କନକ ବ୍ୟୁରୋ : ବଲାଙ୍ଗୀରରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । କେନାଲ ଦ୍ୱାର ଦେଇ ମୁଖ୍ୟ ଦ୍ୱାରର ତଳ ପଟେ ଥିବା ଦୁଇଟି ଗେଟ୍ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ବିଭାଗ ପକ୍ଷରୁ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦେଇ ସୁକତେଲ ନଦୀ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ କରାଯାଇଥିଲା । କଂକ୍ରିଟContinue reading “ଲୟର ସକତଲର ପରଥମ ବନୟଜଳ ନଷକସନ : ଦଇଟ ଗଟ ଦଇ ଛଡ଼ଯଉଛ ପଣ”
Tag Archives: News
ପରଥମକ ସୱସଥୟକନଦର ଛତର ଖସଛ ସମଣଟ ଅତଡ଼ : ରଗସବ କରବକ ସରକଷତ ମଣନହନତ କରମଚର ହଲମଟ ପନଧ କରଛନତ ଚକତସ
କନକ ବ୍ୟୁରୋ : ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର । ହେଲମେଟ୍ ପିନ୍ଧି ଚାଲିଛି ରୋଗୀ ଚିକତ୍ସା । ଖପ୍ରାଖୋଲ ଧଣ୍ଡାମୁଣ୍ଡା ଡାକ୍ତରଖାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଛାତରୁ ବାରମ୍ବାର ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ଅଭିଯୋଗ ହୋଇଛି । ଗତ ସୋମବାର ଦିନ କାର୍ଯ୍ୟରତ କମ୍ପାଉଣ୍ଡର ସୁମନ୍ତ ନାୟକ ରୋଗୀଙ୍କୁ ଔଷଧ ଦେଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା । ହେଲେ ସେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଥିଲେ । ଏପରି ଛାତରୁContinue reading “ପରଥମକ ସୱସଥୟକନଦର ଛତର ଖସଛ ସମଣଟ ଅତଡ଼ : ରଗସବ କରବକ ସରକଷତ ମଣନହନତ କରମଚର ହଲମଟ ପନଧ କରଛନତ ଚକତସ”
ବୟଙକ ଚକର ଛଡ ଚଷ କଲ କଟ କଟର ଟରଣଣଓଭର ଏବ ହଲକପଟର କଣବ ରଜରମ
କନକ ବ୍ୟୁରୋ: ବ୍ୟାଙ୍କ ଚାକିରି ଛାଡିଲେ , ଚାଷ ଆରମ୍ଭ କଲେ । ଏବେ କୋଟି କୋଟି ଟଙ୍କାର ଟର୍ଣ୍ଣଓଭର୍। ଆମେ କହୁଛୁ ମାଓ ଅଧ୍ୟୁଷିତ ବସ୍ତର ଜିଲ୍ଲାର ଜଣାଶୁଣା ଚାଷୀ ରାଜାରାମ ତ୍ରିପାଠୀଙ୍କ କଥା । ଦିନ ଥିଲା ବ୍ୟାଙ୍କ ଚାକିରୀ କରିଥିଲେ । ହେଲେ ଏଥିରେ ତାଙ୍କ ମନ ମାନନିଥିଲା । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନକେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷରେ ବ୍ୟାଙ୍କ ଚାକିରୀ ଛାଡିଲେ ଏବଂ ଚାଷ ଆରମ୍ଭ କଲେContinue reading “ବୟଙକ ଚକର ଛଡ ଚଷ କଲ କଟ କଟର ଟରଣଣଓଭର ଏବ ହଲକପଟର କଣବ ରଜରମ”
ବଳଭମର ଦହବପର ! ବଲଶୱର ଏସପଙକ ଲଖତ ଅଭଯଗ କଲ ହଗଳ ସରପଞଚ
କନକ ବ୍ୟୁରୋ : ବାଲେଶ୍ୱର ଉଦୟପୁର ବେଳାଭୂମି ପାଲଟିଛି ବାଂଲାଦେଶୀ ଦେହଜୀବୀଙ୍କ ମେଳାଭୂମି । ରାଜ୍ୟ ସରକାର ଏହାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାମାଜିକ ଲୋକ ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି । ଉଦୟପୁର ବେଳାଭୂମିରେ ଖୋଲାଖୋଲି ଦେହ ବ୍ୟବସାୟ ଚାଲୁଛି । ଘଟଣାକୁ ନେଇ ହୁଗୁଳି ସରପଞ୍ଚ ବାଲେଶ୍ୱର ଏସପିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛିContinue reading “ବଳଭମର ଦହବପର ! ବଲଶୱର ଏସପଙକ ଲଖତ ଅଭଯଗ କଲ ହଗଳ ସରପଞଚ”
ଜତୟ ରଜପଥର ସରଜ ଲଟ ଘଟଣର ପରଦଦଫଶ : ଜଣଙକ ଗରଫ କଲ ଟଙଗ ପଲସ
କନକ ବ୍ୟୁରୋ : ଜାତୀୟ ରାଜପଥରେ ସିରିଜ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ । ୨ଟି ବାଇକ୍ ସହ ଦୁଇଟି ସୁନା ଚେନ୍, ୩ଟି ସୁନା ମୁଦି ଓ ଗୋଟିଏ ସୁନା ହାର ଜବତ ହୋଇଛି । କିଛି ଦିନ ହେବ ଏହି ଲୁଟେରାମାନେ ଜାତୀୟ ରାଜପଥରେ ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ଭ୍ୟାନିଟ୍ ବ୍ୟାଗ୍ ଝାମ୍ପିନେବା ସହ ସୁନା ହାର ଛିଡାଇ ନେଉଥିଲେ । ଅନେକ ସମୟରେContinue reading “ଜତୟ ରଜପଥର ସରଜ ଲଟ ଘଟଣର ପରଦଦଫଶ : ଜଣଙକ ଗରଫ କଲ ଟଙଗ ପଲସ”
ବଆଇନ କରତ କଳ ଉପର ଚଢଉ ବଳ ଉତତଜନ : ବନ ବଭଗ ଅଧକରଙକ ଘରଲ ଗରମବସ
କନକ ବ୍ୟୁରୋ : ବନ ବିଭାଗ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ । ଘଟଣା ଘଟିଛି ବାଲେଶ୍ୱର ବସ୍ତା ଥାନା ସରିଷ ଗାଁରେ । ଗାଁରେ ଥିବା ବେଆଇନ କରତ କଳ ଉପରେ ଚଢଉ କରିବାକୁ ବନ ବିଭାଗ ଟିମ୍ ଯାଇଥିଲା । ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ । ଚଢାଉ ପାଇଁ ଯାଇଥିବା ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଗାଁଲୋକେ ଅଟକ ରଖିଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । TheContinue reading “ବଆଇନ କରତ କଳ ଉପର ଚଢଉ ବଳ ଉତତଜନ : ବନ ବଭଗ ଅଧକରଙକ ଘରଲ ଗରମବସ”
ଶଖରଚଣଡ ଜଙଗଲର ଗଛ ଓ ପଥର କଟବକ ନଥଲ ଅନମତ : ବନ ପରବଶ ମଞଜରର କଟଯଉଥଲ ମଲୟବନ ଗଛ; ସମନକ ଆସଲ ସତ
କନକ ବ୍ୟୁରୋ : ଶିଖରଚଣ୍ଡୀ ଜଙ୍ଗଲରେ ଗଛ ଓ ପଥର କାଟିବାକୁ ଅନୁମତି ନିଥିଲା । ପରିବେଶ ମଞ୍ଜୁରୀ ମଧ୍ୟ ନିଆଯାଇନଥିଲା । ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ପାହାଡ ପରିଦର୍ଶନରେ ଆସିଥିବା ୪ ଜଣିଆ କମିଟି ଏନଜିଟି ପାଖରେ ଦାଖଲ କରିଥିବା ରିପୋର୍ଟରୁ ଏପରି ସତ ସାମ୍ନାକୁ ଆସିଛି । ୱାଟକୋ ପ୍ରକଳ୍ପ ପାଇଁ ୩ ଏକର ଜମି ଆବଶ୍ୟକ ହେଉଥିବା ବେଳେ ଇଡକୋ ୪ ଏକର ଜମି ଆଲର୍ଟ କରିଥିଲା । ସାଢେContinue reading “ଶଖରଚଣଡ ଜଙଗଲର ଗଛ ଓ ପଥର କଟବକ ନଥଲ ଅନମତ : ବନ ପରବଶ ମଞଜରର କଟଯଉଥଲ ମଲୟବନ ଗଛ; ସମନକ ଆସଲ ସତ”
ବଠକ ବଳ ଚଲଗଲ ଲଇନ : ମନଟ ଅନଧରର ହଲ ସମକଷ ବଠକ; ବଦୟତ ବଭଗ ନରବହ ଯନତରଙକ ଉପସଥତର ହଲ ବଦୟତ ବଭରଟ
କନକ ବ୍ୟୁରୋ : ଅନ୍ଧାରରେ ହେଲା ସମୀକ୍ଷା ବୈଠକ । ପ୍ରାୟ ୨୦ ମିନିଟ ଅନ୍ଧାରରେ ଚାଲିଲା ନବରଙ୍ଗପୁର ଜିଲ୍ଲାର ସମୀକ୍ଷା ବୈଠକ । ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ନବରଙ୍ଗପୁର ଗ୍ରସ୍ତରେ ଆସିଥିଲେ । ବିଭିନ୍ନ ଆଦର୍ଶ ବିଦ୍ୟାଳୟ ବୁଲିଲା ପରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଶିକ୍ଷା ଅଧିକାରୀଙ୍କ ସହ ମିଶନ ଶକ୍ତି ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ । ନବରଙ୍ଗପୁରContinue reading “ବଠକ ବଳ ଚଲଗଲ ଲଇନ : ମନଟ ଅନଧରର ହଲ ସମକଷ ବଠକ; ବଦୟତ ବଭଗ ନରବହ ଯନତରଙକ ଉପସଥତର ହଲ ବଦୟତ ବଭରଟ”
ପହଡ ଉପର ଖସଲ ପଥର : ତନ ସକଣଡର ଚରମର ହଇଗଲ ଟ କର; ଘଟଣସଥଳର ଜଣଙକ ମତୟ ଗରତର ଆହତ
କନକ ବ୍ୟୁରୋ : ପାହାଡ ଉପରୁ ଖସିଲା ମୃତ୍ୟୁର ପଥର । ନିମିଶକରେ ଚାଲିଗଲା ଜୀବନ । ନାଗାଲାଣ୍ଡରେ ଏପରି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ କାର ଛିଡା ହୋଇଥିଲା । ହଠାତ୍ ପାହାଡ ଉପରୁ ଖସିଲା ପଥର । ତିନି ସେକେଣ୍ଡରେ ଚୁରମାର ହୋଇଗଲା ୨ଟି କାର । ଘଟଣାସ୍ଥଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଗଲା । ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । The post ପାହାଡContinue reading “ପହଡ ଉପର ଖସଲ ପଥର : ତନ ସକଣଡର ଚରମର ହଇଗଲ ଟ କର; ଘଟଣସଥଳର ଜଣଙକ ମତୟ ଗରତର ଆହତ”
ମହରଷଟର ରଜନତର ସରନ ହଇଡରମ : ଶକତ ପରଦରଶନ ପଇ ଲଗ ପଡ଼ଛନତ ଉଭୟ ଅଜତ ଓ ଶରଦ ପୱର ଗଷଠ; ଆଜ ଉଭୟ ଗଷଠର ବଠକ
କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଛି ହାଇଡ୍ରାମା । ଏବେ ଅଜିତ ଓ ଶରଦ ପାୱାରଙ୍କ ଗୋଷ୍ଠୀ ନିଜ ନିଜ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏଥିପାଇଁ ଉଭୟ ଗୋଷ୍ଠୀ ଆଜି ଭିନ୍ନ ଭିନ୍ନ ବୈଠକ ଡାକିଛନ୍ତି । ଏଥିରେ ଏନସିପିର ସମସ୍ତ ବିଧାୟକ ଓ ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ତେଣୁ କାହା ବୈଠକରେ କିଏ ଉପସ୍ଥିତ ରହିବେ ତାହା ଉପରେ ନଜର ରହିଛି । ଏନସିପିରେ ବିଦ୍ରୋହର ଦିନକContinue reading “ମହରଷଟର ରଜନତର ସରନ ହଇଡରମ : ଶକତ ପରଦରଶନ ପଇ ଲଗ ପଡ଼ଛନତ ଉଭୟ ଅଜତ ଓ ଶରଦ ପୱର ଗଷଠ; ଆଜ ଉଭୟ ଗଷଠର ବଠକ”