ଭୟଙକର ବସ ଦରଘଟଣ ଯତର ମତ : ଲକଷ ଟଙକ ଲଖଏ ସହୟତ ରଶ ଘଷଣ କଲ ସନଦ ସରକର

କନକ ବ୍ୟୁରୋ : ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍ । ଜୀବନ୍ତ ଜଳିଗଲେ ୨୬ ଜଣ ଯାତ୍ରୀ । ବସ୍ରେ ଡ୍ରାଇଭର ସମେତ ୩୩ ଜଣ ଯାତ୍ରୀ ଥିଲେ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଏକ୍ସପ୍ରେସ୍ ୱେରେ ଥିବା ଡିଭାଇଡରରେ ମାଡ଼ ହୋଇଥିଲା । ଫଳରେ ବସଟି ଜଳିଯାଇଥିଲା । ଏଥିରେ ୨୬ ଜଣ ଜୀବନ୍ତ ଦଗ୍ଧContinue reading “ଭୟଙକର ବସ ଦରଘଟଣ ଯତର ମତ : ଲକଷ ଟଙକ ଲଖଏ ସହୟତ ରଶ ଘଷଣ କଲ ସନଦ ସରକର”

ଟରକର ଆମବଲନସ ଆମବଲନସର ଗଞଜଇ ଆଶଚରଯୟ କରବ ଅଭଯକତର ବୟନ

କନକ ବ୍ୟୁରୋ: ଟ୍ରକ୍ , ଟ୍ରକ୍ ଭିତରେ ଆମ୍ବୁଲାନ୍ସ , ଆମ୍ବୁଲାନ୍ସ ଭିତରେ ଭରା ଗଞ୍ଜେଇ । ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ ନିଶା ମାଫିଆଙ୍କ ଆଶ୍ଚର୍ଯ୍ୟ କଲାଭଳି କାରନାମା ସାମ୍ନାକୁ ଆସିଛି । ଏକ ହୋଟେଲରେ ଖାଇବା ବେଳେ ୨ ନିଶା ମାଫିଆଙ୍କୁ ଗିରଫ କରିଛି ପୁଲିସ । ଜେରା ବେଳେ ଅଭିଯୁକ୍ତ ଯାହା କହିଛି ତାହା କୌଣସି ଫିଲ୍ମ ଷ୍ଟାଇଲଠାରୁ କମ୍ ନୁହେଁ । ଅଭିଯୁକ୍ତର କହିବା ମୁତାବକ, ସେମାନେ ଏକ ଆମ୍ବୁଲାନ୍ସ ଯୋଗେ ସଡିଶାରୁContinue reading “ଟରକର ଆମବଲନସ ଆମବଲନସର ଗଞଜଇ ଆଶଚରଯୟ କରବ ଅଭଯକତର ବୟନ”

ଜଲଇ ମସ ଆରମଭର ପରବରତତନ ବୟଙକଙଗଠର ରଷଇ ଘର ସବଠ ପଡବ ପରଭବ

କନକ ବ୍ୟୁରୋ:  ଆରମ୍ଭ ହେଲା ଜୁଲାଇ ମାସ । ଏହା ସହ ହେବାକୁ ଯାଉଛି କିଛି କିଛି ବଡ ପରିବର୍ତ୍ତନ, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ । ଆପଣଙ୍କ ଘରର ରୋଷେଇ,ଜୋତା କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ ନିୟମରେ ପରିବର୍ତ୍ତନ ଆପଣଙ୍କୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ପ୍ରଭାବିତ କରିବ ନିଞ୍ଚୟ । ତେଣୁ ଏସବୁ ପରିବର୍ତ୍ତନ ବାବଦରେ ଆପଣଙ୍କୁ ଜାଣିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଜୁଲାଇ ପହିଲାରୁ ଦେଶରେContinue reading “ଜଲଇ ମସ ଆରମଭର ପରବରତତନ ବୟଙକଙଗଠର ରଷଇ ଘର ସବଠ ପଡବ ପରଭବ”

ଲସନ ଡଏମଣଡ ଲଗର ସୱରଣଣ ପଦକ ଜତଲ ନରଜ ଚପର . ମଟର ଦର ଜଭଲନ ଫଙଗ ହଲ ଚମପଅନ

କନକ ବ୍ୟୁରୋ: ପୁଣି କମାଲ କଲେ ଅଲମ୍ପିଅନ୍ ନୀରଜ ଚୋପ୍ରା । ଲୁସାନେ ଡାଇମଣ୍ଡ ଲିଗରେ ୮୭.୬୬ ମିଟର ଜାଭଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଅନ୍ ହୋଇଛନ୍ତି । ଏହି ସିଜିନରେ ଏହା ତାଙ୍କର ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ନୀରଜ ‘ଦୋହା ଡାଇମଣ୍ଡ ଲିଗ’ରେ ୮୮. ୬୭ ମିଟର ଜାଭଲିନ୍ ଫିଙ୍ଗି ଚାମ୍ପିଅନ୍ ହୋଇଥିଲେ । Neeraj is back with a bang With a massive throw ofContinue reading “ଲସନ ଡଏମଣଡ ଲଗର ସୱରଣଣ ପଦକ ଜତଲ ନରଜ ଚପର . ମଟର ଦର ଜଭଲନ ଫଙଗ ହଲ ଚମପଅନ”

ରଜୟ ବପରଯୟୟ ମକବଲ : ପଣଠକ ହଜର କଟ ଟଙକର ଅନଦନ ମଞଜର କଲ କନଦର; ଓଡ଼ଶ ସମତ ଟ ରଜୟକ ମଳବ ଅରଥ

କନକ ବ୍ୟୁରୋ : ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ମିଳିଲା ୬ ହଜାର ୧୯୪ କୋଟି ୪୦ ଲକ୍ଷ ଟଙ୍କାର ଏସଡିଆରଏଫ ଅନୁଦାନ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବା ଏସଡିଆରଏଫ ଅଧୀନରେ ରାଜ୍ୟ ସରକାରଙ୍କୁ ଅର୍ଥ ରାଶି ପ୍ରସ୍ତାବକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ମଞ୍ଜୁରୀ ଦେଇଛନ୍ତି । ଛତିଶଗଡ଼, ମେଘାଳୟ, ତେଲେଙ୍ଗାନା ଓ ଉତର ପ୍ରଦେଶକୁ ଏସଡିଆରଏଫ ବାବଦରେ ୧ ହଜାର ୨୦୯ କୋଟି ୬୦ ଲକ୍ଷ ଟଙ୍କାContinue reading “ରଜୟ ବପରଯୟୟ ମକବଲ : ପଣଠକ ହଜର କଟ ଟଙକର ଅନଦନ ମଞଜର କଲ କନଦର; ଓଡ଼ଶ ସମତ ଟ ରଜୟକ ମଳବ ଅରଥ”

ମହନଦର ଉପର ମଣଡର କଲମ ଗଟ ଖଲଦଲ ଛତଶଗଡ : ତଳମଣଡକ ମଡ ଆସଛ ପଣ ବଢ଼ଛ ହରକଦ ଜଳସତର

କନକ ବ୍ୟୁରୋ : ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ମହାନଦୀର ଉପର ମୁଣ୍ଡରେ ଥିବା କଲମା ଗେଟକୁ ଖୋଲି ଦେଇଛି ଛତିଶଗଡ ସରକାର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କା କରି କଲମାର ସମସ୍ତ ୬୬ଟି ଗେଟକୁ ଛତିଶଗଡ ଖୋଲି ଦେଇଛି । ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦContinue reading “ମହନଦର ଉପର ମଣଡର କଲମ ଗଟ ଖଲଦଲ ଛତଶଗଡ : ତଳମଣଡକ ମଡ ଆସଛ ପଣ ବଢ଼ଛ ହରକଦ ଜଳସତର”

ବହନଗ ଟରନ ଦରଘଟଣ ପର କରଯୟନଷଠନ : ପଦର ହଟଲ ଦକଷଣପରବ ରଳପଥ ଜନରଲ ମୟନଜର ଅରଚଚନ ଯଶ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ । ପଦରୁ ହଟିଲେ ଦକ୍ଷିଣ ପୂର୍ବ ରେଳ ପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । କ୍ୟାବିନେଟ୍ କମିଟିର ନିଯୁକ୍ତି ସମିତି ଅର୍ଚ୍ଚନାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ ପାଇଁ ଅନୁମତି ଦେଇଛି । ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ହେବା ପୂର୍ବରୁContinue reading “ବହନଗ ଟରନ ଦରଘଟଣ ପର କରଯୟନଷଠନ : ପଦର ହଟଲ ଦକଷଣପରବ ରଳପଥ ଜନରଲ ମୟନଜର ଅରଚଚନ ଯଶ”

ରଷ ରଷଟରପତଙକ ସହ ଫନର କଥ ହଲ ପରଧନମନତର ମଦ : ୱଗନର ଗରପର ବଦରହକ ଦମନ ନଇ ପଟନଙକ ଭରତର ସମରଥନ

କନକ ବ୍ୟୁରୋ : ପୁଟିନଙ୍କ ସହ ଆଲୋଚନା କଲେ ମୋଦୀ । ୱାଗନର ଗ୍ରୁପର ବିଦ୍ରୋହ ଖବର ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୱାଗନର ଗ୍ରୁପ୍ ରୁଷ୍ ବିରୋଧରେ ଯେଉଁ ବିଦ୍ରୋହ ଘୋଷଣା କରିଥିଲା, ତାକୁ ଦମନ କରାଯିବା ନେଇ ପୁଟିନଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ସମର୍ଥନ କରିଛନ୍ତି । ଏହାସହ ଭାରତ ଓ ରୁଷ୍ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି । ୟୁକ୍ରେନContinue reading “ରଷ ରଷଟରପତଙକ ସହ ଫନର କଥ ହଲ ପରଧନମନତର ମଦ : ୱଗନର ଗରପର ବଦରହକ ଦମନ ନଇ ପଟନଙକ ଭରତର ସମରଥନ”

ମଓବଦଙକ ଲଙକକଣଡ : ଟ ମସନର ଲଗଇଦଲ ନଆ; ର ଅଧକ ସଶକତ ମଓବଦ ଘଟଇଛନତ ତଣଡବ

କନକ ବ୍ୟୁରୋ : ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ । ରାୟଗଡ଼ା-ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସର ପୋଡ଼ିଦେଲେ ମାଓବାଦୀ । ଦୁଇଟି ପ୍ରୋକ୍ଲିନ୍, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ । ଗତରାତିରେ ମହିଳା ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ଲଙ୍କାକାଣ୍ଡ ଘଟାଇଥିଲେ । The post ମାଓବାଦୀଙ୍କ ଲଙ୍କାକାଣ୍ଡ : ୯ଟି ମେସିନରେ ଲଗାଇଦେଲେ ନିଆଁ; ୧୦ରୁ ଅଧିକContinue reading “ମଓବଦଙକ ଲଙକକଣଡ : ଟ ମସନର ଲଗଇଦଲ ନଆ; ର ଅଧକ ସଶକତ ମଓବଦ ଘଟଇଛନତ ତଣଡବ”

ଭୟଙକର ଦରଘଟଣ : ସମଦଧ ଏକସପରସ ୱର ଜଳଗଲ ବସ; ଜଅନତ ଜଳଗଲ ଯତର ଡରଇଭରଙକ କହବ ଅନସର

କନକ ବ୍ୟୁରୋ : ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍ । ଜୀବନ୍ତ ଜଳିଗଲେ ୨୫ ଜଣ ଯାତ୍ରୀ । ବସ୍ରେ ଡ୍ରାଇଭର ସମେତ ୩୩ ଜଣ ଯାତ୍ରୀ ଥିଲେ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଏକ୍ସପ୍ରେସ୍ ୱେରେ ଥିବା ଡିଭାଇଡରରେ ମାଡ଼ ହୋଇଥିଲା । ଫଳରେ ବସଟି ଜଳିଯାଇଥିଲା । ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧContinue reading “ଭୟଙକର ଦରଘଟଣ : ସମଦଧ ଏକସପରସ ୱର ଜଳଗଲ ବସ; ଜଅନତ ଜଳଗଲ ଯତର ଡରଇଭରଙକ କହବ ଅନସର”

Design a site like this with WordPress.com
Get started