କନକ ବ୍ୟୁରୋ: ମୁକ୍ତିଲାଭ କରିବା ପରେ ବିବାଦ ଭିତରକୁ ଟାଣି ହୋଇଯାଇଛି ଝିଲିକଙ୍କ ଫିଲ୍ମ ପ୍ରିୟେ ତୁ ମୋ ସିଏ । ଫିଲ୍ମରେ ନାୟକ ଓ ନାୟିକାଙ୍କ ମଧ୍ୟରେ କଥା କଟାକଟି ସମୟର ଏକ ଦୃଶ୍ୟକୁ ନେଇ ଆପତି ଉଠାଇଛନ୍ତି ଦଳିତ ମଞ୍ଚ । ରାୟଗଡା ଜିଲ୍ଲାରେ ବାସସେଫ ପକ୍ଷରୁ ରାୟଗଡା ଥାନା ଓ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ଫିଲ୍ମରେ ନାୟିକା ନାୟକକୁ ଜାତିଆଣ ଆକ୍ଷେପ କରିଛନ୍ତି । ଉଦ୍ଦେଶ୍ୟମୂଳକContinue reading “ବବଦର ଓଡଆ ଚଳଚଚତର ପରୟ ତ ମ ସଏ ଫଲମର ଜତଆଣ ଆକଷପ ନଇ ଥନର ଏତଲ”
Tag Archives: News
ସବସ ସଦଧନତ ମନ ରହବ ତମ ମନବକତ
କନକ ବ୍ୟୁରୋ: ସିଦ୍ଧାନ୍ତ କେବଳ ରିଲ ହିରୋ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ । ଦୁର୍ଘଟଣାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇ ମାନବିକତା ଦେଖାଇଛନ୍ତି ସିଦ୍ଧାନ୍ତ । ଭୁବନେଶ୍ୱର ପାହାଳ ପାଖ ଫ୍ଲାଏଓଭର ଗଡ଼ାଣି ପାଖରେ ପାଖାପାଖି ୨ ଟା ସମୟରେ ତାଙ୍କ କାରର ପ୍ରାୟ କୋଡିଏ ମିଟର ଦୂରରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହା ସହ ତାଙ୍କୁ ବହୁବାଟ ଘୋଷାଡ଼ିContinue reading “ସବସ ସଦଧନତ ମନ ରହବ ତମ ମନବକତ”
ଓଟପ ସକମର ପକସତନ ସନ ଗଇନଦ ଅଧକରଙକ ହତ: ଏସଟଏଫ ଆଇଜଙକ ଚଞଚଲୟକର ଖଲସ
କନକ ବ୍ୟୁରୋ: ଓଡିଶାରେ ଓଟିପି ସ୍କାମର ଚାଚଂଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ପାକିସ୍ତାନ ସେନାର ପ୍ରତ୍ୟ କ୍ଷ ହାତ ଥିବା ପ୍ରମାଣ ପାଇଛି ଏସଟିଏଫ । ଆଉ ଏଥିସହ ଖୋଲି ଯାଇଛି ଟଙ୍କା ପାଇଁ ପାକିସ୍ତାନ ସେନା ଆଗରେ ମୁଣ୍ଡ ବିକ୍ରି କରିଥିବା ଦେଶଦ୍ରୋହୀଙ୍କ ମୁଖା । ଓଟିପା ମାମାଲାରେ ବର୍ତମାନ ସୁଦ୍ଧା ୬ ଜଣ ଗିରଫ ହୋଇଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିଜିତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରି ଷଡଯନ୍ତ୍ରରContinue reading “ଓଟପ ସକମର ପକସତନ ସନ ଗଇନଦ ଅଧକରଙକ ହତ: ଏସଟଏଫ ଆଇଜଙକ ଚଞଚଲୟକର ଖଲସ”
ରଜୟର ଡଙଗର ହଟସପଟ ଭବନଶୱର ରଜଧନର ଓଡଶର ଅଧର ଅଧକ ରଗ
କନକ ବ୍ୟୁରୋ: ରାଜ୍ୟ ରାଜଧାନୀରେ ପରିମଳ ବ୍ୟବସ୍ଥାର ଚିତ୍ର ଡେଙ୍ଗୁ ରୋଗକୁ ନିମନ୍ତ୍ରଣ ନୁହେଁ ତ ଆଉ କଣ? ସ୍ୱାସ୍ଥ୍ୟ ବିଭାଗର ସୂଚନା ଜାନୁୟାରୀରୁ ଜୁନ ଶେଷ ସୁଦ୍ଧା ୬ ମାସରେ ରାଜ୍ୟରେ ୧୮୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୦୨ ଜଣ ଡେଙ୍ଗୁରୋଗୀ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନ ଭିତରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଠାତ୍ ବଢିବାରେ ଲାଗିଛି । ସ୍ଥିତି ଏମିତି ଯେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିିଟାଲକୁContinue reading “ରଜୟର ଡଙଗର ହଟସପଟ ଭବନଶୱର ରଜଧନର ଓଡଶର ଅଧର ଅଧକ ରଗ”
ପରବରକ କଳହର କରଣ ପରଣତ ଛଆ ସହ କଅକ ଡଇଲ ମଆ: ଶରଗଡ଼ ଲଉଗଡ଼ର ଆସଲ ଅଭବନୟ ଘଟଣ
କନକ ବ୍ୟୁରୋ: ଗଞ୍ଜାମ ଶେରଗଡ଼ର ଜଣେ ପିଶାଚୀ ମା’ଙ୍କ କାହାଣୀ ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । କୁନି କୁନି ୩ଟି ପିଲାଙ୍କୁ କୂଅରେ ଫିଙ୍କି ଦେବା ପରେ ନିଜେ କୂଅକୁ ଡେଇଁ ପଡ଼ିଲେ ମା’ । ଘଟଣାରେ ଦେଢ଼ ବର୍ଷର ଝିଅ ଏବଂ ୫ ବର୍ଷର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷର ବଡ଼ ଝିଅ ବଂଚିଯାଇଛନ୍ତି । ଶେରଗଡ଼ର ଏହି ଘଟଣା ଯେତେ ହୃଦୟବାଦରକ, ଘଟଣା ପଛର କାହାଣୀ ଆହୁରି ଚିନ୍ତାଜନକ ।Continue reading “ପରବରକ କଳହର କରଣ ପରଣତ ଛଆ ସହ କଅକ ଡଇଲ ମଆ: ଶରଗଡ଼ ଲଉଗଡ଼ର ଆସଲ ଅଭବନୟ ଘଟଣ”
ଏସସବର ଟ ସଚବଙକ ସମକଷ ପରକଳପ କରଯୟର କଲ ଯଞଚ ନରଦଦଷଟ ସମୟ ମଧୟର ସରବକ ନରଦଦଶ
କନକ ବ୍ୟୁରୋ: କଟକ ବଡ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ, ଏକ ବିଶ୍ୱସ୍ତରୀୟ ଅନୁୂଷ୍ଠାନ ଭାବରେ ବିକଶିତ କରିବା ପାଇଁ, ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଏସସିବିରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟ କେତେ ଅଗ୍ରଗତି କରିଛି, ନିର୍ମାଣ କାର୍ଯ୍ୟର ଗୁଣାତ୍ମକମାନ କେମିତି ରହିଛି ସେସବୁର ଯାଞ୍ଚ କରିଛନ୍ତି । ଏଥିସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସାରିବାକୁ ଅଧିକାରୀମାନଙ୍କ ସହContinue reading “ଏସସବର ଟ ସଚବଙକ ସମକଷ ପରକଳପ କରଯୟର କଲ ଯଞଚ ନରଦଦଷଟ ସମୟ ମଧୟର ସରବକ ନରଦଦଶ”
ମହରଷଟର ମହନଟକର ଆଗକ କଣ ହବ? ବଧୟକଙକ ଧର ଶରଦ ପୱରଙକ ଶକତ ପରଦରଶନ
କନକ ବ୍ୟୁରୋ: ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ବିଧାୟକମାନଙ୍କୁ ସାଙ୍ଗରେ ଧରି ପୁନେ ସତାରାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏକାଠି ଥିବା ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ରାଜନୀତିର ଚାଣକ୍ୟ । ସିନ୍ଦେ ସରକାରରେ ସାମିଲ ହୋଇଥିବା ୯ ବିଧାୟକଙ୍କୁ ବାଦ୍ ଦେଲେ ବାକି ସମସ୍ତେ ତାଙ୍କ ସହ ରହିଥିବା ଦମ୍ଭୋକ୍ତି କରିଛନ୍ତି ଶରଦ ପାୱାର । ସନ୍ଦେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୯ ବିଦ୍ରୋହୀContinue reading “ମହରଷଟର ମହନଟକର ଆଗକ କଣ ହବ? ବଧୟକଙକ ଧର ଶରଦ ପୱରଙକ ଶକତ ପରଦରଶନ”
ଗରମବସଙକ ମନର ଭରମ ସଷଟ କର ଦଇଛନତ କଛ ମଷଟମୟ ବୟକତ ମଲକନଗରର ଏମଏସଏମଇ ପରକକ ବରଧ କରଛନତ ଲକ
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଡକୋର ଏମଏମଏମଇ ପାର୍କ ପ୍ରକଳ୍ପକୁ ବିରୋଧ । ଜମି ମାପୁଚୁପ ବେଳେ ବିରୋଧ କରିଛନ୍ତି ଗ୍ରାମବାସୀ । କାରଣ ସେହି ସ୍ଥାନରେ ସିମେଂଟ କାରଖାନା ହେବ ବୋଲି ଲୋକଙ୍କ ମନରେ ଧାରଣା ରହିଛି । ସିମେଂଟ କାରଖାନା ହେଲେ ଜଙ୍ଗଲ ଜମି ନଷ୍ଟ ହେବା ଆଶଙ୍କ କରୁଛନ୍ତି ଗ୍ରାମବାସୀ । ତେବେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଲାଗି ଏକ ଶିଳ୍ପ ପାର୍କ ନିର୍ମାଣ ହେବା ନେଇContinue reading “ଗରମବସଙକ ମନର ଭରମ ସଷଟ କର ଦଇଛନତ କଛ ମଷଟମୟ ବୟକତ ମଲକନଗରର ଏମଏସଏମଇ ପରକକ ବରଧ କରଛନତ ଲକ”
ସକଲର ନହ ନଜସୱ ଘର ଆସନହନତ ଶକଷକ କ ଶକଷୟତର ପଠ ପଢଉଛନତ ଗ ଯବକ
କନକ ବ୍ୟୁରୋ: ଆଦିବାସୀ ଅଧୁଷିତ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର । ଖରା ଛୁଟି ପରଠାରୁ ବିଦ୍ୟାଳୟରେ ପଡିଛି ତାଲା । ସ୍କୁଲ ଆସୁନାହାନ୍ତି ଶିକ୍ଷକ । ଏମିତି କି ଖରା ଛୁଟି ପୂର୍ବରୁ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ମଧ୍ୟାହ୍ନ ଭୋଜନ । ଗାଁର କିଛି ଶିକ୍ଷିତ ପିଲାଙ୍କ ଭରଷାରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ନଆସି ମୋଟା ଅଙ୍କର ଦରମା ନେଉଛନ୍ତି ଶିକ୍ଷକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଟିଣ ସାହିContinue reading “ସକଲର ନହ ନଜସୱ ଘର ଆସନହନତ ଶକଷକ କ ଶକଷୟତର ପଠ ପଢଉଛନତ ଗ ଯବକ”
ଓଡଶ ସମର ବରମବର ପଡଶ ରଜୟର ଦଦଗର ନନଦପର ବଲକର ସମନତ ଗର ଜମ ପଟ ବଣଟଲ ଆନଧର ପରଶସନ
କନକ ବ୍ୟୁରୋ : ଓଡ଼ିଶା ଜମିରେ ବାରମ୍ବାର ଦାଦାଗିରି କରୁଛି ପଡୋଶୀ ସରକାର । ସୀମାନ୍ତବର୍ତୀ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟର ଅଧିକାରୀ । ପୁଣି କୋରାପୁଟର ସୀମାନ୍ତବର୍ତୀ ଅଞ୍ଚଳରେ ଜମି ପଟା ବାଂଟୁଛି ଆନ୍ଧ୍ର ସରକାର । କୋଟିଆ, ନାରାୟଣପାଟଣା ପରେ ଏବେ ନନ୍ଦପୁର ବ୍ଲକର ସୀମାନ୍ତ ରାଇପାଡ଼ୁ ଗାଁ ଉପରେ ରହିଛି ଆନ୍ଧ୍ର ପ୍ରଶାସନର ନଜର । ଏଠାରେ ଓଡ଼ିଶାର ଜଙ୍ଗଲ ଜମି କିନ୍ତୁ ଆନ୍ଧ୍ର ବାଂଟୁଛିContinue reading “ଓଡଶ ସମର ବରମବର ପଡଶ ରଜୟର ଦଦଗର ନନଦପର ବଲକର ସମନତ ଗର ଜମ ପଟ ବଣଟଲ ଆନଧର ପରଶସନ”