କନକ ବ୍ୟୁରୋ : ପରିବା ବଜାରକୁ ଗଲେ ପରିବା ଛୁଇଁବାକୁ ଡର ମାଡୁଛି । ହଠାତ୍ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ତେଣୁ ପନିପରିବା କିଣିବା ଆଗରୁ ଗ୍ରାହକ ଥରେ ଚିନ୍ତା କରିବାକୁ ପଡୁଛି । ଭୁବନେଶ୍ୱର ୧ ନମ୍ବର ହାଟରେ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି । ବିନ କିଲୋ ୨୫୦ ଟଙ୍କା ଝୁଡଙ୍ଗ କିଲୋ ୧୨୦ ଟଙ୍କା କ୍ୟାପ୍ସିକମ କିଲୋ – ୧୫୦ ଟଙ୍କା ବାଇଗଣContinue reading “କହକ ବଲଗମ ହଲ ପରବ ଦର ? ଦନ ଭତର ଦଇ ଗଣ ହଲଣ ପନପରବ ମଲୟ ମହଙଗ ମଡ଼ର ଖଉଟ ହନତସନତ”
Tag Archives: News
ସମୟ ରଞଜନ ମହପତର ମତୟ ମମଲ ଅଭଯକତଙକ ବରଧର NBW
କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ବିରୋଧରେ NBW ଜାରି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି । ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମାମଲା ଖାରଜ ପାଇଁContinue reading “ସମୟ ରଞଜନ ମହପତର ମତୟ ମମଲ ଅଭଯକତଙକ ବରଧର NBW”
ଏବ ବ ସରନ ବହନଗ ଦଖ ଟରନ ଦରଘଟଣର ଜଣଙକ ମତଦହ ଚହନଟ ମତଦହ ନବ ପଇ ଏମସର ଅପକଷ କରଛନତ ଅନକ ପରବର
କନକ ବ୍ୟୁରୋ : ଶବର ଅପେକ୍ଷା ରହିଛି । ସମ୍ପର୍କୀୟ ବାଟ ଚାହିଁ ରହିଛନ୍ତି । ଘରେ ଶବ ପହଂଚିଲେ, ସଂସ୍କାର ହେବ । ଏହାରି ଭିତରେ ବିତିଯାଇଛି ପ୍ରାୟ ଗୋଟିଏ ମାସ । ବାହାନଗା ଅଘଟଣର ଏତେଦିନ ପରେ ବି, କେବେ ମୃତଦେହ ନେଇ ଘରକୁ ଯିବେ ସେକଥା ବି ଜାଣି ନାହାନ୍ତି ମୃତକଙ୍କ ସମ୍ପର୍କୀୟ । ଏଭଳି ସ୍ଥିତିରେ ହସ୍ପିଟାଲରେ ପଡ଼ି ରହିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏସବୁ ଭିତରେ ପଶ୍ଚିମବଙ୍ଗର କୃଷ୍ଣ ରବିContinue reading “ଏବ ବ ସରନ ବହନଗ ଦଖ ଟରନ ଦରଘଟଣର ଜଣଙକ ମତଦହ ଚହନଟ ମତଦହ ନବ ପଇ ଏମସର ଅପକଷ କରଛନତ ଅନକ ପରବର”
ବରଧ ସତୱ ଗସତ ଜର ରଖଛନତ ଟ ସଚବ ଜଗତସହପର ଗସତର ଦୱତୟ ଦନର ବଭନନ ବକଶମଳକ କରଯୟର କଲ ସମକଷ ବରଧଙକ କଡ଼ ସମଲଚନ
କନକ ବ୍ୟୁରୋ : ବିରୋଧୀଙ୍କ ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଜଗତସିଂହପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମା ଶାରଳା ମନ୍ଦିର, ଗୋରେଖନାଥ ମନ୍ଦିର, ଜୟପୁର ସ୍ଥିତ ବୟନ ଗ୍ରାମ ଓ ବିରିଡି ବ୍ଲକ ସ୍ଥିତ ପଂଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିରକୁ ଯାଇ ବିକାଶମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଏଥିସହ ଆୟୋଜିତ ମିଶନଶକ୍ତିContinue reading “ବରଧ ସତୱ ଗସତ ଜର ରଖଛନତ ଟ ସଚବ ଜଗତସହପର ଗସତର ଦୱତୟ ଦନର ବଭନନ ବକଶମଳକ କରଯୟର କଲ ସମକଷ ବରଧଙକ କଡ଼ ସମଲଚନ”
ଶରକଷତରର ଚଲଛ ଶରଜଉଙକ ଅଧରପଣ ନତ ବଡ଼ଦଣଡର ଜନସମଦର ରଥରଢ ଶରବଗରହଙକ ଅରପଣ କରଯବ ହଣଡ ପଣ
କନକ ବ୍ୟୁରୋ : ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ଆଜି ଗରୁଡ଼ଶୟନ ନୀତିContinue reading “ଶରକଷତରର ଚଲଛ ଶରଜଉଙକ ଅଧରପଣ ନତ ବଡ଼ଦଣଡର ଜନସମଦର ରଥରଢ ଶରବଗରହଙକ ଅରପଣ କରଯବ ହଣଡ ପଣ”
ହଇକରଟକ ଗଲ ରତନଭଣଡର ପରସଙଗ ରତନଭଣଡର ଖଲ ସବଶଷ ତଲକ ପରସତତ ପଇ ଆବଦନ କଲ ବଜପ ନତ ସମର ମହନତ
କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପରାମର୍ଶ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଦାବି ପରେ, ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ସେ କହିଛନ୍ତି କି ରତ୍ନଭଣ୍ଡାର ଖୋଲି ଏହାର ସବିଶେଷ ତାଲିକା ପ୍ରସ୍ତୁତ କରାଯାଉContinue reading “ହଇକରଟକ ଗଲ ରତନଭଣଡର ପରସଙଗ ରତନଭଣଡର ଖଲ ସବଶଷ ତଲକ ପରସତତ ପଇ ଆବଦନ କଲ ବଜପ ନତ ସମର ମହନତ”
ଫରମ ଫୟକଟରର ଭୟଙକର ଅଗନକଣଡ ମତ ର ଅଧକ ଆହତ
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।Continue reading “ଫରମ ଫୟକଟରର ଭୟଙକର ଅଗନକଣଡ ମତ ର ଅଧକ ଆହତ”
କଟକ ବଡ ମଡକଲର ବରଳ ଅସତରପଚର ଘଣଟର ଅପରସନର ଯଡହଲ କଟ ହତ
କନକ ବ୍ୟୁରୋ: ଯୋଡି ହେଲା କଟା ହାତ । ୬ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ କଟା ହାତ ଯୋଡା ହୋଇପାରିଛି । କଟକ ବଡ ମେଡିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ୧୦ ଜଣିଆ ଡାକ୍ତରୀ ଟିମ୍ ପରିଶ୍ରମ ଫଳରେ ଯୁବକଙ୍କ ହାତ ଯୋଡି ହୋଇଛି । ବାଲେଶ୍ୱର କୁଟାପାଳ ଗାଁର ୨୩ ବର୍ଷୀୟ ଯୁବକ ପ୍ରକାଶ ଦାସ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏପରିକି ତାଙ୍କର ଗୋଟିଏContinue reading “କଟକ ବଡ ମଡକଲର ବରଳ ଅସତରପଚର ଘଣଟର ଅପରସନର ଯଡହଲ କଟ ହତ”
ମଦଙକ ମଡ ନଇଟ ବଠକ ବରଷଠ ନତଙକ ନଇ ଘନଘନ ବଠକ ବଢଇଲ ଚରଚଚ
କନକ ବ୍ୟୁରୋ: ମୋଦୀଙ୍କ ମିଡନାଇଟ ମିଟିଂ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତୁହାକୁ ତୁହା ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଖୁବଶୀଘ୍ର ବିଜେପିର ସାଙ୍ଗଠନିକସ୍ତରରେ ପରିବର୍ତନ ହେବାକୁ ଯାଉଛି । ରାଜସ୍ତାନ,ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରୁଛି । ଆସନ୍ତା ୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆଦିଲ୍ଲୀର ପ୍ରଗତି ମଇଦାନରେContinue reading “ମଦଙକ ମଡ ନଇଟ ବଠକ ବରଷଠ ନତଙକ ନଇ ଘନଘନ ବଠକ ବଢଇଲ ଚରଚଚ”
ଦଲଲର ଅଧକର ନଯକତ ଓ ବଦଳ ପରସଙଗ କନଦର ସରକରଙକ ଅଧୟଦଶ ବରଧର ସପରମକରଟ ଗଲ ଆପ
କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ମାମଲାରେ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ ପହଂଚିଛନ୍ତି । ଦିଲ୍ଲୀ ସରକାରଙ୍କ ତରଫରୁ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହିଛି । ଦିଲ୍ଲୀ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବାContinue reading “ଦଲଲର ଅଧକର ନଯକତ ଓ ବଦଳ ପରସଙଗ କନଦର ସରକରଙକ ଅଧୟଦଶ ବରଧର ସପରମକରଟ ଗଲ ଆପ”