ରଜୟର କମଛ ବରଷର ମତର : ଉପକଳର ତତ ସଙଗକ ଗଳଗଳ ଅନଭତ; ଦନ ଟ ସଦଧ ଭବନଶୱରର ପରଦ . ଡଗର

କନକ ବ୍ୟୁରୋ : ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ କମିଛି ବର୍ଷାର ମାତ୍ରା । ହେଲେ ତାପମାତ୍ରା ବଢିଥିବା ବେଳେ ଉଚ୍ଚ ଆର୍ଦ୍ରତା ରହିଛି । ଯାହା ଦ୍ୱାରା ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୧୧ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ ହୋଇଛି । ପୁରୀରେ ୭୮, ବାଲେଶ୍ୱର ଓContinue reading “ରଜୟର କମଛ ବରଷର ମତର : ଉପକଳର ତତ ସଙଗକ ଗଳଗଳ ଅନଭତ; ଦନ ଟ ସଦଧ ଭବନଶୱରର ପରଦ . ଡଗର”

ଝରପଡର ଗଳକଣଡ ଘଟଣ : ମଖୟ ଅଭଯକତ ପରଭତ ମରଥ ଗରଫ

କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡାରେ ଗୁଳିକାଣ୍ଡ ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାକୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି । ତେବେ ଏହି ମାମଲାରେ ଗିରଫ ସଂଖ୍ୟା ୪ରେ ପହଞ୍ଚିଲା । ପୂର୍ବରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଗିରଫ ପ୍ରଭାତ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ । ଗତContinue reading “ଝରପଡର ଗଳକଣଡ ଘଟଣ : ମଖୟ ଅଭଯକତ ପରଭତ ମରଥ ଗରଫ”

ଓବମଙକ ଘର ନକଟର ଜବତ ହଲ ବସଫରକ ଓ ଅସତରଶସତର ଜଣ ସନଦଗଧ ଗରଫ

ଗୁରୁବାର ରାତିରେ ୱାସିଂଟନ୍‌ ଡିସି ଅଞ୍ଚଳ‌ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ବାସ କରୁଥିବା ବାସଭବନ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଜାନୁଆରି ୬ ତାରିଖ ଦିନ ଆମେରିକା କ୍ୟାପିଟଲ୍‌ରେ ହୋଇଥିବା ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଧ୍ୟ ସେ ବ୍ୟକ୍ତିଙ୍କୁ ଖୋଜାପଡ଼ିଥିଲା ବୋଲି ସେମାନେ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ଓ ପ୍ରାନ୍ତର ଥିବା ଅଳ୍ପ କେତୋଟି ‘ବ୍ଲକ୍’ ନିକଟରୁContinue reading “ଓବମଙକ ଘର ନକଟର ଜବତ ହଲ ବସଫରକ ଓ ଅସତରଶସତର ଜଣ ସନଦଗଧ ଗରଫ”

ରଜରସତର ଗରଜଲ ହଜର ହଜର ଆଦବସ : ଶଭଯତରର ସମଲ ହଲ କଗରସ ନତ ବଜୟ ପଟଟନୟକ

କନକ ବ୍ୟୁରୋ : ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ । ଭିଟାମାଟି ବଞ୍ଚାଇବାକୁ ଏକାଠି ହୋଇଛନ୍ତି ଆଦିବାସୀ । ହାଇଟେକ ସର୍ଭେକୁ ବିରୋଧ କରି ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସୁନ୍ଦରଗଡ ମାଟି ବଞ୍ଚାଓ ସଂଘ । ରାଜରାସ୍ତାରେ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନୂଆ ବସଷ୍ଟାଣ୍ଡ ଲୁହୁରାଡିପାଠ।ରୁ ଏହି ର।।ଲି ବାହାରି ବିକ୍ଷୋଭ ଜାରି ରଖିଛି । ହାଇଟେକ ସର୍ଭେରୁ ନେଇ ବନ୍ଦୋବସ୍ତ ରଦ୍ଦContinue reading “ରଜରସତର ଗରଜଲ ହଜର ହଜର ଆଦବସ : ଶଭଯତରର ସମଲ ହଲ କଗରସ ନତ ବଜୟ ପଟଟନୟକ”

ରତନଭଣଡର ଚବ ହଜଛ କ ନହ ଜଣନ ଆଇନ ମନତର ଦଲ ଅଜବ ଉତତର

କନକ ବ୍ୟୁରୋ : ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀଙ୍କ ଅଜବ ପ୍ରତିକ୍ରିୟା । ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପିର ହାଇକୋର୍ଟରେ ପିଟିସନ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁContinue reading “ରତନଭଣଡର ଚବ ହଜଛ କ ନହ ଜଣନ ଆଇନ ମନତର ଦଲ ଅଜବ ଉତତର”

ସଧ ବଶର ୱଣଟଡ କରମନଲ: ବରଷ ପର ଧରଲ ପଲସ

କନକ ବ୍ୟୁରୋ: ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା । ପୁରା ଘଟଣା କ’ଣ? ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକContinue reading “ସଧ ବଶର ୱଣଟଡ କରମନଲ: ବରଷ ପର ଧରଲ ପଲସ”

ଲୟର ଶକତଲ ପରକଳପକ ନଇ ପରଶସନର ଅମନବକତ : ପରଭବତଙକ ତଡବ ପଇ ବଜଳ ପଣ ବନଦ କର ଦଆଯଇଥବ ଅଭଯଗ

କନକ ବ୍ୟୁରୋ : ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପ୍ରଶାସନର ଅମାନବିକତା । ପ୍ରକଳ୍ପ ପ୍ରଭାବିତଙ୍କୁ ତଡ଼ିବାକୁ ବିଜୁଳି ଓ ପାଣି ବନ୍ଦ କରି ହଇରାଣ କରାଯାଉଥିବା ବଲାଙ୍ଗୀର ଲୋଇସିଂହା ଡୁଙ୍ଗୁରିପାଲି ଗାଁଲୋକେ ଅଭିଯୋଗ କରିଛନ୍ତି । ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ମଧ୍ୟ ଲୋକଙ୍କ ଦୁଃଖ ନଶୁଣି ଜବରଦସ୍ତ ତଡି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଥାପିତ ପରିବାରକୁ ସମସ୍ତ ପ୍ରାପ୍ୟ ମିଳିନାହିଁ କି ଉପଯୁକ୍ତ ଥଇଥାନ କରାଯାଇନାହିଁContinue reading “ଲୟର ଶକତଲ ପରକଳପକ ନଇ ପରଶସନର ଅମନବକତ : ପରଭବତଙକ ତଡବ ପଇ ବଜଳ ପଣ ବନଦ କର ଦଆଯଇଥବ ଅଭଯଗ”

ହଟଲ ନର ନକଲ ସଇଟ : ରମ ନବକ ଅନଲଇନର ବକ କର ଫଶଲ ଶରଦଧଳ; ହରଇଲ ଟଙକ ମଳଲନ ରହବର ସଯଗ

କନକ ବ୍ୟୁରୋ : ପୁରୀରେ ହୋଟେଲ ନାଁରେ ନକଲି ସାଇଟ୍ । ୨୦ରୁ ଅଧିକ ନକଲି ସାଇଟ୍ ଖୋଲାଯାଇ ରାଜ୍ୟ ବାହାରୁ ଅପରେଟ୍ କରାଯାଉଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇ ସେଥିରେ ବୁକିଂ ରାଶି ମଧ୍ୟ ନିଆଯାଉଛି । ହେଲେ ଗ୍ରାହକ ପହଞ୍ଚିବା ବେଳକୁ ସେଭଳି କିଛି ସାଇଟ୍ ହୋଟେଲର ନଥିବା ଜାଣିବାକୁ ପାଉଛନ୍ତି । ଗତ ୮ ମାସ ଭିତରେ ଏଭଳି ୨ ହଜାରରୁ ଅଧିକ ନକଲି ବୁକିଂ କରାଯାଇ ଟଙ୍କା ନିଆଯାଇଛି ।Continue reading “ହଟଲ ନର ନକଲ ସଇଟ : ରମ ନବକ ଅନଲଇନର ବକ କର ଫଶଲ ଶରଦଧଳ; ହରଇଲ ଟଙକ ମଳଲନ ରହବର ସଯଗ”

ବଜରର ପରବ ଦର ଆକଶ ଛଆ : ବପର ମଲମଲ ଚଷ ହତଶ; ଟଙକ ତଳକ ନହ କଣସ ପରବ ଦମ

କନକ ବ୍ୟୁରୋ : ବଜାରରେ ପରିବା ଦର ଆକାଶ ଛୁଆଁ । ବେପାରୀ ମାଲାମାଲ, ଚାଷୀ ହତାଶ। ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । କିନ୍ତୁ ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ । ପନିପରିବା ଚାଷ ଜମି ନିକଟରୁ ଅତି କମରେ ବେପାରୀ କିଣି ଆଣି ବଜାରରେ ଚଢ଼ା ଦରରେ ବିକୁଥିବା ଜଣାପଡ଼ିଛି । ଆମେ କହୁଛୁ କଟକ ଜିଲ୍ଲା ନିଆଳି ବ୍ଲକ ସରାକୂଳ ଗାଁର କଥା । ଏଠିContinue reading “ବଜରର ପରବ ଦର ଆକଶ ଛଆ : ବପର ମଲମଲ ଚଷ ହତଶ; ଟଙକ ତଳକ ନହ କଣସ ପରବ ଦମ”

ଟଷଟ ଅଧକ ହଉଛ ରଗ କମ ଚହନଟ ହଉଛନତ ପରବବରଷ ତଳନର ରଜୟର କମଛନତ ଡଙଗ ରଗ ସଚନ ଦଲ ଜନସୱସଥୟ ନରଦଦଶକ

କନକ ବ୍ୟୁରୋ: ରାଜ୍ୟରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତବର୍ଷମାନଙ୍କ ତୁଳନାରେ ଏବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତାଙ୍କ କହିବା ମୁତାବକ, ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ । ହେଲେ ଚଳିତ ବର୍ଷ କିନ୍ତୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦,୭୦୦Continue reading “ଟଷଟ ଅଧକ ହଉଛ ରଗ କମ ଚହନଟ ହଉଛନତ ପରବବରଷ ତଳନର ରଜୟର କମଛନତ ଡଙଗ ରଗ ସଚନ ଦଲ ଜନସୱସଥୟ ନରଦଦଶକ”

Design a site like this with WordPress.com
Get started