କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଯବାନଙ୍କ ଦୁଃଖ । ପୁରୀ ରଥଯାତ୍ରାରେ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇଆରବି ଯବାନ । ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷା ଦେଉଥିଲେ, ହେଲେ ନିଜେ ଅତି ଅସୁରକ୍ଷିତ ଭାବେ ରହୁଥିଲେ । ଯବାନଙ୍କ ରହଣୀ ପାଇଁ କୌଣସି ବ୍ୟବସ୍ଥା କରିନଥିଲା ପ୍ରଶାସନ । ଅତିଦୟନୀୟ ଭାବେ ଜଗନ୍ନାଥ ବଲବ୍ଭ ମାର୍କେଟ କମ୍ପେକ୍ସରେ ସେମାନଙ୍କୁ ରଖାଯାଇଥିଲା । ଖୋଲାମେଲାରେ ନିର୍ମାଣଧିନ କୋଠାରେ ରହୁଥିଲେ ଯବାନ । The post ପୁରୀ ରଥଯାତ୍ରାରେ ସୁରକ୍ଷା ଦାୟିତ୍ୱରେContinue reading “ପର ରଥଯତରର ସରକଷ ଦୟତୱର ଥଲ ଆଇଆରବ ଯବନ: ସମନଙକ ରହଣ ପଇ କଣସ ବୟବସଥ କରନଥଲ ପରଶସନ”
Tag Archives: News
ଶକରଙକ କବଜର ଶମଳପଳ: ଅଭୟରଣୟ ସରକଷ ପଇ ପଲସର ସହୟତ ଲଡଲ ଅଭୟରଣୟ କରତପକଷ
କନକ ବ୍ୟୁରୋ: ଜଙ୍ଗଲ ଡ୍ୟୁଟିରେ ନାହାନ୍ତି ୮ ଶହରୁ ଅଧିକ ବନ କର୍ମଚାରୀ । ତେଣୁ ଶିମିଳିପାଳର ସୁରକ୍ଷା ପାଇଁ ପୁଲିସ ବିଭାଗର ସହାୟତା ଲୋଡିଲେ ଶିମିଳିପାଳ କର୍ତୃପକ୍ଷ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ । ତେଣୁ ବିଶ୍ୱ ପ୍ରସିଦ୍ଧ ଜୈବବିବିଧତାର ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଶିମିଳିପାଳରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଆନ୍ଦୋଳନକୁContinue reading “ଶକରଙକ କବଜର ଶମଳପଳ: ଅଭୟରଣୟ ସରକଷ ପଇ ପଲସର ସହୟତ ଲଡଲ ଅଭୟରଣୟ କରତପକଷ”
ଦନ ଥଲ ଦରଦଦଶ ଟମ ଦଇ ଦଇ ଥର ହଇଥଲ ବଶୱ ଚମପୟନ: ଏବ ବଶୱକପର ବଦ ପଡଲ ୱଷଟଇଣଡଜ ଦଳ
କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ଦଳ… ସମୟ ଥିଲା ଦିନେ ଏହି ଟିମକୁ ସାମ୍ନା କରିବାକୁ ବିଶ୍ୱର ବଡ ବଡ ଦଳ ଭୟ କରୁଥିଲେ । ୧୯୮୩ ମସିହା ପୂର୍ବରୁ ୨୦ ବର୍ଷ ଧରି ବିଶ୍ୱ କ୍ରିକେଟରେ ରାଜ୍ କରୁଥିଲା ୱେଷ୍ଟଇଣ୍ଡିଜ । କ୍ରିକେଟ ବିଶ୍ୱକପରେ ଲଗାତାର ପ୍ରଥମ ଓ ଦ୍ୱିତୀୟ ଥର ଚାମ୍ପିୟନ ହୋଇ ସାରା କ୍ରିକେଟ ଜଗତ ପାଇଁ ଇତିହାସ ସୃଷ୍ଟି କରିଦେଇଥିଲା ଏହି ଦଳ । ହେଲେ ଆଜି ଚାମ୍ପିୟନ ୱେଷ୍ଟଇଣ୍ଡିଜ ଦଳକୁ ବଡContinue reading “ଦନ ଥଲ ଦରଦଦଶ ଟମ ଦଇ ଦଇ ଥର ହଇଥଲ ବଶୱ ଚମପୟନ: ଏବ ବଶୱକପର ବଦ ପଡଲ ୱଷଟଇଣଡଜ ଦଳ”
ଜଲଇ ତରଖର ଲଞଚ କରବ ଚନଦରୟନ-: ସଚନ ଦଲ ଇସର ଚୟରମୟନ ଏସ ସମନଥ
କନକ ବ୍ୟୁରୋ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଜୁଲାଇ ୧୩ରେ ଚନ୍ଦ୍ରଯାନ ଥ୍ରୀକୁ ଇସ୍ରୋ ଲଂଚ କରିବ ବୋଲି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମୁଖ୍ୟ ଏସ ସୋମନାଥନ ଏହି ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରୀର ଉତକ୍ଷେପଣ କରାଯିବ । ଯଦି ଏହି ଉତକ୍ଷପଣ ସଫଳ ହେବ ତେବେ ୪ର୍ଥ ଦେଶଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜରContinue reading “ଜଲଇ ତରଖର ଲଞଚ କରବ ଚନଦରୟନ-: ସଚନ ଦଲ ଇସର ଚୟରମୟନ ଏସ ସମନଥ”
ଜ-ସରଥକ ସରଗମପ ଲଟଲ ଚମପ -ଆଜ ଛଟ କଲ ଉସତଦ ପରମଖ ସହରର ଅଡସନର ନଅନତ ଭଗ
କନକ ବ୍ୟୁରୋ: ଜୀ-ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’। ଏହି ମେଗା ରିଆଲିଟି ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି । ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁContinue reading “ଜ-ସରଥକ ସରଗମପ ଲଟଲ ଚମପ -ଆଜ ଛଟ କଲ ଉସତଦ ପରମଖ ସହରର ଅଡସନର ନଅନତ ଭଗ”
ଅଜତ ପୱରଙକ ବଦରହ ପର ଶରଦ ପୱରଙକ ବଡ ବୟନ କହଲ ସମୟ ଆସଲ ସମସତ ମ ସହ ଥବ
କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଗତ ୨୪ ଘଣ୍ଟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଚେକ୍ ଦେବା ପରେ ପୁଣି ଥରେ କମାଣ ସମ୍ଭାଳିଛନ୍ତି ଶରଦ । ସୋମବାର ସତାରାରେ ପ୍ରେସମିଟ କରି ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଶାସନ କ୍ଷମତାର ଦୂରୁପଯୋଗ ହେଉଛି । ଯେତେବେଳେ ସମୟ ଆସିବ ସେତେବେଳେ ସମସ୍ତେ ମୋସହ ଛିଡା ହୋଇଥିବେ । ଶରଦ ପାୱାର ଆହୁରି ମଧ୍ୟContinue reading “ଅଜତ ପୱରଙକ ବଦରହ ପର ଶରଦ ପୱରଙକ ବଡ ବୟନ କହଲ ସମୟ ଆସଲ ସମସତ ମ ସହ ଥବ”
ଗରପରଣଣମ ଉତସବର ଶଙକରଚରଯୟ ନଶଚଳନନଦ ସରସୱତଙକ ବଡ ବୟନ: କହଲ ସପରମକରଟଙକ ଦୱର ଗଠତ କମଟ ନଅନତ ମ ପରମରଶ
କନକ ବ୍ୟୁରୋ: ପୁରୀ ଗୋବର୍ଦ୍ଧନ ପୀଠରେ ଆଜି ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଉପସ୍ଥିତ ଭକ୍ତମଣ୍ଡଳିକୁ ସମ୍ବୋଧିତ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବଡ ବୟାନ ଦେଇଛନ୍ତି । କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ଗଠିକ କମିଟି ଆସି ତାଙ୍କ ସହ ଆଲୋଚନା କରି ପରାମର୍ଶ ଗ୍ରହଣ କରିବା ଉଚିତ୍ । ଶ୍ରୀମନ୍ଦିରର ଧର୍ମଗୁରୁ ଭାବେ ସେ ଉଚିତ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି । ଏହାଛଡା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେContinue reading “ଗରପରଣଣମ ଉତସବର ଶଙକରଚରଯୟ ନଶଚଳନନଦ ସରସୱତଙକ ବଡ ବୟନ: କହଲ ସପରମକରଟଙକ ଦୱର ଗଠତ କମଟ ନଅନତ ମ ପରମରଶ”
କଛ ଦନ ପଇ ପଡଆର ନଜର ଆସବ ନହ ନରଜ ଚପର ସଧ ବଶୱଚମପୟନସପର ଆସବ ନଜର
କନକ ବ୍ୟୁରୋ: ନିରଜ ଚୋପ୍ରା ଗତ କିଛି ଦିନ ତଳେ ଲୁସେନରେ ଡାଇମଣ୍ଡ ଲିଗ୍ ଜିତିଥିଲେ । ଏହା ପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ସେ କିଛି ଦିନ ପାଇଁ ଗାଏବ ହୋଇଯିବେ । ନିଜର ଅଧୁରା ସ୍ୱପ୍ନପୂରଣ ପାଇଁ ବହୁତ ବଡ ତ୍ୟାଗ କରିବାକୁ ଯାଉଛନ୍ତି । ନିଜ କ୍ୟାରିୟରରେ ସେ ଡାଇମଣ୍ଡ ଲିଗ ଜିତିସାରିଛନ୍ତି । ଅଲିମ୍ପିକ୍ ଚାମ୍ପିୟନ ମଧ୍ୟ ହୋଇସାରିଛନ୍ତି । ତେବେ ବର୍ତ୍ତମାନContinue reading “କଛ ଦନ ପଇ ପଡଆର ନଜର ଆସବ ନହ ନରଜ ଚପର ସଧ ବଶୱଚମପୟନସପର ଆସବ ନଜର”
କନଦରର ଚଠ ସତତୱ ସମପକତ ସଚବଙକ ବରଧର କରଯୟନଷଠନ ଶନ ପରସମଟ କର ମଖୟ ଶସନ ସଚବଙକ ଟରଗଟ କଲ ବଜପ ସତୟବରତ ପଣଡ କହଲ ଏଭଳ କଥ
କନକ ବ୍ୟୁରୋ: କେନ୍ଦ୍ରରୁ ଚିଠି ପାଇବା ପରେ ବି ମୁଖ୍ୟ ଶାସନ ସଚିବ ନୀରବ । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ରାଜ୍ୟର ଜଣେ ସଚିବଙ୍କ ବାବଦରେ ରିପୋର୍ଟ ଦେବାକୁ କହିଛି । କିନ୍ତୁ ମୁଖ୍ୟ ଶାସନ ସଚିବ ଏ ବାବଦରେ ନୀରବ ରହିଛନ୍ତି ବୋଲି ବିରୋଧୀ ବିଜେପି କହିଛି । କେନ୍ଦ୍ରର ଚିଠି ସତ୍ତେ୍ୱ୍ୱ ମୁଖ୍ୟ ଶାସନ ସଚିବ ଚୁପ୍ ରହିବା, ରାଜ୍ୟରେ ଶାସନ ବ୍ୟବସ୍ଥା କିଭଳି ରହିଛି ତାହା ସୂଚାଉଛି ବୋଲିContinue reading “କନଦରର ଚଠ ସତତୱ ସମପକତ ସଚବଙକ ବରଧର କରଯୟନଷଠନ ଶନ ପରସମଟ କର ମଖୟ ଶସନ ସଚବଙକ ଟରଗଟ କଲ ବଜପ ସତୟବରତ ପଣଡ କହଲ ଏଭଳ କଥ”
ମଣପର ହସ ପଣ ଗଲ ଜଣଙକ ଜବନ
କନକ ବ୍ୟୁରୋ : ମଣୀପୁର ହିଂସାରେ ପୁଣି ୩ଜଣଙ୍କ ଜୀବନ ଚାଲିଯାଇଛି । ମଣିପୁରରେ ବିଷ୍ଣୁପୁର ଏକ ଗାଁରେ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି । ଯେଉଁଥିରେ ଅକାଳରେ ୩ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । କୁହାଯାଉଛି କି, ମୃତ ୩ଜଣ ଗ୍ରାମର ସ୍ୱଂୟ ସହାୟକ ଥିଲେ । ଏହି ହିଂସାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ଜଣ ଆହକ ହୋଇଛନ୍ତି । ଦିନକୁ ଦିନ ମଣିପୁର ହିଂସା ଅଣାୟତ ହେଉଥିବା ବେଳେ ଲୋକଙ୍କContinue reading “ମଣପର ହସ ପଣ ଗଲ ଜଣଙକ ଜବନ”