କନକ ବ୍ୟୁରୋ: ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇଛି । ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଗୋଟିଏ କିଲୋ ପରିବା କିଣିବା ଜାଗାରେ ଅଢେଇ ଶହ ଓ ଅଧ କିଲୋରେ ଚଳାଇContinue reading “ମଧୟହନ ଭଜନର ପରବ ଗଏବ ପରବ ଦର ମହଙଗ ହବର ପଲଙକ ଦଆଯଉଛ ଆଳ-କଖର- ଡଲମ”
Tag Archives: News
ବବହ ମଣଡପର ଉପହର ବୟଗ ଲଟ ଅତଥ ସଜ ଆସଲ ସଯଗ ଦଖ ଉପହର ବୟଗ ଚଲଗଲ ଲଟର
କନକ ବ୍ୟୁରୋ: ମଣ୍ଡପରେ ବିବାହ ଭୋଜି କରୁଥିଲେ ସାବଧାନ । ଲୁଟ ହୋଇପାରେ ଉପହାର ଟଙ୍କା । କାରଣ ଅତିଧି ହୋଇ ଆସୁଛନ୍ତି ଲୁଟେରା । ଝିଅ ବାହାଘରକୁ ଅତିଥି ବେଶରେ ଆସିଥିଲା ଲୁଟେରା । ଲକ୍ଷାଧିକ ଟଙ୍କାର ଉପହାର ବ୍ୟାଗ୍ ନେଇ ଚମ୍ପଟ ମାରିଲା । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ସବୁ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କୁଳନ୍ତିରା ଶାସନ ଗାଁର ଅଖିଲ ରଂଜନ ମହାନ୍ତିଙ୍କ ଝିଅ ବାହାଘର ଭୁବନେଶ୍ୱରରContinue reading “ବବହ ମଣଡପର ଉପହର ବୟଗ ଲଟ ଅତଥ ସଜ ଆସଲ ସଯଗ ଦଖ ଉପହର ବୟଗ ଚଲଗଲ ଲଟର”
କହନୟ କମରଙକ କଗରସର ଗରଦୟତୱ ଛତର କଗରସର ଇନଚରଜ ଭବ ନଯକତ କଲ ଦଳ
କନକ ବ୍ୟୁରୋ : ବିବାଦୀୟ ଛାତ୍ର ନେତା କହ୍ନେୟା କୁମାରଙ୍କୁ କଂଗ୍ରେସ ପାର୍ଟି ତରଫରୁ ଦଳର ଛାତ୍ର ଶାଖା ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଅଖିଳ ଭାରତ ଛାତ୍ର ସଂଘ ସମର୍ଥନରେ ଜେଏନୟୁରୁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ସିପିଆଇ ଟିକେଟରୁ ବିହାର ବେଗୁସରାୟରୁ ସାଂସଦ ପଦ ପାଇଁ ମଧ୍ୟ ନିର୍ବାଚନ ଲଢି ପରାଜିତ ହୋଇଥିଲେContinue reading “କହନୟ କମରଙକ କଗରସର ଗରଦୟତୱ ଛତର କଗରସର ଇନଚରଜ ଭବ ନଯକତ କଲ ଦଳ”
ଜଲଇ ର ଏନଡଏର ଗରତୱପରଣଣ ବଠକ ପଣ ଏନଡଏ ମଣଟର ସମଲ ହଇପରନତ ଏକଧକ ପରଟ ବରଧଙକ ଚକମ ଦବକ ରଣନତ କରଛ ବଜପ
କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ବାକି । ଏପରି ସମୟରେ ବିରୋଧୀ ଦଳମାନେ ଏକଜୁଟ୍ ହେଇ ବିଜେପିକୁ ହରାଇବାକୁ ଚେଷ୍ଟା କରୁଥିବାବେଳେ, ବିରୋଧୀ ଏକତା କଥା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହାରି ଭିତରୁ କିନ୍ତୁ, ବିଜେପି ନିଜର ପୁରୁଣା ସହଯୋଗୀ ଦଳକୁ ପୁଣି ଏକାଠି କରିବାକୁ ଅଣ୍ଟା ଭିଡିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ଏନଡିଏର ଏକ ବଡ ବୈଠକ ବସିବାକୁContinue reading “ଜଲଇ ର ଏନଡଏର ଗରତୱପରଣଣ ବଠକ ପଣ ଏନଡଏ ମଣଟର ସମଲ ହଇପରନତ ଏକଧକ ପରଟ ବରଧଙକ ଚକମ ଦବକ ରଣନତ କରଛ ବଜପ”
ମଖୟ ଚୟନକରତତ ହବକ ଚହନଥଲ ଅଗରକର: ହଲ କମତ ମନଇଥଲ ବସଆଇ?
କନକ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ହୋଇଛନ୍ତି ପୂର୍ବତନ ଭାରତୀୟ ବୋଲର ଅଜିତ ଅଗରକର । ବିବାଦ ପରେ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ପଦବୀ ଖାଲି ରହିଥିଲା । ୪୫ ବର୍ଷିୟ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ରେସରେ ଆଗରେ ରହିଥିଲେ । ଆଉ ତାଙ୍କୁ ଏହି ପଦବୀ ପାଇଁ ବିସିସିଆଇ ଚୟନ କରିଛି । କୁହାଯାଉଛି ମୁଖ୍ୟ ଚୟନକର୍ତ୍ତା ହେବାକୁ ଚାହୁଁ ନଥିଲେContinue reading “ମଖୟ ଚୟନକରତତ ହବକ ଚହନଥଲ ଅଗରକର: ହଲ କମତ ମନଇଥଲ ବସଆଇ?”
ମହମଛ ଆକରମଣର ଛତରଛତର ଆହତ: ବଙକ ଏନଏସ ଶଶଆ ପରଥମକ ବଦୟଳୟର ଅଘଟଣ
କନକ ବ୍ୟୁରୋ: ମହୁମାଛି ଆକ୍ରମଣରେ ୬ ଜଣ ଛାତ୍ରଛାତ୍ରୀ ଆହତ । ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି । ଆହତ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ଗାଡି ବାଜିବାରୁ ବିଦ୍ୟାଳୟ ପରିସରରେ ଥିବା ଗଛର ମହୁମାଛି ବସା ଭାଙ୍ଗି ଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ ମହୁମାଛିContinue reading “ମହମଛ ଆକରମଣର ଛତରଛତର ଆହତ: ବଙକ ଏନଏସ ଶଶଆ ପରଥମକ ବଦୟଳୟର ଅଘଟଣ”
ୱଷଟଇଣଡଜ ବପକଷ ଟ- ସରଜ ପରବର ଟମ ଇଣଡଆକ ଝଟକ ଆହତ ହଲ ଏହ ଷଟର ବଲର
କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି । ଯେଉଁଥିରେ ଏକାଧିକ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାର ସମ୍ଭାଳିବେ । ତେବେ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ ଖବର । ଦଳ ଷ୍ଟାର ବୋଲର ଏବେ ସିରିଜ୍ ପୂର୍ବରୁContinue reading “ୱଷଟଇଣଡଜ ବପକଷ ଟ- ସରଜ ପରବର ଟମ ଇଣଡଆକ ଝଟକ ଆହତ ହଲ ଏହ ଷଟର ବଲର”
ମଖୟମନତର ଚହର ବନ ରଜସଥନର ନରବଚନ ଲଢବ କଗରସ ଦଲଲ ବଠକର ନଆଗଲ ବଡ ନଷପତତ
କନକ ବ୍ୟୁରୋ: ଲମ୍ବା ସମୟ ଧରି ରାଜସ୍ଥାନ କଂଗ୍ରେସରେ ଲାଗିରହିଥିବା ହଲଚଲରେ ଏବେ ଲଗାମ ଲାଗିବାକୁ ଯାଉଛି । କାହିଁକି ନା ଗୁରୁବାର ଦିଲ୍ଲୀରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ୪ଟି ବଡ ନିଷ୍ପତ୍ତି ଉପରେ ସହମତି ପ୍ରକାଶ ପାଇଛି । ଯାହା ପରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ରାଜସ୍ଥାନ କଂଗ୍ରେସ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଅଛିContinue reading “ମଖୟମନତର ଚହର ବନ ରଜସଥନର ନରବଚନ ଲଢବ କଗରସ ଦଲଲ ବଠକର ନଆଗଲ ବଡ ନଷପତତ”
ଭଜଲନସ ଜଲର ପଲସ ଏସଆଇ: ହଜର ଟଙକ ଲଞଚ ନଇ ଫସଲ ସକନଦ ଥନ ସବ ଇନସପକଟର ନରମଳ ଚନଦର ସନପତ
କନକ ବ୍ୟୁରୋ: ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜଣେ ଗାଡି ମାଲିକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୂଚନା ମୁତାବକ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୋଲିସ କେସ ନଂContinue reading “ଭଜଲନସ ଜଲର ପଲସ ଏସଆଇ: ହଜର ଟଙକ ଲଞଚ ନଇ ଫସଲ ସକନଦ ଥନ ସବ ଇନସପକଟର ନରମଳ ଚନଦର ସନପତ”
ମଛ ପଟର ବହରଲ କଟ ଟଙକର ସମପତତ ବଜଞନକ ଦଖବ ପର ହଇଗଲ ଆଶଚରଯୟ ଜଣନତ କଣ ଏହ ଅମଲୟ ସମପତତ
କନକ ବ୍ୟୁରୋ : ମୃତ ତିମି ମାଛର ଦାମ ୪୪ କୋଟି ଟଙ୍କା । ସ୍ପେନର କାନାରି ଦ୍ୱୀପ ପାଲ୍ମାର ନାଗୋଲେସ ସମୂଦ୍ର କୂଳରୁ ଉଦ୍ଧାର ହୋଇଛି ଏକ ମୃତ ତିମି । ।ହାର ଦାମ ୪୪ କୋଟିରୁ ଅଧିକ ହେବ । ମାଛ ଭିତରେ ରହିଥିବା ଏକ ମୂଲ୍ୟବାନ ଜିନିଷକୁ ଦେଖି ଆର୍ଶ୍ଚ୍ୟ ହୋଇଯାଇଛନ୍ତି । ଲାସ୍ ପାଲ୍ମା ବିଶ୍ୱବିଦ୍ୟାଳୟର ପଶୁ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାତ୍ତପ୍ର୍ରତିଷ୍ଠାନର ମୁଖ୍ୟ ଆଷ୍ଟୋନିଓ ଫର୍ଣ୍ଣାଣ୍ଡେଜ୍ ରୋଡ୍ରିଗେଜ୍ ମୃତ ମାଛରContinue reading “ମଛ ପଟର ବହରଲ କଟ ଟଙକର ସମପତତ ବଜଞନକ ଦଖବ ପର ହଇଗଲ ଆଶଚରଯୟ ଜଣନତ କଣ ଏହ ଅମଲୟ ସମପତତ”