ବହ ଚରଚଚତ ତବରଜ ଅନସର ହତୟ ମମଲ : ବରଷ ପର ଅପରଧଙକ ବରଷ ଲଖଏ ଜଲ ଦଣଡ

କନକ ବ୍ୟୁରୋ : ଝାଡଖଣ୍ଡର ବହୁ ଚର୍ଚ୍ଚିତ ତବରେଜ ଅନସାରୀ ମାବଲଂଚିଙ୍ଗ ମାମଲାରେ ବୁଧବାର ଅପରାହ୍ନ ୪ଟା ବେଳେ ସରାୟକେଲା କୋର୍ଟ ରାୟ ଶୁଣାଇଛନ୍ତି । ସରାୟକେଲା କୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇପିସିର ଧାରା ୩୦୪ (କୌଣସି ଉର୍ଦ୍ଦେଶ୍ୟ ନଥାଇ ହତ୍ୟା) ମୁତାବକ ସମସ୍ତ ୧୦ ଅପରାଧୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୯ ଜୁନ ୧୮ ତାରିଖରେ ଘାତକିଡିହ ଠାରେ ଚୋରି କରିଥିବା ସନ୍ଦେହରେ ତବରେଜଙ୍କ ଉପରେContinue reading “ବହ ଚରଚଚତ ତବରଜ ଅନସର ହତୟ ମମଲ : ବରଷ ପର ଅପରଧଙକ ବରଷ ଲଖଏ ଜଲ ଦଣଡ”

ପରବ ଦରବଦଧକ ଛତର କଗରସର ବରଧଖଦୟ ଯଗଣ ମନତରଙକ ଘର ଉପରକ ଟମଟ ମଡ

କନକ ବ୍ୟୁରୋ : ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି । ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି । ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ ପରିବା ସାତ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜନୈତିକ ଦଳର କର୍ମୀମାନେ କେଉଁଠି ବେକରେ ପରିବା ମାଳ ପିନ୍ଧି ପ୍ରତିବାଦ କରୁଛନ୍ତି ତ କେଉଁଠି ଲୋକଙ୍କୁ ଶସ୍ତାରେ ପରିବା ବିକ୍ରି କରି ପ୍ରତିବାଦ କରୁଛନ୍ତି । ଏହିContinue reading “ପରବ ଦରବଦଧକ ଛତର କଗରସର ବରଧଖଦୟ ଯଗଣ ମନତରଙକ ଘର ଉପରକ ଟମଟ ମଡ”

ମହରଷଟର ରଜନତର ମହନଟକ ଶରଦ ପୱରଙକ ହଟଇ ଅଜତ ପୱର ନଆ ଏନସପ ଅଧୟକଷ ପଢନତ କଣ କହଲ ଶରଦ ପୱର?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୀତିର ମହାନାଟକ । ଉଭୟ ଅଜିତ୍ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଥିବାବେଳେ, ସେମାନଙ୍କ ଭିତରୁ କିଏ ଏନସିପି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଏହାରି ଭିତରେ ଉଭୟ ଗୋଷ୍ଠୀ ଆଜି ନିଜର ନିଜର ବୈଠକ ଡାକିଛନ୍ତି । ଯେଉଁଥିରେ ଅଜିତ ପାୱାରଙ୍କ ବୈଠକରେ ୩୧ ବିଧାୟକ ଏବଂ ୪ ଏମଏଲସି ଯୋଗ ଦେଇଥିବାବେଳେ, ଶରଦ ପାୱାରଙ୍କ ବୈଠକରେContinue reading “ମହରଷଟର ରଜନତର ମହନଟକ ଶରଦ ପୱରଙକ ହଟଇ ଅଜତ ପୱର ନଆ ଏନସପ ଅଧୟକଷ ପଢନତ କଣ କହଲ ଶରଦ ପୱର?”

ବଶୱସର ବଷ ଦଇ ଲଟ ନଲ ଟଙକ: ଡର ଖଲ ହଜରର ଅଧକ ଟଙକ ଲଟ

କନକ ବ୍ୟୁରୋ: ବିଶ୍ୱାସରେ ବିଷ । ଡ୍ର ଖୋଲି ଟଂକା ନେଇଗଲା ଯୁବକ । ଭୁବନେଶ୍ୱର ପାହାଳ ମାର୍କେଟରେ ଅଜିତ କୁମାର ସାହୁଙ୍କ ଦୋକାନ । ଅଜିତଙ୍କ ଦୋକାନକୁ ନୀଳ ଟି-ଶାର୍ଟ ପିନ୍ଧିଥିବା ଯୁବକ ଗତ ୧ମାସ ହେବ, ପ୍ରତିଦିନ ସଂଧ୍ୟା ୭ଟାରୁ ୮ଟା ଦୋକନକୁ ଆସିଥାନ୍ତି । ଧୀରେ ଧୀରେ ଅଜିତଙ୍କ ସହିତ ଯୁବକଙ୍କ ସଂପର୍କ ବଢ଼ିଥିଲା । କିନ୍ତୁ ଏହି ବିଶ୍ୱାସର ଫାଇଦା ଉଠାଇ ଏବେ ଲୁଟ୍ କରିଛି ଯୁବକ । ଯାହାର ଭିଜୁଆଲContinue reading “ବଶୱସର ବଷ ଦଇ ଲଟ ନଲ ଟଙକ: ଡର ଖଲ ହଜରର ଅଧକ ଟଙକ ଲଟ”

ଅଜତ ପୱର ସପଷଟ କଲ ନଜର ମତ କହଲ ମ ମହରଷଟରର ମଖୟମନତର ହବକ ଚହଛ କରଣ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଅଜିତ ପାୱାର ନିଜର ରାଜନୈତିକ ମହତ୍ୱାକାଂକ୍ଷା ଖୁଲାସା କରିଛନ୍ତି । ଅଜିତ ପାୱାର କହିଛନ୍ତି କି, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କାରଣ ଜନତାଙ୍କ କଲ୍ୟାଣ ପାଇଁ ତାଙ୍କ ପାଖରେ ଯେଉଁ ଯୋଜନା ରହିଛି ତାହାକୁ ଲାଗୁ କରିପାରିବି । ଏହି କ୍ରମରେ ସେ ଶରଦ ପାୱାରଙ୍କୁ ନିଜର ରାଜନୈତିକ ଗୁରୁ କହିବା ସହ ତାଙ୍କରContinue reading “ଅଜତ ପୱର ସପଷଟ କଲ ନଜର ମତ କହଲ ମ ମହରଷଟରର ମଖୟମନତର ହବକ ଚହଛ କରଣ”

ସରଟଫକଟ ବଦଳର ଟଙକ ମଗଥଲ ପରଧନଶକଷକ ଖବର ପରସରଣ ପର ନଲମବତ ହଲ ପରଧନଶକଷକ

କନକ ବ୍ୟୁରୋ: ମାଟ୍ରିକ ସାର୍ଟିଫିକେଟ୍ ବଦଳରେ ଟଙ୍କା ଆଦାୟ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳଧର ବେହେରା ନିଲମ୍ବିତ ହୋଇଛନ୍ତି । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳଧର ବେହେରା ପିଲାଙ୍କ ଠାରୁContinue reading “ସରଟଫକଟ ବଦଳର ଟଙକ ମଗଥଲ ପରଧନଶକଷକ ଖବର ପରସରଣ ପର ନଲମବତ ହଲ ପରଧନଶକଷକ”

ହୱଇଟ ହଉସର ଜବତ ହଇଥବ ଧଳପଉଡର କକନ ବଲ ପରମଣତ ବଇଡନଙକ ପଅ ହଣଟରଙକ ଉପର ସନଦହ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ରବିବାର ରାତିରେ କିଛି ଧଳା ପାଉଡର ଜବତ ହୋଇଥିଲା । ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର ଖବରକାଗଜ ‘ୱାସିଂଟନ ପୋଷ୍ଟ’ ମଙ୍ଗଳବାର ଦିନ ଖବର ଛାପିଛି । ଏହି ମାମଲାର ଯାଂଚ ଏବେ ସିକ୍ରେଟ୍ ସର୍ଭିସ ଟିମ କରୁଛି । ୩ ଦିନ ପୂର୍ବରୁ ଏହି ପାଉଡର ହ୍ୱାଇଟ୍ ହାଉସରContinue reading “ହୱଇଟ ହଉସର ଜବତ ହଇଥବ ଧଳପଉଡର କକନ ବଲ ପରମଣତ ବଇଡନଙକ ପଅ ହଣଟରଙକ ଉପର ସନଦହ”

ବନବଭଗ କରମଚରଙକ ମଳଲ ବଳ ଆତମରକଷ ପଇ ଚଳଇପରବ ଗଳ ରଜୟ ସରକର ଦଲ ଅନମତ

କନକ ବ୍ୟୁରୋ: ବନ କର୍ମଚାରୀଙ୍କୁ ମିଳିଲା ବଳ । ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ନିକଟରେ ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇଥିଲେ । ଏହାପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି ଓ ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଫରେଷ୍ଟ ଗାର୍ଡଠାରୁContinue reading “ବନବଭଗ କରମଚରଙକ ମଳଲ ବଳ ଆତମରକଷ ପଇ ଚଳଇପରବ ଗଳ ରଜୟ ସରକର ଦଲ ଅନମତ”

ଅଙଗନବଡ କନଦର ଛତର ଖସଲ ପଲଷଟର ଜଣ ଛତରଛତର ଓ ଜଣ ଦଦ ଆହତ

କନକ ବ୍ୟୁରୋ: ଅଙ୍ଗନବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତରୁ ପ୍ଲାଷ୍ଟର ଖସିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଅଙ୍ଗନବାଡି କେନ୍ଦ୍ରର ଜଣେ ଦିଦି ମଧ୍ୟ ଆହତ ହୋଇଛନ୍ତି । ତେବେ ଆଠମଲ୍ଲିକ ଝିଲ୍ଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରୁ ଏହି ଖବର ଆସିଛି । ତେବେ ଛାତରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀ ଆହତ ହେବା ପରେ ସମସ୍ତ ଆହତଙ୍କୁ ଠାକୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଘଟଣାContinue reading “ଅଙଗନବଡ କନଦର ଛତର ଖସଲ ପଲଷଟର ଜଣ ଛତରଛତର ଓ ଜଣ ଦଦ ଆହତ”

ବଦଧର ଫଇଭ-ଟ ସଚବଙକ ଗଡକ ଅଣଡମଡ: ପଲସ ଜଣଙକ ଉଠଇନଇଥବ ସଚନ

କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ବିରୋଧ କରିଛି । କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ । ବିଜେପି କର୍ମୀମାନେ ‘ପାଣ୍ଡିଆନContinue reading “ବଦଧର ଫଇଭ-ଟ ସଚବଙକ ଗଡକ ଅଣଡମଡ: ପଲସ ଜଣଙକ ଉଠଇନଇଥବ ସଚନ”

Design a site like this with WordPress.com
Get started