କନକ ବ୍ୟୁରୋ : ଦଳିତ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତ ପ୍ରବେଶ ଶୁକ୍ଲାକୁ ଗିରଫ କରାଯାଇଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନଏସଏ ବା ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅଭିଯୁକ୍ତ ଘରକୁ ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ଘର ଉପରେ ବୁଲଡୋଜର ଚଢାଇContinue reading “ଦଳତଙକ ଉପର ପରସର କର ବନଧ ହଲ ମଧୟପରଦଶର ପରଭଶ ଶକଳ କରଯୟନଷଠନ ଗରହଣ କର ବଲଡଜର ଚଢଇ ଅଭଯକତଙକ ଘରକ ମଟର ମଶଇଲ ସଥନୟ ପରଶସନ”
Tag Archives: News
ମସମ ବରଷ ଆରମଭର ଦଶର ଅଧକଶ ଜଲଲର ବନୟ କରଳର ରସତ ପଲଟଛ ନଦ ଗରଗରମର ଗଳର ଭସଛ ଡଙଗ
କନକ ବ୍ୟୁରୋ : ମୈାସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଦେଖାଦେଇଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାସ୍ତାଘାଟ, ଘରବାଡ଼ି ସବୁଆଡ଼େ ପାଣି ଭରି ରହିଥିବାବେଳେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନଜର ପକାନ୍ତୁ ଗୁରୁ ଗାଁର ଏହି ବନ୍ୟାସ୍ଥିତି ଉପରେ । ସବୁଆଡ଼େ ପାଣି ଘେରିରହିଛି । ଜଣେ ଲୋକ କିପରି ଛୋଟ ବୋଟ୍ଟିଏ ଧରି ଚାରିଆଡ଼େ ଗତି କରୁଛି । ଦୀର୍ଘଦିନ ଧରି ବନ୍ୟାContinue reading “ମସମ ବରଷ ଆରମଭର ଦଶର ଅଧକଶ ଜଲଲର ବନୟ କରଳର ରସତ ପଲଟଛ ନଦ ଗରଗରମର ଗଳର ଭସଛ ଡଙଗ”
ଜନ ମସର ରଜୟର ପରତଶତ ନଅଟଆ ବରଷ: ଜନ ର ଜଲଇ ତରଖ ମଧୟର ସୱଭବକ ତଳନର ପରତଶତ କମ ବରଷ
କନକ ବ୍ୟୁରୋ: ଆଷାଢ ଯାଇ ଶ୍ରାବଣ ଆସିଲା , କିନ୍ତୁ ବର୍ଷାର ଦେଖାନାହିଁ । ମୌସୁମୀ ଲୁଚକାଳି ଖେଳୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଦୁର୍ବଳ ମୌସୁମୀ ଯୋଗୁଁ ବର୍ଷା ଦିନେ କାଁ ଭାଁ ବର୍ଷା ହେଉଛି । ଫଳରେ ଚାଷ କାମ ଠପ୍ ହୋଇଯାଇଛି । ଖରାରେ ତଳି ପୋଡି ନଷ୍ଟ ହୋଇଗଲାଣି । ତେବେ ଆସନ୍ତାକାଲି ଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅକ୍ଷୟContinue reading “ଜନ ମସର ରଜୟର ପରତଶତ ନଅଟଆ ବରଷ: ଜନ ର ଜଲଇ ତରଖ ମଧୟର ସୱଭବକ ତଳନର ପରତଶତ କମ ବରଷ”
ପରବ ଦରର ଲଗଲ ନଆ ଅଦ କଜକ ଶହ ଟଙକ ଟଙକ କଲର ମଳଛ ରସଣ ସପଟ ନଲ ଆଖ ଦଖଉଛ ଟମଟ
କନକ ବ୍ୟୁରୋ : ଆପଣ ବଜାରକୁ ଯାଉଛନ୍ତି । ଚିନ୍ତା କରୁଛନ୍ତି ବ୍ୟାଗ ଭର୍ତି ପନିପରିବା କିଣିବେ । ହୁଏତ ଯେତିକି ଟଙ୍କା ପକେଟରେ ରହିଛି ସେତିକିରେ ସବୁ କିଛି ହୋଇଯିବ । କିନ୍ତୁ ଏବେ ଏହି କଥା କେବଳ କଥାରେ ରହିଯାଉଛି । କାରଣ ପରିବା ବଜାରରେ ଲାଗିଛି ଦରଦାମ ବୃଦ୍ଧିର ନିଆଁ। ହଠାତ ପନିପରିବା ଦର ଏମିତି ବଢିଛି ଯେ ସାଧାରଣ ଗ୍ରାହକଙ୍କଠୁ ନେଇ ବ୍ୟବସାୟୀ, ଖାଉଟି ଓ ହୋଟେଲ ବ୍ୟବସାୟୀଙ୍କ ମୁଣ୍ଡରେ ଭାଲେଣିContinue reading “ପରବ ଦରର ଲଗଲ ନଆ ଅଦ କଜକ ଶହ ଟଙକ ଟଙକ କଲର ମଳଛ ରସଣ ସପଟ ନଲ ଆଖ ଦଖଉଛ ଟମଟ”
ବରଲ ମଡକଲ ଗଣଡଗଳ ପଛର କଏ? ଏମକସଜ ଛତରଙକ ବସ ଭତରକ କଏ ଛଡଥଲ ଧଆ?
କନକ ବ୍ୟୁରୋ: ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନିନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ଏତଲା ରୁଜୁ ହୋଇଛି । ୫ ଛାତ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ । ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନିନିର୍ବାପକContinue reading “ବରଲ ମଡକଲ ଗଣଡଗଳ ପଛର କଏ? ଏମକସଜ ଛତରଙକ ବସ ଭତରକ କଏ ଛଡଥଲ ଧଆ?”
ସରଳ ଉପୟ ଆପଣଇଲ ଟଙକର ମଳପରବ ଗଟଏ ଲଟର ପଟରଲ ଗରମନତର ଦଇ ଇଥନଲ ଓ ବଦୟତ ଚଳତ ଗଡ ବୟବହର ଉପର ଗରତୱ ଦଲ କନଦରମନତର ନତନ ଗଡ଼କର
କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଘାଇଲା କରୁଛି ମହଙ୍ଗାମାଡ଼ । ପେଟ୍ରୋଲ ଲିଟରପିଛା ଶହେରୁ ଅଧିକ ଟଙ୍କା ଦେଇ କିଣିବା ଜନତାଙ୍କ ପକେଟକୁ ଭାରି ପଡୁଛି । ଏବେ କେମିତି ଏଥିରୁ ତ୍ରାହୀ ମିଳିବ ତାର ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକରୀ । ସରଳ ଉପାୟ ଆପଣାଇଲେ ଲିଟର ପେଟ୍ରୋଲ ୧୫ଟଙ୍କାରେ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଇଥାନଲ ଓ ବିଦ୍ୟୁତ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପContinue reading “ସରଳ ଉପୟ ଆପଣଇଲ ଟଙକର ମଳପରବ ଗଟଏ ଲଟର ପଟରଲ ଗରମନତର ଦଇ ଇଥନଲ ଓ ବଦୟତ ଚଳତ ଗଡ ବୟବହର ଉପର ଗରତୱ ଦଲ କନଦରମନତର ନତନ ଗଡ଼କର”
ବନ କରମଚରଙକ ମଳଲ ବଳ: ଏଣକ ଆତମରକଷ ପଇ ଗଳ ଚଳଇପରବ ବନ କରମଚର
କନକ ବ୍ୟୁରୋ: ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ପ୍ରଶ୍ନ ଉଠୁଛି, ସରକାର ତ ଅନୁମତି ଦେଲେ, କିନ୍ତୁ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ତାଲିମ ଠିକ ସମୟରେ ଦିଆଯିବ ତContinue reading “ବନ କରମଚରଙକ ମଳଲ ବଳ: ଏଣକ ଆତମରକଷ ପଇ ଗଳ ଚଳଇପରବ ବନ କରମଚର”
ମହରଷଟର ମହନଟକ ଭତର ବହର ରଜନତର ହଲଚଲ କରଣଣଟକର ବଜପ ଓ ଜଡଏସ ମଣଟ ଉପର ଖବ ଶଘର ବଜପର ମହର
କନକ ବ୍ୟୁରୋ : ଗୋଟେପଟେ ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଅନ୍ୟପଟେ ବିହାରରେ ଦେଖାଗଲାଣି ହଟଚମଟ । ବିହାରରେ ମହାରାଷ୍ଟ୍ର ସ୍ଥିତି ଦେଖାଯିବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଏବେ ଘାରିଛି ଦଳ ଭିତରେ ଫାଟ ଆଶଙ୍କା । ତେଣୁ ଲଗାତାର ୩ଦିନ ଭିତରେ ତିନିତିନିଥର ଦଳୀୟ ସାଂସଦ ଓ ବିଧାୟକଙ୍କୁ ନେଇ ନୀତିଶ ରୁଦ୍ଧଦ୍ୱାର ବୈଠକ କରିସାରିଲେଣି । ଏନେଇ ରାଜ୍ୟରାଜନୀତି ଚଳଚଂଚଳ ହୋଇପଡିିଛି । ବିହାରContinue reading “ମହରଷଟର ମହନଟକ ଭତର ବହର ରଜନତର ହଲଚଲ କରଣଣଟକର ବଜପ ଓ ଜଡଏସ ମଣଟ ଉପର ଖବ ଶଘର ବଜପର ମହର”
ସକଲ ଓ ଅଙଗନବଡ଼ କନଦରର ଛତର ଖସଲ ପଲଷଟର: ଅନଗଳ ଜଲଲ ଝଲମଣଡ ଓ ସନଦରଗଡ଼ ଜଲଲ ଲହଣପଡ଼ର ଆସଲ ଅଭବନୟ ଚତର
କନକ ବ୍ୟୁରୋ: ଅଳ୍ପକେ ବର୍ତିଗଲା କୁନି କୁନି ପିଲାଙ୍କ ଜୀବନ । ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀଙ୍କ ସମେତ ୫ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ହାଇସ୍କୁଲରେ ପିଲାଙ୍କ ଚିନ୍ତ ପାଲଟିଛି ଛାତରୁ ଖସୁଛି ପ୍ଲାଷ୍ଟର । ଏସବୁ ଭିତରେ ଖପ୍ରାଖୋଲରୁ ଆଜି ପ୍ରତିବାଦର ଅଦ୍ଭୁତ ଚିତ୍ର । ପ୍ଲାଷ୍ଟର ଖସିବା ଭୟରେ ହେଲମିଟ୍ ପିନ୍ଧିଲେ ରୋଗୀContinue reading “ସକଲ ଓ ଅଙଗନବଡ଼ କନଦରର ଛତର ଖସଲ ପଲଷଟର: ଅନଗଳ ଜଲଲ ଝଲମଣଡ ଓ ସନଦରଗଡ଼ ଜଲଲ ଲହଣପଡ଼ର ଆସଲ ଅଭବନୟ ଚତର”
ଭବନଶୱରର ନଖଜ ଟଟଲଗଡ଼ର ଠବ: ଚରଚଚର ଦଇ ସକଲ ଛତରଙକ ଅପହରଣ ଘଟଣ
କନକ ବ୍ୟୁରୋ: ରାଜଧାନୀରେ ହଜିଲେ, ଟିଟିଲାଗଡରେ ମିଳିଲେ । ଆଜି ଦିନସାରା ରାଜଧାନୀରେ ୨ ନାବାଳକ ଛାତ୍ର ନିଖୋଜ ହେବା ପରେ ଠାବ ହେବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା । ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଛାତ୍ର ନିଖୋଜContinue reading “ଭବନଶୱରର ନଖଜ ଟଟଲଗଡ଼ର ଠବ: ଚରଚଚର ଦଇ ସକଲ ଛତରଙକ ଅପହରଣ ଘଟଣ”