କନକ ବ୍ୟୁରୋ : ଶିମିଳିପାଳ ଜଗିଲା ପୋଲିସ । ରାତି ସମୟରେ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ଓ ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଶିମିଳିପାଳରେ ଦିନ ରାତି ପେଟ୍ରୋଲିଂ କରିବା ପାଇଁ ବନ କର୍ମଚାରୀଙ୍କ ସହ ପୋଲିସ କର୍ମଚାରୀଙ୍କୁ ବିିଭିନ୍ନ ସ୍ଥାନରେ ରଖାଯାଇଛି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ ଜଣ ପୋଲିସ କର୍ମଚାରୀ ପେଟ୍ରୋଲିଂ କରିବେ । ଆଗକୁ ଆଉ ୩Continue reading “ଶମଳପଳର ବନଧକ କରଖନ : ବନଧକ ସହ ଜଣକ ବନଧଲ ପଲସ; ଚଢଉ ବଳ ମଳଲ ବଜରକପତ କତ”
Tag Archives: News
ସରଗରମ ମହରଷଟରର ମହନଟକ : ବଦରହ ନତଙକ ବରଧର ବଡ଼ କରଯୟନଷଠନ ନଲ ଏନସପ
କନକ ବ୍ୟୁରୋ : ଜାରି ରହିଛି ମହାରାଷ୍ଟ୍ରରେ ମହାନାଟକ । ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଏନସିପି ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ ସୁନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଛି । ସେହିପରି ଶପଥ ଗ୍ରହଣ ସମାରୋହକୁ ଯାଇଥିବା ଆଉ ତିନି ନେତାContinue reading “ସରଗରମ ମହରଷଟରର ମହନଟକ : ବଦରହ ନତଙକ ବରଧର ବଡ଼ କରଯୟନଷଠନ ନଲ ଏନସପ”
ଭୟଙକର ଅଗନକଣଡ : ଜବନତ ଦଗଧ ଚକତସଧନ ଅବସଥର ଗଲ ଜଣଙକ ଜବନ; ନଆ ଲଭଇବ ପଇ ନୟଜତ ହଲ ଟ ଦମକଳ
କନକ ବ୍ୟୁରୋ : ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ମାର୍କେଟ୍ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା । ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟାContinue reading “ଭୟଙକର ଅଗନକଣଡ : ଜବନତ ଦଗଧ ଚକତସଧନ ଅବସଥର ଗଲ ଜଣଙକ ଜବନ; ନଆ ଲଭଇବ ପଇ ନୟଜତ ହଲ ଟ ଦମକଳ”
ନବନ ନବସର ବଜଡର ଗରତୱପରଣଣ ବଠକ: ବଜଡର ବରଷଠ ନତ ବଠକ ସମଲ
କନକ ବ୍ୟୁରୋ: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ । ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏହି ନେତାଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତଃ ୩ଟି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସଙ୍ଗଠନକୁ ମଜବୁତ କରିବା, ନିର୍ବାଚନContinue reading “ନବନ ନବସର ବଜଡର ଗରତୱପରଣଣ ବଠକ: ବଜଡର ବରଷଠ ନତ ବଠକ ସମଲ”
ଆସସ ସରଜର ଦୱତୟ ଟଷଟ ମୟଚର ଇଲଣଡକ ରନର ହରଇଲ ଅଷଟରଲଆ: ପଣର ପଡଲ ବନ ଷଟକସଙକ ରନର ଇନଙଗସ
କନକ ବ୍ୟୁରୋ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୪୩ ରନରେ ଅଷ୍ଟ୍ରେଲିଆଠୁ ହାରି ଯାଇଛି । ଇଂଲଣ୍ଡର ଲର୍ଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଜନ୍ନି ବେନ ଷ୍ଟୋକ୍ସଙ୍କ ୧୫୫ ଇନିସ୍ ସତ୍ୱେ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏଥିସହ ଆସେସ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତିଯାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିସରେ ୪୧୬ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିସରେ ୩୨୫ ରନContinue reading “ଆସସ ସରଜର ଦୱତୟ ଟଷଟ ମୟଚର ଇଲଣଡକ ରନର ହରଇଲ ଅଷଟରଲଆ: ପଣର ପଡଲ ବନ ଷଟକସଙକ ରନର ଇନଙଗସ”
ଜମ ବଦଳର ଚକର ମମଲର ବଢ଼ଲ ବହର ଉପମଖୟମନତର ଓ ଆରଜଡ ମଖୟ ଲଲ ପରସଦ ଯଦବଙକ ଅଡଆ: ଚରଜସଟ ଦଖଲ କଲ ସବଆଇ
କନକ ବ୍ୟୁରୋ: ଲାଲୁ ଯାଦବଙ୍କ ପରିବାର ପାଇଁ ବଢ଼ିଲା ଅଡୁଆ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାକିିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ତେବେ ସିବିଆଇ ଚାର୍ଜସିଟ ଉପରେ ଶୁଣାଣି କରିବାକୁContinue reading “ଜମ ବଦଳର ଚକର ମମଲର ବଢ଼ଲ ବହର ଉପମଖୟମନତର ଓ ଆରଜଡ ମଖୟ ଲଲ ପରସଦ ଯଦବଙକ ଅଡଆ: ଚରଜସଟ ଦଖଲ କଲ ସବଆଇ”
କଣ ହବ ଅଜତ ପୱର ଓ ବଦରହଙକ ଭଗୟ? ବଧୟକଙକ ଅଯଗୟ ଘଷଣ କରବକ ଏନସପର ଦବ
କନକ ବ୍ୟୁରୋ: ୨୦୧୯ ବିଧାନସଭା ନିର୍ବାଚନରେ ପରେ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ସରକାର ବଦଳଛି ପୂର୍ବରୁ କୌଣସି ରାଜ୍ୟରେ ଏଭଳି ଦେଖିବାକୁ ମଳିନାହିଁ । କ୍ଷମତା ପାଇଁ ଶିବସେନା ପରେ ଏବେ ଏନସିପି ଦୁଇ ଭାଗ ହୋଇଛି । କିନ୍ତୁ ଏବେବି ଏନସିପିର ବିଦ୍ରୋହୀ ଗୋଷ୍ଠୀ ଏବଂ ଅଜିତ୍ ପାୱାରଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପିର ଅଜିତ୍ ପାୱାର ଏବଂ ୮ ମନ୍ତ୍ରୀଙ୍କContinue reading “କଣ ହବ ଅଜତ ପୱର ଓ ବଦରହଙକ ଭଗୟ? ବଧୟକଙକ ଅଯଗୟ ଘଷଣ କରବକ ଏନସପର ଦବ”
ଧନଦମଳକ ଉଚଚ ମଧୟମକ ବଦୟଳୟ ରପ ଲକରପତ ହଲ ସକଲ ଲକରପଣ କଲ ମଖୟମନତର ନବନ ପଟଟନୟକ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି l ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇପାରିବେ l ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚContinue reading “ଧନଦମଳକ ଉଚଚ ମଧୟମକ ବଦୟଳୟ ରପ ଲକରପତ ହଲ ସକଲ ଲକରପଣ କଲ ମଖୟମନତର ନବନ ପଟଟନୟକ”
ଦନ ଧର ଜଳଛ ଫରନସ ଚଲଛ ପଡ଼ଜଳ ଭଙଗରଚ ଓ ପରତବଦ
କନକ ବ୍ୟୁରୋ: ଫ୍ରାନ୍ସରେ ଏବେ ଏପରି ଅଣାୟତ ସ୍ଥିତି । ଦଙ୍ଗାର ନିଅାଁରେ ଜଳୁଛି ଫ୍ରାନ୍ସ । ଦେଶର ଅଧିକାଂଶ ସହରରେ ଏବେ ଉତେଜନା ପରିସ୍ଥିତି । ପୋଲିସ୍ ହାତରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏବେ ହିଂସା ବଢ଼ିଚାଲିଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରତିବାଦକାରୀ । ଧୀରେ ଧୀରେ ଏହା ଉଗ୍ରରୂପ ନେଇ ଦଙ୍ଗାରେ ପରିଣତ ହୋଇଛି । ଆଉ ଏହି ଦଙ୍ଗାର ପ୍ରଭାବରେ ଏବେ ପୁରା ଫ୍ରାନ୍ସ ଅଶାନ୍ତ ହୋଇପଡ଼ିଛି । ୬ଦିନContinue reading “ଦନ ଧର ଜଳଛ ଫରନସ ଚଲଛ ପଡ଼ଜଳ ଭଙଗରଚ ଓ ପରତବଦ”
ବରଧଙକ ମଧୟର ଫଟ କରଛ କ ୟସସ? କଏ ସମରଥନର କଏ ବରଧର ଜଣନତ
କନକ ବ୍ୟୁରୋ: ଯେବେଠୁ ମଧ୍ୟପ୍ରଦେଶ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୟୁସିସି ଲାଗୁ ହେବା ନେଇ ସଙ୍କେତ ଦେଇଛନ୍ତି ସେବେଠୁ ଆରମ୍ଭ ହୋଇଛି ତର୍କ ବିତର୍କ । ୟୁନିଫର୍ମ ସିିଭିଲ କୋର୍ଡ ବା ସମାନ ନାଗରିକ ସଂହିତାକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ବିରୋଧ ଓ ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଏବିପି-ସି-ଭୋଟର ସର୍ଭେ ସର୍ବଭାରତୀୟସ୍ତରରେ ଏକ ସର୍ଭେ କରିଥିଲା । ଏହି ସର୍ଭେରେ ବିରୋଧୀଙ୍କୁ ନେଇ ପ୍ରଶ୍ନ ପଚାରାଯାଇଥିଲା । ୟୁସିସିକୁContinue reading “ବରଧଙକ ମଧୟର ଫଟ କରଛ କ ୟସସ? କଏ ସମରଥନର କଏ ବରଧର ଜଣନତ”