ବଳମବତ ମସମ ପଇ ଧନ ଚଷ ବଧପରପତ : ପଣ ଅଭବର ବହରନ ଗଜ; ମଠଆର ପଣ ନଇ ତଳ ବଞଚଇବକ ଉଦୟମ

କନକ ବ୍ୟୁରୋ : ରାଜ୍ୟରେ ମୌମୁସୀ ପ୍ରବେଶ କରିଥିବା ବେଳେ ଏପର୍ଯ୍ୟନ୍ତ ବର୍ଷାର ଅଭାବ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଯେହେତୁ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ତେଣୁ ଚାଷୀମାନେ ଧାନ ଚାଷ ପାଇଁ ମୌସୁମୀ ବର୍ଷାର ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ତେବେ ବର୍ଷାକୁ ଚାହିଁ ଅସ୍ତରଙ୍ଗ ଅଞ୍ଚଳର ଚାଷୀ କିଭଳି ମାଠିଆ ଯୋଗେ ଏକ ଖାଲରୁ ପାଣି ବୋହିନେଇ ଚାଷ ଜମିରେ ଛିଞ୍ଚି ତଳିଘେରା ପ୍ରସ୍ତୁତ କରୁଥିବାର ବିକଳ ଚିତ୍ର ଦେଖିବାକୁContinue reading “ବଳମବତ ମସମ ପଇ ଧନ ଚଷ ବଧପରପତ : ପଣ ଅଭବର ବହରନ ଗଜ; ମଠଆର ପଣ ନଇ ତଳ ବଞଚଇବକ ଉଦୟମ”

ପଲସ ହଲମଟ ଚକର ବରତତବ ହଲ କଳ : ମକଳ ଡରନର ବଇକ ପଶଯବର ଜଣଙକ ମତୟ

କନକ ବ୍ୟୁରୋ : ପୋଲିସ ହେଲମେଟ ଚେକିଂରୁ ବର୍ତ୍ତିବା ହେଲା କାଳ । ମୁକୁଳା ଡ୍ରେନରେ ପଶିଲା ବାଇକ । ଦୁଇ ବାଇକ ଆରୋହୀ ମୃତ । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୋଲିସ ପକ୍ଷରୁ ଆଠମଲ୍ଲିକ-ପୁରୁଣା କଟକରେ ଡବୁରୁବୁଡାଠାରେ ହେଲମେଟ ଚେକିଂ ଚାଲିଥିଲା । ପୁରୁଣାକଟକ ପଟୁ ବାଇକରେ ଦୁଇଜଣ ଫାଇନରୁ ବର୍ତ୍ତିବା ପାଇଁ ଦ୍ରୁତ ଗତିରେ ଆସୁଥିବା ବେଳେ ତିଳେଶ୍ୱର ବଜାର ମଧ୍ୟରେ ହୋଇଥିବା ମୁକୁଳା ଡ୍ରେନରେ ଭାରସାମ୍ୟ ହରାଇContinue reading “ପଲସ ହଲମଟ ଚକର ବରତତବ ହଲ କଳ : ମକଳ ଡରନର ବଇକ ପଶଯବର ଜଣଙକ ମତୟ”

ବରଷଠ ମହଳ କରଣଙକ ସଡପଓ ଧକକ ମରବ ଘଟଣ : ଜଲଲପଳଙକ ତଦନତ ପର ପରଶସନକ ତଦନତ ଆରମଭ

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସିଡିପିଓଙ୍କ ଦ୍ୱାରା ବରିଷ୍ଠ କିରାଣୀଙ୍କୁ ଚେୟାରୁ ଠେଲି ଦେବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଏସଡବ୍ଲ୍ୟୁଓ କମଳା କୁମାରୀ ପଟ୍ଟନାୟକ ଡାବୁଗାଁ ବ୍ଲକ କାର୍ଯ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ପ୍ରାଥମିକ ଭାବେ ସିଡିପିଓ ଗୀତାଞ୍ଜଳି ମହାରଣା ୨ ସୁପରଭାଇଜର, ୧୨ ଜଣ ଅଙ୍ଗନୱାଡି କର୍ମୀ ଓ କନିଷ୍ଠ କିରାଣୀଙ୍କୁ ପଚରାଉଚରା କରିଛନ୍ତି ଡିଏସଡବ୍ଲ୍ୟୁଓ । ସମସ୍ତଙ୍କ ବୟାନContinue reading “ବରଷଠ ମହଳ କରଣଙକ ସଡପଓ ଧକକ ମରବ ଘଟଣ : ଜଲଲପଳଙକ ତଦନତ ପର ପରଶସନକ ତଦନତ ଆରମଭ”

ବଡନ ପଲସକ ବଡ ସଫଳତ : ଟ ବଇକ ଜବତ ଚର ଗରଫ

କନକ ବ୍ୟୁରୋ : ବୋଡେନ ପୋଲିସକୁ ବଡ ସଫଳତା । ବାଇକ ଚୋରିର ପର୍ଦ୍ଦାଫାଶ କଲା ବୋଡେନ ପୋଲିସ । ଦହିତାଠାରେ ବାଇକ ଚୋରି ନେଇ ବୋଡେନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ବୋଡେନ ପୋଲିସ ବାଇକ୍ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ମୋଟ ୧୫ଟି ଚୋରା ବାଇକ୍ ଖୋଜି ବାହାର କରିବାରେ ସଫଳ ହୋଇଥିବା ୭ ଜଣ ବାଇକ ଚୋରଙ୍କୁ ମଧ୍ୟ ଗିରଫ କରିଛି । ବରଗଡ ଅତିରିକ୍ତ ଏସପି ଏContinue reading “ବଡନ ପଲସକ ବଡ ସଫଳତ : ଟ ବଇକ ଜବତ ଚର ଗରଫ”

ସହଡପଦ ଗର ଅନଲ ବହରଙକ ମତୟ ଘଟଣ : ବଙକ ଥନ ଘରଲ ଶତଧକ ମହଳ ଓ ପରଷ

କନକ ବ୍ୟୁରୋ : ବାଙ୍କୀ ଥାନା ବ୍ରମେହିଁଙ୍କ ପୀଠ ସାହାଡ଼ାପଦା ଗ୍ରାମର ଅନିଲ ବେହେରା ନାମକ ଜଣେ ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଅନୀଲଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ମଧ୍ୟ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସେପଟେ କିନ୍ତୁ ଘଟଣାକୁ ପୋଲିସ ଚାପି ଦେଉଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ବାଙ୍କୀ ଥାନା ସମ୍ମୁଖରେ ଶତାଧିକ ମହିଳାContinue reading “ସହଡପଦ ଗର ଅନଲ ବହରଙକ ମତୟ ଘଟଣ : ବଙକ ଥନ ଘରଲ ଶତଧକ ମହଳ ଓ ପରଷ”

ହତଦନତ କଣବକ ପଇ ଡଲ ଚଲଥବ ବଳ ମଡ଼ ବସଲ ବନବଭଗ : ଟ ହତ ଦନତ ସହ ଜଣ ଗରଫ

କନକ ବ୍ୟୁରୋ : ହାତୀଦାନ୍ତ କିଣାବିକା ପାଇଁ ଡିଲ୍ ଚାଲିବା ସମୟରେ ମାଡ଼ି ବସିଲା ବନବିଭାଗ । ୪ଟି ହାତୀ ଦାନ୍ତ ସହ ୫ଜଣଙ୍କୁ ଗିରଫ କରିଛି ବନବିଭାଗ । ସୂଚନା ଅନୁସାରେ, ରବିବାର ହାତୀ ଦାନ୍ତ କିଣାବିକା ଡିଲ୍ ଚାଲିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଳ ଉତର ଓ ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର ଡିଭିଜନର ଏସିଏଫଓ, ରେଞ୍ଜ ଅଫିସରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଯଶିପୁର ଅଞ୍ଚଳରୁ ଚଢାଉ କରି ହାତୀContinue reading “ହତଦନତ କଣବକ ପଇ ଡଲ ଚଲଥବ ବଳ ମଡ଼ ବସଲ ବନବଭଗ : ଟ ହତ ଦନତ ସହ ଜଣ ଗରଫ”

ରଜକନକ ଅଞଚଳର ଘରଣଣଝଡ : ଉଡ଼ଗଲ ଛଳ ଛପର ଘର; କଷତଗରସତ ପରବରକ ସହୟତ ଯଗଇଦବକ ସୱତନତର ରଲଫ କମଶନରଙକ ନରଦଦଶ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ଟର୍ନାଡୋ ବା ଘୂର୍ଣ୍ଣିଝଡ଼ । ନହୁଣୀ ପଞ୍ଚାୟତର ପଙ୍କି ଗାଁରେ ଏଥି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରବିବାର ଅପରାହ୍ଣରେ ବୈତରଣୀ ନଦୀ କୂଳରେ ଅବସ୍ଥିତ ପଙ୍କି ଗାଁରେ ହଠାତ ଆକାଶରେ କଳାବାଦଲ ଘୋଟି ଯାଇଥିଲା । ବଜ୍ରପାତ ହେବା ସହ ଟର୍ନାଡୋ ଦେଖିବାକୁ ମିଳିଥିଲା । ଉପରକୁ ଉଠି ଯାଇଥିଲା ନଦୀ ଜଳ । ଗାଁ ଆଡକୁ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ । ଗାଁର କିଛିContinue reading “ରଜକନକ ଅଞଚଳର ଘରଣଣଝଡ : ଉଡ଼ଗଲ ଛଳ ଛପର ଘର; କଷତଗରସତ ପରବରକ ସହୟତ ଯଗଇଦବକ ସୱତନତର ରଲଫ କମଶନରଙକ ନରଦଦଶ”

ମତ ଘଷଣ ପର ଜବନତ ହଇ ଉଠଲ ମହଳ : ଘର ଲକଙକ ହତର ମଗ ପଇଲ ପଣ; ପନ ଡକତରଖନର ଭରତତ ପର ମତ ଘଷଣ କଲ ଡକତର

କନକ ବ୍ୟୁରୋ : ସଜଡା ସରିଥିଲା ଜୁଇ । କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ । ହେଲେ ହଠାତ୍ ଘଟିଥିଲା ଏମିତି କିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଘରଲୋକଙ୍କ ହାତରୁ ପାଣି ମାଗି ପିଇଲେ ମୃତକ । ଆଉ ମୃତକ ବଞ୍ଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା । ଏହାକୁ ଦେଖି ସମସ୍ତେ ତାଜୁବ ହୋଇଥିଲେ । ହେଲେ ଡାକ୍ତରଖାନାକୁ ଆଣିବା ପରେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବାContinue reading “ମତ ଘଷଣ ପର ଜବନତ ହଇ ଉଠଲ ମହଳ : ଘର ଲକଙକ ହତର ମଗ ପଇଲ ପଣ; ପନ ଡକତରଖନର ଭରତତ ପର ମତ ଘଷଣ କଲ ଡକତର”

ଏନସପର ଦଇ ଗଷଠ ମଧୟର ବଢ଼ଲ ବବଦ : ବଚସପତଙକ ଚଠ ଲଖଲ ଶରଦ ପୱରଙକ ଗଷଠ; ଶପଥ ନଇଥବ ବଧୟକଙକ ପଦ ରଦଦ ଦବ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରବିବାର ଯେଉଁ ରାଜନୈତିକ ଝଡ଼ ଆସିଥିଲା, ତାହା କେହି କେବେ କଳ୍ପନା କରିନଥିଲେ । ହଠାତ୍ ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକ ବିଧାୟକଙ୍କ ସହ ରାଜଭବନ ପହଞ୍ଚିଥିଲେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହା ପରେ ରାଜନୀତି ସରଗରମ ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ । କହିଛନ୍ତି, ଅଜିତ୍ ପାୱାରଙ୍କ ପ୍ରତିContinue reading “ଏନସପର ଦଇ ଗଷଠ ମଧୟର ବଢ଼ଲ ବବଦ : ବଚସପତଙକ ଚଠ ଲଖଲ ଶରଦ ପୱରଙକ ଗଷଠ; ଶପଥ ନଇଥବ ବଧୟକଙକ ପଦ ରଦଦ ଦବ”

ଋଣ ବଝ ନଇଗଲ ଜବନ! ବକର ଦଉଡ଼ ଦଇଦଲ ଦମପତ

କନକ ବ୍ୟୁରୋ: ବାନାମ୍ବର ବେହେରା । ବୟସ ୫୮ ବର୍ଷ । ବନିତା ବେହେରା । ବୟସ ୫୩ ବର୍ଷ । ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ । ଘର, ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଁଳା ଯୋଡ଼ି ଗାଁରେ । ଏହି ବୟସ୍କ ଦମ୍ପତି ଋଣ ବୋଝ ଜନିତ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପିଲାଙ୍କୁ ମଣିଷ କରିବା ପାଇଁ ଏହି ଦମ୍ପତି ଏକ ଘରୋଇ ଘରୋଇ ଫାଇନାନ୍ସ କମ୍ପାନୀଠାରୁContinue reading “ଋଣ ବଝ ନଇଗଲ ଜବନ! ବକର ଦଉଡ଼ ଦଇଦଲ ଦମପତ”

Design a site like this with WordPress.com
Get started