ବକଷ ବନଧଙକ କହଣ ଗଛ ଲଗଇବ ନଶର ବକଦଲ ସତରଙକ ଗହଣ ସହ ଗଛ ଆଜ ବଶୱର ଦଇଛ ସୱତନତର ପରଚୟ

କନକ ବ୍ୟୁରୋ : ବୃକ୍ଷର ଉପକାରିତା ତ ଆମେ ସମସ୍ତେ ଜାଣିଛେ । ତଥାପି ଆଜିକାଲି କେହି ଗଛର ଯତ୍ନ ନେଉନେ କିମ୍ବା ଗଛ ଲଗାଉନେ । ନିଜର ସ୍ୱାର୍ଥପାଇଁ ମଣିଷ ଜଙ୍ଗଲକୁ କାଟି ସଫା କରି ଦେଉଛି । ଆଉ ଯାହାର ପରିଣାମ ନିଜେ ଭୋଗୁଛି । କିନ୍ତୁ ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଗଛ ଲଗାଇବା ପାଇଁ ଭଲ ପାଆନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଫେସର ଶ୍ୟାମ ସୁନ୍ଦରContinue reading “ବକଷ ବନଧଙକ କହଣ ଗଛ ଲଗଇବ ନଶର ବକଦଲ ସତରଙକ ଗହଣ ସହ ଗଛ ଆଜ ବଶୱର ଦଇଛ ସୱତନତର ପରଚୟ”

ବରଷ ପର ବସନତ-ଉରମଳଙକ ମହମଳନ ବହଘର କରଇଲ ସୱଚଛସବ ସଗଠନ

କନକ ବ୍ୟୁରୋ: ଶଙ୍ଖ ବାଜୁଛି, ହୁଳହୁଳି ପଡୁଛି । ପାଖରେ ଥୁଆହୋଇଛି ନାଲି ଶଙ୍ଖା, ସିନ୍ଦୁର ଆଉ ବରଣମାଳା । ଆପଣ ଭାବୁଥିବେ କାହାର ଗୋଟେ ବାହାଘର ହେଉଥିବ । ଆଜ୍ଞା ହଁ ଆଜି ବାହାଘର ହେଉଛି । ମାଉସୀଙ୍କୁ ମଉସା ଜଣଙ୍କ ବାହା ହେଉଛନ୍ତି । ମାଉସୀଙ୍କ ହାତରେ ମଉସା ନାଲି ଚୁଡି ପିନ୍ଧାଇ ଦେଇଛନ୍ତି । ତାପରେ ବରଣମାଳା ଅଦଳ ବଦଳ ଆଉ ଶେଷରେ ତାଙ୍କ ସିନ୍ଥିରେ ନାଇଦେଉଛନ୍ତି ସିନ୍ଦୁର । ଆପଣ ଭାବଥିବେContinue reading “ବରଷ ପର ବସନତ-ଉରମଳଙକ ମହମଳନ ବହଘର କରଇଲ ସୱଚଛସବ ସଗଠନ”

ନରମଦ ନଦର ଜଳ ପରବହ ରହସୟ ବପରତ ଦଗର ପରବହତ ହଇଥଏ ଜଳସରତ ବଜଞନ ଖଜଛ ରହସୟ

କନକ ବ୍ୟୁରୋ : ଯଦି ଆପଣ ନଦୀର ସ୍ରୋତରେ ବୁଡିବାକୁ କିମ୍ବା ନଦୀର ସ୍ରୋତ ସହ ଆଗକୁ ଯିବାକୁ ଚାହୁଁଛନ୍ତି ତେବେ , କୁହାଯାଏ କି ନଦୀର ସ୍ରୋତ ବିରୁଦ୍ଧରେ ପହଁରନ୍ତୁ ନାହିଁ । ସ୍ରୋତ ସହ ଆଗକୁ ଚାଲିଲେ ଆପଣଙ୍କୁ ପାଣିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । କିନ୍ତୁ ଯଦି ଏକ ନଦୀ ତାର ସ୍ରୋତର ବିପରୀତ ଦିଗରେ ପ୍ରବାହିତ ହେବା କଥା କୁହାଯାଏ ତେବେ ଆପଣ ବିଶ୍ୱାସ କରିବେ କି? ଓଲଟାContinue reading “ନରମଦ ନଦର ଜଳ ପରବହ ରହସୟ ବପରତ ଦଗର ପରବହତ ହଇଥଏ ଜଳସରତ ବଜଞନ ଖଜଛ ରହସୟ”

ମହୟତ ବନମ ମହବକଶ ଅଘଡ ମଣଟ ବଦଳଛ ମହରଷଟର ରଜନତର ଗଣତ ଜଣନତ କଉ ମଣଟ ପଖର କତ ରହଛ ଶକତ?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ‘ମହାୟୁତି’ ସରକାର ଶାସନ କରୁଛି । ଯେଉଁଥିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଏହି ମହାୟୁତି ସରକାରରେ ବିଜେପି ସବୁଠୁ ବଡ ଦଳ ରହିଥିବାବେଳେ, ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ଏବଂ ଏନସିପିର ଅଜିତ୍ ପାୱାର ଗୋଷ୍ଠୀ ସହଯୋଗୀ ଦଳ ଭାବେ ରହିଛନ୍ତି । ତେଣୁ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେContinue reading “ମହୟତ ବନମ ମହବକଶ ଅଘଡ ମଣଟ ବଦଳଛ ମହରଷଟର ରଜନତର ଗଣତ ଜଣନତ କଉ ମଣଟ ପଖର କତ ରହଛ ଶକତ?”

ପଣ ମହପରଭଙକ ନର ଅନଲଇନ ଠକଇ : ଡଲରର ଟଙକ ଦବକ ୱବସଇଟର ଉଲଲଖ ସବୟତଙକ ଅଭଯଗ

କନକ ବ୍ୟୁରୋ : ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ । ଏକ ଫେକ ୱେବସାଇଟ ତିଆରି କରି ଶ୍ରୀ ଜଗନ୍ନାଥଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ପାଇଁ ଟଙ୍କା ନେଉଛନ୍ତି ଅନଲାଇନ ଠକ । ‘ଶାଳିଗ୍ରାମ ଶାଳା’ ନାମକ ଏକ ଫେକ୍ ୱେବସାଇଟ ମାଧ୍ୟମରେ ଏପରି ଅନଲାଇନ ଠକେଇ ହେଉଥିବା ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ଦେଶ ବିଦେଶରେ ଥିବା ଜଗନ୍ନାଥଭକ୍ତଙ୍କ ଠାରୁ ବିଭିନ୍ନ ପୂଜା ପାଇଁ ଅନଲାଇନ ଟଙ୍କା ଗ୍ରହଣ କରାଯାଉଥିବାContinue reading “ପଣ ମହପରଭଙକ ନର ଅନଲଇନ ଠକଇ : ଡଲରର ଟଙକ ଦବକ ୱବସଇଟର ଉଲଲଖ ସବୟତଙକ ଅଭଯଗ”

ବହନଗ ଟରନ ଦରଘଟଣ : ଏଥପଇ କଏ ଦୟ ? କହକ ହଲ ଦରଘଟଣ ?

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯେଉଁଥିପାଇଁ ସିଗନାଲ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସମ୍ୟାଚ୍ ହୋଇଥିଲା ଓ ଦୁର୍ଘଟଣା ଘଟିିଥିଲା । ତଦନ୍ତContinue reading “ବହନଗ ଟରନ ଦରଘଟଣ : ଏଥପଇ କଏ ଦୟ ? କହକ ହଲ ଦରଘଟଣ ?”

ବରଧ ସତତୱ ପତଳ ଶରକଷତରର ଫଇଭ-ଟ ସଚବ ମହପରଭଙକ କଲ ଦରଶନ

କନକ ବ୍ୟୁରୋ : ପାତାଳି ଶ୍ରୀକ୍ଷେତ୍ରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ସୋନପୁର ଗସ୍ତରେ ଥିବା ବେଳେ ସଚିବ ପାତାଳି ଶ୍ରୀକ୍ଷେତ୍ର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହାବାଦ ମିଶନ ଶକ୍ତି ଗୋଷ୍ଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସୋନପୁର ଗସ୍ତ ବେଳେ ଫାଇଭ ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ ହୋଇଥିଲା ।Continue reading “ବରଧ ସତତୱ ପତଳ ଶରକଷତରର ଫଇଭ-ଟ ସଚବ ମହପରଭଙକ କଲ ଦରଶନ”

ତନଟ ଗଡକ ଧକକ ଦଲ ଟରକ ଭୟଙକର ଦରଘଟଣର ଆଖ ବଜଲ ଲକ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ୩ଟି ଗାଡିକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ପରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ୧୦ ଜଣ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମହାରାଷ୍ଟ୍ରର ଧୁଲେରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି । ମୁମ୍ବାଇ-ଆଗ୍ରା ହାଇୱେର ପଲାସନେର ଗାଁ ନିକଟରେ ଗୋଟିଏ କଣ୍ଟେନର ବୋଝେଇ ଟ୍ରକ୍ ତିନୋଟି ଗାଡିକୁ ଧକ୍କା ଦେଇଥିଲାContinue reading “ତନଟ ଗଡକ ଧକକ ଦଲ ଟରକ ଭୟଙକର ଦରଘଟଣର ଆଖ ବଜଲ ଲକ”

ପରବ ଦଇ କଗରସ କରମଙକ ପରତବଦ : ରସତ ନରମଣର ଅହତକ ବଳମବ ନଇ ଜଳସଚନ ଅଫସର ହହଲଲ

କନକ ବ୍ୟୁରୋ : ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି  । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା କଂଗ୍ରେସ କହୁଛି । ତଥାବି କାମ ସମ୍ପୂର୍ଣ୍ଣ ହୋଇପାରୁନି । କଟକ ସଦର ଅଞ୍ଚଳର ଖଣ୍ଡାଇତା ଅଞ୍ଚଳରେ ରାସ୍ତା କାମ ପାଇଁ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଲୋକେContinue reading “ପରବ ଦଇ କଗରସ କରମଙକ ପରତବଦ : ରସତ ନରମଣର ଅହତକ ବଳମବ ନଇ ଜଳସଚନ ଅଫସର ହହଲଲ”

ମହରଷଟର ମହଡରମ: ପରଫଲଲ ପଟଲଙକ ଦବ ଆମ ପଖର ରହଛ ବଧୟକଙକ ସମରଥନ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମଧ୍ୟ ରାଜନୈତିକ ଡ୍ରାମା ଜାରି । ସାଂସଦ ପ୍ରଫୁଲ୍ଲ ପଟେଲ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ସହ ୪୦ ବିଧାୟକ ରହିଛନ୍ତି । ବହୁମତ ଆମ ସହ ଏବେ ବି ରହିଛି । ଗତ ରବିବାର ଅଜିତ ପାୱାର ୮ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏକ ଘଣ୍ଟା ମଧ୍ୟରେ ସେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ । ପ୍ରଫୁଲ ପଟେଲContinue reading “ମହରଷଟର ମହଡରମ: ପରଫଲଲ ପଟଲଙକ ଦବ ଆମ ପଖର ରହଛ ବଧୟକଙକ ସମରଥନ”

Design a site like this with WordPress.com
Get started