ପରଧନମନତରଙକ ଅଧୟକଷତର ଆଜ ବସବ କନଦର ମନତର ପରଷଦ ବଠକ : ନରବଚନ ଓ ମନତରମଣଡଳ ସମପରସରଣ ନଇ ହଇପର ଆଲଚନ

କନକ ବ୍ୟୁରୋ : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସରକାର ସହିତ ସଂଗଠନରେ ଅବଦବଦଳ ହେବା ନେଇ ବୈଠକରେ ଆଲୋଚନା ହୋଇପାରେ । ସେହିପରି ସମାନ ନାଗରିକ ସଂହିତା ଉପରେ ମଧ୍ୟ ଚର୍ଚ୍ଚା ହେବା ନେଇ ସୂଚନା ରହିଛି । ଗତ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରିContinue reading “ପରଧନମନତରଙକ ଅଧୟକଷତର ଆଜ ବସବ କନଦର ମନତର ପରଷଦ ବଠକ : ନରବଚନ ଓ ମନତରମଣଡଳ ସମପରସରଣ ନଇ ହଇପର ଆଲଚନ”

ପରବରକ କଳହର ଛଆଙକ ଫଙଗଦଲ ମ : ଝଅ ଓ ପଅକ କଅକ ଫଙଗ ମର ଆତମହତୟ ଉଦୟମ

କନକ ବ୍ୟୁରୋ : ପାରିବାରିକ କଳହରୁ ୩ ଛୁଆଙ୍କୁ ଫିଙ୍ଗିଦେଲା ମା’ । ୨ଝିଅ ଓ ପୁଅକୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ । ସାନ ଝିଅ ଓ ପୁଅର ମୃତଦେହ କୂଅରୁ ଉଦ୍ଧାର କରାଯାଇଛି । ବଡ ଝିଅ ଓ ମା’କୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି । ଶେରଗଡ ବ୍ଲକ ଲାଉଗୁଡା ଗାଁ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । The post ପାରିବାରିକ କଳହରୁ ୩ ଛୁଆଙ୍କୁ ଫିଙ୍ଗିଦେଲା ମା’ : ୨ଝିଅContinue reading “ପରବରକ କଳହର ଛଆଙକ ଫଙଗଦଲ ମ : ଝଅ ଓ ପଅକ କଅକ ଫଙଗ ମର ଆତମହତୟ ଉଦୟମ”

ବଆଇନ ସମପତ ଠଳ ଅଭଯଗ : ସରଲ କବର ପରଶନତ ରଉତଙକ ଦନଆ ରମଣଡ ଅବଧ

କନକ ବ୍ୟୁରୋ : ସରିଲା କୁବେର ପ୍ରଶାନ୍ତ ରାଉତଙ୍କ ୫ ଦିନିଆ ରିମାଣ୍ଡ ଅବଧି । ବେଆଇନ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଆଜି ସୁନ୍ଦରଗଡ କୋର୍ଟରେ ଭିଜିଲାନ୍ସ ହାଜର କରିବ । ଏହାପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ତେବେ ପୁଣି ଥରେ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ଆବେଦନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ନଗଦContinue reading “ବଆଇନ ସମପତ ଠଳ ଅଭଯଗ : ସରଲ କବର ପରଶନତ ରଉତଙକ ଦନଆ ରମଣଡ ଅବଧ”

ମହରଷଟର ବସ ଦରଘଟଣ : ମତକଙକ ଗଣ ଶବଦହ ସମସତଙକ ଆଖର ଝରଲ ଲହ

କନକ ବ୍ୟୁରୋ: ଗତ ଶନିବାର ମହାରାଷ୍ଟ୍ରରେ ଘଟିଥିବା ଭୟଙ୍କର ବସ୍ ପୋଡି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା । ଦିନକ ପରେ ଏହି ଘଟଣାରେ ପ୍ରାଣ ହରାଇଥିବା ୨୪ଜଣ ମୃତକଙ୍କ ଗଣ ଶବଦାହ ହୋଇଛି । ସେଠାରେ ଥିବା ସମସ୍ତଙ୍କ ଆଖି ଓଦା ହୋଇଥିଲା । ବୁଲଧାନାରେ ଥିବା ବୈକୁଣ୍ଠ ଧାମ ଶ୍ମଶାନରେ ୨୪ଜଣଙ୍କ ଅନ୍ତ୍ୟେଷ୍ଟି କ୍ରିୟା ହୋଇଯାଇଛି । ଏହି ବସ୍ ପୋଡି ଘଟଣାରେ ୨୫ ଜଣ ପ୍ରାଣ ହରାଇଥିବାବେଳେ ୨୪ଜଣଙ୍କ ଶେଷକ୍ରିୟା ସମ୍ପନ୍ନContinue reading “ମହରଷଟର ବସ ଦରଘଟଣ : ମତକଙକ ଗଣ ଶବଦହ ସମସତଙକ ଆଖର ଝରଲ ଲହ”

ରତସର ନଈ ମଝର ନକଦମ କଲ ମଦୟପ : ଅଗନଶମ ବହନ ସହ ଲଚକଳ ଖଳ ଖଳଥବ ବଳ ଚଲଥଲ ହଇଡରମ

କନକ ବ୍ୟୁରୋ : ରାତି ସାରା ନଈ ମଝିରେ ନାକେଦମ କଲା ମଦ୍ୟପ । ଅଗ୍ନିିଶମ ବାହିନୀ ସହ ଲୁଚକାଳି ଖେଳ ଖେଳୁଥିବା ବେଳେ ଚାଲିଥିଲା ହାଇଡ୍ରାମା । ଏହି ଦୃଶ୍ୟ ହେଉଛି ବାଙ୍କୀ ଭେଡା ରାମଚନ୍ଦ୍ରପୁର ଗାଁର । ମହାନଦୀରେ ପାଣି ଆସିଯିବାରୁ ସେଠାରେ ଯୁବକ ଜଣକ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ସେଠାରେ ଫସି ରହିଥିଲେ । ଦୀର୍ଘ ଘଣ୍ଟା ପରେ ବାଙ୍କୀ ଅଗ୍ନିଶମContinue reading “ରତସର ନଈ ମଝର ନକଦମ କଲ ମଦୟପ : ଅଗନଶମ ବହନ ସହ ଲଚକଳ ଖଳ ଖଳଥବ ବଳ ଚଲଥଲ ହଇଡରମ”

ପରଧନମନତରଙକ ଘର ଉପର ଉଡଲ ଡରନ ଆକସନ ମଡର SPG ଓ ପଲସ ଚଲଛ ତନଘନ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଏକ ଅଜଣା ଡ୍ରୋନ୍ ଉଡିବା ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ଖବର ପାଇବା ମାତ୍ରେ ବରିଷ୍ଠ ପୁଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନର ତଲାସି ଆରମ୍ଭ କରିଛନ୍ତି । ଯଦିଓ ପୁଲିସକୁ ସଫଳତା ମିଳିନାହିଁ କିନ୍ତୁ ଘଟଣାକୁ ଗମ୍ଭୀରତାର ସହ ନେଇ ଆକ୍ସନ ମୋଡକୁ ଆସିଛି ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍(ଏସପିଜି ) ଓ ପୁଲିସ । କହିରଖୁଁ, ପ୍ରଧାନମନ୍ତ୍ରୀ ଆବାସ୍Continue reading “ପରଧନମନତରଙକ ଘର ଉପର ଉଡଲ ଡରନ ଆକସନ ମଡର SPG ଓ ପଲସ ଚଲଛ ତନଘନ”

ଆଜଠ ମଟରକ ସପଲମଣଟର : ସକଳ ଟର ପରଥମ ସଟ ଓ ଅପରହଣ ଗଟଏର ଦୱତୟ ସଟ

କନକ ବ୍ୟୁରୋ : ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ । ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ  ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତContinue reading “ଆଜଠ ମଟରକ ସପଲମଣଟର : ସକଳ ଟର ପରଥମ ସଟ ଓ ଅପରହଣ ଗଟଏର ଦୱତୟ ସଟ”

ଫରନସର ପରସଥତ ଅସମଭଳ: ମୟରଙକ ଘର ଉପର କର ଚଢଇଦଲ ବକଷଭକର ମୟରଙକ ସହ ପତନ ଓ ପଅ ଆହତ

କନକ ବ୍ୟୁରୋ: ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନି । ନାବାଳକ ଟ୍ରାଫିକ୍ ନିୟମ ନମାନିବାରୁ ପୁଲିସ ତା’ ଉପରକୁ ଗୁଳି ଚଳାଇବା ଏବଂ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟଣାକୁ ବିରୋଧ କରି ଫ୍ରାନ୍ସରେ ପରିସ୍ଥିତି ଅତି ଜଟିଳ ହୋଇଛି । ଫ୍ରାନ୍ସରେ ଲଗାତାର ପଞ୍ଚମ ଦିନ ଧରି ଦଙ୍ଗା ଜାରି ରହିଛି। ଦଙ୍ଗାକାରୀଙ୍କ ଆତଙ୍କ ବେଳକୁ ବେଳ ଭୟାନକ ହେଉଥିବା ବେଳେ ପୁଲିସ ପ୍ରଶାସନ ଅସହାୟ ପାଲଟି ଯାଇଛି। ଅତିରିକ୍ତ ୪୫ ହଜାର ସୁରକ୍ଷା କର୍ମୀଙ୍କContinue reading “ଫରନସର ପରସଥତ ଅସମଭଳ: ମୟରଙକ ଘର ଉପର କର ଚଢଇଦଲ ବକଷଭକର ମୟରଙକ ସହ ପତନ ଓ ପଅ ଆହତ”

ଆଜ ଅନତରଜତୟ ପଲଷଟକ ବୟଗ ମକତ ଦବସ : ପଲଷଟକ ବୟଗ ବୟବହରକ ଶଷ କରବ ପଇ ର ପଶଚମ ୟରପ ଆରମଭ କରଥଲ ପରୟସ

କନକ ବ୍ୟୁରୋ : ଆଜି ଜୁଲାଇ ୩ରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ । ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କେତେ ପ୍ରଭାବ ପଡୁଛି ତାକୁ ନେଇ ଲୋକଙ୍କ ମଧ୍ୟରେ କରାଯାଉଛି ସଚେତନତା । ପରିବେଶକୁ ଏହି ପ୍ଲାଷ୍ଟିକ ଅଧିକରୁ ଅଧିକ ପରିମାଣର କ୍ଷତି ପହଞ୍ଚାଇଥାଏ । ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ନଷ୍ଟ ହେବାକୁ ୧୦୦ରୁ ୫୦୦ ବର୍ଷ ସମୟ ଲାଗିଥାଏ । ଦିନକୁ ଦିନ ପ୍ଲାଷ୍ଟିକରContinue reading “ଆଜ ଅନତରଜତୟ ପଲଷଟକ ବୟଗ ମକତ ଦବସ : ପଲଷଟକ ବୟଗ ବୟବହରକ ଶଷ କରବ ପଇ ର ପଶଚମ ୟରପ ଆରମଭ କରଥଲ ପରୟସ”

ମହରଷଟର ମହନଟକ : ପରତକରୟ ରଖଲ ସପରୟ ସଲ; କହଲ ଅଜତଙକ ସହ ସମପରକ ଭଲ ରହଛ ଏବ ଆଗକ ଭଲ ରହବ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରବିବାର ଯେଉଁ ରାଜନୈତିକ ଝଡ଼ ଆସିଥିଲା, ତାହା କେହି କେବେ କଳ୍ପନା କରିନଥିଲେ । ହଠାତ୍ ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକ ବିଧାୟକଙ୍କ ସହ ରାଜଭବନ ପହଞ୍ଚିଥିଲେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହା ପରେ ରାଜନୀତି ସରଗରମ ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ । କହିଛନ୍ତି, ଅଜିତ୍ ପାୱାରଙ୍କ ପ୍ରତିContinue reading “ମହରଷଟର ମହନଟକ : ପରତକରୟ ରଖଲ ସପରୟ ସଲ; କହଲ ଅଜତଙକ ସହ ସମପରକ ଭଲ ରହଛ ଏବ ଆଗକ ଭଲ ରହବ”

Design a site like this with WordPress.com
Get started