ବହନଗ ରଳ ଦରଘଟଣ : ମସ ପର ଜଳଲ ଜଇ ;ପରଷତମ ମହନତଙକ ଶଷକତୟ ସମପନନ

କନକ ବ୍ୟୁରୋ : ମାସେ ପରେ ଜଳିଲା ଜୁଇ । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜକନିକାର ପୁରୁଷୋତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ମାସେ ପରେ ଶେଷରେ ତାଙ୍କର ଜୁଇ ଜଳିଛି । ଡିଏନଏ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ଏମ୍ସ କର୍ତୃପକ୍ଷ । ଏହାପରେ ନିଜ ଜନ୍ମାଟିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଏନ୍ଦୁଳାପୁର ଗାଁରେContinue reading “ବହନଗ ରଳ ଦରଘଟଣ : ମସ ପର ଜଳଲ ଜଇ ;ପରଷତମ ମହନତଙକ ଶଷକତୟ ସମପନନ”

ପରବ ଦର ଏବ ଆକଶ ଛଆ : ବଭନନ ସକଲର ପଡଲ ସଧସଳଖ ପରଭବ; ମଧୟହନ ଭଜନ ଡଲର କବଳ ପଡଛ ଆଳ ଓ ଅମତଭଣଡ

କନକ ବ୍ୟୁରୋ : ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇ ରହିଛି । ପରିବା ଦର ବୃଦ୍ଧିକୁ ନେଇ ବିରୋଧୀ ମଧ୍ୟ ଆଗକୁ ଆସିଛନ୍ତି । ମନ୍ତ୍ରୀଙ୍କ ବାସଭବନକୁ ପରିବା ଓ ଟମାଟୋ ଫିଙ୍ଗିଛନ୍ତି । ପରିବାContinue reading “ପରବ ଦର ଏବ ଆକଶ ଛଆ : ବଭନନ ସକଲର ପଡଲ ସଧସଳଖ ପରଭବ; ମଧୟହନ ଭଜନ ଡଲର କବଳ ପଡଛ ଆଳ ଓ ଅମତଭଣଡ”

ଓଡଶ ଜମର ଆନଧର ପଟଟ ବଣଟବ ଘଟଣ : ମଳତ ବଠକ ପଇ ଆନଧରକ ଚଠ ଲଖଲ କରପଟ ଜଲଲ ପରଶସନ

କନକ ବ୍ୟୁରୋ : ଓଡ଼ିଶା ଜମିରେ ଆନ୍ଧ୍ର ପଟ୍ଟା ବାଟିଂବା ଘଟଣାରେ ମିଳିତ ବୈଠକ ପାଇଁ ଆନ୍ଧ୍ରକୁ ଚିଠି ଲେଖିଲା କୋରାପୁଟ ଜିଲ୍ଳା ପ୍ରଶାସନ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛିି । ସୀମାନ୍ତ ବିବାଦ ତୁଟାଇବା ପାଇଁ ମିଳିତ ବୈଠକ କରିବା ପାଇଁ ଆନ୍ଧ୍ରକୁ ଚିଠି ଲେଖିଛି କୋରାପୁଟ ଜିଲ୍ଳା ପ୍ରଶାସନ । ଆଗାମୀ ୧୩ ତାରିଖରେ ହେବ ଏହି ବୈଠକ । ମିଳିତ ବୈଠକ ନହେବାContinue reading “ଓଡଶ ଜମର ଆନଧର ପଟଟ ବଣଟବ ଘଟଣ : ମଳତ ବଠକ ପଇ ଆନଧରକ ଚଠ ଲଖଲ କରପଟ ଜଲଲ ପରଶସନ”

କମଶନରଟ ପଲସକ ଲଟରଙକ ଖଲ ଚୟଲଞଜ : ଦକନର ତଲ କଟ ଲଟନଲ ଦଢ଼ ଲକଷ ଟଙକର ଦମ ସଗରଟ ପୟକଟ

କନକ ବ୍ୟୁରୋ : କମିଶନରେଟ ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ପାନ ଦୋକାନର ତାଲା କାଟି ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କାର ଦାମୀ ସିଗାରେଟ ପ୍ୟାକେଟ । ଭୁବନେଶ୍ୱର ୟୁନିଟ୍ ଥ୍ରୀ ଅଂଚଳରେ ଥିବା ପାନ ଦୋକାନରୁ ଏହି ଲୁଟ ହୋଇଛି । ଦାମୀ ସିଗାରେଟ ପ୍ୟାକେଟ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତେବେ ୨ ଜଣ ଯୁବକ ବିଳମ୍ବିତ ରାତିରେ ଲୁଟିଥିବା ସିସିଟିଭିରୁ ଜଣାପଡ଼ିଛିContinue reading “କମଶନରଟ ପଲସକ ଲଟରଙକ ଖଲ ଚୟଲଞଜ : ଦକନର ତଲ କଟ ଲଟନଲ ଦଢ଼ ଲକଷ ଟଙକର ଦମ ସଗରଟ ପୟକଟ”

ବଶୱକପ ପରବର ବଲଦଶ କରକଟ ଟମକ ବଡ ଝଟକ ଅବସର ଘଷଣ କଲ କୟପଟନ ତମମ ଇକବଲ

କନକ ବ୍ୟୁରୋ : ୨୦୨୩ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଅକ୍ଟୋବର -ନଭେମ୍ବର ମାସରେ ଭାରତରେ ଖେଳାଯିବ । ହେଲେ ବିଶ୍ୱକପର ୩ମାସ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ତାମିମ୍ ଇକବାଲ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅବସର ଘୋଷଣା ସହ ୩୪ ବର୍ଷିୟ ତାମିମ୍ ଇକବାଲଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ସମାପ୍ତ ହୋଇଛି । ସେପଟେ ତାମିମ୍ ଇସ୍ତଫାContinue reading “ବଶୱକପ ପରବର ବଲଦଶ କରକଟ ଟମକ ବଡ ଝଟକ ଅବସର ଘଷଣ କଲ କୟପଟନ ତମମ ଇକବଲ”

ଖଙଖ ଭବନର ବସଲ ସମବଲପର ବଠକ : ଜଲଲର ବଧୟକ ଓ ନତଙକ ନଇ ଆଲଚନ

କନକ ବ୍ୟୁରୋ : ବିଜେଡି ଫୋକସରେ ସମ୍ବଲପୁର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ସମ୍ବଲପୁର ଉପରେ ଗୁରୁତ୍ୱ ଦେଇଛି ବିଜେଡ଼ି । ପ୍ରଣବ ସମ୍ବଲପୁର ଗସ୍ତରୁ ଫେରିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ସମ୍ବଲପୁରର ଜିଲ୍ଲାର ବିଧାୟକ ଏବଂ ନେତାଙ୍କୁ ନେଇ ବୈଠକ କରୁଛନ୍ତି ପ୍ରଣବ । ସମ୍ବଲପୁରର ସମସ୍ତ ନିର୍ବାଚନ ମଣ୍ଡଳୀରେ କିଭଳି ସଙ୍ଗଠନ ମଜଭୁତContinue reading “ଖଙଖ ଭବନର ବସଲ ସମବଲପର ବଠକ : ଜଲଲର ବଧୟକ ଓ ନତଙକ ନଇ ଆଲଚନ”

ଥମନ ମଣପର ହସ ସକଲ ବହର ମହଳଙକ ଗଳ କର ହତୟ କଲ ଦରବତତ

ସମଗ୍ର ମଣିପୁରରେ ସ୍କୁଲ୍‌ ଖୋଲିବାର ଦିନକ ପରେ ଆଜି ଇମ୍ଫାଲର ପଶ୍ଚିମ ପ୍ରାନ୍ତରେ ଥିବା ଏକ ସ୍କୁଲ୍‌ ବାହାରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ନିହତ ମହିଳାଙ୍କ ପରିଚୟ ଓ ସମ୍ପ୍ରଦାୟ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ହତ୍ୟାକାଣ୍ଡ ଶିଶୁ ନିଷ୍ଠା ନିକେତନ ସ୍କୁଲ୍‌ ବାହାରେ ଘଟିଥିବା ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କରContinue reading “ଥମନ ମଣପର ହସ ସକଲ ବହର ମହଳଙକ ଗଳ କର ହତୟ କଲ ଦରବତତ”

ହଟହଟ ହଲ ସୱସଥୟମନତର ନରଞଜନ ପଜର : ସଥୟ ନଯକତ ଦବର ଘରଲ ଚକତଭତତକ ନରସ ଷଟଫ

କନକ ବ୍ୟୁରୋ : ହଟହଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚୁକ୍ତିଭିତ୍ତିକ ପାରାମେଡ଼ିକାଲ ଓ ନସିଂ ଷ୍ଟାଫ ଘେରିଛନ୍ତି । ସ୍ଥାୟୀ ନିଯୁକ୍ତି ଦାବି ନେଇ ସମସ୍ତ ଷ୍ଟାଫ ପ୍ରାୟ ଅଧ ଘଣ୍ଟା କାଳ ମନ୍ତ୍ରୀଙ୍କୁ ବାହାରକୁ ଯିବାକୁ ଦେଇନଥିଲେ । ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ଏକ ବିଭାଗୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାଇଥିବାବେଳେ ଚୁକ୍ତିଭିତ୍ତିକ ସମସ୍ତ ଷ୍ଟାଫ ତାଙ୍କୁ ଘେରିଥିଲେContinue reading “ହଟହଟ ହଲ ସୱସଥୟମନତର ନରଞଜନ ପଜର : ସଥୟ ନଯକତ ଦବର ଘରଲ ଚକତଭତତକ ନରସ ଷଟଫ”

ଇ-ଚଲଣ ଭରବ ନଇ ହଉଛ କ ଅସବଧ ତବ ଜଣନତ କମତ ଘର ବସ ଭରବ ଇ-ଚଲଣ

କନକ ବ୍ୟୁରୋ : ଦିନକୁ ଦିନ ଟ୍ରାଫ୍ରିକ ନିୟମ କଡ଼ାକଡ଼ି କରାଯାଉଛି । ଅମାନିଆଙ୍କୁ ତାଗିଦ କରିବା ପାଇଁ ମୋଟା ଅଙ୍କର ଚାଲାଣ ମଧ୍ୟ କଟାଯାଉଛି । ପରିବହନ ବିଭାଗ ପକ୍ଷରୁ ଯେତେ ନିୟମ କଲେ ସୁଦ୍ଧା କିଛି ଲୋକ ଏହାକୁ ମାନି ନଥାନ୍ତି । ଶେଷରେ ସେମାନଙ୍କୁ ଫାଇନ ଭରିବାକୁ ପଡ଼ିଥାଏ । ତେବେ ଆଜି କାଲି ବଡ଼ ବଡ଼ ସହର ହେଉବା ଛୋଟ ବଜାର ପ୍ରାୟ ସବୁ ସ୍ଥାନରେ ସିସିଟିଭି ଲଗାଯାଉଛି । ଏନଏଚରେContinue reading “ଇ-ଚଲଣ ଭରବ ନଇ ହଉଛ କ ଅସବଧ ତବ ଜଣନତ କମତ ଘର ବସ ଭରବ ଇ-ଚଲଣ”

ବସସଆଇ ବଢ଼ଇଲ ମଖୟ ଚୟନକରତତଙକ ଦରମ ଜଣନତ ବରଷକ କତ ଟଙକ ପଇବ ଅଜତ ଅଗରକର ?

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ଅଜିତ ଅଗରକର ଏବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଛନ୍ତି । ଏହି ପଦବୀରେ ଅଗରକର ରହିବା ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଚୟନ କରିଛନ୍ତି । ଚୟନ କମିଟିରେ ରହିଥିବା ବାକି ସଦସ୍ୟ ତୁଳନାରେ ଅଗରକରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବହୁ ଆଗରେ ରହିଛି । ତେବେ ଏହି ପଦ ପାଇଁ ପ୍ରଥମେ ରାଜି ନଥିଲେ ଅଗରକରContinue reading “ବସସଆଇ ବଢ଼ଇଲ ମଖୟ ଚୟନକରତତଙକ ଦରମ ଜଣନତ ବରଷକ କତ ଟଙକ ପଇବ ଅଜତ ଅଗରକର ?”

Design a site like this with WordPress.com
Get started