ଏସଏଫ ସମୟରଞଜନ ମହପତର ମତୟ ମମଲ : ହଇକରଟର ପତନ ବଦୟଭରତଙକ ଆଶୱସତ

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି । ଏନବିଡବ୍ଲ୍ୟୁ ଉପରେ ଅନ୍ତରୀଣ ରହିତାଦେଶ କୋର୍ଟ ଜାରି କରିଛନ୍ତି ।କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟ ଯାଇଥିଲେ । ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ୱସ୍ଥି ମିଳିଥିଲା । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେContinue reading “ଏସଏଫ ସମୟରଞଜନ ମହପତର ମତୟ ମମଲ : ହଇକରଟର ପତନ ବଦୟଭରତଙକ ଆଶୱସତ”

ହଙଗମ ମଧୟର ଏନସପର ନଆ କରଯୟଳୟର ଉଦଘଟନ କଲ ଅଜତ ପୱର

କନକ ବ୍ୟୁରୋ: ଏନସିପି ନେତା ଅଜିତ ପାୱାର ଦକ୍ଷିଣ ମୁମ୍ବାଇରେ ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହା ମନ୍ତ୍ରାଳୟର ଠିକ୍ ସାମନାରେ ରହିଛି । ସେପଟେ ଏନସିପି କାର୍ଯ୍ୟାଳୟରେ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ସମସ୍ତ ୯ ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିଛନ୍ତି । ବୈଠକ ଶେଷ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗର ବଣ୍ଟନ କରାଯିବContinue reading “ହଙଗମ ମଧୟର ଏନସପର ନଆ କରଯୟଳୟର ଉଦଘଟନ କଲ ଅଜତ ପୱର”

ଦରଘଟଣର ଶକର ହଲ କଙଗ ଖନ : ରକତ ବହରବର ହସପଟଲର ଭରତତ; ମଡକଲ ଟମ କରଛ ଚକତସ

କନକ ବ୍ୟୁରୋ : ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖଙ୍କ ନାକରେ ବ୍ୟାଣ୍ଡେଣ୍ଡ୍ ଲଗାଯାଇଥିଲା । ନାକରେContinue reading “ଦରଘଟଣର ଶକର ହଲ କଙଗ ଖନ : ରକତ ବହରବର ହସପଟଲର ଭରତତ; ମଡକଲ ଟମ କରଛ ଚକତସ”

5T ସଚବଙକ ଗଡ଼କ ଅଣଡମଡ଼ ପଡ଼ବ ମହଙଗ ! ଅଣଡମଡ଼ କରଥବ କରମଙକ ପଇ ଫସବକର ଏମତ ଲଖଲ ଆପ ଓଡ଼ଶ ଶଖ

କନକ ବ୍ୟୁରୋ: ମହଙ୍ଗା ପଡ଼ିବ ଫାଇଭ୍-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । ସୁବର୍ଣ୍ଣପୁରର ଉଲୁଣ୍ଡାକୁ ଗସ୍ତ ସମୟରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ଆପ୍ କର୍ମୀ । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡିଶା ଶାଖାର ପ୍ରତିକ୍ରିୟା ରଖିଛି । ଆଉ ଦଳ ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି ଯେ, କୌଣସି ସମସ୍ୟାର ସମାଧାନ ଦାବି କରିବା ଏବଂ ଗଣତାନ୍ତ୍ରିକ ଉପାୟରେ କରିବା ହେଉଛି ଆପର ବିଚାରଧାରା । ଅଣ୍ଡାମାଡ କରିବା ପାର୍ଟିରContinue reading “5T ସଚବଙକ ଗଡ଼କ ଅଣଡମଡ଼ ପଡ଼ବ ମହଙଗ ! ଅଣଡମଡ଼ କରଥବ କରମଙକ ପଇ ଫସବକର ଏମତ ଲଖଲ ଆପ ଓଡ଼ଶ ଶଖ”

ବହନଗ ଟରନ ଦରଘଟଣର ସତ : ଷଟସନ ମଷଟରଙକ ଅବହଳକ ଦୟ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯେଉଁଥିପାଇଁ ସିଗନାଲ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସମ୍ୟାଚ୍ ହୋଇଥିଲା ଓ ଦୁର୍ଘଟଣା ଘଟିିଥିଲା । ତଦନ୍ତContinue reading “ବହନଗ ଟରନ ଦରଘଟଣର ସତ : ଷଟସନ ମଷଟରଙକ ଅବହଳକ ଦୟ”

ମନନଭଇ ଷଟଇଲର ଦଉଥଲ ନଟ ପରକଷ ଜଣ ଏମସ ଛତରଙକ ଗରଫ କଲ ପଲସ ଅନୟ ପଲଙକ ପଇ ଦଉଥଲ ପରକଷ

କନକ ବ୍ୟୁରୋ: ମୁନ୍ନାଭାଇ ଷ୍ଟାଇଲରେ ଚାଲିଥିଲା ନିଟ୍ ପରୀକ୍ଷାରେ ଠକେଇ । ଜଣକ ପାଇଁ ଆଉ ଜଣେ ଦେଉଥିଲେ ପରୀକ୍ଷା । ଏପରି ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୋଲିସ ଧରିବା ସହିତ ୪ ଜଣ ଏମ୍ସ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି । ତେବେ ମିଳିଥିବା ସୂଚନା ମୁତାବକ, ଏମ୍ସ ବିଏସସି (ରେଡିଓଲୋଜି, ଦ୍ୱିତୀୟ ବର୍ଷ) ଛାତ୍ର ନରେଶ ବିଶ୍ନୋଇ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଯିଏକି ପ୍ରଥମ ବର୍ଷ ଛାତ୍ରଙ୍କୁ କହି ଏପରି କାମContinue reading “ମନନଭଇ ଷଟଇଲର ଦଉଥଲ ନଟ ପରକଷ ଜଣ ଏମସ ଛତରଙକ ଗରଫ କଲ ପଲସ ଅନୟ ପଲଙକ ପଇ ଦଉଥଲ ପରକଷ”

Design a site like this with WordPress.com
Get started