ବୟଙକ ଚକରର ଅବସର ପର ଆମବ ଚଷ କରଛନତ ବଦଧର ବଦଧମନତ ଏକର ଜମର ଲଗଇଛନତ ର ଅଧକ ଆମବଗଛ

କନକ ବ୍ୟୁରୋ : ୨୦ ଏକର ଜମିରେ ଲାଗିଛି ୮୦୦ରୁ ଅଧିକ ଆମ୍ବ ଗଛ । ଆଉ ଗଛରେ ଭର୍ତ୍ତି ହୋଇଛି ବିଭିନ୍ନ କିଶମର ଆମ୍ବ । ଦୋଶାରୀ, ନିଲମ, ଆମ୍ରପାଲି, ଲେଙ୍ଗଡ଼ା, ମଲ୍ଲିକା, ସୁନ୍ଦରୀ ବାଇଗଣ ପଲେଇ ଭଳି ଭିନ୍ନ ଭିନ୍ନ ପ୍ରଜାତିର ଆମ୍ବ ଗଛ ଲଗାଛନ୍ତି ବୌଦ୍ଧର ବୁଦ୍ଧିମନ୍ତ ପ୍ରଧାନ । ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ଚାଷ ପ୍ରତି ମନ ବଳାଇଥିଲେ ବୁଦ୍ଧିମନ୍ତContinue reading “ବୟଙକ ଚକରର ଅବସର ପର ଆମବ ଚଷ କରଛନତ ବଦଧର ବଦଧମନତ ଏକର ଜମର ଲଗଇଛନତ ର ଅଧକ ଆମବଗଛ”

କଳହଣଡର କଠଚଲ ମଠ ବଭନନ ପରକରର ଫଲ ଓ ଗଜ ଆକତର ମଠ ପରସତତ କରଛନତ କରଗର

କନକ ବ୍ୟୁରୋ : ରାଜ୍ୟର କିଛି ସ୍ଥାନରେ ସ୍ୱତନ୍ତ୍ର ପ୍ରକାରର ମିଠା ଏବଂ ଖାଇବା ଜିନିଷ ମିଳିଥାଏ । ଯେମିତିକି ନିମାପଡ଼ା ଛେନାଝିଲି, କେନ୍ଦ୍ରାପଡ଼ା ରସାବଳୀ, କଟକ ଦହିବରା । ସେହିଭଳି କଳାହାଣ୍ଡି ଜିଲ୍ଲାରେ କାଠ ଚୁଲିରେ ପ୍ରସ୍ତୁତ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାରର ମିଠାର ଚାହିଦା ରହିଛି । ଧର୍ମଗଡ଼ ଅଂଚଳର କିଛି କାରିଗର ପରିବାର ଏହି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରନ୍ତି । କଳାହାଣ୍ଡି ଧର୍ମଗଡ଼ ବସ୍ତିପଡ଼ାରେ ଦୀର୍ଘ ଦିନ ହେଲାContinue reading “କଳହଣଡର କଠଚଲ ମଠ ବଭନନ ପରକରର ଫଲ ଓ ଗଜ ଆକତର ମଠ ପରସତତ କରଛନତ କରଗର”

ମଦ ସରକରଙକ ବରଷର ସବ ଅବସରର ଆୟଜତ କନକଲଭର କନଦରମନତର ପରଧନମନତରଙକ ଉପର ଜନ ଭରସ କଭଡ ମକବଲର ବଡ ଅସତର ଥଲ: ଧରମନଦର ପରଧନ

କନକ ବ୍ୟୁରୋ : କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପବ୍ଲିକ ପଲିସି ରିସର୍ଚ୍ଚ ସେଣ୍ଟର(ପିପିଆରସି) ଦ୍ୱାରା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେContinue reading “ମଦ ସରକରଙକ ବରଷର ସବ ଅବସରର ଆୟଜତ କନକଲଭର କନଦରମନତର ପରଧନମନତରଙକ ଉପର ଜନ ଭରସ କଭଡ ମକବଲର ବଡ ଅସତର ଥଲ: ଧରମନଦର ପରଧନ”

ଦବୟଙଗ ପରବରର ଦଖ କହଣ ବରଷ ହଲ ଦବୟଙଗ ବଧବ ଝଅ ଓ ନତକ ନଇ ନୟୟ ଅପକଷର ବପ

କନକ ବ୍ୟୁରୋ : ଛଳ ଛଳ ଆଖିର ପ୍ରଶ୍ନ କରୁଛି ଅସହାୟ ବାପା । ଦୀର୍ଘ ୭ ବର୍ଷ ହୋଇଗଲା ଆଉ କେତେଦିନ ଦିବ୍ୟାଙ୍ଗ ଝିଅକୁ ନେଇ ନ୍ୟାୟ ପାଇଁ ଘୁରି ବୁଲିବେ । କେବେ ପ୍ରଶାସନ ଆଖିରେ ସେମାନଙ୍କ କଷ୍ଟ ନଜରକୁ ଆସିବ । କଳାହାଣ୍ଡିରୁ ଭୁବନେଶ୍ୱର ନିଜର ଦିବ୍ୟାଙ୍ଗ ଝିଅ ଓ ନାତିକୁ ନେଇ ଘୁରିବୁଲୁଛନ୍ତି ବାପା ଲାଖେଶ୍ୱର ସାହୁ । ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଘୁରିବୁଲୁଛନ୍ତି ନ୍ୟାୟ ଟିକେ ପାଇଁ ।Continue reading “ଦବୟଙଗ ପରବରର ଦଖ କହଣ ବରଷ ହଲ ଦବୟଙଗ ବଧବ ଝଅ ଓ ନତକ ନଇ ନୟୟ ଅପକଷର ବପ”

ମହଲର ମହଲ ନହ ତଆର ହଉଛ ଖଦୟ ସମଗର ଆଇସକରମ ଆଚରର ସହ ପରସତତ ହଉଛ ସନଟଇଜର

କନକ ବ୍ୟୁରୋ : ମହୁଲରୁ ମହୁଲି ନୁହେଁ , ଏବେ ତିଆରି ହେଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ । ମହୁଲର ବିଭିିନ୍ନ ପ୍ରକାରର ଖାଦ୍ୟ ସବୁ ତିଆରି କରାଯିବା ସହିତ ଅନ୍ୟାନ ଜିନିଷ ମାନ ମଧ୍ୟ ତିଆରି କରାଯାଉଛି । ଖାଦ୍ୟ ସହ ସାନିଟାଇଜର , ଆଇସକ୍ରିମ, କୁରକୁରେ, ସରବତ, ଆଚାର ପ୍ରସ୍ତୁତ କରାଯାୁଛି । ଯାହା କରି ଦେଖାଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁ୍ଷ୍ଟି ସାଧନ ସ୍ନାତୋକତର ବିଭାଗ ଟିମ୍ ।Continue reading “ମହଲର ମହଲ ନହ ତଆର ହଉଛ ଖଦୟ ସମଗର ଆଇସକରମ ଆଚରର ସହ ପରସତତ ହଉଛ ସନଟଇଜର”

ବରହମଗର ନରବଚନ ମଣଡଳର ଦଇ ପରତଦୱନଦଙକ ନଇ ଚରଚଚ ବରମବର ଭଟଘଟ ନଇ ବଢଛ ସସପନସ

କନକ ବ୍ୟୁରୋ : ଦୁଇ ନେତାଙ୍କ ଗତି କୁଆଡେ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏବେ ବଢୁଛି ଚର୍ଚ୍ଚା । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ନେତା ସଂଜୟ କୁମାର ଦାସବର୍ମାଙ୍କ ବାରମ୍ବାର ଭେଟଘାଟ ନେଇ ବଢୁଛି ସସପେନ୍ସ । ଅନେକ ସଭାସମିତିରେ ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଦେଖିବାକୁ ମିଳୁଛି । କୃଷ୍ଣପ୍ରସାଦର ଓରା ଗାଁରେ ଥିବା ହରଦେବଙ୍କ ମନ୍ଦିର ପ୍ରତିଷ୍ଠା ଦିବସରେ ଏହି ଦୁଇ ନେତାଙ୍କୁ ଦେଖିବାକୁ ମିଳିଥିଲା । ସେହିଭଳିContinue reading “ବରହମଗର ନରବଚନ ମଣଡଳର ଦଇ ପରତଦୱନଦଙକ ନଇ ଚରଚଚ ବରମବର ଭଟଘଟ ନଇ ବଢଛ ସସପନସ”

କମର ଦନ ହଇନ ଭଦରକ ଆରଡର ବତରଣ ନଦକ ଶହ ଫଟ ଧସଲ ବନଧ ନମନମନର କମ ହଇଥବ ଅଭଯଗ

କନକ ବ୍ୟୁରୋ : ଧସିଲା ନଦୀ ବନ୍ଧ । ଭଦ୍ରକ ଆରଡିରେ ବୈତରଣୀ ନଦୀର ୨ଶହ ଫୁଟ ଧସିଯାଇଛି ନଦୀ ବନ୍ଧ । ୧୫ ଦିନ ବି ଯାଇନି ତାରି ଭିତରେ ନଦୀ ପାଣିରେ ଧୋଇଯାଇଛି କୋଟି କୋଟି ଟଙ୍କାର କାମ । ତେବେ ନିମ୍ନମାନର କାମ ଯୋଗୁ ଏହି ଘଟଣା ଘଟିଥିବା ହୋଇଛି ଅଭିଯୋଗ । ବର୍ଷା ଦିନକୁ ଆଖିରେ ରଖି ବନ୍ଧର ସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା । ପାଣିରେ ଯେଭଳି ଧୋଇନଯିବ ସେ ନେଇContinue reading “କମର ଦନ ହଇନ ଭଦରକ ଆରଡର ବତରଣ ନଦକ ଶହ ଫଟ ଧସଲ ବନଧ ନମନମନର କମ ହଇଥବ ଅଭଯଗ”

ପଟପଟଣ ପଇ ମମବଇ ଯଇଥଲ କନଧମଳ ବଲଗଡ ଡହଲପଡର ଅଙଗଦ ମଲଲକ ଦରବତଙକ ଆକରମଣର ହରଇଲ ହତ

କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ । ପେଟ ପାଟଣା ଆଉ ପରିବାର ଚଳାଇବାକୁ ଯାଇଥିଲେ ସୁଦୂର ବମ୍ବେ । ହେଲେ ପାରିଶ୍ରମିକ ନୁହଁ ଦୁଇ ହାତ ହରାଇ ବସିଛନ୍ତି ଯୁବକ । ପରିବାରକୁ ଭଲରେ ରଖିବେ ଆଉ ଭବିଷ୍ୟତ ଗଢିବା ସ୍ୱପ୍ନ ତାଙ୍କର ମାଟିରେ ମିଶିଛି । ଷ୍ଟେସନରେ ବସିଥିବା ବେଳେ ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇ ଦୁଇ ହାତ ହରାଇଛନ୍ତି କନ୍ଧମାଳ ବାଲିଗୁଡା ଡହଲପଡିର ଯୁବକ ଅଙ୍ଗଦ ମଲ୍ଲିକ । ଦୁର୍ବୃତଙ୍କ ଲୁହାରଡ଼ରେContinue reading “ପଟପଟଣ ପଇ ମମବଇ ଯଇଥଲ କନଧମଳ ବଲଗଡ ଡହଲପଡର ଅଙଗଦ ମଲଲକ ଦରବତଙକ ଆକରମଣର ହରଇଲ ହତ”

ସମପରକୟଙକ ଅପକଷର ଶବ: କଣଟନର ଭତର ଏବ ବ ପଡ଼ ରହଛ ଟ ମତଦହ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାକୁ ମାସେ ପୁରିଛି । ଡି.ଏନ୍.ଏ ରିପୋର୍ଟ ଆସିବାକୁ ବିଳମ୍ବ ହେଉଥିବା କାରଣରୁ ସମସ୍ତ ମୃତଦେହକୁ ଏପର୍ଯନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ । ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ ମ୍ୟାଚ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଆଜି ତିନୋଟି କଂଟେନରରେ ଥିବା ମୃତଦେହ ଗୁଡିକୁ କଂଟେନରରୁ ବାହାରକୁ ବାହାରContinue reading “ସମପରକୟଙକ ଅପକଷର ଶବ: କଣଟନର ଭତର ଏବ ବ ପଡ଼ ରହଛ ଟ ମତଦହ”

ସତ କଟ ଠକଇ ଅଭଯଗର ସବଆଇ ରଡ: ଭବନଶୱର ଦୱରକ ଜଏଲର ମଲକ ଓ ସହଯଗଙକ ଘର ଚଢ଼ଉ

କନକ ବ୍ୟୁରୋ: ସାତ କୋଟି ଠକେଇ ଅଭିଯୋଗରେ ସିବିଆଇ ରେଡ୍ । ଭୁବନେଶ୍ୱର ଦ୍ୱାରିକା ଜୁଏଲାରୀ ଏବଂ ତାର ସହଯୋଗୀଙ୍କ ଘରେ ଚଢ଼ାଇ କରିଛି ସିବିଆଇ । ସିବିଆଇର ଜଣେ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଇ ହୋଇଛି । ଦ୍ୱାରିକା ଜୁଏଲାରୀ ମୁଖ୍ୟ ଦ୍ୱାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଏବଂ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ଭୁବନେଶ୍ୱରର ୬ଟି ସ୍ଥାନରେ ରେଡ୍ କରି ସିବିଆଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରContinue reading “ସତ କଟ ଠକଇ ଅଭଯଗର ସବଆଇ ରଡ: ଭବନଶୱର ଦୱରକ ଜଏଲର ମଲକ ଓ ସହଯଗଙକ ଘର ଚଢ଼ଉ”

Design a site like this with WordPress.com
Get started