କନକ ବ୍ୟୁରୋ : ଏନସିପିର ଦୁଇ ଗୋଷ୍ଠୀ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଭିତରେ ସମସ୍ତଙ୍କ ଚକିତ କରି ଅଜିତ ପାୱାର ନିଜକୁ ଏନସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଅଜିତ କହିଛନ୍ତି ଜୁନ ୩୦ରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣି ବୈଠକ ବସିଥିଲା । ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା ଓ ତାଙ୍କୁ ନୂତନ ଅଧ୍ୟକ୍ଷଭାବେ ଚୟନ କରାଯାଇଛି । ଅଜିତ ପାୱରୀ ଗୋଷ୍ଟୀ ନିର୍ବାଚନ କମିଶନଙ୍କୁୁContinue reading “ମହରଷଟର ମହନଟକ ଭତର ନଜକ ଏନସପର ଅଧୟକଷ ଘଷଣ କଲ ଅଜତ ପୱର କହଲ ଶରଦଙକ ହଲଣ ବରଷ ଛଡନତ ରଜନତ”
Tag Archives: News
ଫଟ ପର ମମବଇର ପୱର ପରବରର ସମନତରଳର ପୱର ଶ ସମରଥକଙକ ନଇ ଭନନ ସଥନର ବଶଳ ସଭ କଲ ଶରଦ ଓ ଅଜତ ପୱର
କନକ ବ୍ୟୁରୋ : କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଯେଉଁ ଅସ୍ଥିରତା ଚାଲିଛି ବୁଧବାର ସେଥିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଦିନେ କାନ୍ଧରେ କାନ୍ଧ ମିଶାଇ ଏନସିପିର ମଙ୍ଗ ସମ୍ଭାଳିଥିବା ଶରଦ ପାୱାର ଓ ଅଜିତ ପାୱାର ଆଜି ନିଜ ସମର୍ଥନରେ ଥିବା ବିଧାୟକ. ସାଂସଦ, ପାର୍ଷଦ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ବୁଧବାର ଏକାସମୟରେ ଉଭୟ ଦାଦା ପୁତୁରା ବୈଠକ କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ଭୁଜବଲ ନଲେଜ ସିଟିରେContinue reading “ଫଟ ପର ମମବଇର ପୱର ପରବରର ସମନତରଳର ପୱର ଶ ସମରଥକଙକ ନଇ ଭନନ ସଥନର ବଶଳ ସଭ କଲ ଶରଦ ଓ ଅଜତ ପୱର”
ଗଟଏ ପଟ ଜର ରହଛ ସଚବଙକ ଗସତ ଅନୟପଟ ଚଲଛ ପରତବଦ: ବଦଧର ଫଇଭ-ଟ ସଚବଙକ ଗଡ଼କ କଗରସ କରମଙକ ଅଣଡମଡ଼
କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ୫-ଟି ସଚିବଙ୍କୁ ବିରୋଧ କରିଛି । କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ । ତେବେContinue reading “ଗଟଏ ପଟ ଜର ରହଛ ସଚବଙକ ଗସତ ଅନୟପଟ ଚଲଛ ପରତବଦ: ବଦଧର ଫଇଭ-ଟ ସଚବଙକ ଗଡ଼କ କଗରସ କରମଙକ ଅଣଡମଡ଼”
ପଇ ବଜପ ବଦଳଇଲ ଟରଗଟ: ମଶନ ର କ ଖସ ଆସଲ ଲକଷୟ
କନକ ବ୍ୟୁରୋ: ମିଶନ-୧୨୦ର ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ରାଜ୍ୟ ବିଜେପିର ଅଚାନକ ବଦଳିଗଲା ଟାର୍ଗେଟ । ୧୨୦ରୁ ବିଜେପି ଏବେ ୮୦କୁ ଚାଲିଆସିଛି । ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି ଯେ, ୨୦୨୪ରେ ରାଜ୍ୟ ବିଜେପିର ଟାର୍ଗେଟ ୧୨୦ ନୁହେଁ ୮୦ । ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସ ଏବଂ ଶାସକ ବିଜେଡି, ବିଜେପିକୁ ଟାର୍ଗେଟ କରିଛନ୍ତି । ମିଶନ୍ ୧୨୦ ନାରା ଦେଇ ୨୦୧୯ ନିର୍ବାଚନ ଲଢ଼ିଥିଲାContinue reading “ପଇ ବଜପ ବଦଳଇଲ ଟରଗଟ: ମଶନ ର କ ଖସ ଆସଲ ଲକଷୟ”
ଡଏନ ଗରପ ଉପର ଆୟକର ଚଢ଼ଉ: କରମଚରଙକ ଘର ନଗଦ କଟ ଟଙକ
କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ କରିଛି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦Continue reading “ଡଏନ ଗରପ ଉପର ଆୟକର ଚଢ଼ଉ: କରମଚରଙକ ଘର ନଗଦ କଟ ଟଙକ”
ରତନଭଣଡର ପରସଙଗର ହଇକରଟର ଶଣଣ: ଗଜପତ ଶରମନଦର ମଖୟ ପରଶସକ ଏଏସଆଇ ଡଜ ଓ ସପରଟଣଡଣଟଙକ ନଟସ
କନକ ବ୍ୟୁରୋ: ଏବେ ଆସିବା ପରବର୍ତୀ ଖବରକୁ । ହାଇକୋର୍ଟରେ ପଂହଚିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଆଉ ଆଜି ଏହାର ଶୁଣାଣି କରି ୪ଜଣଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏଏସଆଇ ଡିଜି, ଏଏସଆଇ ଅଧିକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।Continue reading “ରତନଭଣଡର ପରସଙଗର ହଇକରଟର ଶଣଣ: ଗଜପତ ଶରମନଦର ମଖୟ ପରଶସକ ଏଏସଆଇ ଡଜ ଓ ସପରଟଣଡଣଟଙକ ନଟସ”
ଅନଧରର ବତଛ ଦବୟଙଗଙକ ଦନ: ସହୟତ ଅପକଷର ପରବର
କନକ ବ୍ୟୁରୋ: ଢେଙ୍କାନାଳ ଜଗନ୍ନାଥପୁରର ଦିବ୍ୟାଙ୍ଗ ମହିଳା ମମିତା ମଲ୍ଲିକ । ଆଖିକୁ ଭଲ ଦିଶୁନାହିଁ । ଦୁଇ ପୁଅଙ୍କର ମଧ୍ୟ ସମାନ ଅବସ୍ଥା । ଅନ୍ୟର ସାହାରାରେ ଏମାନେ ବାଟ ଚାଲନ୍ତି । କିଛି ବର୍ଷ ତଳେ ସ୍ୱାମୀ ଘରୁ କେଉଁଆଡ଼େ ଚାଲିଯିବା ପରେ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି ମମିତା । ସରକାରୀ ସହାୟତା କହିଲେ ମମିତା ଓ ବଡ଼ ପୁଅକୁ ମିଳୁଛି ଭତା ଆଉ ଚାଉଳ । ସାନ ପୁଅ ସରକାରୀ ସହାୟତାରୁContinue reading “ଅନଧରର ବତଛ ଦବୟଙଗଙକ ଦନ: ସହୟତ ଅପକଷର ପରବର”
କଲରପତରଆ ବଘ ଶକର କର କଢ଼ନଲ ନଖ ଓ ଛଲ: କନଧମଳ ରଇକଆ ବନଞଚଳ ବରବ ଅଞଚଳର ବଘ ଶକର କର ଗରଫ
କନକ ବ୍ୟୁରୋ: କଲରାପତରିଆ ବାଘ ଶିକାର କରି ବାଘ ଦେହରୁ ନଖ ଓ ଛାଲ କାଢ଼ିନେଲେ ଦୁର୍ବୃତ । କନ୍ଧମାଳ ରାଇକିଆ ବନାଂଚଳ ବାରବା ଅଂଚଳରେ ବାଘ ଶିକାର କରି ୧୧ ଗିରଫ ହୋଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ଫୁଲବାଣୀ ଡିଏଫଓ । ଗିରଫ ହୋଇଥିବା ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଏନେଇ ରାଇକିଆ ବନାଂଚଳ କାର୍ଯ୍ୟାଳୟ ପରିସରରେ ସମ୍ବାଦିକ ସମ୍ମିଳନୀ କରି ସୂଚନାContinue reading “କଲରପତରଆ ବଘ ଶକର କର କଢ଼ନଲ ନଖ ଓ ଛଲ: କନଧମଳ ରଇକଆ ବନଞଚଳ ବରବ ଅଞଚଳର ବଘ ଶକର କର ଗରଫ”
ଏମତ ଭଇ ଜଗତ ନହ: ପରଣତ ବୟସର ବ ଭଉଣର ସବ କରଛ ଭଇ
କନକ ବ୍ୟୁରୋ: ନିଜ ହାତରେ ଭଉଣୀକୁ ଖୁଆଇ ଦେଉଛନ୍ତି । ମୁଣ୍ଡରେ ତେଲ ଲଗେଇ ଦେଉଛନ୍ତି । ଆଉ ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି । ଦୁହେଁ ପରିଣତ ବୟସରେ ଉପନୀତ । ତଥାପି ଭଉଣୀର ହାତ ଛାଡ଼ି ନାହାନ୍ତି ଭାଇ । ଏ ହେଉଛନ୍ତି ଗଜପତି ଜିଲ୍ଲା ରାଇଜୁକା ଗାଁର ବୃଦ୍ଧ ଭାଇ ଭଉଣୀ କାଶୀନାଥ ଓ ସୁଲକ୍ଷଣୀ । ବଡ଼ ଭଉଣୀର ବୟସ ୮୦ ଟପିଥିବା ବେଳେ ଭାଇର ବୟସ ୭୫ । ପ୍ରାୟContinue reading “ଏମତ ଭଇ ଜଗତ ନହ: ପରଣତ ବୟସର ବ ଭଉଣର ସବ କରଛ ଭଇ”
ଶରବଣର ଶଖଲ ପଡ଼ଛ ଚଷ ଜମ: ଖରଦଧର ପଣ ଅଭବର କଷତ ଫଟ ଆ କରଥବ ବଳ ଚନତର ପଡ଼ଛ ଚଷ
କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଅନୁକୂଳ ପରେ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ମାସ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ଖେଳ ଭିତରେ ଚାଷୀ ଦୁଇ ଦୁଇଥର ଧାନ ବୁଣି ନିରାଶ ହେଲାଣି । ବର୍ଷା ନହେବା କାରଣରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଅ, ଜଟଣୀ ଓ ଖୋର୍ଦ୍ଧା ବ୍ଲକର । ଶତକଡ଼ା ୮୦ ଭାଗ ଜମିରେContinue reading “ଶରବଣର ଶଖଲ ପଡ଼ଛ ଚଷ ଜମ: ଖରଦଧର ପଣ ଅଭବର କଷତ ଫଟ ଆ କରଥବ ବଳ ଚନତର ପଡ଼ଛ ଚଷ”