଜୟକରଣ ବଠକ ବଧନସଭ ଆସନ ଜତବ ପଇ ରଣନତ ସଶକତ ଓଡ଼ଶ ଗଠନ ପଇ ମଖୟମନତରଙକ ଆହୱନ
କନକ ବ୍ୟୁରୋ: ବିଜେଡି ଫୋକସରେ ୨୦୨୪ ନିର୍ବାଚନ । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିନେଇଛି ଦଳ । ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହୋଇଛି । କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି । ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୨୦୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କContinue reading “ଯବ ବଜଡର ରଜୟକରଣ ବଠକ ବଧନସଭ ଆସନ ଜତବ ପଇ ରଣନତ ସଶକତ ଓଡ଼ଶ ଗଠନ ପଇ ମଖୟମନତରଙକ ଆହୱନ”
ଦୱତୟ ଦନର ଡଏନ ଗରପର ଆୟକର ଚଢ଼ଉ କଟ କଟ ଟଙକ ସହ ଗରତୱପରଣଣ କଗଜପତର ଜବତ ଟଙକର ପରମଣ ନଇ ମହ ଖଲନ ଆୟକର ବଭଗ
କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ-୪ରେ ଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ା ଘରୁ ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ଧରି ପଦାକୁ ବାହାରିଥିଲେ ଆୟକର ବିଭାଗର କର୍ମଚାରୀ । ଏହି ଟ୍ରଙ୍କ ଓ ଆଟାଚ୍ ଭିତରେ କୋଟି କୋଟି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଅନୁମାନ କରାଯାଉଛି । ଯଦିଓ ଏ ପର୍ଯ୍ୟନ୍ତ କେତେ ଟଙ୍କା ଜବତ ହୋଇଛି, ସେନେଇ ଆୟକର ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । କିନ୍ତୁ ଟ୍ରଙ୍କContinue reading “ଦୱତୟ ଦନର ଡଏନ ଗରପର ଆୟକର ଚଢ଼ଉ କଟ କଟ ଟଙକ ସହ ଗରତୱପରଣଣ କଗଜପତର ଜବତ ଟଙକର ପରମଣ ନଇ ମହ ଖଲନ ଆୟକର ବଭଗ”
ମତୟର ମସ ପର ପରବର ଲକଙକ ମଳଲ ଶବ ଗ ମଶଣର ଜଳଲ କନଦରପଡର ପରଷତତମଙକ ଜଇ
କନକ ବ୍ୟୁରୋ: ଲିଭି ଯାଇଛି ସିନ୍ଥିର ସିନ୍ଦୁର । କାନ୍ଦି କାନ୍ଦି ଆଖିର ଲୁହ ଶୁଖିଗଲାଣି । ଦିନେ କି ଦୁଇ ଦିନ ନୁହେଁ, ମାସେ ଧରି ସ୍ୱାମୀଙ୍କ ଶବକୁ ଅପେକ୍ଷା କରିବା କେତେ କଷ୍ଟକର, ତାହା ସ୍ତ୍ରୀଙ୍କ ଆଖିର ଲୁହ ବୟାନ କରୁଛି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଏନ୍ଦୁଳାପୁର ଗାଁର ଏହି ପରିବାର ପାଇଁ ବାହାନଗା ଦୁର୍ଘଟଣାର ଦୁଃଖ ଠାରୁ ଢେର ଅଧିକ ଯନ୍ତ୍ରଣାଦାୟକ ବିଳମ୍ବିତ ଶବ ଚିହ୍ନଟ ପ୍ରକ୍ରିୟା । କାହିଁକା ନା,Continue reading “ମତୟର ମସ ପର ପରବର ଲକଙକ ମଳଲ ଶବ ଗ ମଶଣର ଜଳଲ କନଦରପଡର ପରଷତତମଙକ ଜଇ”
ରଉରକଲର ହକ ଷଟଡୟମର ହଲତ ଖରପ ସମନୟ ବରଷର ଭଷଡ଼ଲ ଫଟର ପଚର ମସ ତଳ ହଇଥଲ ନରମଣ
କନକ ବ୍ୟୁରୋ: ପୁଣି ଧସିଲା ନବନିର୍ମିତ ପାଚେରୀ। ଗତ ମାସରେ ଗଳି ପଡିଥିଲା ଏୟାରପୋର୍ଟ ନିକଟରେ ସ୍ଥାପନ ହୋଇଥିବା ୪୦ଫୁଟ ଉଚ୍ଚତା ବିଶିଷ୍ଟ ହକି ସ୍ମାରକୀ। ଏବେ ମାଟିରେ ମିଶିଲା ୫୦ଫୁଟ ଲମ୍ବ, ୮ ଫୁଟ ଉଚ୍ଚର ପାଚେରି । ଏହାସହିତ ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ଲଗାଯାଇଥିବା ପେଭର ବ୍ଲକ ସବୁ ଭାଙ୍ଗି ଯାଇଛି । ଏତିକିରେ ସରିନି ଷ୍ଟାଡିୟମର ଅବ୍ୟବସ୍ଥା । ଷ୍ଟାଡିୟମର ୬ ନମ୍ବର ପ୍ରବେଶ ପଥରେ ବି ଫାଟ ସୃଷ୍ଟିContinue reading “ରଉରକଲର ହକ ଷଟଡୟମର ହଲତ ଖରପ ସମନୟ ବରଷର ଭଷଡ଼ଲ ଫଟର ପଚର ମସ ତଳ ହଇଥଲ ନରମଣ”