କନକ ବ୍ୟୁରୋ : ଆଜିଠାରୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ଖୋଲୁଛି । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣContinue reading “ଆଜଠ ଧବଳଶୱରକ କକରଟ ସତ : ଶରଦଧଳଙକ ଯବ ଆସବ ପଇ ଲଗ ରହଥବ ସମସୟର ହବ ସମଧନ”
Tag Archives: News
ଡକତର ଛତରଙକ ଖଣଡଯଦଧ ଘଟଣର ଏତଲ ଦଲ ଭମସର କରତତପକଷ : ଭଇରଲ ଭଡଓ ଆଧରର ଆଜଠ ତଦନତ କରବ ପଲସ
କନକ ବ୍ୟୁରୋ : ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣାରେ ଏତଲା ଦେଲେ ଭିମସାର କର୍ତ୍ତୃପକ୍ଷ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ବ୍ରହ୍ମପୁର ଏମକେସିଜି ମେଡିକାଲର ୫ ଛାତ୍ରContinue reading “ଡକତର ଛତରଙକ ଖଣଡଯଦଧ ଘଟଣର ଏତଲ ଦଲ ଭମସର କରତତପକଷ : ଭଇରଲ ଭଡଓ ଆଧରର ଆଜଠ ତଦନତ କରବ ପଲସ”
ଚରଚଚର ନବ ଦସଙକ ପଅ ବଶଳ ଦସ ସମବଲପରର କଲ ଶକତ ପରଦରଶନ
କନକ ବ୍ୟୁରୋ : ଅବସର ଥିଲା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗ୍ରସ୍ତ । ସହର ଭିତରେ ଚାଲିଥିଲା ବିରାଟ୍ ରାଲି । ପ୍ରଣବଙ୍କୁ ସ୍ୱାଗତ କରିବା ଆଳରେ ନିଜ ନିଜ ଢ଼ଙ୍ଗରେ ଶକ୍ତି ପ୍ରଦର୍ଶନ କରୁଥିଲେ ବିଜେଡିର ବଡ଼ ବଡ଼ ଚେହେରା । ଠିକ୍ ଏହି ସମୟରେ ମାନେଶ୍ୱର ନିକଟରେ ନଜର ଆସିଥିଲେ ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଳ ଦାସ । ଶହ ଶହ ସମର୍ଥକଙ୍କ ମେଳରେ ସାଂଗଠନିକContinue reading “ଚରଚଚର ନବ ଦସଙକ ପଅ ବଶଳ ଦସ ସମବଲପରର କଲ ଶକତ ପରଦରଶନ”
ଚତନ ଶରମଙକ ସଥନ ନଲ ଅଜତ ଅଗରକର ଭରତୟ କରକଟ ଟମର ହଲ ମଖୟ ଚୟନକରତତ
କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । କହିରଖୁ କି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଅଜିତ ଅଗରକରଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ୪୫ ବର୍ଷିୟ ଏହି ପୂର୍ବତନContinue reading “ଚତନ ଶରମଙକ ସଥନ ନଲ ଅଜତ ଅଗରକର ଭରତୟ କରକଟ ଟମର ହଲ ମଖୟ ଚୟନକରତତ”
ଆଦବସ ଯବକ ଉପର ପରଶର କଲ ବଜପ ନତ ଭଡଓ ଭଇରଲ ହବ ପର ମଖୟମନତର କହଲ
କନକ ବ୍ୟୁରୋ : କେତେ ଅସଭ୍ୟ ହୋଇପାରେ ମଣିଷ । ଅର୍ଥବଳ, ବାହୁବଳର ଗର୍ବ ତାକୁ କେଉଁ ସ୍ତରରେ ପହଂଚାଇପାରେ ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରୁଛନ୍ତି ।Continue reading “ଆଦବସ ଯବକ ଉପର ପରଶର କଲ ବଜପ ନତ ଭଡଓ ଭଇରଲ ହବ ପର ମଖୟମନତର କହଲ”
ବୟରଷଟଙକ ବବଦୟ ଆଉଟକ ନଇ ଦଇ ଦଶ ମହମହ: ମହ ଖଲଲ ବରଟନ ପରଧନମନତର ଋଷ ସନକ
କନକ ବ୍ୟୁରୋ: ଷ୍ଟମ୍ପ-ଆଉଟ୍କୁ ନେଇ ମୁହାଁମୁହିଁ ହେଲେ ୨ ଦେଶ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ଆସେସ୍ ସିରିଜ୍ର ଲଡ୍ସ ଟେଷ୍ଟରେ ଜନି ବେୟାରଷ୍ଟୋଙ୍କ ଷ୍ଟମ୍ପ ଆଉଟ୍ ପରଠାରୁ ହିଁ ୨ ଦେଶ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ମାହୋଲ ଗରମ ରହିଛି । ଏମିତିକି ଏହି ବିବାଦ ମଧ୍ୟରେ ସାମ୍ନାକୁ ଆସିଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି ଖେଳୁଆଡ ମନୋଭାବ ନେଇ ଖେଳୁନଥିଲା ଅଷ୍ଟ୍ରେଲିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀContinue reading “ବୟରଷଟଙକ ବବଦୟ ଆଉଟକ ନଇ ଦଇ ଦଶ ମହମହ: ମହ ଖଲଲ ବରଟନ ପରଧନମନତର ଋଷ ସନକ”
ମଦ ସଙଗଆ ମନହନ ମମଲର କଗରସ ନତଙକ ଆଶୱସତ: ଅଗଷଟ ପରଯୟନତ ରହଲ ଗନଧଙକ ବରଧର ଦଣଡବଧନ କରଯୟନଷଠନ ଗରହଣ ନକରବକ ନରଦଦଶ
କନକ ବ୍ୟୁରୋ: ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି । ଝାଡଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୧୬ ତାରିଖରେ ପରବର୍ତୀ ଶୁଣାଣି କରାଯିବ । ସୁରଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପରେ ରାହୁଲଙ୍କ ଲୋକସଭା ସାଂସଦ ସଦସ୍ୟContinue reading “ମଦ ସଙଗଆ ମନହନ ମମଲର କଗରସ ନତଙକ ଆଶୱସତ: ଅଗଷଟ ପରଯୟନତ ରହଲ ଗନଧଙକ ବରଧର ଦଣଡବଧନ କରଯୟନଷଠନ ଗରହଣ ନକରବକ ନରଦଦଶ”
ୱଷଟଇଣଡଜ ପର ବଶୱକପର ବଦ ପଡଲ ଜମବୱ କୱଲଫୟର ମୟଚର ସକଟଲୟଣଡ ଠର ପରଜତ
କନକ ବ୍ୟୁରୋ : ୨୦୨୩ ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଠାରୁ ଜିମ୍ବାୱେ ପରାଜିତ ହୋଇଛି । ଏହି ପରାଜୟ ପରେ ଜିମ୍ବାୱେ ଟିମ୍ ପାଇଁ ୨୦୨୩ ବିଶ୍ୱକପ ଖେଳିବା ସ୍ୱପ୍ନ ପାଲଟି ଯାଇଛି । ଆଜିର କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡ ଜିମ୍ବାୱେକୁ ୩୧ ରନରେ ପରାଜିତ କରିଛି । ଆଜି ଜିମ୍ବାୱେକୁ ପରାଜିତ କରିବା ପରେ ସ୍କଟଲ୍ୟାଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛି । ଆଜିର ମ୍ୟାଚରେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂContinue reading “ୱଷଟଇଣଡଜ ପର ବଶୱକପର ବଦ ପଡଲ ଜମବୱ କୱଲଫୟର ମୟଚର ସକଟଲୟଣଡ ଠର ପରଜତ”
କନଡର ଭରତ ବରଧ ସଲଗନ: ଖଲସତନ ସମରଥକ କରଛନତ ଉତପତ ଭରତୟ କଟନତଜଞଙକ ଦଉଛନତ ଧମକ
କନକ ବ୍ୟୁରୋ: କାନାଡ଼ାରେ ଭାରତ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ଦୂତାବାସରେ ନିଅାଁ ଲଗାଇବା ସହ ରାଲି କରୁଛନ୍ତି, ଭାରତ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଖଲିସ୍ତାନୀ ସମର୍ଥକ । ସେପଟେ ଘଟଣାକୁ ନେଇ କାନାଡ଼ାକୁ ଚେତାବନୀ ଦେଇଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଯଦି ସ୍ଥିତି ନସମ୍ଭାଳେ ତେବେ କାନାଡ଼ା ସହ ଭାରତର ସମ୍ପର୍କ ବିଗିଡିବା ସମ୍ଭାବନା ଥିବା କହିଛି ଭାରତ । କାନାଡ଼ାରେ ଭାରତ ବିରୋଧରେ ଷଡଯନ୍ତ୍ରContinue reading “କନଡର ଭରତ ବରଧ ସଲଗନ: ଖଲସତନ ସମରଥକ କରଛନତ ଉତପତ ଭରତୟ କଟନତଜଞଙକ ଦଉଛନତ ଧମକ”
ମହରଷଟରର ଦଖବକ ମଳବ ଦଦ-ପତରଙକ ଶକତ ପରଦରଶନ: ଏକଦନର ପଦଧକରଙକ ବଠକ ଡକଇଲ ଶରଦ ଓ ଅଜତ
କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ । ରାଜ୍ୟ ରାଜନୀତିରେ ଘଡିକେ ଛୁଟୁଛି ଘୋଡ଼ା । ଶିବସେନା ପରେ ଏବେ ଦୁଇଫାଳ ହୋଇଛି ଏନସିପି । ସିନ୍ଦେ ସରକାରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରେ ଦେଖାଯାଉଛି । କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀବରାଜ ଚୌହାନ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଅଜିତ ପାୱାର ମହାରାଷ୍ଟର ଆଗାମୀ ମୁଖ୍ୟମନ୍ତ୍ୀୀ ହେବେ ଓ ଏକନାଥ ସିନ୍ଦେଙ୍କୁ ବିଜେପି ହଟାଇବContinue reading “ମହରଷଟରର ଦଖବକ ମଳବ ଦଦ-ପତରଙକ ଶକତ ପରଦରଶନ: ଏକଦନର ପଦଧକରଙକ ବଠକ ଡକଇଲ ଶରଦ ଓ ଅଜତ”