କନକ ବ୍ୟୁରୋ : ଦଳର କିଛି ପୁରୁଖା ତଥା ହେଭିୱେଟ୍ ନେତାଙ୍କୁ ନବୀନ ନିବାସରୁ ଆସିଥିଲା ଅଚାନକ ଡାକରା । ଆଉ ଡାକରା ପାଇ ନବୀନ ନିବାସରେ ପହଁଚି ଯାଇଥିଲେ ନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ରାଜା ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଦଳର ନିର୍ବାଚନContinue reading “ନବନ ନବସର ଆସଲ ଡକର କର ଗରପ ସହ ନବନଙକ ଆଲଚନ”
Tag Archives: News
ମଦ ମନତରମଣଡଳ ସପରସରଣ ନଇ ବଢ଼ଲ ଚରଚଚ: ମଧୟପରଦଶ ତଲଙଗନ ଓ ଝଡଖଣଡର ହଇଫରପଇଲ ନତଙକ ମଳପର ମଦ ଟମର ସଥନ
କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଭିତରେ ସୋମବାର ଦିଲ୍ଲୀରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ସେପଟେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି କିଛି ଦିନ ମଧ୍ୟରେ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇପାରେ । କ୍ୟାବିନେଟ ସଂପ୍ରସାରଣରେ ନୂଆ ଚେହେରାଙ୍କୁ ସାମିଲ କରାଯିବ ଓ କିଛି ପୁରୁଣା ଚେହେରାଙ୍କୁ ବିଦା କରାଯାଇପାରେ । ଏହିContinue reading “ମଦ ମନତରମଣଡଳ ସପରସରଣ ନଇ ବଢ଼ଲ ଚରଚଚ: ମଧୟପରଦଶ ତଲଙଗନ ଓ ଝଡଖଣଡର ହଇଫରପଇଲ ନତଙକ ମଳପର ମଦ ଟମର ସଥନ”
ସଚବଙକ ଗସତକ ବରଧଙକ ବରଧ କରକଡକ ଅଣଡମଡ ଉଦୟମ
କନକ ବ୍ୟୁରୋ : ବିରୋଧୀଙ୍କ ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ସୋନପୁର ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରୁ ପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏବଂ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିସହ ସଚିବ ମିଶନ ଶକ୍ତି ମାଆ ମାନଙ୍କ ସହ ଆଲୋଚନା କରିଛନ୍ତି ଓ ସେମାନଙ୍କ ଦାବି ପୂରଣContinue reading “ସଚବଙକ ଗସତକ ବରଧଙକ ବରଧ କରକଡକ ଅଣଡମଡ ଉଦୟମ”
ଜଳସପଦ ବଭଗର ଭବନଶୱର ସଥତ ପରଚ ଜଳସଚନ ଡଭଜନ କରଯୟଳୟର କଟକ ନଗର କଗରସର ହଇଡରମ ପସ ବଦଳର ଯନତରଙକ ଦଲ ପରବ
କନକ ବ୍ୟୁରୋ : ପିସି ମାଗିଲେ ଯନ୍ତ୍ରୀ, ଟଙ୍କା ନୁହେଁ ମିଳିଲା ତଟକା ପରିବା । ରାସ୍ତା ନିର୍ମାଣ ପାଇଁ ଯନ୍ତ୍ରୀ କମିସନ ମାଗୁଥିବା ଅଭିଯୋଗ ଆଣି ଏଭଳି ହଙ୍ଗାମା କରିଛନ୍ତି କଂଗ୍ରେସ କର୍ମୀ । ନିଜ ଚ୍ୟାମ୍ବରରେ ବସିଥିଲେ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ବସିଥିବା ବେଳେ ହଠାତ୍ ଚ୍ୟାମ୍ବର ଭିତରକୁ ଧସେଇ ପଶିଲେ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀ । ବିକ୍ଷୋଭକାରୀଙ୍କ ଅଭିଯୋଗ ଯନ୍ତ୍ରୀ ଜଣକ କୁଆଡେ କହିଥିଲେ ପିସି ନଦେଲେContinue reading “ଜଳସପଦ ବଭଗର ଭବନଶୱର ସଥତ ପରଚ ଜଳସଚନ ଡଭଜନ କରଯୟଳୟର କଟକ ନଗର କଗରସର ହଇଡରମ ପସ ବଦଳର ଯନତରଙକ ଦଲ ପରବ”
ବହନଗର କହକ ହଲ ଟରନ ଦରଘଟଣ? ଆସଲ ରଳବଇ ସରକଷ କମଶନଙକ ରପରଟ
କନକ ବ୍ୟୁରୋ : ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ବଜାରରେ ଭୟାନକ ରେଳ ଦୁର୍ଘଟଣା ପାଇଁ ମୁଖ୍ୟତଃ ସିଗନାଲ ବ୍ୟବସ୍ଥାରେ ତ୍ରୁଟି ହିଁ ଦାୟୀ । ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ମାନବୀୟ ଅବହେଳା ପାଇଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ସୁରକ୍ଷା କମିଶନଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଯେଉଁଥିପାଇଁ ପାଖାପାଖି ୩୦୦ ଯାତ୍ରୀଙ୍କ ଜୀବନ ଚାଲିଗଲା । ରିପୋର୍ଟରେ ଲେଖାଯାଇଛି- ବାହାନଗା ଷ୍ଟେସନ ବଜାରରେ ଥିବା ୯୪ ନମ୍ବର ଗେଟ୍ ଲେବଲContinue reading “ବହନଗର କହକ ହଲ ଟରନ ଦରଘଟଣ? ଆସଲ ରଳବଇ ସରକଷ କମଶନଙକ ରପରଟ”
ବରଲ ଭମସରର ଦଇ ଛତର ଗଷଠ ମହମହ ଆହତ
କନକ ବ୍ୟୁରୋ : ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏଥିରେ ବ୍ରହ୍ମପୁର ଏମକେସିଜି ମେଡିକାଲର ୫ରୁ ୬ ଜଣ ଛାତ୍ର ଆହତ ହୋଇଛନ୍ତି । ବୁର୍ଲା ମେଡିକାଲ କଲେଜ ସାମ୍ନାରେ ଏଭଳି ଘଟଣା ଘଟିଛି । ବୁର୍ଲା ମେଡିକାଲରେ ଆୟୋଜିତ ହେବାକୁ ଥିବା ‘ୟୁଫୋରିଆ’ ରେ ବ୍ରହ୍ମପୁର ଛାତ୍ର ଭାଗ ନେବାକୁ ଆସିଥିବାବେଳେContinue reading “ବରଲ ଭମସରର ଦଇ ଛତର ଗଷଠ ମହମହ ଆହତ”
ବଦଳପର ମଦ ମନତରମଣଡଳ ମନତର ପରଷଦ ବଠକ ପର ବଢଲ ଚରଚଚ
କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ଜୋରଦାର କସରତ ଆରମ୍ଭ କରିଦେଇଛି ବିଜେପି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି । ସୋମବାର ଦିନ ଦିଲ୍ଲୀରେ ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୋଦୀ । ସରକାରଙ୍କ ୯ ବର୍ଷର ବିକାଶମୂଳକ କାର୍ଯ୍ୟ ୯ ମାସ ମଧ୍ୟରେ ଲୋକଙ୍କ ନିକଟରେ ପହଁଚାଇବା ପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ।Continue reading “ବଦଳପର ମଦ ମନତରମଣଡଳ ମନତର ପରଷଦ ବଠକ ପର ବଢଲ ଚରଚଚ”
ଆଷଢର ବରଷର ଦଖ ନହ: ପଣ ଅଭବର ଜମ ଫଟ ଆ ରଜୟର ବଭନନ ଜଲଲର ଧନ ଚଷ ପରଭବତ
କନକ ବ୍ୟୁରୋ: ମୌସୁମି ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ଚିନ୍ତା ବଢାଇ ଦେଲାଣି । ଚଳିତ ବର୍ଷର ଖରିଫ ଚାଷ ପାଇଁ ଚାଷୀ ତଳି ପକାଇ ବର୍ଷାକୁ ଅପେକ୍ଷା କରିଛନ୍ତି । ଅନେକ ସ୍ଥାନରେ ଚାଷୀ ଜମିରେ ଧାନ ବୁଣି ଦେଇଛନ୍ତି । ହେଲେ ବର୍ଷା କୁଆଡେ ଗାଏବ ହୋଇଯିବାରୁ ଶୁଖିଲା ଜମିକୁ ଦେଖି ହତାସ ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ବିଲ ଫାଟି ଆଁ କରିଛି । ବର୍ଷା ନହେବା ଫଳରେ ଧାନContinue reading “ଆଷଢର ବରଷର ଦଖ ନହ: ପଣ ଅଭବର ଜମ ଫଟ ଆ ରଜୟର ବଭନନ ଜଲଲର ଧନ ଚଷ ପରଭବତ”
ବଦୟଳୟର ପଠ ପଢବ ବଦଳର ପଢଇଲ ଛତର: ଉପନତ ନହ ଉପକଳର ଆସଲ ଶକଷ ବୟବସଥର ବକଳ ଚତର
କନକ ବ୍ୟୁରୋ: ଉପକୂଳରେ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥିତ ଚିତ୍ର । ବିଦ୍ୟାଳୟରେ ପାଠ ପଢିବା ବଦଳରେ ପାଠ ପଢାଉଛନ୍ତି ଛାତ୍ରଛାତ୍ରୀ । କାରଣ ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ୫୦ ଜଣ ପିଲା ପଢୁଥିବା ବେଳେ ତାଙ୍କୁ ପଢାଇବା ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ । ପୁରୀ ଜିଲ୍ଲା ପିପିଲି ବ୍ଲକ ନାରଣଖେତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷକ କୌଣସି କାମରେ ବାହାରକୁ ଗଲେ ପାଠ ପଢାContinue reading “ବଦୟଳୟର ପଠ ପଢବ ବଦଳର ପଢଇଲ ଛତର: ଉପନତ ନହ ଉପକଳର ଆସଲ ଶକଷ ବୟବସଥର ବକଳ ଚତର”
ଟଙକ ନଦଲ ମଳନ ମଟରକ ମରକସଟ କ ସରଟଫକଟ: ମଟରକ ମରକସଟ ଲଭ ଓ କଣଡକଟ ସରଟଫକଟ ପଇ ଲଞଚ ମଗଛନତ ଶକଷକ
କନକ ବ୍ୟୁରୋ: ଟଙ୍କା ନାହିଁ ତ ମାଟ୍ରିକ ମାର୍କଶିଟ ନାହିଁ । ଏପରି ଏଭାବନୀୟ ଚିତ୍ର ଆସିଛି ମାଲକନାଗିରି ଜିଲ୍ଲାରୁ । ମାଟ୍ରିକ ସାର୍ଟିଫିକେଟ ପ୍ରଦାନ ଲାଗି ଏକ ହଜାର ଟଙ୍କା ଲାଂଚ ନେଉଛନ୍ତି ପ୍ରଧାନ ଶିକ୍ଷକ । ଆଉ ଏହାର ପୁରା ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ପିଲାଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଭିଡିଓ ସାମ୍ନାକୁContinue reading “ଟଙକ ନଦଲ ମଳନ ମଟରକ ମରକସଟ କ ସରଟଫକଟ: ମଟରକ ମରକସଟ ଲଭ ଓ କଣଡକଟ ସରଟଫକଟ ପଇ ଲଞଚ ମଗଛନତ ଶକଷକ”