ଜଗ ଦରଶନ ପଇ ଲଗ ହବ କ ଡରସକଡ? ଶରମନଦରକ ଗଲ ଭକତ ପନଧବ କଣ?

କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଲାଗୁ ହେବ କି ଡ୍ରେସକୋଡ୍? ଶ୍ରୀମନ୍ଦିରକୁ ଗଲେ ଭକ୍ତ ପିନ୍ଧିବେ କ’ଣ? ଏବେ ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ । ଏଭଳି ଦାବି ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବିତର୍କ । କିଏ କହୁଛନ୍ତି ସ୍ୱାଗତ ଯୋଗ୍ୟ ପଦକ୍ଷେପContinue reading “ଜଗ ଦରଶନ ପଇ ଲଗ ହବ କ ଡରସକଡ? ଶରମନଦରକ ଗଲ ଭକତ ପନଧବ କଣ?”

ପରତବରଷ ଆସମର କହକ ସଷଟ ହଏ ବନୟ ପରସଥତ ? ଜଣନତ କଣ ରହଛ ମଖୟ କରଣ

କନକ ବ୍ୟୁରୋ : ବର୍ଷାଦିନ ଆସିଲେ ସବୁବେଳେ ଗଣମାଧ୍ୟମରେ ପ୍ରଥମେ ଆସାମରୁ ଆସେ ବନ୍ୟାର ଖବର । କାହିଁକି ନାଁ ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଧନ ଜୀବନ ନଷ୍ଟ ହେବା ସହ ସରକାର ଚିନ୍ତାରେ ପଡ଼ିଥାନ୍ତି । ଜୁନ ଜୁଲାଇ ମାସରେ ପ୍ରାୟତଃ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥାଏ ଆସାମ । ଫସଲ ନଷ୍ଟ ହେବା ସହ କୋଟି କୋଟି ଟଙ୍କାContinue reading “ପରତବରଷ ଆସମର କହକ ସଷଟ ହଏ ବନୟ ପରସଥତ ? ଜଣନତ କଣ ରହଛ ମଖୟ କରଣ”

ବଗଶୱର ଧମର ଭରତର ଷଟର କରକଟର ବବଙକ ଠର ଆଶରବଦ ନଲ କଳଦପ ଫଟ ହଲ ଭଇରଲ

କନକ ବ୍ୟୁରୋ : ବାଗେଶ୍ୱର ବାବାଙ୍କ ଶରଣରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ସ୍ଥାନ ପାଇଥିବା ଭାରତୀୟ କ୍ରିକେଟର କୁଳଦୀପ ଯାଦବଙ୍କୁ ବାଗେଶ୍ୱର ଧାମରେ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ଗସ୍ତ କରିବା ପୂର୍ବରୁ ବାଗେଶ୍ୱର ଧାମରେ ପହଞ୍ଚି ବାବାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି କୁଳଦୀପ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । भारतीय टीम के स्पिन गेंदबाजContinue reading “ବଗଶୱର ଧମର ଭରତର ଷଟର କରକଟର ବବଙକ ଠର ଆଶରବଦ ନଲ କଳଦପ ଫଟ ହଲ ଭଇରଲ”

ବଦଧର ଖଲଲ ଅଣଡ ଦକନ ଫଇଭ-ଟ ସଚବଙକ ଗସତ ପଇ ଦକନ ବନଦ ରଖବକ ଥଲ ନରଦଦଶ

କନକ ବ୍ୟୁରୋ: ବୌଦ୍ଧରେ ଖୋଲିଲା ଅଣ୍ଡା ଦୋକାନ । ସହରର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ଭାବେ ଅଣ୍ଡା ଦୋକାନ ଖୋଲିଛି । ଗତକାଲି ଏହି ସବୁ ଅଣ୍ଡା ଦୋକାନ ବନ୍ଦ ଥିଲା । କୁହାଯାଉଥିଲା, ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଣ୍ଡା ଦୋକାନ ଗୁଡ଼ିକ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ୫ଟି ସଚିବ ଗସ୍ତ ପାଇଁ ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଥିବା କୁହାଯାଇଥିଲା । ଏସବୁ ଭିତରେ ବୌଦ୍ଧ ଜିଳ୍ଲା ଗସ୍ତContinue reading “ବଦଧର ଖଲଲ ଅଣଡ ଦକନ ଫଇଭ-ଟ ସଚବଙକ ଗସତ ପଇ ଦକନ ବନଦ ରଖବକ ଥଲ ନରଦଦଶ”

ବବଙକ କଳ କରନମ ଯବତଙକ ଅସଦଚରଣ କର ବନଦ କର ରଖଥଲ ଉଦଧର କଲ ପଲସ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ବାବାଙ୍କ କଳା କାରନାମା । ସଂପୃକ୍ତ ବାବା, ଜଣେ ୧୪ ବର୍ଷର ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖଇଥିବା ଅଭିଯୋଗ ହୋଇଥିଲା । ନାବାଳିକା ଜଣଙ୍କ ଗର୍ଭବତୀ ହେବା  ଜାଣିବା ପରେ ତାଙ୍କ ଏକ ଘରେ ବନ୍ଦ କରି ରଖିଥିଲେ ।  ନାବାଳିକା ଜଣଙ୍କ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ଏକଥା ସାମ୍ନାକୁ ଆସିବା ପରେ ସେଠାକାର କିଛି ମୁଷ୍ଠିମେୟ ଲୋକଙ୍କୁ ଟଙ୍କା ନେଇ ଘଟଣାକୁ ଚପାଇ ଦେବାକୁContinue reading “ବବଙକ କଳ କରନମ ଯବତଙକ ଅସଦଚରଣ କର ବନଦ କର ରଖଥଲ ଉଦଧର କଲ ପଲସ”

ଡଏନ ଗରପର ଆଇଟ ରଡ ବରଧଙକ ଅଭଯଗ ବଜଡର ଜବବ ଲନନ କହଲ ବଜପ ବଳବଳଇବ କଛ ନଆ କଥ ନହ

କନକ ବ୍ୟୁରୋ : ଡିଏନ ଗ୍ରୁପ୍ ଉପରେ ଆଇଟି ରେଡ୍ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ବିଜେପି ଓ କଂଗ୍ରେସ ଜବତ ହୋଇଥିବା ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ଶାସକ ଦଳ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଯାହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଓଡ଼ିଶା ବିଜେପି ବହୁତ ବିଳିବିଳାଉଛି । ସେମାନେ ଯେତେ ପାରୁଛନ୍ତି ବିଳି ବିଳାନ୍ତି କିନ୍ତୁ ତାହାର ପ୍ରତିକ୍ରିୟାContinue reading “ଡଏନ ଗରପର ଆଇଟ ରଡ ବରଧଙକ ଅଭଯଗ ବଜଡର ଜବବ ଲନନ କହଲ ବଜପ ବଳବଳଇବ କଛ ନଆ କଥ ନହ”

ଭରତୟ ରଜରଭ ବୟଙକ ଗଲ ଡଏନ ଗରପ ରଡର ଜବତ ବଆଇନ ଟଙକ ଆରବଆଇର ପଣ ଥର ହବ ଗଣ

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଲା ଡିଏନ ଗ୍ରୁପ୍ ରେଡରୁ ଜବତ ବେଆଇନ ଟଙ୍କା । ଆରବିଆଇରେ ପୁଣି ଥରେ ହେବ ଗଣା । ଟଙ୍କା ସହ ଜବତ ଦସ୍ତାବିତ ମଧ୍ୟ ସାଥିରେ ନେଇଛି ଆୟକର ବିଭାଗ । ସୂଚନା ଅନୁସାରେ ଶହେ ୨୦ କୋଟିରୁ ଅଧିକ ଟଙ୍କାର କ୍ୟାସ ରସିଦ ଜବତ ହୋଇଛି । ଏହାସହ ଆଇଟି ରେଡ୍ ବେଳେ ଡିଏନ୍ ଗ୍ରୁପ୍ରୁ ବେଆଇନ ଟଙ୍କା ଜବତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜିContinue reading “ଭରତୟ ରଜରଭ ବୟଙକ ଗଲ ଡଏନ ଗରପ ରଡର ଜବତ ବଆଇନ ଟଙକ ଆରବଆଇର ପଣ ଥର ହବ ଗଣ”

ମହରଷଟର ସରକରର ଅଜତ ପୱରଙକ ଏଣଟରପର ଅଡଆର ମଖୟମନତର ସନଦ ନଜ ଗଷଠର ବଧୟକଙକ ଭତର ବଢଛ ଅସନତଷ

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାଇଁ ଅଡୁଆ ବଢୁଛି । ମୂଳ ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସହ ଯାଇଥିବା ବିଧାୟକମାନେ ଏବେ ଏକନାଥ ସିନ୍ଦେଙ୍କୁ ଅଡୁଆରେ ପକାଇପାରନ୍ତି ବୋଲି କୁହାଯାଉଛି । କାରଣ ମୂଳ ଶିବସେନା ସହ ବିଦ୍ରୋହ କରି ଯେଉଁ ବିଧାୟକମାନେ ଏକନାଥ ସିନ୍ଦେଙ୍କ ସହ ଯାଇଥିଲେ ସେମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ କିଛିContinue reading “ମହରଷଟର ସରକରର ଅଜତ ପୱରଙକ ଏଣଟରପର ଅଡଆର ମଖୟମନତର ସନଦ ନଜ ଗଷଠର ବଧୟକଙକ ଭତର ବଢଛ ଅସନତଷ”

ଶୱଶର ଘର ଫରଚନର ମଗଥଲ ଅଶଳଳ ଭଡଓ ବନଉଥଲ ସୱମଙକ ବରଧର SDM ଜୟତ ମରଯୟ ଆଣଲ ସଘତକ ଅଭଯଗ

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଅନେକ ବାଦବିବାଦ ପରେ ଏବେ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜ୍ୟୋତି ମୌର୍ଯ୍ୟ । ପୁଲିସରେ ମାମଲା ଦାଏର ପରେ ଏବେ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ବୟାନ ରେକର୍ଡ କରିବ ପୁଲିସ । ଏବେ ସୋସିଆଲ ମିଡିଆରେ ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଲୋକେ ତାଙ୍କୁ ନେଇContinue reading “ଶୱଶର ଘର ଫରଚନର ମଗଥଲ ଅଶଳଳ ଭଡଓ ବନଉଥଲ ସୱମଙକ ବରଧର SDM ଜୟତ ମରଯୟ ଆଣଲ ସଘତକ ଅଭଯଗ”

କକଡର ମଲୟ ଦଢ ଲକଷ ଟଙକ ଜଣନତ କହକ ଏତ ଟଙକର ବକର ହଏ ଏହ କକଡ

କନକ ବ୍ୟୁରୋ : ବକରିଦ୍ ସମୟରେ ଗୋଟିଏ ଗୋଟିଏ ଛେଳି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଘଟଣା ତ ନିଶ୍ଚୟ ଜାଣିଥିବେ । କିନ୍ତୁ କେବେ ଶୁମିଛନ୍ତି କି, ଲକ୍ଷ ଲକ୍ଷ ଟଙ୍କାରେ କୁକୁଡା ବିକ୍ରି ହେବା କଥା । ଏମିତି ଏକ କୁକୁଡା ପ୍ରଜାତି ଅଛି ଯାହାର ଗୋଟିଏ ଗୋଟିଏ କୁକୁଡାର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାଏ । ଭିଏତନାମାରେ ଡ୍ରାଗନ୍ କୁକୁଡା ନାଁରେ ଏକ କୁକୁଡା ପ୍ରଜାତି ପାଳନ କରାଯାଇଥାଏ ।Continue reading “କକଡର ମଲୟ ଦଢ ଲକଷ ଟଙକ ଜଣନତ କହକ ଏତ ଟଙକର ବକର ହଏ ଏହ କକଡ”

Design a site like this with WordPress.com
Get started