ଭଡଓ ଗମ ଖଳ ଲକଷପତ ବରଷର ଯବକଙକ ନଇ ସବଠ ଚରଚଚ

କନକ ବ୍ୟୁରୋ : ମୋବାଇଲ୍, ଭିଡିଓ ଗେମ୍ ଆଦି ଜିନିଷରେ ଆଜିର ଯୁବପୀଢିଙ୍କ ଋଚି ବଢିବାରେ ଲାଗିଛି । ଆଜିକାଲି ପିଲା ଆଉ ବାହାରେ କ୍ରିକେଟ୍, ବାସକେଟ୍ ବଲି, ଫୁଟବଲ୍ କି ଭଲିବଲ୍ ଖେଳିବାକୁ ପସନ୍ଦ କରୁନାହାନ୍ତି । ଘରେ ବସି ମୋବାଇଲରେ ଗେମ୍ ଖେଳିବାକୁ ପସନ୍ଦ କରୁନ୍ତି । ଯାହାକି ପିଲାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି । ଆଉ ବାପା ମାଆଙ୍କ ଚିନ୍ତା ବଢୁଛି । କିନ୍ତୁ ବର୍ତ୍ତମାନ ଏପରି ଏକ ଖବରContinue reading “ଭଡଓ ଗମ ଖଳ ଲକଷପତ ବରଷର ଯବକଙକ ନଇ ସବଠ ଚରଚଚ”

ଓଭରବରଜ ଉପର ଦରଘଟଣ : ବସ ମହମହ ଧକକ; ଉଭୟ ଗଡ଼ର ଡରଇଭର ଗରତର ର ଅଧକ ଯତର ଆହତ

କନକ ବ୍ୟୁରୋ : ବାଲେଶ୍ୱର ତାମୁଳିଆ ଓଭର ବ୍ରିଜରେ ଦୁର୍ଘଟଣା । ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବାରିପଦାରୁ ଆସୁଥିବା ଅଜୟ ବସର ଡ୍ରାଇଭର ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଓଭରବ୍ରିଜରେ ଅନେକ ଟର୍ଣ୍ଣିଂ ରହିଛି । ଯାହା ଗାଡି ଚାଳକଙ୍କୁ ଅପରପଟୁ କିଏ ଆସୁଛି ଜଣାପଡୁନି । ତେଣୁContinue reading “ଓଭରବରଜ ଉପର ଦରଘଟଣ : ବସ ମହମହ ଧକକ; ଉଭୟ ଗଡ଼ର ଡରଇଭର ଗରତର ର ଅଧକ ଯତର ଆହତ”

ବଦଧ ଜଲଲ ଗସତର ଫଇଭ ଟ ସଚବ ଭ.କ ପଣଡଆନ : ବଜପର ବରଧ କଳପତକ ପରଦରଶନ ସହ ଗ ବୟକ ନର

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ପୁଣି ବିରୋଧ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବ ଗାଁରେ ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିଛି । ଆଜି ଆମ୍ବଗାଁ ପଡିଆରେ ଫାଇଭ-ଟି ସଚିବଙ୍କ ସଭା ଅଛି । ଏଥିସହ ପାଣ୍ଡିଆନ ସେଠାରେ ଥିବା ଫାଇଭ-ଟି ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳାContinue reading “ବଦଧ ଜଲଲ ଗସତର ଫଇଭ ଟ ସଚବ ଭ.କ ପଣଡଆନ : ବଜପର ବରଧ କଳପତକ ପରଦରଶନ ସହ ଗ ବୟକ ନର”

ଜମଝର ବଜ ପଟଟନୟକ ମକତକଶ ଆଶରମର ଜଲରଙକ ଉତପତ : ନଲମବନ ସହ କରପଟ ସରକଲ ଜଲକ ବଦଳ

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଜାମୁଝରିରେ ଥିବା ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ଅଭାବନୀୟ ଘଟଣା । ଝିଅ ବାହାଘର ଭୋଜି ନିମନ୍ତ୍ରଣ ରକ୍ଷା ନକରିବାରୁ ଭାରପ୍ରାପ୍ତ ଅଧିକ୍ଷକଙ୍କୁ ଠେଙ୍ଗାରେ ପିଟିବା ସହ କାର୍ଯ୍ୟାଳୟ କବାଟକୁ ଭାଙ୍ଗିଥିବା ଅଭିଯୋଗ । ଏନେଇ ଅଧିକ୍ଷକଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି । ବିଭାଗ ମଧ୍ୟ ସଂପୃକ୍ତ ଜେଲରଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛି । ଜେଲର କେଦାରନାଥ ବେହେରା ତାଙ୍କ ଝିଅContinue reading “ଜମଝର ବଜ ପଟଟନୟକ ମକତକଶ ଆଶରମର ଜଲରଙକ ଉତପତ : ନଲମବନ ସହ କରପଟ ସରକଲ ଜଲକ ବଦଳ”

ଘରଣଣବଳୟ ପରଭବ : ଆଜଠ ବଢବ ବରଷ ! ପଣପଗ ବଭଗ ପକଷର ୟଲ ୱରଣଣ ଜର

କନକ ବ୍ୟୁରୋ : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଉପକୂଳ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା । ୧୦ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିବ । ମୟୂରବଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ଅନ୍ୟପଟେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତିContinue reading “ଘରଣଣବଳୟ ପରଭବ : ଆଜଠ ବଢବ ବରଷ ! ପଣପଗ ବଭଗ ପକଷର ୟଲ ୱରଣଣ ଜର”

ପରବତନ ଭରତୟ କରକଟର ପରବଣ କମରଙକ ଗଡ ଦରଘଟଣଗରସତ ପରବଣଙକ ସହ ଅଳପକ ବରତତଗଲ ପଅ

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରବୀଣଙ୍କ କାରକୁ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ସେତେବେଳେ ପ୍ରବୀଣଙ୍କ ସହ କାରରେ ତାଙ୍କ ପୁଅ ମଧ୍ୟ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ଉଭୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଅଟକ ରଖିବା ସହContinue reading “ପରବତନ ଭରତୟ କରକଟର ପରବଣ କମରଙକ ଗଡ ଦରଘଟଣଗରସତ ପରବଣଙକ ସହ ଅଳପକ ବରତତଗଲ ପଅ”

ଶରଦ ପୱର ମ ଗର : ଅଜତ ପୱରଙକ ସହ ହତ ମଶଇବ ପର ପରଫଲଲ ପଟଲ କହଲ ଏଭଳ କଥ

କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜଣେ ଘନିଷ୍ଠ ସହଯୋଗୀ ରହି ଆସୁଥିଲେ ବି ଏବେ ଅଜିତ ପାୱାରଙ୍କ ଆଡକୁ ତାଙ୍କର ଢଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ରବିବାର ଅଜିତ ପାୱାରଙ୍କ ସହ ମିଶି ସିନ୍ଦେ ସରକାରରେ ସାମିଲ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେ ଶରଦContinue reading “ଶରଦ ପୱର ମ ଗର : ଅଜତ ପୱରଙକ ସହ ହତ ମଶଇବ ପର ପରଫଲଲ ପଟଲ କହଲ ଏଭଳ କଥ”

ଭବନଶୱରର ଏକ ବୟବସୟକ ପରତଷଠନର ଆଇଟ ରଡ : ବରତତମନ ସଦଧ କଟ ନଗଦ ଟଙକ ଜବତ

କନକ ବ୍ୟୁରୋ : ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ହୋମ୍ସ ଉପରେ ଆୟକର ବିଭାଗର ଚଢାଉ । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦Continue reading “ଭବନଶୱରର ଏକ ବୟବସୟକ ପରତଷଠନର ଆଇଟ ରଡ : ବରତତମନ ସଦଧ କଟ ନଗଦ ଟଙକ ଜବତ”

ସଗମ ହଲ ବବ ଧବଳଶୱରଙକ ଦରଶନ : ପଜରଚଚନ ପର ଖଲଲ କକରଟ ସତ; ଦରଘ ଦନର ସମସୟର ହଲ ସମଧନ

କନକ ବ୍ୟୁରୋ : ସୁଗମ ହେଲା ବାବା ଧବଳେଶ୍ୱରଙ୍କ ଦର୍ଶନ । ପୂଜାର୍ଚ୍ଚନା ପରେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲାContinue reading “ସଗମ ହଲ ବବ ଧବଳଶୱରଙକ ଦରଶନ : ପଜରଚଚନ ପର ଖଲଲ କକରଟ ସତ; ଦରଘ ଦନର ସମସୟର ହଲ ସମଧନ”

ଏସସଓ ବଠକର ଶତଳ ଯଦଧ ପରସଙଗ ଉଠଇଲ ଜନପଙଗ ମଦ ଓ ପତନଙକ ଆଗର କହଲ ଏଭଳ କଥ

କନକ ବ୍ୟୁରୋ: ପ୍ରଧନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ସାଂଘାଇ ସହଯୋଗ ସଂଗଠନ’(ଏସସିଓ) ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ ସାମିଲ ହୋଇଥିଲେ। ରୁଷରେ ୱାଗନ ଗୋଷ୍ଠୀର ବିଦ୍ରୋହ ପରେ ପୁଟିନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଏସସିଓରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁରେସିଆର ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁContinue reading “ଏସସଓ ବଠକର ଶତଳ ଯଦଧ ପରସଙଗ ଉଠଇଲ ଜନପଙଗ ମଦ ଓ ପତନଙକ ଆଗର କହଲ ଏଭଳ କଥ”

Design a site like this with WordPress.com
Get started