ସହଦୱରର ନଆ ରପ ଛଉଣ ଦୱରର ନରମଣକ ନଇ ବବଦ : ସହମରତତ ଭଲ ଲଗଥବ ସମଜକ ଗଣମଧୟମର ଚରଚଚ

କନକ ବ୍ୟୁରୋ : ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥିବା ନୂଆ ରୂପା ଛାଉଣୀ ଦ୍ୱାରର ନିର୍ମାଣ ଶୈଳୀକୁ ନେଇ ଦେଖାଦେଇଛି ବିବାଦ । ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଘୁରିବୁଲୁଥିବା ଏହି ଫଟୋ କେହି ବ୍ୟକ୍ତି ଏଡିଟ କରି ଭୁଲ ଚିତ୍ରିତ କରି ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା କୁହାଯାଇଛି । ଦୁଇ ସିଂହମୂର୍ତ୍ତିକୁ ଏଡ଼ିଟ କରି ଦୁଇ ସିଂହମୂର୍ତ୍ତିଙ୍କ ମୁହଁ ଗୋଟିଏ ପାଶ୍ୱର୍କୁ ରଖିଛନ୍ତି । ଏହାକୁContinue reading “ସହଦୱରର ନଆ ରପ ଛଉଣ ଦୱରର ନରମଣକ ନଇ ବବଦ : ସହମରତତ ଭଲ ଲଗଥବ ସମଜକ ଗଣମଧୟମର ଚରଚଚ”

ତଜସୱଙକ ଉପର ବରଷଲ ସଶଲ ମଦ ତରନତ ଉପ-ମଖୟମନତର ପଦର ଇସତଫ ପଇ କଲ ଦବ ଜଣନତ କରଣ କଣ?

କନକ ବ୍ୟୁରୋ: ତେଜସ୍ୱୀ ଯାଦବଙ୍କୁ ବିହାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କଲେ ବିଜେପି ନେତା ସୁଶୀଲ ମୋଦି । ଭାଜପାର ଏହି ସିନିୟର ନେତା ତେଜସ୍ୱୀ ଯାଦବଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଦାବି କରିଛନ୍ତି । ତେବେ ଚାକିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ତେଜସ୍ୱୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରେ ଏପରି ଦାବି କରିଛନ୍ତି ସୁଶୀଲ ମୋଦି । ସୂଚନାଯୋଗ୍ୟ ଯେ, ବିହାରContinue reading “ତଜସୱଙକ ଉପର ବରଷଲ ସଶଲ ମଦ ତରନତ ଉପ-ମଖୟମନତର ପଦର ଇସତଫ ପଇ କଲ ଦବ ଜଣନତ କରଣ କଣ?”

ଏସଏଫ ସମୟରଞଜନଙକ ମତୟ ମମଲ : ବଭନସ ସଥନର ଚଢ଼ଉ କର ପତନ ବଦୟଭରତଙକ ପଉନ ପଲସ

କନକ ବ୍ୟୁରୋ : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଭାରତୀ ପଣ୍ଡାଙ୍କର କୌଣସି ଖୋଜ ଖବର ପାଉନି ପୁଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନା ଏହି ସୂଚନା ଦେଇଛନ୍ତି । ୩ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲ୍ୟୁ ଜାରି କରିଛନ୍ତି କୋର୍ଟ । ପାରଳାଖେମୁଣ୍ଡି ଏସଡିଜେଏମ୍ ସମନ୍ ପରେ ପୁଲିସ ଟିମ୍ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେContinue reading “ଏସଏଫ ସମୟରଞଜନଙକ ମତୟ ମମଲ : ବଭନସ ସଥନର ଚଢ଼ଉ କର ପତନ ବଦୟଭରତଙକ ପଉନ ପଲସ”

ବହନଗ ରଳ ଦରଘଟଣ : ମସ ପର ଆସଲ ତଦନତ ରପରଟ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା । ଆସିଲା ରେଲୱେ କମିଶନଙ୍କ ରିପୋର୍ଟ । ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି । ରେଳବୋର୍ଡ଼ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି । ଏହାବାଦ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେContinue reading “ବହନଗ ରଳ ଦରଘଟଣ : ମସ ପର ଆସଲ ତଦନତ ରପରଟ”

ଲଲଙକ ପରବର ପରତ ବଢଲ ଅଡଆ : ଚରଜସଟ ଦଖଲ କଲ ସବଆଇ

କନକ ବ୍ୟୁରୋ : ଲାଲୁ ଯାଦବଙ୍କ ପରିବାର ପାଇଁ ବଢ଼ିଲା ଅଡୁଆ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାକିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ ହୋଇଛି । ଦିଲ୍ଲୀ କୋର୍ଟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ତେବେ ସିବିଆଇ ଚାର୍ଜସିଟ ଉପରେ ଶୁଣାଣି କରିବାକୁ କୋର୍ଟContinue reading “ଲଲଙକ ପରବର ପରତ ବଢଲ ଅଡଆ : ଚରଜସଟ ଦଖଲ କଲ ସବଆଇ”

ବଶୱକପ ପରବର ବଢପର ଟମ ଇଣଡଆ ଚନତ କଏ କରବ ନମବରର ବୟଟ? ବରଷର ବଦଳସରଲଣ ବୟଟସମୟନ

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଶହେ ଦିନରୁ କମ୍ ସମୟ ବାକି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ନଭେମ୍ବର ୧୯ ତାରିଖରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଇସିସି ଖେଳସୂଚୀ ମଧ୍ୟ ଜାରି କରିସାରିଛି । ତେବେ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏକାକି ବିଶ୍ୱକପ୍ ଆୟୋଜନ କରୁଥିବାରୁ, ଏହାକୁ ସଫଳ କରିବାକୁ ଜୋରସୋରରେ ଲାଗିପଡିଛିContinue reading “ବଶୱକପ ପରବର ବଢପର ଟମ ଇଣଡଆ ଚନତ କଏ କରବ ନମବରର ବୟଟ? ବରଷର ବଦଳସରଲଣ ବୟଟସମୟନ”

ଝଅ ବରଧର ଏତଲ ଦଲ ମଆ : କମଶନରଟ ପଲସର ଦୱରସଥ ହଲ ସଯକତଙକ ମଆ ନମତ

କନକ ବ୍ୟୁରୋ : ଝିଅ ବିରୋଧରେ ଏତଲା ଦେଲେ ମାଆ । ବିଜୁ ଜନତା ଦଳ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ସଂଯୁକ୍ତା ମହଲାଙ୍କ ନାଁରେ ଥାନାର ଏତଲା ଦେଇଛନ୍ତି ମାଆ ନମିତା ପାତ୍ର । ସୋସିଆଲ ମିଡ଼ିଆରେ ସଂଯୁକ୍ତା ମହଲା ଅଶ୍ଳୀଳ ଭାଷାରେ ତାଙ୍କୁ ଓ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିବା ନେଇ ମାଆ ନମିତା ପାତ୍ର ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏନେଇ ସେ ଲିଖିତ ଅଭିଯୋଗ କରିଛନ୍ତିContinue reading “ଝଅ ବରଧର ଏତଲ ଦଲ ମଆ : କମଶନରଟ ପଲସର ଦୱରସଥ ହଲ ସଯକତଙକ ମଆ ନମତ”

ଆଜଠର ରଜୟର ହଇପର ବରଷ : ଜଲଲକ ୟଲ ୱରଣଣ ଜର

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ହୋଇପାରେ ବର୍ଷା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବର୍ଷା ପାଇଁ ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୂଚନା ମୁତାବକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ,Continue reading “ଆଜଠର ରଜୟର ହଇପର ବରଷ : ଜଲଲକ ୟଲ ୱରଣଣ ଜର”

ଓଡ଼ଶ ଜଙଗଲ ପଟଟ ବଣଟଛ ଆନଧର : ପରଧନମନତର ଆବସ ଯଜନର କରଛ ଟ ଘର ନରମଣ; ସଥନୟ ବଡଓ ଏବ ତହସଲଦର ପହଞଚ କଲ କମ ବନଦ

କନକ ବ୍ୟୁରୋ : ଓଡ଼ିଶାର ଜଙ୍ଗଲ, କିନ୍ତୁ ପଟ୍ଟା ବାଣ୍ଟୁଛି ଆନ୍ଧ୍ର । କେବଳ ପଟ୍ଟା ନୁହଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ତିଆରି କରୁଛି । ଏକାସାଙ୍ଗେ ୧୩ଟି ଘର ତିଆରି କରୁଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇପାଡୁ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ପାଇ ଗାଁରେ ସ୍ଥାନୀୟ ବିଡିଓ ଓ ତହସିଲଦାର ପହଞ୍ଚି କାମ ବନ୍ଦ କରିଛନ୍ତି । ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ସମସ୍ତContinue reading “ଓଡ଼ଶ ଜଙଗଲ ପଟଟ ବଣଟଛ ଆନଧର : ପରଧନମନତର ଆବସ ଯଜନର କରଛ ଟ ଘର ନରମଣ; ସଥନୟ ବଡଓ ଏବ ତହସଲଦର ପହଞଚ କଲ କମ ବନଦ”

ଶମଳପଳ ମଖୟ ଫଟକର ଜଗଲ ପଲସ : ଆଗକ ଆଉ ପଲଟନ ହବ ମତୟନ

କନକ ବ୍ୟୁରୋ : ଶିମିଳିପାଳ ଜଗିଲା ପୋଲିସ । ରାତି ସମୟରେ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ଓ ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଶିମିଳିପାଳରେ ଦିନ ରାତି ପେଟ୍ରୋଲିଂ କରିବା ପାଇଁ ବନ କର୍ମଚାରୀଙ୍କ ସହ ପୋଲିସ କର୍ମଚାରୀଙ୍କୁ ବିିଭିନ୍ନ ସ୍ଥାନରେ ରଖାଯାଇଛି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ ଜଣ ପୋଲିସ କର୍ମଚାରୀ ପେଟ୍ରୋଲିଂ କରିବେ । ଆଗକୁ ଆଉ ୩Continue reading “ଶମଳପଳ ମଖୟ ଫଟକର ଜଗଲ ପଲସ : ଆଗକ ଆଉ ପଲଟନ ହବ ମତୟନ”

Design a site like this with WordPress.com
Get started