କନକ ବ୍ୟୁରୋ : ଅଜିତ ପାୱାର ଓ ଶରଦ ପାୱାରଙ୍କ କ୍ୟାମ୍ପ ମଧ୍ୟରେ ଏବେ ପୋଷ୍ଟର ୱାର ଆରମ୍ଭ ହୋଇଛି । ଗତକାଲି ଉଭୟ ନେତା ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ଦିଲ୍ଲୀରେ ଏହି ବୈଠକ ହେବ, ଏଥିପାଇଁ ଶରଦ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଏହି ବୈଠକ ପୂର୍ବରୁ ଦିଲ୍ଲୀର ଏନସିପି ପାର୍ଟି ଅଫିସ ସାମ୍ନାରେ ବାହୁବଳୀ ଫିଲ୍ମର ପୋଷ୍ଟର ଲଗାଯାଇଛି ।Continue reading “ପୱରଙକ ନଇ ପଷଟର ୱର ଏନସପର ଦଲଲ କରଯୟଳୟର ଲଗଲ ବହବଳ ଷଟଇଲ ପଷଟର ଅଜତଙକ ଗଦଦର ଦରଶଇଛନତ ଶରଦଙକ ସମରଥକ”
Tag Archives: News
ଭମସର ମଡକଲର ଖଣଡଯଦଧ ଘଟଣ : ତଦନତ ପଇ ଗଠନ ହଲ ଜଣଆ ଟମ; ଦନ ଭତର ରପରଟ ଦବକ ନରଦଦଶ
କନକ ବ୍ୟୁରୋ : ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣାରେ ଗଠନ ହେଲା ତଦନ୍ତ ଟିମ୍ । ୪ ଜଣିଆ ତଦନ୍ତ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ୩ ଦିନ ଭିତରେ ରିପୋର୍ଟ ଦେବେ ବୋଲି ଭିମସାର ନିର୍ଦ୍ଦେଶକ ବର୍ଷା ଟୁଡୁ ସୂଚନା ଦେଇଛନ୍ତି । ତଦନ୍ତ କମିଟିର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଭିମସାର ନିର୍ଦ୍ଦେଶକ । ସେପଟେ ଭାଇରାଲ ଭିଡିଓ ଆଧାରରେ ତଦନ୍ତକୁ ଆଗକୁ ବଢାଇଛି ପୋଲିସ । ମଙ୍ଗଳବାରContinue reading “ଭମସର ମଡକଲର ଖଣଡଯଦଧ ଘଟଣ : ତଦନତ ପଇ ଗଠନ ହଲ ଜଣଆ ଟମ; ଦନ ଭତର ରପରଟ ଦବକ ନରଦଦଶ”
ହକ ପରତମରତତ ପର ଭଙଗଲ ପଚର : ସମନୟ ବରଷର ଭଷଡ଼ଲ ଫଟର ପଚର ମସ ତଳ ହଇଥଲ ନରମଣ ନମନମନର କମକ ନଇ ଉଠଲ ପରଶନ
କନକ ବ୍ୟୁରୋ : ହକି ଷ୍ଟାଚ୍ୟୁ ପରେ ଭାଙ୍ଗିଲା ପାଚେରୀ । ହକି ବିଶ୍ୱକପ୍ ପାଇଁ ରାଉରକେଲା ସହରରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବେ ଭାଙ୍ଗିବାରେ ଲାଗିଛି । ନିକଟରେ ଷ୍ଟାଚ୍ୟୁ ଭାଙ୍ଗି ଯାଇଥିବା ବେଲେ ଏବେ ପାଚେରି ଭାଙ୍ଗି ମାଟିରେ ମିଶି ଯାଇଛି । ଗତକାଲି ସଂଧ୍ୟାରେ ହୋଇଥିବା ସାମାନ୍ୟ ବର୍ଷା ପ୍ରଭାବରେ ହକି ଷ୍ଟାଚ୍ୟୁ ଠାରୁ ମାତ୍ର ୫୦ ମିଟର ଦୂରତାରେ ଥିବା ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରି ଭାଙ୍ଗିଯାଇଛି ।Continue reading “ହକ ପରତମରତତ ପର ଭଙଗଲ ପଚର : ସମନୟ ବରଷର ଭଷଡ଼ଲ ଫଟର ପଚର ମସ ତଳ ହଇଥଲ ନରମଣ ନମନମନର କମକ ନଇ ଉଠଲ ପରଶନ”
ଘଣଟ ପର ନୟଗଡ଼ ଷଟସନ ଛଡ଼ଲ ସବ ଏକସପରସ : ଯନତରକ ତରଟ ପଇ ଅଟକ ରହଥଲ ଟରନ
କନକ ବ୍ୟୁରୋ : ଦୁଇ ଘଣ୍ଟା ପରେ ନୟାଗଡ଼ ଷ୍ଟେସନ ଛାଡ଼ିଲା ସେବା ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ରହିଥିଲା ଟ୍ରେନ । ମରାମତି ପରେ ସ୍ୱାଭାବିକ ହୋଇଥିଲା ଟ୍ରେନ ଚଳାଚଳ । ୬ଟା ୪୫ରେ ଟ୍ରେନ ଛାଡ଼ିବା ସମୟ ଥିବା ବେଳେ ଗଡ଼ିନଥିଲା ଟ୍ରେନ । ୨ ଘଣ୍ଟା ଧରି ୫୦୦ରୁ ଅଧିକ ଯାତ୍ରୀ ଅପେକ୍ଷା କରି ରହିଥିଲେ । ଦୀର୍ଘ ସମୟ ପରେ ଟ୍ରେନ୍ ଷ୍ଟାର୍ଟ ନହେବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାରContinue reading “ଘଣଟ ପର ନୟଗଡ଼ ଷଟସନ ଛଡ଼ଲ ସବ ଏକସପରସ : ଯନତରକ ତରଟ ପଇ ଅଟକ ରହଥଲ ଟରନ”
ଟ- ସରଜର ରଙକଙକ ମଳଲନ ସଥନ ସସଆଲ ମଡ଼ଆର ବସସଆଇ ଉପର ବରଷଲ କରକଟପରମ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳୀଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ତେବେ ଏହି ଟିମରେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିନାହିଁ । ଯାହାକୁ ନେଇ କ୍ରିକେଟ ପ୍ରଂଶସକ ନିରାଶ ହୋଇଛନ୍ତି । କାରଣ ଆଇପିଏଲରେ ରିଙ୍କୁ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଟିମରେ ତାଙ୍କୁ ସ୍ଥାନ ନ ମିଳିବା ଅନେକ କ୍ରିକେଟପ୍ରେମୀଙ୍କୁ ଚକିତ କରିଛିContinue reading “ଟ- ସରଜର ରଙକଙକ ମଳଲନ ସଥନ ସସଆଲ ମଡ଼ଆର ବସସଆଇ ଉପର ବରଷଲ କରକଟପରମ”
ଏମସର ଭଇ ସବକଙକ ମତୟ : ତଳଧୱଜ ରଥ ଦଉଡ ଛଣଡବର ହଇଥଲ ଗରତର
କନକ ବ୍ୟୁରୋ : ବାହୁଡାରେ ଦଉଡି ଛିଡି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ନକୁଳ ଭୋଇଙ୍କ ମୃତ୍ୟୁ ହୋଇଛି । ଏମ୍ସ ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ । ତାଳଧ୍ୱଜ ରଥ ଦଉଡି ଛିଣ୍ଡିବାରୁ ଗୁରୁତର ହୋଇଥିଲେ । ତାଳଧ୍ବଜ ରଥର ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ । ମାତ୍ର ତାଳଧ୍ବଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ଫଳରେContinue reading “ଏମସର ଭଇ ସବକଙକ ମତୟ : ତଳଧୱଜ ରଥ ଦଉଡ ଛଣଡବର ହଇଥଲ ଗରତର”
ଗହଟର ଆଜ ବଜପର ଗରତୱପରଣଣ ବଠକ : ଶହ ଦବ ଗରମନତର ଯଗଦବ ଓଡଶ ବଜପ ସଭପତ ମନମହନ ସମଲ
କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ବାଜି ମାରିବାକୁ ଗୌହାଟୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ରାଜ୍ୟଗୁଡ଼ିକରେ ଡବଲ ଇଂଜିନ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ତିନୋଟି ଜେନରେ ଏହି ବୈଠକ ହେଉଛି । ଏଥିରେ ଗୁରୁମନ୍ତ୍ର ଦେବେ ବିଜେପିର ଚାଣକ୍ୟ । ୨୪ରେ ଡବଲ୍ ଇଂଜିନ ସରକାର ଗଠନ ପାଇଁ ଉଦ୍ୟମ କରୁଛି ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତContinue reading “ଗହଟର ଆଜ ବଜପର ଗରତୱପରଣଣ ବଠକ : ଶହ ଦବ ଗରମନତର ଯଗଦବ ଓଡଶ ବଜପ ସଭପତ ମନମହନ ସମଲ”
ଫରଥଲ ନଖଜ ଛତର ପଟହଲ ଗଡ : ଟଟଲଗଡର ଉଦଧର କର ଫରବ ବଳ ଦରଘଟଣଗରସତ
କନକ ବ୍ୟୁରୋ : ବାରଙ୍ଗରୁ ନିଖୋଜ ୨ ନାବାଳକଙ୍କୁ ଟିଟଲାଗଡ଼ରୁ ଉଦ୍ଧାର କରି ଫେରୁଥିବା ବେଳେ ନୟାଗଡ଼ର ବାଣିଗୋଛା ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଗାଡ଼ି । ଅନ୍ୟ ଏକ କାର ସହ ଚନ୍ଦକା ପୋଲିସର ଫର୍ଚୁନର କାର ଧକ୍କା ହୋଇଛି । ଫଳରେ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଅସିଛନ୍ତି ପୋଲିସ କର୍ମୀ । ହେଲେ ଏହି ଦୁର୍ଘଟଣାରେ ସାମାନ୍ୟ ହୋଇଛନ୍ତି ପୋଲିସ କର୍ମଚାରୀ । ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ରContinue reading “ଫରଥଲ ନଖଜ ଛତର ପଟହଲ ଗଡ : ଟଟଲଗଡର ଉଦଧର କର ଫରବ ବଳ ଦରଘଟଣଗରସତ”
ଉପରମଣଡର ବରଷ ପର ହରକଦକ ଆସଛ ଅଧକ ପଣ : ବଦୟତ ଉତପଦନ ପଇ ଛଡ଼ଯଉଛ ଅଧକ ପଣ; ଦର ହବ ରଜୟର ବଜଳ ସଙକଟ
କନକ ବ୍ୟୁରୋ : ଉପର ମୁଣ୍ଡରେ ବର୍ଷା ଓ କଲମାର ଗେଟ୍ ଖୋଲିବା ଯୋଗୁ ମହାନଦୀରେ ହୀରାକୁଦକୁ ଆସୁଛି ଅଧିକ ପାଣି । ଜଳଭଣ୍ଡାର ପତନ ଏବେ ୬୦୫.୫୪ ଫୁଟ୍ ରହିଛି । ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଛଡ଼ାଯାଉଛି ଅଧିକ ପାଣି । ଯାହା ଦ୍ୱାରା ଜଳ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ମେ’ ଓ ଜୁନ୍ ମାସରେ ଜଳ ଅଭାବରୁ ବିଦ୍ୟୁତ୍ ଉତ୍ପାଦନ କମିଥିଲା । ଅଣମୌସୁମୀ ସମୟରେ ଖରାଦିନେContinue reading “ଉପରମଣଡର ବରଷ ପର ହରକଦକ ଆସଛ ଅଧକ ପଣ : ବଦୟତ ଉତପଦନ ପଇ ଛଡ଼ଯଉଛ ଅଧକ ପଣ; ଦର ହବ ରଜୟର ବଜଳ ସଙକଟ”
ମହଳଙକ ବଲର ଚର କରନଲ ଅଢଇ ଲକଷ ଟଙକର ଟମଟ ଥନର ମମଲ ରଜ
କନକ ବ୍ୟୁରୋ: ଏବେ ବଜାରରେ ଟମୋଟୋ ଦର ଶୁଣିଲେ ଡର ଲାଗୁଛି । ଟମାଟୋ କିଣି ବେପାର କରିବାକୁ ବି ଡରୁଛନ୍ତି ବେପାରୀ । ଏଭଳି ସମୟରେ କର୍ଣ୍ଣାଟକରୁ ଆସିଛି ଏକ ଅଜବ ଖବର । ଏଠିକାର ଜଣେ ମହିଳା ଚାଷୀଙ୍କ ବିଲରୁ ଲକ୍ଷଲକ୍ଷ ଟଙ୍କାର ଟମାଟୋ ଚୋରୀ କରିନେଇଛନ୍ତି ଚୋର । ଫଳରେ ମହିଳା ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । ଜୁଲାଇ ୪ ତାରିଖ ରାତିରେ ହାସନ ଜିଲ୍ଲାରେ ଥିବା ତାଙ୍କ ଚାଷ ଜମିରୁ ଅଢ଼େଇContinue reading “ମହଳଙକ ବଲର ଚର କରନଲ ଅଢଇ ଲକଷ ଟଙକର ଟମଟ ଥନର ମମଲ ରଜ”