କନକ ବ୍ୟୁରୋ : ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଘଣ୍ଟା ବିତିନି, ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ଶରଦ ପାୱାରଙ୍କ କ୍ୟାମ୍ପକୁ ଫେରିଛନ୍ତି । ଗତକାଲି ଅଜିତ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ କୋହ୍ଲେଙ୍କୁ ରାଜଭବନରେ ଦେଖିବାକୁ ମିଳିଥିଲା । କିନ୍ତୁ କୋହ୍ଲେଙ୍କ ଗୋଟିଏ ଟ୍ୱିଟ୍ ଏବେ ଅଜିତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅମୋଲ କୋହ୍ଲେ ଏକ ଭିଡ଼ିଓ ବାର୍ତ୍ତାContinue reading “ଅଜତ ପୱରଙକ ଝଟକ ଶପଥ ଗରହଣ ଉତସବର ସମଲ ସସଦ ଫରଲ ଶରଦଙକ କୟମପକ”
Tag Archives: News
ସମନକ ଆସଲ ଡଇବଟସର ନଆ ଲକଷଣ ଜଣପଡଲ ତରନତ କରନତ ପରକଷ
କନକ ବ୍ୟୁରୋ: କେବେ କେବେ ମଧୁମେହ ବା ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି, ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ । ଦିନକୁ ଦିନ ଆମ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେContinue reading “ସମନକ ଆସଲ ଡଇବଟସର ନଆ ଲକଷଣ ଜଣପଡଲ ତରନତ କରନତ ପରକଷ”
ବନଧ ହଲ ଲଟର ଗୟଙଗ : ଦମ ଗଡ ସହ ସନ ଅଳଙକର ଓ ମବଇଲ ଫନ ଜବତ ପରବର ବଧନସଭ ଏଏସଓଙକ ଘର କଳକନ ବଲଇଥଲ ଲଟର
କନକ ବ୍ୟୁରୋ : ବନ୍ଧା ହେଲେ ଲୁଟେରା ଗ୍ୟାଙ୍ଗ । ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଲୁଟ କରିବା ପୂର୍ବରୁ ଏମାନେ ପ୍ରଥମେ ରେକି କରନ୍ତି । ଗିରଫ କରିବା ପରେ ପୋଲିସ ଏମାନଙ୍କ ନିକଟରୁ ଦୁଇଟି ଗାଡି, ୪୦ ଗ୍ରାମ ସୁନା ଅଳଙ୍କାର, ଏଲସିଡି ଟିଭି, ଲାପଟପ, ସାମସଙ୍ଗ ଟ୍ୟାବ, ମୋବାଇଲ ଫୋନ୍, ସାଉଣ୍ଡ ବକ୍ସ, ଘଂଟା ଜବତ ହୋଇଛି । ନିକଟରେ ୟୁନିଟ୍ ୬ ଆଇଭିଆରContinue reading “ବନଧ ହଲ ଲଟର ଗୟଙଗ : ଦମ ଗଡ ସହ ସନ ଅଳଙକର ଓ ମବଇଲ ଫନ ଜବତ ପରବର ବଧନସଭ ଏଏସଓଙକ ଘର କଳକନ ବଲଇଥଲ ଲଟର”
ବଜଡ ସଙଗଠନକ ସମପଦକଙକ ଆଗର ଶକତ ପରଦରଶନ : ପଷଟର ୱର ସହ ନଜ ଢଙଗର କଲ ସୱଗତ
କନକ ବ୍ୟୁରୋ : ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଗରେ ଶକ୍ତି ପ୍ରଦର୍ଶନ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବା ପରେ ପ୍ରଣବ ପ୍ରକାଶ ଦାସ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଥିଲେ । ଏହି ସମୟରେ ସହରରେ ଦେଖିବାକୁ ମିଳିଥିଲା ବିଜେଡି ନେତାଙ୍କ ପୋଷ୍ଟର ୱାର । ଏପରି କରି ଦଳୀୟ ବିଧାୟକ ନିଜର ପତିଆରା ଲଢେଇ କରୁଥିବା ଜଣାପଡିଛି । ଏହି ବିଜେଡି ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବାContinue reading “ବଜଡ ସଙଗଠନକ ସମପଦକଙକ ଆଗର ଶକତ ପରଦରଶନ : ପଷଟର ୱର ସହ ନଜ ଢଙଗର କଲ ସୱଗତ”
ଜବନ ବଞଚଇ ଦଲ ସଦଧନତ ମହପତର : ଦରଘଟଣଗରସତ ଗରତରଙକ ଉଦଧର କର ହସପଟଲର କଲ ଭରତତ
କନକ ବ୍ୟୁରୋ : ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି କେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆହତ ଯେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବେ ସେତେ ଶୀଘ୍ର ବିପଦମୁକ୍ତ ହେବେ । ଆଉ ଏହି ସମୟକୁ ଗୋଲଡ଼େନ ଆୱାର କୁହାଯାଏ । ଏପରି ଏକ ଗୋଲଡ଼େନ ଆୱାରରେ ଜଣଙ୍କ ଜୀବନ ବଞ୍ଚାଇ ହସ୍ପିଟାଲରେ ଯଥାଶୀଘ୍ର ଭର୍ତ୍ତି କରିଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେ କେବଳ ରିଲରେ ହିରୋ ତାହାContinue reading “ଜବନ ବଞଚଇ ଦଲ ସଦଧନତ ମହପତର : ଦରଘଟଣଗରସତ ଗରତରଙକ ଉଦଧର କର ହସପଟଲର କଲ ଭରତତ”
ନରବଚନ ପଇ ପରସତତ କର ଫଟ ସଷଟ କରଥବ ଲକଙକ ଜନତ ନଶଚୟ ଜବବ ଦବ କରଯୟକରତତଙକ ସମବଧତ କର କଛ ଏମତ କହଲ ଶରଦ ପୱର
କନକ ବ୍ୟୁରୋ : ଏନସିପି ନେତା ଅଜିତ ପାୱାର ୯ ବିଧାୟକଙ୍କ ସହ ସିନ୍ଦେ ସରକାରରେ ଶପଥ ନେବା ପରେ ମହାରାଷ୍ଟ୍ର ରାଜନୀତିରେ ଭୁକମ୍ପ ଦେଖିବାକୁ ମିଳିଛି । ଅଜିତଙ୍କ ଏଭଳି ନିଷ୍ପତ୍ତିରେ ଏନସିପି ସଭାପତି ଶରଦ ପାୱାର ଖୁସି ନଥିବା ବେଳେ ସୋମବାର ମହାରାଷ୍ଟ୍ରର ସତାରାରେ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ଶରଦ କହିଛନ୍ତି, ମହାରାଷ୍ଟ୍ରରେ ଜାତିବାଦର ରାଜନୀତି ଚଳିବ ନାହିଁ, ମହାରାଷ୍ଟ୍ରକୁ ନିଜର ଏକତା ଦେଖାଇବାକୁ ପଡିବ । ଏବେ ନିର୍ବାଚିତ ସରକାରକୁ ଭାଙ୍ଗିContinue reading “ନରବଚନ ପଇ ପରସତତ କର ଫଟ ସଷଟ କରଥବ ଲକଙକ ଜନତ ନଶଚୟ ଜବବ ଦବ କରଯୟକରତତଙକ ସମବଧତ କର କଛ ଏମତ କହଲ ଶରଦ ପୱର”
ବବଦର ଝଲକଙକ ଫଲମ ପରୟ ତ ମ ସଏ : ସଳପର ହରଜନ ଶବଦକ ନଇ ଆପତତ ଥନର ଏତଲ
କନକ ବ୍ୟୁରୋ : ଅଭିନେତ୍ରୀ ଝିଲିକଙ୍କ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ଦେଖାଦେଇଛି ବିବାଦ । ଝିଲିକ ମୋସନ୍ ପିକ୍ଚର୍ସର ଏହି ସିନେମାର ସଂଳାପରେ ‘ହରିଜନ’ ଶବ୍ଦ ବ୍ୟବହାରକୁ ନେଇ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ଏହା ସହ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାକୁ ବିରୋଧ କରି ଥାନାରେ ଏତଲା ଦିଆଯାଇଛି । ସିନେମାରେ ନାୟିକା ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତContinue reading “ବବଦର ଝଲକଙକ ଫଲମ ପରୟ ତ ମ ସଏ : ସଳପର ହରଜନ ଶବଦକ ନଇ ଆପତତ ଥନର ଏତଲ”
ମହରଷଟର ସତରର ଶରଦ ପୱରଙକ ଶକତ ପରଦରଶନ : ଦଳୟ ବଧୟକ ଓ ନତଙକ ସହ ରଲ
କନକ ବ୍ୟୁରୋ : ସରଗରମ ହେଲା ମହାରାଷ୍ଟ୍ର ରାଜନୀତି । ପୁନେ ସତାରାରେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ଦଳୀୟ ବିଧାୟକଙ୍କୁ ନେଇ ଶରଦ ପାୱାର ରାଲି କରିଛନ୍ତି । ସେପଟେ ଅଜିତ ପାୱାରଙ୍କ ଘରେ ଏନସିପି ନେତାଙ୍କ ବୈଠକ । ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଲେ, ପୂରା ଏନସିପିର ସମର୍ଥନ ରହିଛି । ଅନ୍ୟପକ୍ଷରେ ପ୍ରଥମେ ଶିବସେନା ଆଉ ଏବେ ଏନସିପିରେ ବିଦ୍ରୋହ । ଏନସିପିରେ ୫୩ ବିଧାୟକ ରହିଥିଲେ । ତେଣୁContinue reading “ମହରଷଟର ସତରର ଶରଦ ପୱରଙକ ଶକତ ପରଦରଶନ : ଦଳୟ ବଧୟକ ଓ ନତଙକ ସହ ରଲ”
ବଜପ ନତଙକ ସହ ପତନ ଓ ପଅ ଉପର ଆକରମଣ ଗରତର ଅବସଥର ହସପଟଲର ଭରତତ
କନକ ବ୍ୟୁରୋ: ଦିଲ୍ଲୀ ମଙ୍ଗଳପୁରୀରେ ବିଜେପି ନେତାଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ପୁଲିସ ପ୍ରାଥମିକ ତଦନ୍ତ ମୁତାବକ, ରବିବାର ବିଳମ୍ବିତ ରାତିରେ ୧୨ରୁ ୧୩ ଜଣ ବ୍ୟକ୍ତି ବିଜେପି ନେତା ନରେଶ ଉଜାଲାଙ୍କ ଘରକୁ ଧସେଇ ପଶିଥିଲେ ଏବଂ ଲାଠି ଓContinue reading “ବଜପ ନତଙକ ସହ ପତନ ଓ ପଅ ଉପର ଆକରମଣ ଗରତର ଅବସଥର ହସପଟଲର ଭରତତ”
କବର ପରଶନତ ରଉତଙକ ସମପତତ : ଯତ ଖଜଲ ସତ ମଳଛ; ଆଉ ଟ ପଲଟ ଠବ କଲ ଭଜଲନସ
କନକ ବ୍ୟୁରୋ : ଯେତେ ଖୋଜିଲେ ସରୁନି କୁବେର ପ୍ରଶାନ୍ତ ରାଉତଙ୍କ ସମ୍ପତ୍ତି । ଏବେ ଆଉ ତିନୋଟି ପ୍ଲଟ ଠାବ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ ହୋଇଛି । ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଥିବା ଜଣାପଡିଛି । ସେପଟେ, କୋର୍ଟରେ ହାଜର ପରେ ଜେଲ ଗଲେ କୁବେର ପ୍ରଶାନ୍ତ ରାଉତ । ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷContinue reading “କବର ପରଶନତ ରଉତଙକ ସମପତତ : ଯତ ଖଜଲ ସତ ମଳଛ; ଆଉ ଟ ପଲଟ ଠବ କଲ ଭଜଲନସ”