କନକ ବ୍ୟୁରୋ: ବିହାରରେ ସପ୍ତାହେ ଧରି ଚାଲିଛି ମୂଷଳ ବର୍ଷା । ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଅଧିକ ମୃତ୍ୟୁ ବିହାର ରୋହତାସ ଜିଲ୍ଲାରେ ହୋଇଛି । କେବଳ ରୋହତାସରେ ୫ଜଣଙ୍କ ମୃତ୍ୟୁ ହୋଇଛି । ରୋହତାସ ବ୍ୟତୀତ ଖଗଡିୟା, କଟିହାର, ଗୟା, ଜହାନାବାଦ, କୈମୁର, ବକ୍ସର ଏବଂ ଭାଗଲପୁରେ ମୋଟ ୧୦ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ବଜ୍ରପାତରେ ୯ଜଣଙ୍କ ପ୍ରାଣContinue reading “ବଜରପତ ନଲ ଜବନ: ବହରର ବରଷ ସହ ବଜରପତ ବତପତ”
Tag Archives: News
ଡକ କରମଚରଙକ ମତଦହ ଉଦଧର : ଦନ ଧର ନଖଜ ଥଲ ପ. ସନତଷ କମର
କନକ ବ୍ୟୁରୋ : ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । କୋଲାବ ନଦୀରୁ ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି । ୨ଦିନ ଧରି ପି. ସନ୍ତୋଷ କୁମାର ନିଖୋଜ ଥିଲେ । ସେମିଳିଗୁଡା ଡାକ ବିଭାଗରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ସବୁଦିନ ଭଳି ମଙ୍ଗଳବାର ମଧ୍ୟ ସନ୍ତୋଷ ସେମିଲିଗୁଡା ପୋଷ୍ଟ ଅଫିସକୁ ନିଜ ସ୍କୁଟି ଧରି ଘରୁ ବାହାରିଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଅଫିସକୁ ଫୋନ କରିଥିଲେ,Continue reading “ଡକ କରମଚରଙକ ମତଦହ ଉଦଧର : ଦନ ଧର ନଖଜ ଥଲ ପ. ସନତଷ କମର”
ମ ଇସତଫ ଦଉନହ ହଲ ଜଣଛ ଏକଥ କଏ ପରଚର କରଛ: ବଠକର ଏଭଳ କହଲ ମଖୟମନତର ଏକନଥ ସନଦ
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ରାଜନୀତି ସରଗରମ ରହିଛି । ଅଜିତ୍ ପାୱାର ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ସ୍ଥିତି ଆହୁରି ଜଟିଳ ହୋଇପଡିଛି । ଏହାପରେ ବୈଠକ ପରେ ବୈଠକ ହେଉଛି । ବୁଧବାର ଉଭୟ ଏନସିପି ମୁଖ୍ୟ ଶରଦ ପାୱାର ଓ ଅଜିତ୍ ପାୱାର ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ନିଜ ବିଧାୟକ ମାନଙ୍କର ଏକ ବୈଠକ ଡକାଇଥିଲେ । ବୈଠକରେ ସିନ୍ଦେ ସଫା ସଫାContinue reading “ମ ଇସତଫ ଦଉନହ ହଲ ଜଣଛ ଏକଥ କଏ ପରଚର କରଛ: ବଠକର ଏଭଳ କହଲ ମଖୟମନତର ଏକନଥ ସନଦ”
ପଣ ରଜରସତକ ଓହଲଇଲ ଚଟଫଣଡ ଜମକର : ଜଲଲପଳଙକ ଅଫସ ସମମଖର ବକଷଭ ପରଦରଶନ
କନକ ବ୍ୟୁରୋ : ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚିଟଫଣ୍ଡ ଜମାକାରୀ । କ୍ଷୁଦ୍ର ଓ ବୃହତ ନିର୍ବିଶେଷରେ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଇବା ଦାବିରେ ସୁନ୍ଦରଗଡରେ ଆର୍ଥିକ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା । ସ୍ଥାନୀୟ ନାରୀକଲ୍ୟାଣ କେନ୍ଦ୍ର ଠାରୁ ଏକ ବିଶାଳ ରାଲି ବାହାରିଥିଲା । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନେContinue reading “ପଣ ରଜରସତକ ଓହଲଇଲ ଚଟଫଣଡ ଜମକର : ଜଲଲପଳଙକ ଅଫସ ସମମଖର ବକଷଭ ପରଦରଶନ”
ପଦନପର ପଞଚୟତର ସମକଷ କଲ ସର ରଉତରୟ : ଲକଙକ ସବ ପଇ ଚକର ଛଡ ରଜନତର ଯଗ ଦଇଥବ ସରପଞଚଙକ ପରଶସ
କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ପଦନାପୁର ପଞ୍ଚାୟତ ସମୀକ୍ଷା ବୈଠକରେ ସାମିଲ ହୋଇ ସମୀକ୍ଷା କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଏହି ଅବସରରେ ଲୋକଙ୍କ ସେବା କରିବା ପାଇଁ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ସରପଞ୍ଚ ଅହଲ୍ୟା ନାୟକଙ୍କୁ ପ୍ରଶଂସା କରିଛନ୍ତି ଜଟଣୀ ବିଧାୟକ । ମୋଟା ଅଙ୍କର ଦରମା ଥିବା ଚାକିରୀ ଛାଡି ଅହଲ୍ୟା ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢି ସରପଞ୍ଚ ହୋଇଛନ୍ତି । ସମୀକ୍ଷାContinue reading “ପଦନପର ପଞଚୟତର ସମକଷ କଲ ସର ରଉତରୟ : ଲକଙକ ସବ ପଇ ଚକର ଛଡ ରଜନତର ଯଗ ଦଇଥବ ସରପଞଚଙକ ପରଶସ”
ଆଜ ଆସବ ପରଥମ କଟ ଅଫ ମରକ : କଲଠ ନମ ଲଖଇ ପରବ ମରଟ ଲଷଟର ସଥନ ପଇଥବ ଛତରଛତର
କନକ ବ୍ୟୁରୋ : ଆଜି ବାହାରିବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା । ୨ହଜାର ୧୫୮ଟିContinue reading “ଆଜ ଆସବ ପରଥମ କଟ ଅଫ ମରକ : କଲଠ ନମ ଲଖଇ ପରବ ମରଟ ଲଷଟର ସଥନ ପଇଥବ ଛତରଛତର”
ଭଇ ନହ ତ ସ ଭଗବନ ଦବୟଙଗ ଭଉଣର ସବ ପଇ ଘର ଛଡଲ ଜବନ ଥବ ଯଏ ସବ କରବକ ପରତଶରତ
କନକ ବ୍ୟୁରୋ: ଆମକୁ କେହି ପଚାରିଲେ ପଚାରନ୍ତୁ ନହେଲେ ନାହିଁ । ତୋ ପାଇଁ ପରା ମୁଁ ଅଛି । ମୋତେ ଯେତେ କଷ୍ଟ ହେଉ ପଛେ ମୋ ଆଖିରୁ ଟିକେବି ଦୂରେଇବି ନାହିଁ । ଜୀବନ ଥିବା ଯାଏଁ ତୋ ସେବା କରୁଥିବି । ଏ ଦୃଶ୍ୟ ଦେଖିବା ସହ ଜଣେ ବୃଦ୍ଧା ଭଉଣୀ ପାଇଁ ବୟସ୍କ ଭାଇର କୋହଭରା କେଇପଦ କଥା ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ସ୍ୱାର୍ଥ ସର୍ବସ୍ୱContinue reading “ଭଇ ନହ ତ ସ ଭଗବନ ଦବୟଙଗ ଭଉଣର ସବ ପଇ ଘର ଛଡଲ ଜବନ ଥବ ଯଏ ସବ କରବକ ପରତଶରତ”
ଅଟକ ରହଛ ସବ ଏକସପରସ : ଯନତରକ ତରଟ ପଇ ଚଲପରନ ଟରନ; ଫସଲ ର ଅଧକ ଯତର
କନକ ବ୍ୟୁରୋ : ନୟାଗଡ଼ ଷ୍ଟେସନରେ ଷ୍ଟାର୍ଟ ନେଉନି ସେବା ଏକ୍ସପ୍ରେସ୍ । ୬ଟା ୪୫ରେ ଟ୍ରେନ୍ ଛାଡ଼ିବାର ଥିଲା ହେଲେ ୮ଟା ପରେ ବି ଛାଡ଼ିନି ଏହି ଏକ୍ସପ୍ରେସ୍ । ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରୁଛନ୍ତି । ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି । ଟିକେଟ କ୍ୟାନସେଲେସନ ପାଇଁ ଷ୍ଟେସନ ମାଷ୍ଟର ରାଜି ହେଉନଥିବା ଅଭିଯୋଗ ହୋଇଛି । ନୟାଗଡ଼ରୁ ଭୁବନେଶ୍ୱର ଯାଉଥିଲା ଏହି ଏକ୍ସପ୍ରେସ୍Continue reading “ଅଟକ ରହଛ ସବ ଏକସପରସ : ଯନତରକ ତରଟ ପଇ ଚଲପରନ ଟରନ; ଫସଲ ର ଅଧକ ଯତର”
ଦୱତୟ ଦନର ଡଏନ ହମସ ପର.ଲର ରଡ : ଜଣ କରମଚରଙକ ଆୟକର ଅଧକରଙକ ପଚରଉଚର; ଗତକଲ ଜବତ ହଇଥଲ କଟ
କନକ ବ୍ୟୁରୋ : ରାଜଧାନୀରେ ଚାଲିଛି ବଡ଼ ଧରଣର ଆଇଟି ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଦ୍ୱିତୀୟ ଦିନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି । ୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ଗତକାଲି ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା ।Continue reading “ଦୱତୟ ଦନର ଡଏନ ହମସ ପର.ଲର ରଡ : ଜଣ କରମଚରଙକ ଆୟକର ଅଧକରଙକ ପଚରଉଚର; ଗତକଲ ଜବତ ହଇଥଲ କଟ”
ମସମ ବରଷ ଆରମଭର ଦଶର ଅଧକଶ ରଜୟର ବନୟ : କରଳର ରସତ ପଲଟଛ ନଦ ଗରଗରମର ଗଳର ଭସଛ ଡଙଗ
କନକ ବ୍ୟୁରୋ : ମୈାସୁମୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଦେଖାଦେଇଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାସ୍ତାଘାଟ, ଘରବାଡ଼ି ସବୁଆଡ଼େ ପାଣି ଭରି ରହିଥିବାବେଳେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଦିଲ୍ଲୀ ନିକଟ ଗୁରୁଗ୍ରାମ ଏହି ବନ୍ୟାସ୍ଥିତି । ସବୁଆଡ଼େ ପାଣି ଘେରି ରହିଛି । ଜଣେ ଲୋକ କିପରି ଛୋଟ ବୋଟଟିଏ ଧରି ରାସ୍ତା ଉପରେ ଯାଉଛି । ଦୀର୍ଘଦିନ ଧରି ବନ୍ୟାContinue reading “ମସମ ବରଷ ଆରମଭର ଦଶର ଅଧକଶ ରଜୟର ବନୟ : କରଳର ରସତ ପଲଟଛ ନଦ ଗରଗରମର ଗଳର ଭସଛ ଡଙଗ”