କନକ ବ୍ୟୁରୋ : ଡ଼ିଏନ ଗ୍ରୁପରେ ଆଇଟି ରେଡ଼ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ ବୟାନ । ଆଇଟି ରେଡ୍ ବେଳେ ଜବତ ହୋଇଥିବା ଏତେ ପରିମାଣର ଟଙ୍କା କାହାର ଓ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ କହିଛନ୍ତି, ନିର୍ବାଚନରେ ଲଗାଇବା ପାଇଁ ଟଙ୍କା ରଖାଯାଇଥିଲା । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଟଙ୍କା ତାର ଖୁଲାସା ହେବା ଆବଶ୍ୟକ ।Continue reading “ଡଏନ ଗରପର ରଡ କଗରସ କହଲ ନରବଚନର ଖରଚଚ ପଇ ରଖଯଇଥଲ ଟଙକ କନତ ଏତ ଟଙକ କହର ତହ ଉପର ଉଠ ପରଦ”
Tag Archives: News
ଆଇଟ ରଡର ଡଏନ ଗରପର ବଆଇନ ଟଙକ ଜବତ ବଜପର ପରଶନ ଏ ଟଙକ କହର? ଶସକ ଦଳକ ତର ମରଲ ପଥୱରଜ
କନକ ବ୍ୟୁରୋ : ଆଇଟି ରେଡ୍ ବେଳେ ଡିଏନ୍ ଗ୍ରୁପରୁ ବେଆଇନ ଟଙ୍କା ଜବତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ଯେଉଁଠି ଆଇଟି ଓ ଇଡି ରେଡ୍ ହୋଇଛି, ସବୁ ଗୁଡିକରେ ଶାସକ ଦଳର ସଂପୃକ୍ତ ସିିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ରହିଛି । ଶାସକ ଦଳର ଗଚ୍ଛିତ ଟଙ୍କା ବୋଲି ଲୋକେ ଆଶଙ୍କା କରୁଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନContinue reading “ଆଇଟ ରଡର ଡଏନ ଗରପର ବଆଇନ ଟଙକ ଜବତ ବଜପର ପରଶନ ଏ ଟଙକ କହର? ଶସକ ଦଳକ ତର ମରଲ ପଥୱରଜ”
ଦଲଲର ଶରଦ ପୱର ମମବଇର ଛଗନ କହଲ ଆମ ସହ ଅଛନତ ବଧୟକ
କନକ ବ୍ୟୁରୋ : ମହାରାଷ୍ଟ୍ରର ଏନସିପି ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଉଭୟ ଅଜିତ୍ ଓ ଶରଦଙ୍କ ଗୋଷ୍ଠୀ ଗତକାଲି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ବୈଠକରେ କଣ ନିଷ୍ପତ୍ତି ନିଆଯିବ ଏବଂ କେଉଁ ବାବଦରେ ଆଲୋଚନା ହେବ ସେନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଦଳର କାର୍ଯ୍ୟାଳୟ ସାମ୍ନାରେ ଅଜିତ ପାୱାରଙ୍କୁ ବିରୋଧ କରି ପୋଷ୍ଟର ମରା ଯାଇଛି ।Continue reading “ଦଲଲର ଶରଦ ପୱର ମମବଇର ଛଗନ କହଲ ଆମ ସହ ଅଛନତ ବଧୟକ”
ଅସମଜକଙକ କରଯୟସଥଳ ଉପର ବଲଲ ବଲଡଜର : ତଳସର ଉଦୟପର ବଳଭମର ଖଲମଖଲଲ ଚଲଥଲ ଦହ ବୟବସୟ
କନକ ବ୍ୟୁରୋ : ମାଟିରେ ମିଶିଲା ଅସାମାଜିକଙ୍କ କାର୍ଯ୍ୟସ୍ଥଳୀ । ପ୍ରଚାର ପରେ ଅସମାଜିକ କାର୍ଯ୍ୟସ୍ଥଳୀଙ୍କ ଆଡ୍ଡା ଉପର ବୁଲଡ଼ୋଜର ଚଲାଇଲା ପ୍ରଶାସନ । ଜଳେଶ୍ୱର ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବେଳାଭୂମିରୁ ବେଆଇନ ଘର ଉଚ୍ଛେଦ ପାଇଁ ମାଇକ ଲଗାଇContinue reading “ଅସମଜକଙକ କରଯୟସଥଳ ଉପର ବଲଲ ବଲଡଜର : ତଳସର ଉଦୟପର ବଳଭମର ଖଲମଖଲଲ ଚଲଥଲ ଦହ ବୟବସୟ”
ବନଦ ହବ ସସଆଲ ମଡଆ କମପନଙକ ମନମନ ଡଟ ପରଟକସନ ବଲ ଆଣବକ ଯଉଛନତ କନଦର ସରକର ସରକଷତ ରହବ ୟଜରସଙକ ଡଟ
କନକ ବ୍ୟୁରୋ : କେନ୍ଦ୍ର ସରକାର ଲମ୍ବା ସମୟ ଧରି ଡାଟା ପ୍ରୋଟେକ୍ସନ୍ ବିଲ୍ ଉପରେ କାମ କରିଆସୁଛନ୍ତି । ଅନେକ ବର୍ଷ ଧରି ଲାଗିରହିଥିବା ଚର୍ଚ୍ଚା ଭିତରେ ଶେଷରେ ଭାରତ ସରକାର ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍ ଆଣିଛନ୍ତି । କ୍ୟାବିନେଟରେ ଏହାକୁ ମଞ୍ଜୁରି ମିଳିସାରିଛି । ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍-୨୦୨୨କୁ ଏବେ ସଂସଦରେ ମଞ୍ଜୁରୀ ପାଇଁ ପ୍ରସ୍ତାବ ଦିଆଯିବ । ତେବେ ଏହି ବିଲ୍ ଆମର ବ୍ୟକ୍ତିଗତ ଡାଟାକୁ ସୁରକ୍ଷିତContinue reading “ବନଦ ହବ ସସଆଲ ମଡଆ କମପନଙକ ମନମନ ଡଟ ପରଟକସନ ବଲ ଆଣବକ ଯଉଛନତ କନଦର ସରକର ସରକଷତ ରହବ ୟଜରସଙକ ଡଟ”
ଅସମଜକଙକ କରଯୟସଥଳ ଉପର ବଲବ ବଲଡଜର : ଘଣଟଏ ଭତର ଘର ଖଲ ନକଲ ପରଶସନ ନବ ପଦକଷପ ବଳଭମର ଖଲମଖଲଲ ଚଲଥଲ ଦହ ବୟବସୟ
କନକ ବ୍ୟୁରୋ : ଅସାମାଜିକଙ୍କ କାର୍ଯ୍ୟସ୍ଥଳୀ ଉପରେ ବୁଲିବ ବୁଲଡୋଜର । ଜଳେଶ୍ୱର ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳଭୁମିରେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବେଳାଭୂମିରୁ ବେଆଇନ ଘର ଉଚ୍ଛେଦ ପାଇଁ ମାଇକ ଲଗାଇ ଭୋଗରାଇ ତହସିଲ ପକ୍ଷରୁ ପ୍ରଚାର କରାଯାଉଛି । ୧ ଘଣ୍ଟା ମଧ୍ୟରେ ଘର ଖାଲିContinue reading “ଅସମଜକଙକ କରଯୟସଥଳ ଉପର ବଲବ ବଲଡଜର : ଘଣଟଏ ଭତର ଘର ଖଲ ନକଲ ପରଶସନ ନବ ପଦକଷପ ବଳଭମର ଖଲମଖଲଲ ଚଲଥଲ ଦହ ବୟବସୟ”
ଏଣକ ପଠ ପଢବ ପଇ ବୟବହର କରବକ ପଡବନ ବହ କମବ ମବଇଲ ଆଖର ଚଷମ ପନଧ ଗରହଣ କରପରବ ଦନଆଯକର ଜଞନ
କନକ ବ୍ୟୁରୋ : ପୂର୍ବରୁ ପାଠ ପଢିବା ପାଇଁ ଲୋକେ ମୋଟା ମୋଟା ବହିକୁ ବ୍ୟବହାର କରୁଥିଲେ । ପରେ ସମୟ ବଦଳିବା ସହିତ ଲୋକେ ବି ପରିବର୍ତ୍ତନ ହେବାରେ ଲାଗିଲେ । ଟେକ୍ନଲୋଜି କ୍ଷେତ୍ରରେ ବିଶ୍ୱ ଆଗକୁ ବଢୁଥିବା ବେଳେ ଲୋକେ ପାଠ ପଢିବା ପାଇଁ ବହି ଛାଡି ଇ-ବୁକ୍ କିମ୍ବା ମୋବାଇଲ୍ ଫୋନର ବ୍ୟବହାର କରିବାକୁ ଲାଗିଲେ । ତଥାବି ଏତିକିରେ ଅଟକିଯାଇନି ମଣିଷ । ଏବେ ଏପରି ଏକ ଚଷମା ତିଆରି କରାଯାଇଛି,Continue reading “ଏଣକ ପଠ ପଢବ ପଇ ବୟବହର କରବକ ପଡବନ ବହ କମବ ମବଇଲ ଆଖର ଚଷମ ପନଧ ଗରହଣ କରପରବ ଦନଆଯକର ଜଞନ”
ଡଏନ ଗରପର ଚଢଉ ବଳ ମଳଲ ଫକ ନଟ : ଟରଙକର ଟଙକ ଓ କଗଜପତର ଭରତତ; କଟର ଅଧକ କୟସ ରସପଟ ମଳଥବ ସଚନ
କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ୍ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର । ଏହା ସହ ରେଡ଼ ବେଳେ ଗୋଟିଏ ଆଟାଚ୍ ମଧ୍ୟ ମିଳିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଥିବା ସୂଚନା ମିଳିଛି । ବିଭିନ୍ନ ଲୋକଙ୍କ ଠାରୁ ନେଣଦେଣ ହୋଇଥିବା ରିସିପ୍ଟର ଖୋଳତାଡ ଜାରି ରହିଛିContinue reading “ଡଏନ ଗରପର ଚଢଉ ବଳ ମଳଲ ଫକ ନଟ : ଟରଙକର ଟଙକ ଓ କଗଜପତର ଭରତତ; କଟର ଅଧକ କୟସ ରସପଟ ମଳଥବ ସଚନ”
ପରସର କରଥଲ କରଯୟକରତତ ଗଡ଼ ଧଇଦଲ ମଖୟମନତର : ଦବୟଙଗ ଆଦବସ ଯବକଙକ କରଯୟଳୟକ ଡ଼କ ଚରଚଚ କଲ ଶବରଜ ସ ଚହନ
କନକ ବ୍ୟୁରୋ : ପରିସ୍ରା କରିଥିଲେ କାର୍ଯ୍ୟକର୍ତ୍ତା, ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ । ଦିବ୍ୟାଙ୍ଗ ଆଦିବାସୀ ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡ଼ାକି ଚର୍ଚ୍ଚା କଲେ ଶିବରାଜ ସିଂ ଚୌହାନ । ସୂଚନାନୁସାରେ, ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିଲା ପ୍ରବେଶ ଶୁକ୍ଲା । ସେହି ବ୍ୟକ୍ତିଙ୍କୁ ଘରକୁ ନିମନ୍ତ୍ରଣ କରି ପାଦ ଧୋଇ ମୁଣ୍ଡରେ ଲଗାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହ୍ୱାନ । ନିଜ ହାତରେ ଖାଦ୍ୟ ଖୁଆଇବା ସହ ପରିବାରକୁ ଆର୍ଥିକ ସହାୟତା ଦେବାକୁContinue reading “ପରସର କରଥଲ କରଯୟକରତତ ଗଡ଼ ଧଇଦଲ ମଖୟମନତର : ଦବୟଙଗ ଆଦବସ ଯବକଙକ କରଯୟଳୟକ ଡ଼କ ଚରଚଚ କଲ ଶବରଜ ସ ଚହନ”
ଆସଲ ଚଳତ ବରଷର ଯକତଦଇ ପରଥମ କଟ ଅଫ ମରକ : କଳ ବଜଞନ ଓ ବଣଜୟର ଆଗର ରଭନସ
କନକ ବ୍ୟୁରୋ : ଆସିଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା । ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦%, କଳାରେ ୮୦ % ସହ ରେଭେନ୍ସା ଆଗରେ ରହିଛି । ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % । ୮୯% କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି । କଳା ଓ ବାଣିଜ୍ୟରେ ରାଉରକେଲାContinue reading “ଆସଲ ଚଳତ ବରଷର ଯକତଦଇ ପରଥମ କଟ ଅଫ ମରକ : କଳ ବଜଞନ ଓ ବଣଜୟର ଆଗର ରଭନସ”