କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଘାଟଗୁଡା କେରାଣ୍ଡି ନଦୀକୁ ଡେଇଁ ଡାକ କର୍ମଚାରୀଙ୍କ ଆତ୍ମହତ୍ୟା ସନ୍ଦେହ । ଘଟଣାସ୍ଥଳରେ ପୋଲିସ ଉପସ୍ଥିତିରେ ଓଡ୍ରାଫ ଟିମ୍ ସହ ଅଗ୍ନିଶମବାହିନୀ ଖୋଜାଖୋଜି କରିଛନ୍ତି । କିନ୍ତୁ ନିଖୋଜ ବ୍ୟକ୍ତଙ୍କ ପତ୍ତା ମିଳିନାହିଁ । କୋରାପୁଟ ସହର ଗାନ୍ଧିନଗରରେ ରହୁଥିବା ପି ସନ୍ତୋଷ କୁମାରଙ୍କ ସ୍କୁଟି ପୋଲ ଉପରୁ ଉଦ୍ଧାର ହୋଇଛି । ହେଲେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ତେଣୁ ପୋଲ ଉପରେ ସେ କେରାଣ୍ଡି ନଦୀକୁContinue reading “ନଦକ ଡଇ ଡକ କରମଚରଙକ ଆତମହତୟ ସନଦହ : କଲବ ପଲ ଉପର ସକଟ ଉଦଧର”
Tag Archives: News
ଜଷଟସ ଶଭଶଷ ତଳପତର ହବ ଓଡ଼ଶ ହଇକରଟର ମଖୟ ବଚରପତ : ନ ସପରଶ କଲ ସପରମକରଟ କଲଜୟମ
କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟକୁ ମିଳିବେ ନୂଆ ମୁଖ୍ୟ ବିଚାରପତି । ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛି ସୁପ୍ରିମକୋର୍ଟ କଲିଜିୟମ୍ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ଏସ୍ ମୁରଲୀଧ ଆସନ୍ତା ମାସରେ ଅବସର ନେବେ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଓଡ଼ିଶାContinue reading “ଜଷଟସ ଶଭଶଷ ତଳପତର ହବ ଓଡ଼ଶ ହଇକରଟର ମଖୟ ବଚରପତ : ନ ସପରଶ କଲ ସପରମକରଟ କଲଜୟମ”
ୱଷଟଇଣଡଜ ବପକଷ ଟ- ସରଜ ପଇ ଦଳ ଘଷଣ : ରହତ ବରଟଙକ ବଶରମ; ପଣଡୟ କୟପଟନ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିରୋଧରେ ୫ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଉପ-ଅଧିନାୟକ ଭାବେ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ । ସବୁଠୁ ବଡ଼ କଥା ହେଉଛି, ଯୁବ କ୍ରିକେଟର୍ ତିଲକ ବର୍ମାଙ୍କୁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଟେଷ୍ଟ ଓ ଦିନିକିଆContinue reading “ୱଷଟଇଣଡଜ ବପକଷ ଟ- ସରଜ ପଇ ଦଳ ଘଷଣ : ରହତ ବରଟଙକ ବଶରମ; ପଣଡୟ କୟପଟନ”
ଆଜଠ ଓଜଇଇ କଉନସଲ ଆରମଭ : ଟ ପରଯୟୟର ହବ ସଟ ଆଲଟମଣଟ; ଅଗଷଟ ସଦଧ ସରବ ନମଲଖ ପରକରୟ
କନକ ବ୍ୟୁରୋ : ଆଜିଠାରୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ, ବିଆର୍କିଟେକ, ଇଣ୍ଟିଗ୍ରେଟେଡ ଏମଏସସି ଆଦି ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ କାଉନସେଲିଂ ଆରମ୍ଭ ହେବ । ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ପୂର୍ବାହ୍ନ ୧୧ଟାରୁ ରୢାଙ୍କକାର୍ଡଧାରୀ ପ୍ରାର୍ଥୀମାନେ ନାମ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ । ୧୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଚଏସ୍Continue reading “ଆଜଠ ଓଜଇଇ କଉନସଲ ଆରମଭ : ଟ ପରଯୟୟର ହବ ସଟ ଆଲଟମଣଟ; ଅଗଷଟ ସଦଧ ସରବ ନମଲଖ ପରକରୟ”
ମହରଷଟରର ଏନସପ ଦଖଲ ଲଢଇ ଜରଦର : ସଖୟ ଖଳର ଅଜତଙକଠର ପଛର ପଡବ ପର ଆଜ ରଷଟରୟ କରଯୟକରଣ ବଠକ ଡକଲ ଶରଦ ପୱର
କନକ ବ୍ୟୁରୋ : ଏନସିପି ଦଖଲ ନେଇ ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଛି । ଅଜିତ ପାୱାରଙ୍କ ଆକ୍ରମଣ ଓ ଶରଦଙ୍କ ପାଲଟା ଜବାବକୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସଂଖ୍ୟା ଖେଳରେ ଅଜିତ ପାୱାରଙ୍କ ଠାରୁ ବୁଧବାର ମାତ୍ ଖାଇବା ପରେ ଆଜି ଦିଲ୍ଲୀରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପାଓକ୍ୱାର ବହୁ ଗୁରୁତ୍ୱପ୍ରୂ୍ଣ୍ଣContinue reading “ମହରଷଟରର ଏନସପ ଦଖଲ ଲଢଇ ଜରଦର : ସଖୟ ଖଳର ଅଜତଙକଠର ପଛର ପଡବ ପର ଆଜ ରଷଟରୟ କରଯୟକରଣ ବଠକ ଡକଲ ଶରଦ ପୱର”
ଲଢ଼ଇ ପଇ ସମରସଜଜ : ନରବଚନର ବହ ପରବର ଉଭୟ ବଜଡ ଓ ବଜପର ପରସତତ; ଫକସର ଓଡ଼ଶ
କନକ ବ୍ୟୁରୋ : ୨୪ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଓଡ଼ିଶାର ଦୁଇ ପ୍ରତିଦ୍ୱନ୍ଦ୍ୱୀ । ନିର୍ବାଚନର ବହୁ ପୂର୍ବରୁ ଉଭୟ ବିଜେଡି ଓ ବିଜେପି ଆଗାମୀ ନିର୍ବଚନୀ ପାଇଁ ଖସଡ଼ା ପ୍ରସ୍ତୁତ କରିବା ପ୍ରକିୟା ଆରମ୍ଭ କରିଛନ୍ତି । ଆଜି ଯୁବ ବିଜେଡି କାର୍ଯ୍ୟକାରିଣୀ ହେଉଥିବା ବେଳେ ୧୪ ତାରିଖରେ ହେବ ଛାତ୍ର କାର୍ଯ୍ୟକାରିଣୀ । ନବୀନ ସରକାର ଏବଂ ଭୋଟରଙ୍କ ମଧ୍ୟରେ ଥିବା ଯୋଗସୂତ୍ରକୁ ଆହୁରି ମଜବୁତ କରିବା ପାଇଁ ଏଥିରେContinue reading “ଲଢ଼ଇ ପଇ ସମରସଜଜ : ନରବଚନର ବହ ପରବର ଉଭୟ ବଜଡ ଓ ବଜପର ପରସତତ; ଫକସର ଓଡ଼ଶ”
ବଙଗପସଗରର ସକରୟ ଘରଣଣବଳୟ : ପରଭବର ଆଜଠ ବଢବ ବରଷ; ଜଲଲକ ୟଲ ୱରଣଣ ଜର
କନକ ବ୍ୟୁରୋ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ଓଡ଼ିଶାରେ ମୌସୁମୀ ସ୍ୱାଭାବିକ ହେବ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ସକାଳୁ ଆସନ୍ତାକାଲି ସକାଳ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,Continue reading “ବଙଗପସଗରର ସକରୟ ଘରଣଣବଳୟ : ପରଭବର ଆଜଠ ବଢବ ବରଷ; ଜଲଲକ ୟଲ ୱରଣଣ ଜର”
ଘଟର ଖସଲ ଯତରବହ ବସ ମତ : ଗରତରଙକ ମଡକଲର ଭରତତ
କନକ ବ୍ୟୁରୋ : ଆମେରିକାର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଘାଟିରୁ ଯାତ୍ରୀବାହୀ ବସ୍ ଖସି ପଡିବାରୁ ୨୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ୧୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଓକ୍ସାକାର ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଏବଂ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟପାଳ ବିଭିନ୍ନ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ଘଟର ଖସଲ ଯତରବହ ବସ ମତ : ଗରତରଙକ ମଡକଲର ଭରତତ”
ୱଷଟଇଣଡଜ ବପକଷ ଟ- ପଇ ଘଷଣ ହଲ ଭରତୟ ଦଳ: ଜଣନତ କହକ ମଳଲ ସଯଗ
କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ ଚୟନ କରାଯାଇଛି । ଏହି ସିରିଜରେ ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ ।Continue reading “ୱଷଟଇଣଡଜ ବପକଷ ଟ- ପଇ ଘଷଣ ହଲ ଭରତୟ ଦଳ: ଜଣନତ କହକ ମଳଲ ସଯଗ”
ଦଲଲ ତସ ହଜର କରଟ ପରସରର ଫଟଲ ଗଳ ଉଗର ରପ ନଲ ଦଇ ଓକଲ ଗଷଠଙକ କଳ
କନକ ବ୍ୟୁରୋ : ଦିଲ୍ଲୀ ତିସ୍ ହଜାରୀ କୋର୍ଟ ପରିସରରେ ଆଜି ଲଙ୍କାକାଣ୍ଡ ହୋଇଛି । ଓକିଲମାନଙ୍କ ଦୁଇଗୋଷ୍ଠୀ ମଧ୍ୟରେ କଳି ଏବେ ବିବାଦ ଭିତରକୁ ଚାଲିଯାଇଥିଲା କି କୋର୍ଟ ପରିସରରେ ଦିନ ଦ୍ୱିପ୍ରହରେ ଗୁଳି ଚଳାଇଥିଲେ ଗୋଟିଏ ଗୋଷ୍ଠୀ । ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ କୈାଣସି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଏହା ଭୟଙ୍କର ରୂପ ନେଇଛି । ଶିକ୍ଷିତ ଓକିଲମାନେ କିପରି ଅସାମଜିକ ବ୍ୟକ୍ତିଙ୍କ ପରି କୋର୍ଟ ପରିସରରେ ଗୁଳିଚାଳନା କରିଛନ୍ତିContinue reading “ଦଲଲ ତସ ହଜର କରଟ ପରସରର ଫଟଲ ଗଳ ଉଗର ରପ ନଲ ଦଇ ଓକଲ ଗଷଠଙକ କଳ”