ପଇ ବଦଳଲ ବଜପର ଟରଗଟ ସରକର ଗଢବକ ମଶନ ଲକଷୟ ନଇ ଦଳ ଆଗକ ବଢଥବ କହଲ ବଧୟକ

କନକ ବ୍ୟୁରୋ : ୨୪ ପାଇଁ ଟାର୍ଗେଟ ବଦଳାଇଲା ବିଜେପି । ଗତଥର ମିଶନ ୧୨୦ର ନାରା ଦେଇଥିବା ବିଜେପି ୨୦୨୪ ପାଇଁ ଟାର୍ଗେଟ ରଖିଛି ୮୦+ । ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା କହିଛନ୍ତି ବିଧାୟକ ବୁଦ୍ଧାନ ମୁର୍ମୁ । ବୁଦ୍ଧାନ କହିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନ ଲାଗି ବିଜେପିର ଯୋଜନା ଆରମ୍ଭ ହୋଇସାରିଲାଣି । ବିଜେପି ସୁନିଶ୍ଚିତ ଓଡିଶାରେ ସରକାରContinue reading “ପଇ ବଦଳଲ ବଜପର ଟରଗଟ ସରକର ଗଢବକ ମଶନ ଲକଷୟ ନଇ ଦଳ ଆଗକ ବଢଥବ କହଲ ବଧୟକ”

ହଇକରଟର ଶରମନଦର ରତନଭଣଡର ମମଲର ଶଣଣ : ଜଣଙକ ନଟସ କଲ ଉଚଚ ନୟୟଳୟ

କନକ ବ୍ୟୁରୋ : ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି । ୪ଜଣଙ୍କୁ ନୋଟିସ କଲେ ଉଚ୍ଚ ନ୍ୟାୟାଳୟ । ଏଏସଆଇ ଡିଜି, ଏଏସଆଇ ଅଧିକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରତ୍ନଭଣ୍ଡାର ଖୋଲିବା ଓContinue reading “ହଇକରଟର ଶରମନଦର ରତନଭଣଡର ମମଲର ଶଣଣ : ଜଣଙକ ନଟସ କଲ ଉଚଚ ନୟୟଳୟ”

ହଜର ଟଙକ ଲଞଚ ନଇ ଫସଲ ଆରଆଇ : ଭଜଲନସ ଟରପର କମତ ଧରପଡ଼ଲ ସମନକ ଆସଲ ଚତର

କନକ ବ୍ୟୁରୋ : କେମିତି ହୁଏ ଭିଜିଲାନ୍ସ ଟ୍ରାପ ? ଟଙ୍କା ନେବା ବେଳେ କେମିତି ଧରାପଡନ୍ତି ଲାଞ୍ଚୁଆ ଅଧିକାରୀ ? ତାର ପୂରା ଚିତ୍ର ଆପଣଙ୍କ ସାମ୍ନାରେ ଅଛି । ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ମାଲକାନଗିରି ତହସିଲ ସିଦ୍ଧିମାଳ ଆରଆଇ ସୀମାଞ୍ଚଳ ସାହୁ । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯେଉଁ ଟଙ୍କାରେ ପୂର୍ବରୁ କେମିକାଲ ମିଶାଇଥିଲେ ଭିଜିଲାନ୍ସ ଅଧିକାରୀ । ଆରଆଇ ସୀମାଞ୍ଚଳContinue reading “ହଜର ଟଙକ ଲଞଚ ନଇ ଫସଲ ଆରଆଇ : ଭଜଲନସ ଟରପର କମତ ଧରପଡ଼ଲ ସମନକ ଆସଲ ଚତର”

ରଜୟର ଜଲଲର ବରଷ : ଆଞଚଳକ ପଣପଗ କନଦର ପକଷର ସଚନ

କନକ ବ୍ୟୁରୋ : ରାଜ୍ୟରେ ୧୦ ଜିଲ୍ଲାରେ ବର୍ଷା । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି । ତେଣୁ ବର୍ଷାର ବିସ୍ତୃତି ବଢିବ । ଆଜିଠୁ ୪ ଦିନ ବର୍ଷାରContinue reading “ରଜୟର ଜଲଲର ବରଷ : ଆଞଚଳକ ପଣପଗ କନଦର ପକଷର ସଚନ”

ରଜଧନର ଜଣ ଦଶମ ଶରଣ ଛତର ନଖଜ : ଚନଦକ ଥନର ଅଭଯଗ କଲ ଅଭଭବକ

କନକ ବ୍ୟୁରୋ : ୨ ନାବାଳକ ଛାତ୍ର ନିଖୋଜ । ରାଜଧାନୀର ଏକ ଘରୋଇ ସ୍କୁଲର ଛାତ୍ର ନିଖୋଜ ହୋଇଛନ୍ତି । ଗତକାଲି ଦଶମ ଶ୍ରେଣୀର ଛାତ୍ର ପୃଥ୍ୱିରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ରାତି ହୋଇଗଲା ପଛେ କିନ୍ତୁ ଘରକୁ ଫେରିନଥିଲେ । ପିଲା ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜି ଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା । ଏହା ପରେ ଦୁଇContinue reading “ରଜଧନର ଜଣ ଦଶମ ଶରଣ ଛତର ନଖଜ : ଚନଦକ ଥନର ଅଭଯଗ କଲ ଅଭଭବକ”

ଖଲବ କ ଶରମନଦର ରତନଭଣଡର ? ଆଜ ଶଣଣ କରବ ହଇକରଟ

କନକ ବ୍ୟୁରୋ : ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ରହିଛି । ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ । କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକାContinue reading “ଖଲବ କ ଶରମନଦର ରତନଭଣଡର ? ଆଜ ଶଣଣ କରବ ହଇକରଟ”

ରଜଧନର ବଡ଼ ଧରଣର ରଡ : ବୟବସୟକ ପରତଷଠନ ଡଏନ ହମସର ଆଇଟ ରଡ; ସଥନର ଚଢ଼ଉ

କନକ ବ୍ୟୁରୋ : ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉContinue reading “ରଜଧନର ବଡ଼ ଧରଣର ରଡ : ବୟବସୟକ ପରତଷଠନ ଡଏନ ହମସର ଆଇଟ ରଡ; ସଥନର ଚଢ଼ଉ”

ଆଦବସ ଯବକଙକ ଉପର ପରରସର କରଥବ ଅଭଯକତଙକ ଘର ଚଲବ ବଲଡଜର ରଜୟ ଗହମନତରଙକ ଘଷଣ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସିଦ୍ଧିରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଏହା ପୂର୍ବରୁ ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ଗିରଫ କରାଯାଇସାରିଛି । ସୂଚନା ମୁତାବକ, ବିଜେପି ବିଧାୟକ କେଦାରନାଥ ଶୁକ୍ଳା ଜଣେ ଆଦିବାସୀ ଯୁବକଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା କ୍ୟାମେରାରେ ଉତ୍ତୋଳିତ ଦୃଶ୍ୟରେContinue reading “ଆଦବସ ଯବକଙକ ଉପର ପରରସର କରଥବ ଅଭଯକତଙକ ଘର ଚଲବ ବଲଡଜର ରଜୟ ଗହମନତରଙକ ଘଷଣ”

ଅଜତଙକ ସମରଥନ ଦଇଥବ ବଧୟକ ଏବ ଶରଦଙକ କୟମପର କହଲ ଜଣନଥଲ କହକ ନଆଯଉଥଲ ଦସତଖତ?

କନକ ବ୍ୟୁରୋ : ସମୟ ଯେତେ ଗଡୁଛି, ମହାରାଷ୍ଟ୍ର ରାଜନୀତି ସେତେ ଉଷ୍ମ ହେଉଛି । ଆଜି ଉଭୟ ଶରଦ ଓ ଅଜିତ ନିଜର ପାୱାର ଦେଖାଇବେ । ଯେଉଁଥିପାଇଁ ନିଜ ସମର୍ଥକଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଉଭୟ ନେତା । କିନ୍ତୁ ଏହା ଭିତରେ ଅଜିତଙ୍କ ଶପଥଗ୍ରହଣରେ ସାମିଲ ଥିବା ଦୁଇ ବିଧାୟକ ପଟ୍ଟ ପରିବର୍ତ୍ତନ କରି ଶରଦଙ୍କ କ୍ୟାମ୍ପରେ ପହଞ୍ଚିଛନ୍ତି । ଏହି ଦୁଇ ବିଧାୟକ କହିଛନ୍ତି, ଆମକୁ ଜଣାନଥିଲା ଯେ କେଉଁContinue reading “ଅଜତଙକ ସମରଥନ ଦଇଥବ ବଧୟକ ଏବ ଶରଦଙକ କୟମପର କହଲ ଜଣନଥଲ କହକ ନଆଯଉଥଲ ଦସତଖତ?”

ଆଦବସ ଯବକଙକ ଉପର ପରସର କରବ ପଡଲ ମହଙଗ : ଗରଫ ହଲ ବଜପ ପରତନଧ ପରବଶ ଶକଳ

କନକ ବ୍ୟୁରୋ : ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିବା କଥା ପୁଲିସ କହିଛି । ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଥିଲେ । ଶେଷରେ ରାତି ୨ଟା ବେଳେ ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପିContinue reading “ଆଦବସ ଯବକଙକ ଉପର ପରସର କରବ ପଡଲ ମହଙଗ : ଗରଫ ହଲ ବଜପ ପରତନଧ ପରବଶ ଶକଳ”

Design a site like this with WordPress.com
Get started