ବନଧକ ମନର ଲଟଥଲ ହଳ ଜତ ଏବ କରଟ ଶଣଇଲ ବରଷ ଜଲଦଣଡ

କନକ ବ୍ୟୁରୋ : ହରିଆଣା ରେବାଡି ଠାରେ ଥିବା ଏକ ଜୋତା ଦୋକାନରୁ ୪ ହଳ ଜୋତା ଚୋରି କରିଥିବା ଅଭିଯୋଗରେ ଲୁଟେରାଙ୍କୁ ୭ବର୍ଷ ଜେଲ ଦଣ୍ଡିରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ଜେଲ ଦଣ୍ଡ ନୁହେଁ ଅପରାଧୀଙ୍କ ଉପରେ କୋର୍ଟ ୪୧ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ସୂଚନା ମୁତାବକ ୨୦୨୧ ସେପ୍ଟେମ୍ବର ୧୨ ତାରିଖରେ ଜୋତା ଦୋକାନର ମାଲିକ ଅଶୋକ କୁମାର ରେବାଡି ମୋତି ଚୌକ ଠାରେ ଥିବା ନିଜର ଜୋତାContinue reading “ବନଧକ ମନର ଲଟଥଲ ହଳ ଜତ ଏବ କରଟ ଶଣଇଲ ବରଷ ଜଲଦଣଡ”

ବଡ ଚହର ଦଖଇ ବଡ଼ ଠକଇ ବଲଉଡ ଷଟର ଓ ବଜନସମୟନଙକ ଫଟ ଦଖଇ ଲଟଥଲ

କନକ ବ୍ୟୁରୋ: ବଡ଼ ଚେହେରା ଦେଖାଇ ବଡ଼ ଠକେଇ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଠକେଇର ହୋଇଛି ପର୍ଦ୍ଦାଫାସ । ଏହି ଲୁଟ୍ ଗ୍ୟାଙ୍ଗକୁ ଠାବ କରିଛି ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ । ଇଓଡବ୍ଲୁ ଏହି ଘଟଣାରେ ୧୪ଟି ଅଲଗା ଅଲଗା ଆକାଉଂଟରୁ ପ୍ରାୟ ୭୫ଲକ୍ଷ ଟଙ୍କା ଫ୍ରି୍ଜ୍ କରିଛି । ଏହି ଠକ ଗ୍ୟାଙ୍ଗ ଅନଲାଇନ୍ ପଞ୍ଜି ସ୍କିମ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ । ବିଶେଷକରି ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ, କ୍ରିକେଟର୍Continue reading “ବଡ ଚହର ଦଖଇ ବଡ଼ ଠକଇ ବଲଉଡ ଷଟର ଓ ବଜନସମୟନଙକ ଫଟ ଦଖଇ ଲଟଥଲ”

ରଜଧନର ନଖଜ ଦଇ ଛତର ଟଟଲଗଡର ଠବ ସକଲ ଯଇ ନଖଜ ହଇଥଲ ନଖଜ

କନକ ବ୍ୟୁରୋ: ମିଳିଲା ୨ ନାବାଳକ ଛାତ୍ର ନିଖୋଜଙ୍କ ଠିକଣା । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା । ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଏହି ଦୁଇ ଛାତ୍ର ରାଜଧାନୀର ମର୍ଣ୍ଣଂ ଗ୍ଲୋରି ଇଂଲିଶ ମିଡିୟମ ସ୍କୁଲର । ଛାତ୍ର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେContinue reading “ରଜଧନର ନଖଜ ଦଇ ଛତର ଟଟଲଗଡର ଠବ ସକଲ ଯଇ ନଖଜ ହଇଥଲ ନଖଜ”

ବଜପର ରଣନତକ ନଇ ବଜଡର ଜବବ ପରଶନତ କହଲ ଘରର ଚର କନଥ ଭତର ରଜନତର ଅଙକ କଷ ଯଏନ ଗ ଗହଳର ଲକଙକ ମନର ନବନ ରହଛନତ

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ବିଜେପିର ମିଶନ ୮୦+ ଟାର୍ଗେଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି । ବିଜେପି ଦଳ ଓଡ଼ିଶା ରାଜନୀତିକୁ ଅନେକ ଡାଏଲଗ ଦେଇଛନ୍ତି । କିନ୍ତୁ ଗାଁ ଗହଳିକୁ ବିଜେପି ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକଙ୍କ ମନରେ ଗୋଟିଏ କଥା ଦେଖିବାକୁ ପାଉଛନ୍ତି ତାହା ହେଉଛି ନବୀନ ପଟ୍ଟନାୟକ ।Continue reading “ବଜପର ରଣନତକ ନଇ ବଜଡର ଜବବ ପରଶନତ କହଲ ଘରର ଚର କନଥ ଭତର ରଜନତର ଅଙକ କଷ ଯଏନ ଗ ଗହଳର ଲକଙକ ମନର ନବନ ରହଛନତ”

ବଜପର ମଶନ କ ନଇ ତରଙକ ଜବବ ମଦନର ଫଟବଲ ଫଙଗ ହବ ଲଢଇ ହବ ଯହର ଦମ ସଏ ଜତବ

କନକ ବ୍ୟୁରୋ : ୨୦୨୪ ପାଇଁ ବିଜେପିର ଟାର୍ଗେଟ ୮୦+ ଥିବା କହିବା ପରେ ତେଜିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା । ଅଥାର୍ତ ବିଜେପିର ଟାର୍ଗେଟ ବୋଲି କିଛି ନାହିଁ । ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦ । ମାତ୍ର ୧୪୭ଟି ଆସନ, ସେଥିରେ ପୁଣି ଏତେ ଆସନରContinue reading “ବଜପର ମଶନ କ ନଇ ତରଙକ ଜବବ ମଦନର ଫଟବଲ ଫଙଗ ହବ ଲଢଇ ହବ ଯହର ଦମ ସଏ ଜତବ”

ମହରଷଟର ସରକରର ଅଜତ ପୱର ଗଷଠ ଯଗଦବକ ସହଜର ଗରହଣ କରପରନହନତ ସନଦ ଗଷଠ ମନତର କହଲ ଆମ ନତଙକ ଭତର ବଢଛ ଅସନତଷ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏନସିପିର ବିଦ୍ରୋହୀ ନେତା ଅଜିତ୍ ପାୱାର ତାଙ୍କ ସମର୍ଥିତ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫର୍ଡନାଭିସଙ୍କ ସରକାରରେ ଯୋଗ ଦେଇଛନ୍ତି । ଏହି କ୍ରମରେ ଅଜିତ ପାୱାର ୫ମ ଥର ପାଇଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇସାରିଛନ୍ତି । ଏସବୁ ଭିତରେ ଶିବସେନା (ସିନ୍ଦେ ଗୋଷ୍ଠୀ)ର ନେତା ସଂଜୟ ଶିରସାଟଙ୍କ ବୟାନ ଏବେ ସମସ୍ତଙ୍କୁContinue reading “ମହରଷଟର ସରକରର ଅଜତ ପୱର ଗଷଠ ଯଗଦବକ ସହଜର ଗରହଣ କରପରନହନତ ସନଦ ଗଷଠ ମନତର କହଲ ଆମ ନତଙକ ଭତର ବଢଛ ଅସନତଷ”

ଡକତର ଛତରଙକ ଗଣଡଗଳ ଘଟଣ : ବସ ଭତରକ ଛଡ଼ ଦଲ ଧଆ; ଅଣନଶୱସ ହଇ ଚତକର କରଥଲ ଏମକସଜ ଛତର ଭଡଓ ଆଧରର ତଦନତ

କନକ ବ୍ୟୁରୋ : ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନି ନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ଡିନ୍ ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ଏତଲା ରୁଜୁ ହୋଇଛି । ୫ ଛାତ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ । ସମ୍ବଲପୁର ଏସପି ମୁକେଶ ଭାମୁ ଭାଇରାଲ ଭିଡିଓ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯାଉଛି ବୋଲିContinue reading “ଡକତର ଛତରଙକ ଗଣଡଗଳ ଘଟଣ : ବସ ଭତରକ ଛଡ଼ ଦଲ ଧଆ; ଅଣନଶୱସ ହଇ ଚତକର କରଥଲ ଏମକସଜ ଛତର ଭଡଓ ଆଧରର ତଦନତ”

ଜନସଭର ନତନ ଗଡକରଙକ ବଡ ଦବ କହଲ ଆଗମ ଦନର ଟଙକର ମଳବ ପଟରଲ

କନକ ବ୍ୟୁରୋ : ୨୦୧୪ ରୁ ୨୦୨୩ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ହୋଇଛି । ଏହାକୁ ନେଇ ବିରୋଧୀମାନେ ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏସବୁ ଭିତରେ ନୀତିନ ଗଡକରୀଙ୍କ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଗଡକରୀ କହିଛନ୍ତି କି, ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଲିଟର ପ୍ରତି ୧୫ ଟଙ୍କାରେ ମିଳିବ । କେନ୍ଦ୍ର ସଡକ ଓ ପରିବହନContinue reading “ଜନସଭର ନତନ ଗଡକରଙକ ବଡ ଦବ କହଲ ଆଗମ ଦନର ଟଙକର ମଳବ ପଟରଲ”

ପବଜର ପରମ ପଗଳ କଲ ପରମକ ପଲଙକ ସହ ଭରତ ଆସଲ ପରମକ ପରମକ ପଖର ପହଞଚବ ପର

କନକ ବ୍ୟୁରୋ : ପ୍ରେମ । କେତେବେଳେ ଆଉ କାହା ସହ ହୋଇଥାଏ ତାହା ଜଣାପଡ଼ିନଥାଏ । ପ୍ରେମ କେବେ ଦେଖେନାହିଁ ଜାତି କି ଧର୍ମ ଦେଖେନାହିଁ ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ମାତ୍ର ଅଢ଼େଇ ଅକ୍ଷରର ଏହି ଶବ୍ଦ ଭିତରେ ଭରି ରହିଛି ଅନେକ ମହତ୍ୱ । ଯିଏ ପ୍ରେମ କରିଛି କେବଳ ସେ ହିଁ ଜାଣିଛି ପ୍ରେମ କ’ଣ । କିନ୍ତୁ ଯେତେବେଳେ ଭାରତ ପାକିସ୍ତାନContinue reading “ପବଜର ପରମ ପଗଳ କଲ ପରମକ ପଲଙକ ସହ ଭରତ ଆସଲ ପରମକ ପରମକ ପଖର ପହଞଚବ ପର”

ଅଜବ ଗର ଗଜବ ନୟମ ଏମତ ଗ ଯଉଠ ସମସତଙକ ଘରର କବଟ ରଙଗ ସବଜ ଗର ଅଜବ ପରମପର ଶଣଲ ହଇଯବ ଚକତ

କନକ ବ୍ୟୁରୋ : ଏଭଳି ଗାଁ ଯେଉଁଠି ଆପଣ ପଶିଲେ କାହାଘର କେଉଁଟା ଜାଣିବା ଅସମ୍ଭବ । ଗାଁର ସମସ୍ତଙ୍କ ଘରର କବାଟ ସମାନ ରଙ୍ଗର ଅଥବା ସବୁଜ ହୋଇଥାଏ । ଏହି ଗାଁର ଏଭଳି ପରମ୍ପରା ରହିଛି କି, ଲୋକେ ଚାହିଁଲେ ମଧ୍ୟ ବଦଳାଇ ପାରିବେ ନାହିଁ । କାହଁକି ନାଁ ଏହା ପଛର ଅନେକ କାରଣମାନ ଲୁଚି ରହିଲେ । ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏଭଳି ଅନେକ ଗାଁContinue reading “ଅଜବ ଗର ଗଜବ ନୟମ ଏମତ ଗ ଯଉଠ ସମସତଙକ ଘରର କବଟ ରଙଗ ସବଜ ଗର ଅଜବ ପରମପର ଶଣଲ ହଇଯବ ଚକତ”

Design a site like this with WordPress.com
Get started