ଏସଏଫ ସମୟରଞଜନ ମତୟ ମମଲର ନଆ ମଡ : ତନ ଜଣଙକ ନର ଏନବଡବଲ ଜର କଲ ପରଳଖମଣଡ ଏସଡଜଏମ କରଟ

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୩ ଜଣଙ୍କ ନାଁରେ ନନ୍ ବେଲେବୁଲ୍ ୱାରେଣ୍ଟ ବା ଜାମିନ୍ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏନବିଡବ୍ଲୁ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ । ଏମାନଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ମାମଲା ରହିଛି । ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣିContinue reading “ଏସଏଫ ସମୟରଞଜନ ମତୟ ମମଲର ନଆ ମଡ : ତନ ଜଣଙକ ନର ଏନବଡବଲ ଜର କଲ ପରଳଖମଣଡ ଏସଡଜଏମ କରଟ”

ବଜରର ମଡଗଲ ଟରକ ମତ : ଏକଧକ ଆହତ ମଡକଲର ଚକତସତ

କନକ ବ୍ୟୁରୋ : କେନିଆରେ ଭୟଙ୍କର ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଜନଗହଳି ପୂର୍ଣ୍ଣ ବଜାରରେ ମାଡିଗଲା ଟ୍ରକ୍ । ଭୟଙ୍କର ଦୁର୍ଘଟଣାରେ ବହୁ କାର ଓ ବାଇକ ଚୁରମାର ହୋଇଛି । ଏହି ଦୁର୍ଘଟଣାରେ ଏକାଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି । The post ବଜାରରେ ମାଡିଗଲା ଟ୍ରକ୍, ୫୦ ମୃତ : ଏକାଧିକ ଆହତ ମେଡିକାଲରେ ଚିକିତ୍ସିତ firstContinue reading “ବଜରର ମଡଗଲ ଟରକ ମତ : ଏକଧକ ଆହତ ମଡକଲର ଚକତସତ”

ଜଳଗଲ ବସ ଜବନତ ଦଗଧ : ଗରତର ମଡକଲର ଚକତସତ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବସ୍ ଜଳିଯିବାରୁ ୨୫ଜଣ ଜୀବନ୍ତ ଦଗ୍ଧ । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ ୱେରେ ନିଆଁ ଲାଗି ବସ୍ ଜଳିଗଲା । ନାଗପୁରରୁ ମୁମ୍ବାଇ ଆସୁଥିଲା ଏହି ବସ୍ । ବସରେ ପାଖାପାଖି ୩୨ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୮ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ଯାତ୍ରୀ ଥିବାରୁ ବସ୍ ଟାୟାର ଫାଟି ଦୁର୍ଘଟଣାଗ୍ରସ୍ତ ହୋଇଛି । The post ଜଳିଗଲା ବସ୍ , ୨୫ ଜୀବନ୍ତContinue reading “ଜଳଗଲ ବସ ଜବନତ ଦଗଧ : ଗରତର ମଡକଲର ଚକତସତ”

ଆଜ ରସଗଲ ଦବସ : ମହଲକଷମଙକ ରସଗଲ ଭଟଦବ ଶରଜଗନନଥ

କନକ ବ୍ୟୁରୋ : ଆଜି ରସଗୋଲା ଦିବସ । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ଆଉ ଏହି ଦିନକୁ ଓଡି଼ଆ ମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ କାଳିଆ ସାଆନ୍ତ । ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତିContinue reading “ଆଜ ରସଗଲ ଦବସ : ମହଲକଷମଙକ ରସଗଲ ଭଟଦବ ଶରଜଗନନଥ”

ଆଜ ନଳଦର ବଜ : ଲକଷମ ସଆନତଣଙକ ମନଭଞଜନ ପର ନଳକନଦରକ ଫରବ ମହବହ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ତିନି ଠାକୁର । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ, ଏହାକୁ ହିଁ ନୀଳାଦ୍ରିବିଜେ କୁହାଯାଏ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇContinue reading “ଆଜ ନଳଦର ବଜ : ଲକଷମ ସଆନତଣଙକ ମନଭଞଜନ ପର ନଳକନଦରକ ଫରବ ମହବହ”

ସମନ ନଗରକ ସହତକ ନଇ ବଢ଼ଛ ଦୱନଦୱ ବହମତର ଦରର ଥବର ରଜୟସଭର ବଲ ପସ ହବ ନଇ ଉଠଲ ପରଶନ

କନକ ବ୍ୟୁରୋ : ଦେଶରେ ସମାନ ନାଗରିକ ସଂହିତା ବା ୟୁସିସି ପ୍ରସଙ୍ଗ ସରଗରମ ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ୟୁସିସିକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଯେହେତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହା ଉପରେ ଲ’ କମିଶନ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛନ୍ତି । ଆଉ ଏହାରି ଭିତରେ ୮ଲକ୍ଷରୁ ଅଧିକ ମତାମତ ଏହା ଉପରେ ମିଳିସାରିଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ସରକାର ରାଜ୍ୟContinue reading “ସମନ ନଗରକ ସହତକ ନଇ ବଢ଼ଛ ଦୱନଦୱ ବହମତର ଦରର ଥବର ରଜୟସଭର ବଲ ପସ ହବ ନଇ ଉଠଲ ପରଶନ”

ମଣପର ହସ ଥମନଥବବଳ ମଖୟମନତର ବରନ ସଙକ ଇସତଫ ପତର ଫଡ଼ଦଲ ମହଳ ମଣପରର ଲକଙକ ଭଲମନଦ ବଝଲ ରହଲ ଗନଧ

କନକ ବ୍ୟୁରୋ : ଦୁଇଦିନିଆ ମଣିପୁର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ପହଁଚି ଦୀର୍ଘ ଦିନ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗିରହିଥିବା ସଂଘର୍ଷ ଯୋଗୁଁ ଅଶାନ୍ତ ଥିବା ମଣିପୁରର ସ୍ଥିତି ପରଖିଛନ୍ତି । ତେବେ ହିଂସା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ବିଭିନ୍ନ କ୍ୟାମ୍ପ ବୁଲି ଲୋକଙ୍କ ବୁଝିଛନ୍ତି ରାହୁଲ । ଏହି ସମୟରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବତୀ ଆସି ରାହୁଲଙ୍କContinue reading “ମଣପର ହସ ଥମନଥବବଳ ମଖୟମନତର ବରନ ସଙକ ଇସତଫ ପତର ଫଡ଼ଦଲ ମହଳ ମଣପରର ଲକଙକ ଭଲମନଦ ବଝଲ ରହଲ ଗନଧ”

ଜଲଇ ର ପରଧନମନତର ଡକଲ ମନତର ପରଷଦ ବଠକ ଜର ଧରଲ ମନତରମଣଡଳ ଅଦଳ ବଦଳ ଚରଚଚ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଲା । ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳବଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡକାଇବା ପରେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି । । ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀContinue reading “ଜଲଇ ର ପରଧନମନତର ଡକଲ ମନତର ପରଷଦ ବଠକ ଜର ଧରଲ ମନତରମଣଡଳ ଅଦଳ ବଦଳ ଚରଚଚ”

କହକ ପଦ ଛଡ଼ଲ ସବରତ ବଗଚ ? ଓଡ଼ଶ ଦକଷତ ବକଶ ପରଧକରଣ ଅଧୟକଷ ପଦର ହଠତ ଇସତଫ ବଢ଼ଇଲ ସନଦହ

କନକ ବ୍ୟୁରୋ : ଗତ ୭ ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସଡିଏର ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ସୁବ୍ରତ ବାଗଚୀ, ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସନ୍ଧ୍ୟାରେ ଟୁଇଟ୍ କରି ହଠାତ୍ ସେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ବ୍ୟକ୍ତିଗତ କାରଣ ପାଇଁ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କଥା ଟୁଇଟରେ ଲେଖିଥିଲେ ।Continue reading “କହକ ପଦ ଛଡ଼ଲ ସବରତ ବଗଚ ? ଓଡ଼ଶ ଦକଷତ ବକଶ ପରଧକରଣ ଅଧୟକଷ ପଦର ହଠତ ଇସତଫ ବଢ଼ଇଲ ସନଦହ”

ପଲ ପଢ଼ଛନତ ଭଲ ଇରଜ ଦଶମ ଶରଣ ଇରଜ ବୟକରଣ ବହର ତରଟ ଅଭଯଗ ବହର ବଭନନ ପଷଠର ରହଛ ବୟକରଣ ଜନତ ତରଟ

କନକ ବ୍ୟୁରୋ : ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିର କିଛି ପୃଷ୍ଠାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ପୃଷ୍ଠା ନମ୍ବର ୫, ୧୨, ୩୦, ୩୪, ୪୫, ୪୭ ଓ ଶହେ ନମ୍ବର ପୃଷ୍ଠାରେ ତ୍ରୁଟି ରହିଥିବା ଜଣାପଡ଼ିଛି । ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା ନମ୍ବର ୫ରେ ‘ଆଇ ୱାଜ ଷ୍ଟଡିଙ୍ଗ ଇନ୍ କ୍ଲାସ୍ ଆଇଏକ୍ସ ଲାଷ୍ଟ ଇଅର’ ଭଳି ବାକ୍ୟ ରହିଛି । ଏହି ବାକ୍ୟଟି ପାଷ୍ଟ ପ୍ରୋଗ୍ରେସିଭ୍ ଟେନ୍ସରେ ରହିଛିContinue reading “ପଲ ପଢ଼ଛନତ ଭଲ ଇରଜ ଦଶମ ଶରଣ ଇରଜ ବୟକରଣ ବହର ତରଟ ଅଭଯଗ ବହର ବଭନନ ପଷଠର ରହଛ ବୟକରଣ ଜନତ ତରଟ”

Design a site like this with WordPress.com
Get started