ରଜଧନର ଲଟରଙକ ଉତପତ: ଆଇପଏସଙକ ବପଙକ ବ ଛଡଲନ ଦରବତତ; ସଗରକ ନଥଙକ ବପଙକଠ ଲଟ ଉଦୟମ

କନକ ବ୍ୟୁରୋ : ଆଇପିଏସ ସାଗରିକା ନାଥଙ୍କ ପରିବାର ଲୋକଙ୍କଠୁ ଲୁଟ୍ ଉଦ୍ୟମ । ଭରତପୁରରେ ରହୁଥିବା ବାପା-ମା’ଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି । ବାଲେଶ୍ୱର ଏପସି ସାଗରିକା ନାଥ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଗତକାଲି ରାତି ସାଢେ ୮ଟା ସମୟରେ ଏହି ଘଟଣା ଘଟିଛି । ବାପା କାରରେ ଫେରୁଥିବା ବେଳେ ମାଆ ଗେଟ ଖୋଲିବାକୁ ଯାଇଥିଲେ । ଗାଡି ପାଖକୁ ଯାଇ ଲୁଟେରା ଲୁଟ୍ ଉଦ୍ୟମ କରିଥିଲେ । କିନ୍ତୁContinue reading “ରଜଧନର ଲଟରଙକ ଉତପତ: ଆଇପଏସଙକ ବପଙକ ବ ଛଡଲନ ଦରବତତ; ସଗରକ ନଥଙକ ବପଙକଠ ଲଟ ଉଦୟମ”

ଅଜତଙକ ପଇ ଅଡଆ ବଢଲ ଶପଥ ନଇଥବ ସମସତ ବଧୟକଙକ ଅଯଗୟ ଘଷତ କରବକ ନରବଚନ କମଶନର ଓ ବଚସପତଙକ ଚଠ ଲଖଲ ମହରଷଟର ଏନସପ ଅଧୟକଷ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ଶିବସେନା ଆଉ ଏବେ ଏନସିପିରେ ବିଦ୍ରୋହ । ଏନସିପିରେ ୫୩ ବିଧାୟକ ରହିଥିଲେ । ତେଣୁ ବିଦ୍ରୋହ କରିବା ଏତେ ସହଜ ନଥିଲା । ଏଥିପାଇଁ ତତ୍କାଳୀନ ବିରୋଧୀ ଦଳ ନେତା ଅଜିତ ପାୱାର ଦୁଇ ମାସ ହେବ ଗୋପନ ଷଡଯନ୍ତ୍ର କରିଥିଲେ ବୋଲି ସୂଚନା ରହିଛି । ଏଥିପାଇଁ ଦଳର ପ୍ରମୁଖ ନେତାଙ୍କୁ ନିଜ ପଟକୁ ଆଣିବାକୁ ପ୍ରଥମେ ଯୋଜନା କରିଥିଲେContinue reading “ଅଜତଙକ ପଇ ଅଡଆ ବଢଲ ଶପଥ ନଇଥବ ସମସତ ବଧୟକଙକ ଅଯଗୟ ଘଷତ କରବକ ନରବଚନ କମଶନର ଓ ବଚସପତଙକ ଚଠ ଲଖଲ ମହରଷଟର ଏନସପ ଅଧୟକଷ”

ମଖୟମନତରଙକ ଚଠ ଲଖଲ କନଦରମନତର : ରଙଗଳ ବସଥପତଙକ ପଇ ଘଷତ କଷତପରଣ ରଶ ଓ ସଥୟ ପଟଟ ପରଦନ କରଯବ ସହ ଗରମକ ରଜସୱ ଗରମର ମନୟତ ଦବ

କନକ ବ୍ୟୁରୋ : ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏହାସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ୧୯୮୦Continue reading “ମଖୟମନତରଙକ ଚଠ ଲଖଲ କନଦରମନତର : ରଙଗଳ ବସଥପତଙକ ପଇ ଘଷତ କଷତପରଣ ରଶ ଓ ସଥୟ ପଟଟ ପରଦନ କରଯବ ସହ ଗରମକ ରଜସୱ ଗରମର ମନୟତ ଦବ”

ଶଵଶର ଘର ଗ ଜଙଗଲର ଜୱଇଙକ ଝଲନତ ମତଦହ ଉଦଧର : ଘଟଣସଥଳର ପଲସ ପହଞଚ ତଦନତ ଜର

କନକ ବ୍ୟୁରୋ : ଜଙ୍ଗଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କଣ୍ଟାବାଞ୍ଜି ସାଲେଭଟାର ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ନିକଟ ଜଙ୍ଗଲରେ ଆତ୍ମହତ୍ୟା କରିଥିବା ହୋଇଛି ଅଭିଯୋଗ । ସାଲେଭଟାର ନବ ଭୋଇ ପୂର୍ବରୁ ବାହାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ ସେ ନିଜ ପରିବାର ସହ ରହୁଥିଲେ । ହେଲେ ସେଠାରୁ ଫେରିବା ପରେ ସେମାନେ ନବଙ୍କ ସହContinue reading “ଶଵଶର ଘର ଗ ଜଙଗଲର ଜୱଇଙକ ଝଲନତ ମତଦହ ଉଦଧର : ଘଟଣସଥଳର ପଲସ ପହଞଚ ତଦନତ ଜର”

ସନଦ ହଟବ ଅଜତ ମଖୟମନତର ହବ କୟମର ସମନର କହକ ଏମତ କହଲ ସଞଜୟ?

କନକ ବ୍ୟୁରୋ : ଖୁବଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିବେ । ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ଏକନାଥ ସିନ୍ଦେଙ୍କୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ । ଏକନାଥ ସିନ୍ଦେ ଓ ତାଙ୍କ ସହ ଯାଇଥିବା ୧୬ ବିଧାୟକ ଅଯୋଗ୍ୟ ସାବ୍ୟସ୍ତ ହେବେ । ସେଥିପାଇଁ ଅଜିତ ପାୱାରଙ୍କୁ ନିଜ ସରକାରରେ ସାମିଲ କରିଛି ବିଜେପି । କେବଳ ଏତିକି ନୁହେଁ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିଛି ଏଭଳି ବିସ୍ଫୋରକ ବୟାନContinue reading “ସନଦ ହଟବ ଅଜତ ମଖୟମନତର ହବ କୟମର ସମନର କହକ ଏମତ କହଲ ସଞଜୟ?”

ମହଳଙକ ଚପ ଦଲ ଟରକ : ଗର ଉତତଜନ ସହ ରସତରକ

କନକ ବ୍ୟୁରୋ : ଗାଡିରୁ ପଡି ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ଗାଁରେ ଉତ୍ତେଜନା ସହ ରାସ୍ତା ଅବରୋଧ କରିଛନ୍ତି ଗାଁର ଲୋକେ । ଅନୁଗୁଳ ବାଲିପଟା ଗାଁରେ ଜଣେ ମହିଳା ଚାଷ କାମ ପାଇଁ ସ୍ୱାମୀଙ୍କ ମୋଟର ସାଇକେଲରେ ବସି ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଗାଡିରେ ଯାଉଥିବା ବେଳେ ହମ୍ପସ ନିକଟରେ ମହିଳା ଜଣକ ଗାଡିରୁ ଖସି ପଡିଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିବାContinue reading “ମହଳଙକ ଚପ ଦଲ ଟରକ : ଗର ଉତତଜନ ସହ ରସତରକ”

ପରଧନମନତରଙକ ବସଭବନ ଉପର ଉଡ଼ଲ ଡରନ : ନ ଫଲଇ ଜନର କପର ଡରନ ଉଡ଼ଲ ପଲସର ତନଘନ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ । ସକାଳ ପ୍ରାୟ ୫ଟା ବେଳେ ସୁରକ୍ଷାରେ ମୁତୟନ ଥିବା ଏସପିଜି, ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛି । ଖବର ପାଇ ପୋଲିସ ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ କୌଣସି ଡ୍ରୋନ୍ ପୋଲିସ ହାତରେ ଲାଗିନଥିଲା । ପିଏମ୍ ଆବାସ ନୋ ଫ୍ଲାଇଂ ଜୋନରେ ଯାଉଥିବାରୁ ସେଠାରେ କିପରି ଡ୍ରୋନ୍ ଉଡ଼ିଲା, ସେନେଇ ତଦନ୍ତ ଚଳାଇଛି ପୋଲିସ । ଏପର୍ଯ୍ୟନ୍ତContinue reading “ପରଧନମନତରଙକ ବସଭବନ ଉପର ଉଡ଼ଲ ଡରନ : ନ ଫଲଇ ଜନର କପର ଡରନ ଉଡ଼ଲ ପଲସର ତନଘନ”

ଶରକଷଣଙକ ଭଳ ରଜନତ କର ଦରଯୟଧନ ପର ରଜନତ କଲ ପରଜୟ ନଶଚତ : ୟସସ ବଲ ଉପର ଜୟ କଶରଙକ ବଡ ବୟନ

କନକ ବ୍ୟୁରୋ: ଗ୍ୱାଲିଅର୍ ପ୍ରବଚନ ଦେବାକୁ ଯାଇଥିବା ସମୟରେ ବହୁ ଚର୍ଚ୍ଚିତ ୟୁସିସି ବିଲ ଉପରେ ବଡ ବୟାନ ଦେଇଛନ୍ତି ପ୍ରବଚକ ଜୟା କିଶୋରୀ । ଯାହା ଦେଶର ହିତ ପାଇଁ ତାହା ହେବା ନିହାତି ଜରୁରୀ ବୋଲି କହିଛନ୍ତି ଜୟା । ପ୍ରବଚକ ତଥା ମୋଟିଭେସନାଲ ସ୍ପିକର ଜୟା କିଶୋରୀ ନାଗରିକ ସଂହିତା ବିଲ (ୟୁସିସି) ଉପରେ ବଡ ବୟନ ଦେଇଛନ୍ତି । ଏହାସହ ରାଜନୀତି କିଭଳି ହେବା ଉଚିତ ସେ ନେଇ ମଧ୍ୟ କହିଛନ୍ତିContinue reading “ଶରକଷଣଙକ ଭଳ ରଜନତ କର ଦରଯୟଧନ ପର ରଜନତ କଲ ପରଜୟ ନଶଚତ : ୟସସ ବଲ ଉପର ଜୟ କଶରଙକ ବଡ ବୟନ”

ଚନତ ବଢ଼ଉଛ ଡଙଗ : ରଜଧନ ବୟତତ କରପଟର ବୟପଛ ସକରମଣ; ଭବନଶୱରର ଆକରନତଙକ ସଖୟ ଟପଲ

କନକ ବ୍ୟୁରୋ : ଡରାଉଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୦୩ ହୋଇଛି । ଗତ ୩ ସପ୍ତାହ ମଧ୍ୟରେ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ପୂର୍ବରୁ ନୂଆପଲ୍ଲୀ, ସାଲିଆସାହି ଅଂଚଳ ହଟସ୍ପଟ୍ ଭାବରେ ଚିହ୍ନିତ ହୋଇଥିବା ବେଳେContinue reading “ଚନତ ବଢ଼ଉଛ ଡଙଗ : ରଜଧନ ବୟତତ କରପଟର ବୟପଛ ସକରମଣ; ଭବନଶୱରର ଆକରନତଙକ ସଖୟ ଟପଲ”

ମହରଷଟର ରଜନତ : କହ ପଖର ରହବ ଏନସପର ନତତୱ ?

କନକ ବ୍ୟୁରୋ : ଏନସିପିର ନେତୃତ୍ୱ କାହା ପାଖରେ ରହିବ । ଅଜିତ ପାୱାର ନା ଶରଦ ପାୱାର । ଏହାକୁ ନେଇ ଏବେ ରୋଚକ ହୋଇଛି ମହାରାଷ୍ଟ୍ର ରାଜନୀତି । ଅଜିତ ପାୱାରଙ୍କ ସମେତ ଯେଉଁ ୮ ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତି ଓ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ । ୨୮୮ ବିଧାନସଭା ଆସନରୁ ଏନସିପିର ୫୩Continue reading “ମହରଷଟର ରଜନତ : କହ ପଖର ରହବ ଏନସପର ନତତୱ ?”

Design a site like this with WordPress.com
Get started