ବରଷକ ତଳର ରଗ ସଝଇଲ ଦରବତତ : ଚର ଧରଇ ଦବର ଯବକଙକ ମରଣନତକ ଆକରମଣ; ଅଭଯକତ ଗରଫ

କନକ ବ୍ୟୁରୋ : ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ବର୍ଷେ ପୂର୍ବରୁ ସାଙ୍ଗର ଗାଡ଼ି ଚୋରି ହୋଇଥିବାବେଳେ ଚୋରକୁ ଚିହ୍ନଟ କରିଥିଲେ ସାଙ୍ଗ ଆଲୋକ ଦତ । ସିସିଟିଭି ଦୃଶ୍ୟ ଦେଖି ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ ରାଗ ସୁଝାଇବାକୁ ଆଲୋକ ଦତଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଦୁର୍ବୃତ୍ତ । ଏକContinue reading “ବରଷକ ତଳର ରଗ ସଝଇଲ ଦରବତତ : ଚର ଧରଇ ଦବର ଯବକଙକ ମରଣନତକ ଆକରମଣ; ଅଭଯକତ ଗରଫ”

ସବରଣଣପରର ଟ ସଚବଙକ ଗଡକ ଅଣଡମଡ କଳପତକ ପରଦରଶନ କଲ ଆପ କରମକରତତ ଶଙଖଳଗତ କରଯୟନଷଠନ ନବ ବଲ କହଲ ଆପ

କନକ ବ୍ୟୁରୋ: ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡାକୁ ଗସ୍ତ ସମୟରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ ହେଇଛି । ତେବେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତମାନେ ଭିକେ ପାଣ୍ଡିଆନଙ୍କ ଗାଡିକୁ ଏହି ଅଣ୍ଡାମାଡ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଆଜି ୫ଟି ସଚିବ ସୁବର୍ଣ୍ଣପୁର ଗସ୍ତରେ ଯାଇଛନ୍ତି । ସେଠାରେ ସେ ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ । ତେବେContinue reading “ସବରଣଣପରର ଟ ସଚବଙକ ଗଡକ ଅଣଡମଡ କଳପତକ ପରଦରଶନ କଲ ଆପ କରମକରତତ ଶଙଖଳଗତ କରଯୟନଷଠନ ନବ ବଲ କହଲ ଆପ”

ବଦନତ ଆଲମନୟମ ନକଷୟ ମତର ଅଧନର ଓଡ଼ଶର ଶହ ଶହ ଟବ ରଗଙକ ସହୟତ ଯଗଉଛ

ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାରେ ଭାରତ ସରକାରଙ୍କ ଟିବି ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ନିକ୍ଷୟ ମିତ୍ରରଫେଜ-୧ର ସଫଳ ସମାପ୍ତି କରିଛି । ଭାରତ ସରକାରଙ୍କ ଟିବି ମୁକ୍ତ ଭାରତ ଲକ୍ଷ୍ୟ ସହିତ କମ୍ପାନି ଗତବର୍ଷଠାରୁ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ଓଡ଼ିଶାର ୫୫୦ ଟିବି ରୋଗୀଙ୍କୁ ସହାୟତା କରିଆସୁଛି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଯକ୍ଷ୍ମାମୁକ୍ତ ଭାରତ ପାଇଁ କମ୍ପାନି ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହିତ ମିଶି ସକ୍ରିୟContinue reading “ବଦନତ ଆଲମନୟମ ନକଷୟ ମତର ଅଧନର ଓଡ଼ଶର ଶହ ଶହ ଟବ ରଗଙକ ସହୟତ ଯଗଉଛ”

ବଢଲ କମରସଆଲ ଗୟସ ଦର : ସଲଣଡର ପଛ ଟଙକ ବଦଧ

କନକ ବ୍ୟୁରୋ : ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୭୮୦ । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେContinue reading “ବଢଲ କମରସଆଲ ଗୟସ ଦର : ସଲଣଡର ପଛ ଟଙକ ବଦଧ”

ମହରଷଟର ହଇଡରମ ଭତର ପରଫଲ ପଟଲଙକ ବଡ ବୟନ କହଲ ର ଏନସପ ବଧୟକ ଚହଥଲ ବଜପ ସହ ସରକର ଏନସପ ନତ ନଇପରଲନ ସଠକ ନଷପତତ

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିର ହାଇଡ୍ରାମା ଭିତରେ ଏବେ ସବୁଠୁ ବଡ ରାଜନୈତିକ ସଙ୍କଟ ଦେଇ କରୁଛି ଶରଦ ପାୱାରଙ୍କ ଦଳ ଏନସିପି । ପୁତୁରା ଅଜିତ ପାୱାରଙ୍କ ସହ ଦଳର ତମାମ ବଡ ବଡ ନେତା ତାଙ୍କୁ ଛାଡି ଯାଇ ବିଜେପି ସରକାର ସହ ମିଶିବା ପରେ ଏବେ ବ୍ୟାକଫୁଟରେ ଶରଦ ପାୱାର । ଖାଲି ସେତିକି ନୁହେଁ, ଦଳର ନେତା ତଥା ସାଂସଦ ପ୍ରଫୁଲ ପଟେଲ ବି ଏବେ ଅଜିତଙ୍କ ସହ ଅଛନ୍ତି ।Continue reading “ମହରଷଟର ହଇଡରମ ଭତର ପରଫଲ ପଟଲଙକ ବଡ ବୟନ କହଲ ର ଏନସପ ବଧୟକ ଚହଥଲ ବଜପ ସହ ସରକର ଏନସପ ନତ ନଇପରଲନ ସଠକ ନଷପତତ”

ଭଟ ଦଇନ କମ ହବନ : ପରବତନ ସରପଞଚ ଅଜବ ଯକତ ଦଖଇ ପରଶସନକ ଅଧକରଙକ ଲଖଲ ଚଠ

କନକ ବ୍ୟୁରୋ : ଭୋଟ୍ ଦେଇନ, କାମ ହେବନି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୁତାର ପଞ୍ଚାୟତ ବୁରୁସିଂ ଗାଁରୁ ଆସିଛି ଏଭଳି ଏକ ଖବର । ସମ୍ପୃକ୍ତ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ସାଂସ୍କୃତିକ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଆସିଛି । ହେଲେ ଗାଁ ଲୋକେ ଭୋଟ୍ ଦେଇନଥିବାରୁ ଏହି ଅଞ୍ଚଳର ପୂର୍ବତନ ସରପଞ୍ଚ ଗଙ୍ଗାଧର ଭୂୟାଁ ଉନ୍ନୟନ କାମକୁ ବିରୋଧ କରିଛନ୍ତି । ଭୋଟ୍Continue reading “ଭଟ ଦଇନ କମ ହବନ : ପରବତନ ସରପଞଚ ଅଜବ ଯକତ ଦଖଇ ପରଶସନକ ଅଧକରଙକ ଲଖଲ ଚଠ”

ରଜୟର ଆକଶ ଛଆ ପରବ ଦର : ରଜଧନ ବଜରର ଅଦ କଲ କଞଚଲଙକ ଟଙକ

କନକ ବ୍ୟୁରୋ : ପକେଟରେ ହଜାର ଟଙ୍କା ଥିଲେ ବି ବ୍ୟାଗ୍ ଫୁଲ ହେଉନି । ଏଥିରୁ ଅନୁମାନ କରିପାରୁଥିବେ ବଜାରରେ ପରିବା ଦର କେମିତି ରହିଛି । ରାଜଧାନୀ ବଜାରରେ ଅଦା କିଲୋ ୩୦୦ ଟଙ୍କା, କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି । ସବୁ କଞ୍ଚା ପରିବାର ଦର ମଧ୍ୟ ୧୦୦ ଉପରେ ରହିଛି । ସ୍ଥିତି ଏଭଳି ହେଲାଣିି ଯେ ଗରିବ ଓ ମଧ୍ୟବିତ ପରିବାର ବଜାର ଗଲେ କ’ଣ କିଣିବେ କ’ଣContinue reading “ରଜୟର ଆକଶ ଛଆ ପରବ ଦର : ରଜଧନ ବଜରର ଅଦ କଲ କଞଚଲଙକ ଟଙକ”

କନଦର ମନତରମଣଡଳ ଅଦଳବଦଳ ନଇ ବଢ଼ଲ ଚରଚଚ : ଶହ ନଡଡଙକ ସହ ଆଲଚନ କଲ ପରଧନମନତର; କଏ ପଡ଼ବ ବଦ କହକ କରଯବ ସମଲ ଚଲଛ ତଲକ ପରସତତ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ ବୈଠକ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା । ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିପାରନ୍ତି । ଚଳିତ ସପ୍ତାହରେ ଅଦଳବଦଳ ସମ୍ଭାବନା ରହିଛି । ଏଥିପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ଅମିତ ଶାହା, ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବContinue reading “କନଦର ମନତରମଣଡଳ ଅଦଳବଦଳ ନଇ ବଢ଼ଲ ଚରଚଚ : ଶହ ନଡଡଙକ ସହ ଆଲଚନ କଲ ପରଧନମନତର; କଏ ପଡ଼ବ ବଦ କହକ କରଯବ ସମଲ ଚଲଛ ତଲକ ପରସତତ”

ନଷଠର ହଲ ଜନମଦତର : ବପ ଅଜଣତର ମସର ଝଅକ ଟଙକର ବକ ଦଲ ମଆ ପଲସର ତନଘନ

କନକ ବ୍ୟୁରୋ : ମାଆ ବି ହୋଇପାରେ ଏମିତି । ନିଜ ଜନ୍ମକଲା ପିଲାକୁ ବିକ୍ରି କରିଦେଇପାରେ । ଝିଅଟିଏ ବୋଲି ୮ ମାସର ଝିଅକୁ ୮ ଶହ ଟଙ୍କାରେ ବିକ୍ରି କରିଛି ନିଷ୍ଠୁର ମାଆ । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଦେଖିବାକୁ ମିଳିଛି । ଗାଁର କାରମି ମୁର୍ମୁ ଓ ମୁଷୁ ମୁର୍ମୁଙ୍କ ୯ ମାସ ପୂର୍ବରୁ ଦ୍ୱିତୀୟ ସନ୍ତାନ ଜନ୍ମ ହୋଇଥିଲା । ପ୍ରଥମ ସନ୍ତାନContinue reading “ନଷଠର ହଲ ଜନମଦତର : ବପ ଅଜଣତର ମସର ଝଅକ ଟଙକର ବକ ଦଲ ମଆ ପଲସର ତନଘନ”

ରଜୟର ଜଲଲକ ମଡ଼ଲଣ ଡଙଗ : ରଜଧନ ହଟସପଟ ଡଙଗ ବଢ଼ବ ପଛର ମଖୟ କରଣ କଭଡ ବଲ ଚରଚଚ

କନକ ବ୍ୟୁରୋ : ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ତହିଁରୁ ୧୯୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି । ଆଉ ମୁଖ୍ୟତଃ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ରାଜ୍ୟର ୧୮ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ତେବେ ଡେଙ୍ଗୁContinue reading “ରଜୟର ଜଲଲକ ମଡ଼ଲଣ ଡଙଗ : ରଜଧନ ହଟସପଟ ଡଙଗ ବଢ଼ବ ପଛର ମଖୟ କରଣ କଭଡ ବଲ ଚରଚଚ”

Design a site like this with WordPress.com
Get started