ସମସତ ରଜୟକ କନଦର ସରକରଙକ ଅନରଧ ଆଇଏଏସ ଓ ଅନୟନୟ ସରବଭରତୟ ସବ ଅଧକରଙକ କନଦରୟ ଡପୟଟସନର ପଠଅ

କନକ ବ୍ୟୁରୋ : କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସମସ୍ତ ରାଜ୍ୟର ସରକାରମାନଙ୍କୁ ଆଇଏଏସ ଓ ଅନ୍ୟ ସର୍ବଭାରତୀୟ ସେବା ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ ସୁବିଧା କରିବାକୁ ଅନୁରୋଧ କରିଛନ୍ତି । ସମବାୟ ସଂଘୀୟ ବ୍ୟବସ୍ଥାକୁ ପ୍ରକୃତ ଅକ୍ଷରରେ ଅନୁସରଣ କରିବାକୁ ସେ ରାଜ୍ୟସରକାରମାନଙ୍କୁ ଆହ୍ୱାନ ଦେଇଛନ୍ତି । କାର୍ମିକ, ସାଧାରଣ ପ୍ରଶାସନ ଓ ପ୍ରଶାସନିକ ସଂସ୍କାର ଦାୟିତ୍ୱରେ ଥିବା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସଚିବଙ୍କ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଡ.Continue reading “ସମସତ ରଜୟକ କନଦର ସରକରଙକ ଅନରଧ ଆଇଏଏସ ଓ ଅନୟନୟ ସରବଭରତୟ ସବ ଅଧକରଙକ କନଦରୟ ଡପୟଟସନର ପଠଅ”

ଭମସରର ମଡକଲ ଛତରଙକ ଦରତମୟ: ବରହମପର ଏମକସଜ ମଡକଲ କଲଜର ଯଇଥବ ପଲଙକ ପଟଲ ଭମସର ଛତର

କନକ ବ୍ୟୁରୋ: ବୁର୍ଲା ଭୀମସାରରେ ମେଡିକାଲ ଛାତ୍ରଙ୍କ ଦୌରାତ୍ମ୍ୟ । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରୁ ଯାଇଥିବା ପିଲାମାନଙ୍କୁ ପିଟିଛନ୍ତି ଭୀମସାରର ଛାତ୍ର ମାନେ । ଭୀମସାରରେ ଆୟୋଜିତ ହୋଇଥିବା ଆନ୍ତଃ କଲେଜ କ୍ରିଡା ଓ ସାଂସ୍କୃତିକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଛାତ୍ର ଛାତ୍ରୀଙ୍କୁ ମାଡ ମାରିବା ସହ ସେମାନଙ୍କ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଛନ୍ତି । ସେହିଭଳି ସେମାନେ ଆସିଥିବା ବସ ଉପରକୁ ଟେକାପଥର ଫିଙ୍ଗିContinue reading “ଭମସରର ମଡକଲ ଛତରଙକ ଦରତମୟ: ବରହମପର ଏମକସଜ ମଡକଲ କଲଜର ଯଇଥବ ପଲଙକ ପଟଲ ଭମସର ଛତର”

କରଣଣଟକର ବଜପ ଓ ଜଡଏସ କରବ ମଣଟ ! ୟଦୟରପପ ଓ କମରସୱମଙକ ବୟନ ପର ତଜଲ ରଜନତ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ଘଟଣା ପରେ ଏବେ କର୍ଣ୍ଣାଟକରେ ସେଭଳି ହେବାର ସମ୍ଭାବନା ଦେଖାଦେଇଛି । ରାଜ୍ୟର ବରିଷ୍ଠ ନେତାମାନଙ୍କର ପ୍ରତିକ୍ରିୟା ଏବେ ଏଭଳି ମାହୋଲକୁ ସରଗରମ କରିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦିୟୁରପ୍ପା ଓ ଜେଡିଏସ ମୁଖ୍ୟ ବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଏଭଳି କିଛି ବୟାନ ଦେଇଛନ୍ତି କି ଯାହା ଭବିଷ୍ୟତରେ ଉଭୟ ଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ଦେଖାContinue reading “କରଣଣଟକର ବଜପ ଓ ଜଡଏସ କରବ ମଣଟ ! ୟଦୟରପପ ଓ କମରସୱମଙକ ବୟନ ପର ତଜଲ ରଜନତ”

ପଣ ଅଶନତ ହଲ ବଜବ କଲଜ: ମହମହ ହଲ ଦଇ ଗଷଠ

କନକ ବ୍ୟୁରୋ: ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି । ୩ ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ମୁକୁଳି ଅନ୍ୟ ଜଣେContinue reading “ପଣ ଅଶନତ ହଲ ବଜବ କଲଜ: ମହମହ ହଲ ଦଇ ଗଷଠ”

ବଶୱ ସନୟରଗ ଓ ମଣଡବନଧ ଗବଷଣ ସମଜ ତରଫର ଓଡଶର ପରଚତ ପରଫସରଙକ ଅନତରଷଟରୟ ଫଲସପ ସମମନ

କନକ ବ୍ୟୁରୋ : ଜୁନ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋର ରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ଡ: ସୂର୍ଯ୍ୟପ୍ରକାଶ ଶିଵନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରୁ ଯୋଗ ଦେଇଥିବା ପ୍ରାୟ ୫୦୦ ରୁ ଉର୍ଧ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ଫେଲୋସିପ ସମ୍ମାନ ଦିଆContinue reading “ବଶୱ ସନୟରଗ ଓ ମଣଡବନଧ ଗବଷଣ ସମଜ ତରଫର ଓଡଶର ପରଚତ ପରଫସରଙକ ଅନତରଷଟରୟ ଫଲସପ ସମମନ”

ପଠପଢ ବୟସର ବହବକ ପଡଛ ସସରର ବଝ ବରଷ ବୟସର ବହ ହଉଛନତ ଝଅ ଏବ ବ ପରତନ ପରମପରକ ମନଛନତ ଲକ

କନକ ବ୍ୟୁରୋ: ପାଠପଢା ଓ ଖେଳକୁଦ ବୟସରେ ବୋହିବାକୁ ପଡୁଛି ସଂସାରର ବୋଝ । ବାର ବର୍ଷ ହୋଇଗଲେ ଝିଅ ଏଠି ବୋହୂ ସାଜୁଛି । ଏପରି ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଂଟାପଡ଼ା ପଞ୍ଚାୟତର ମହ୍ଲାର ସାହିରୁ । ୨୫ରୁ ଅଧିକ ପରିବାର ଏଠାରେ ରହିଥାନ୍ତି । ତେବେ ଏଠାରେ ରହୁଥିବା ମହ୍ଲାର ସମ୍ପ୍ରଦାୟର ଝିଅକୁ ଖୁବ କମ ବୟସରେ ଅର୍ଥାତ ୧୨ ବର୍ଷ ହୋଇଗଲେ ଘର ଲୋକେ ବାହା କରିଦେଇଥାନ୍ତିContinue reading “ପଠପଢ ବୟସର ବହବକ ପଡଛ ସସରର ବଝ ବରଷ ବୟସର ବହ ହଉଛନତ ଝଅ ଏବ ବ ପରତନ ପରମପରକ ମନଛନତ ଲକ”

ଦକଷଣ ଭରତର ଗଙଗ ଭବ ପରଚତ ଏହ ନଦ କଳର ରହଛ ଶହ ଶହ ଧରମପଠ ଦଶର ଥବ ଟ ପବତର ନଦ ମଧୟର ଅନୟତମ

କନକ ବ୍ୟୁରୋ : ଗଙ୍ଗା ନଦୀକୁ ପିବତ୍ର ବୋଲି ମାନାଯାଏ । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଏହାର ଜଳ ବ୍ୟବହାର ହୋଇଥାଏ । ଗଙ୍ଗା ଜଳ ଛିଞ୍ଚିଲେ ମଧ୍ୟ ସ୍ଥାନ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗା ନଦୀକୁ ନେଇ ଅନେକ ରହସ୍ୟମାନ ରହିଥିବାବେଳେ ଏହାକୁ ପବିତ୍ର ବୋଲି ମାନାଯାଏ । ତେବେ ଦକ୍ଷିଣ ଭାରତରେ ପ୍ରବାହିତ ଏକ ନଦୀ ଯାହାକି ୭ଟି ପବିତ୍ର ନଦୀ ମଧ୍ୟରେ ଅନ୍ୟତମ । ଦକ୍ଷିଣ ଭାରତରେ ପ୍ରବାହିତContinue reading “ଦକଷଣ ଭରତର ଗଙଗ ଭବ ପରଚତ ଏହ ନଦ କଳର ରହଛ ଶହ ଶହ ଧରମପଠ ଦଶର ଥବ ଟ ପବତର ନଦ ମଧୟର ଅନୟତମ”

ପରବର ବଜପର ସଙଗଠନର ବଡ ପରବରତତନ ରଜୟର ବଦଳଲ ସଭପତ ଡ ପରନଦଶୱର ହଲ ଆନଧରପରଦଶ ଅଧୟକଷ

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଭାରତୀୟ ଜନତା ପାର୍ଟି । ଏହିକ୍ରମରେ ଆଜି ଦଳ ୪ଟି ରାଜ୍ୟରେ ନିଜର ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପଞ୍ଜାବ ସହିତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛି । ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ବିଜେପି ନିଜର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ, ସୁନୀଲ ଜାଖଡଙ୍କୁ ପଞ୍ଜାବର ଦାୟିତ୍ୱ ଦେଇଛି ଦଳ । ସେହିପରି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶରContinue reading “ପରବର ବଜପର ସଙଗଠନର ବଡ ପରବରତତନ ରଜୟର ବଦଳଲ ସଭପତ ଡ ପରନଦଶୱର ହଲ ଆନଧରପରଦଶ ଅଧୟକଷ”

କଗରସ ବଧୟକ ତର ବହନପତଙକ ବସଫରକ ବୟନ କହଲ ଅମତ ଶହଙକ କଥ ନମନଲ ଭଗ ଭଗ ହଇଯବ ବଜଡ

କନକ ବ୍ୟୁରୋ: ଘଡ଼ିକେ ଘୋଡ଼ା ଛୁଟୁଛି ମହାରାଷ୍ଟ୍ର ରାଜନୀତି । ସାରାଦେଶ ମହାରାଷ୍ଟ୍ର ଉପରେ ନଜର ରଖିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କହିଛନ୍ତି, ମହାରାଷ୍ଟ୍ର ପରିସ୍ଥିତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସାଂଘାତିକ ବୟାନ ରଖିଛନ୍ତି ଜୟପୁର ବିଧାୟକ । ସେ ଅଭିଯୋଗ ଆଣି କହିଛନ୍ତି, ଓଡ଼ିଶାରେ ବିଜେଡି, ବିଜେପି ଗୋଟିଏContinue reading “କଗରସ ବଧୟକ ତର ବହନପତଙକ ବସଫରକ ବୟନ କହଲ ଅମତ ଶହଙକ କଥ ନମନଲ ଭଗ ଭଗ ହଇଯବ ବଜଡ”

ହତର ଲଗଥଲ କଟର ଜୟକପଟ ମଦ ଦକନର ଛଡଦଲ ଗଡ ମକନକ

କନକ ବ୍ୟୁରୋ: ଜଣେ ମୋଟର ମେକାନିକଙ୍କର ଏକ ବଡ ଲଟେରୀ ଲାଗିଥିଲା । ରାତାରାତି ସେ କୋଟିପତି ହୋଇଯାଇଥିଲେ । ତେବେ ୨୫ କୋଟି ମିଳିବା ପୂର୍ବରୁ ସେ ମଦ ଦୋକାନରେ ଏହି ଲଟେରୀ ଟିକଟକୁ ଭୁଲି ଆସିଥିଲେ । ତେବେ ଏହା ପରେ ତାଙ୍କ ସହ ଯାହା ହେଲା ତାହା କିଛି ଫିଲ୍ମର କାହାଣୀଠାରୁ କିଛି କମ ନୁହେଁ । ଏହି ଘଟଣାଟି ଅମେରିକାର ମାସାଚୁସେଟ ଅଞ୍ଚଳର । ଲଟେରୀ ଜିତିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତିContinue reading “ହତର ଲଗଥଲ କଟର ଜୟକପଟ ମଦ ଦକନର ଛଡଦଲ ଗଡ ମକନକ”

Design a site like this with WordPress.com
Get started